Below header
Browsing Tag

elvish yadav

ଇଡି ଜାଲରେ ଏଲଭିଶ ଯାଦବ, ମନି ଲଣ୍ଡ୍ରିଂ ମାମଲାରେ ପଚରାଉଚରା

ପ୍ରସିଦ୍ଧ ୟୁଟ୍ୟୁବର୍ ଏଲଭିଶ୍ ଯାଦବଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ଏଲଭିଶଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାରେ ଇଡି ଏଫ୍‌ଆଇଆର ଦାଖଲ କରିଛି । ଏଲଭିଶଙ୍କ ପାଖରେ ଥିବା ଦାମୀ କାରଗୁଡିକର ପାଇଁ ମଧ୍ୟ ଇଡି ଯାଞ୍ଚ କରିବେ । ସୂଚନା ଅନୁଯାୟୀ, ଏଲଭିଶଙ୍କ ବିରୋଧରେ ବଡ଼…

ପୁଣି ଚର୍ଚ୍ଚାରେ ୟୁଟ୍ୟୁବର୍‌ ଏଲଭିଶ ଯାଦବ, ସାପ ବିଷ ମାମଲାରେ ଚାର୍ଜସିଟ୍ ଦାଖଲ କଲା ପୋଲିସ

ପ୍ରସିଦ୍ଧ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଯାଇଛି । ତେବେ NDPSର ନିମ୍ନ ଅଦାଲତରେ ଏଲଭିସଙ୍କୁ ଜାମିନ…

ଜେଲରୁ ମୁକୁଳି ଏଲଭିଶ ଯାଦବ ସେୟାର କଲେ ପ୍ରଥମ ଫଟୋ, ଭାଇରାଲ ହେଉଛି ପୋଷ୍ଟ 

ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ଜାମିନ ମିଳିଛି । ତେବେ ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶଙ୍କ ଜାମିନ ଶୁଣାଣି NDPS ର ନିମ୍ନ ଅଦାଲତରେ କରାଯାଇଥଇଲା । ୫୦-୫୦ ହଜାର ଟଙ୍କା ଜାମିନ ବଣ୍ଡରେ ଏଲଭିଶଙ୍କୁ କୋର୍ଟରୁ ଜାମିନ ମିଳିଛି । ବର୍ତ୍ତମାନ ସାପ ବିଷ ମାମଲାରେ ଏଲଭିଶଙ୍କୁ ଜାମିନ ମିଳିଛି ।…

ଜାମିନ ପରେ ମଧ୍ୟ ଘରକୁ ଯାଇପାରିନାହାଁନ୍ତି ଏଲଭିଶ ଯାଦବ ! ଜାଣନ୍ତୁ ପୂରା ମାମଲା

ପ୍ରସିଦ୍ଧ ୟୁଟ୍ୟୁବର୍‌ ତଥା ବିଗ୍‌ ବସ୍‌ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଛି । ତେବେ ଶୁକ୍ରବାର ଦିନ ତାଙ୍କ…

ସାପ ବିଷ ମାମଲାରେ ଏଲ୍‌ଭିଶ ଯାଦବଙ୍କୁ ଜାମିନ୍‌, ଜେଲ୍‌ରେ କାଟିଲେ ୫ ଦିନ

ପ୍ରସିଦ୍ଧ ୟୁଟ୍ୟୁବର ତଥା ବିଗ୍‌ବସ୍‌ ଓଟିଟି ୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ଜାମିନ୍‌ । ସାପ ବିଷ ମାମଲାରେ ତାଙ୍କୁ ଜାମିନ୍‌ ମିଳିଛି । ଏଲ୍‌ଭିଶ ସାପ ଏବଂ ସାପ ବିଷ କିଣାବିକା ମାମଲାରେ ଫସିଛନ୍ତି । ଶୁକ୍ରବାର ତାଙ୍କ ଜାମିନ୍‌ ଆବେଦନ ଉପରେ ଏନ୍‌ଡିପିଏସ୍‌ର ନିମ୍ନ ଅଦାଲତରେ ଶୁଣାଣି…

ଗିରଫ ଏଲଭିଶ ଯାଦବ ମାନିଲେ ସତ, ରେଭ୍‌ ପାର୍ଟିରେ ଯୋଗାଉଥିଲେ ସାପ ବିଷ

ବିଗ୍ ବସ୍ ଓଟିଟି ବିଜେତା ତଥା ଫେମସ୍‌ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ନୋଏଡା ପୋଲିସ ଏଲଭିଶ ଯାଦବଙ୍କୁ ପାର୍ଟିରେ ସାପ ବିଷ ଯୋଗାଉଥିବା ମାମଲାରେ ଗତ କାଲି ଗିରଫ କରିଥିଲା । ଏହା ସହ ତାଙ୍କୁ କାଲି କୋର୍ଟରେ ମଧ୍ୟ ହାଜର…

ଲୋକପ୍ରିୟ ୟୁଟ୍ୟୁବର ଏଲଭିସ ଯାଦବ ଗିରଫ, ସାପ ଜହର ମାମଲାରେ ଗିରଫ କରିଛି ପୋଲିସ

ବିଗବସ୍‌ ଓଟିଟି ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବ ଗିରଫ ହୋଇଛନ୍ତି । ସାପ ବିଷ ଯୋଗାଉଥିବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ । Noida Police arrests YouTuber and Bigg Boss OTT 2 winner Elvish Yadav. He will be presented…

ୟୁଟ୍ୟୁବର୍ ସାଗର ଠାକୁରଙ୍କୁ ମାର୍‌ପିଟ୍‌ ମାମଲାରେ, ଏଲଭିଶ ଯାଦବଙ୍କୁ ପଚରାଉଚରା କରୁଛି ପୋଲିସ

ଫେମସ୍‌ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଓଟିଟି ୨ ଟାଇଟଲ୍ ବିଜେତା, ଏଲଭିଶ୍ ଯାଦବ ବିବାଦ ପାଇଁ ପୁଣି ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆ ଜରିଆରେ ଏଲଭିଶ ତାଙ୍କ କ୍ୟାରିୟରରେ ବହୁତ ଭଲ ନାମ କରିଛନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ ଗ୍ୟାଙ୍ଗ…

ଏଲଭିଶ ଯାଦବଙ୍କ ବିରୋଧରେ ପୁଣି ମାମଲା ରୁଜୁ, ୟୁଟ୍ୟୁବର୍ ସାଗର ଠାକୁରଙ୍କୁ ମାରୁଥିବାର ଭିଡିଓ ହେଉଛି ଭାଇରାଲ

ବିଗ୍ ବସ୍ ଓଟିଟି ୨ ବିଜେତା ତଥା ଫେମସ୍‌ ୟୁଟ୍ୟୁବର୍‌ ଏଲଭିଶ୍ ଯାଦବ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ସୂଚନା ମୁତାବକ, ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଅନ୍ୟ ଜଣେ ୟୁଟ୍ୟୁବର୍ ଙ୍କ ସହ ମାରପିଟ୍‌ କରୁଥିବା ନଜର ଆସିଛନ୍ତି । ବର୍ତ୍ତମାନ ୟୁଟ୍ୟୁବର୍ ସାଗର ଠାକୁର ବିଗ୍ ବସ୍…

ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଲେ ଏଲ୍‌ଭିଶ ଯାଦବ, ବିଗ୍ ବସ୍ ବିଜେତାଙ୍କ ଭିଡିଓ ହେଲା ଭାଇରାଲ

ବିଗ୍ ବସ୍ ଓଟିଟି ବିଜେତା ତଥା ଲୋକପ୍ରିୟ ୟୁଟ୍ୟୁବର୍ ଏଲ୍‌ଭିଶ ଯାଦବ ସର୍ବଦା କୌଣସି ନା କୌଣସି କାରଣରୁ ହେଡଲାଇନରେ ରହିଥାନ୍ତି । ଆଜିକାଲି ଏଲ୍‌ଭିଶ ଜୟପୁରରେ ଅଛନ୍ତି । ସୋସିଆଲ ମିଡିଆରେ ଏଲ୍‌ଭିଶ ଯାଦବଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ସେହି ଭିଡିଓ ଦେଖି ଆପଣ…

ଲୁଚି ଲୁଚି ଥାନାରେ ପହଞ୍ଚିଲେ ଏଲ୍‌ଭିଶ ଯାଦବ, ରେଭ୍‌ ପାର୍ଟି ସାପ ବିଷ ମାମଲାରେ ପଚରାଉଚରା କଲା ନୋଏଡା ପୋଲିସ

ଜଣାଶୁଣା ୟୁଟ୍ୟୁବର୍ ତଥା ବିଗ୍ ବସ୍ OTT ବିଜେତା ଏଲ୍‌ଭିଶ ଯାଦବଙ୍କୁ ସାପ ବିଷ ମାମଲାରେ ନୋଏଡା ପୋଲିସ ପଚରାଉଚରା କରିଛି। ଏଲ୍‌ଭିଶ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଚି ଲୁଚି ସେକ୍ଟର-୨୦ ଥାନାରେ ପହଞ୍ଚିଥିଲେ ଏବଂ ପୋଲିସ ନିକଟରେ ହାଜର ହୋଇଥିଲେ। ସେଠାରେ ଡିସିପି ଏବଂ ଏସିପି ସ୍ତରର…

ଏଲ୍‌ଭିଶ ଯାଦବଙ୍କୁ ନୋଏଡା ପୋଲିସ ପଠାଇଲା ନୋଟିସ୍‌, ରେଭ୍‌ ପାର୍ଟି ଡ୍ରଗ୍ସ ମାମଲାରେ ହେବ ପଚରାଉଚରା

ଏଲ୍‌ଭିଶ ଯାଦବଙ୍କୁ ନୋଟିସ୍‌। ସାପ ବିଷ ମାମଲାରେ ୟୁଟ୍ୟୁବର୍ ତଥା ବିଗ୍ ବସ୍ ଓଟିଟି ବିଜେତା ଏଲ୍‌ଭିଶ ଯାଦବଙ୍କୁ ନୋଟିସ ଜାରି କରିଛି ନୋଏଡା ପୋଲିସ। ଖୁବ୍ ଶୀଘ୍ର ନୋଏଡା ପୋଲିସ ନିକଟରେ ହାଜର ହେବେ ଏଲ୍‌ଭିଶ। ସେପଟେ ଏହି ମାମଲାରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପୋଲିସକୁ ଗିରଫ ୫…