କାର କିଣିବେ କି? ତେବେ ଘରେ ବସି ଏପରି ଚେକ କରନ୍ତୁ Car Loan ଓ EMI
କାର କିଣିବା ଏକ ବହୁତ ବଡ଼ ନିଷ୍ପତ୍ତି। ଆଉ ଏଥିରେ ଖର୍ଚ୍ଚ ମଧ୍ୟ ଢ଼େର ହୋଇଥାଏ। ଭାରତରେ ଶସ୍ତା କାର କିଣିବା ପାଇଁ ଅତି କମରେ ୪.୫ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଖର୍ଚ୍ଚ ହେବ। ଏମିତିରେ ଲୋକ କୋଟି କୋଟି ଟଙ୍କା ଦେଇ ବିଳାସପୂର୍ଣ୍ଣ ଗାଡ଼ି କିଣିଥାନ୍ତି। ଅନେକ ଅଛନ୍ତି ଯେଉଁମାନେ ଏତେ…