Browsing Tag

entertainment news

ଗୀତ ପାଇଁ ଫ୍ୟାନ୍ସଙ୍କ ଠାରୁ ପ୍ରଶଂସା ସାଉଣ୍ଟୁଛନ୍ତି ଆଲିଆ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ କିଏ ବା ନ ଜାଣେ । ତେବେ ଏହି ଅଭିନେତ୍ରୀ ତାଙ୍କ ଅଭିନୟ ଏବଂ ଫ୍ୟାଶନ୍ ସେନ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏସବୁ ବ୍ୟତୀତ ଅଭିନେତ୍ରୀ ଗୀତ ମଧ୍ୟ ଗାଇଥାନ୍ତି । ବାସ୍ତବରେ ଆଲିଆ ଅନେକ ଥର ଗୀତ ଗାଉଥିବାର ଶୁଣିବାକୁ ମିଳିଥାଏ । ଏହା ସହ ତାଙ୍କ ଅଭିନୟ…

ରିଲିଜ୍‌ ହେଲା ତବୁ, କରୀନା କପୁର, କ୍ରିତି ସାନନଙ୍କ ଫିଲ୍ମ ‘କ୍ରୁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ତବୁ, କରୀନା କପୁର, କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘କ୍ରୁ’ ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୯ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଫିଲ୍ମକୁ ନେଇ ଦର୍ଶକଙ୍କର ଭଲ ରିଭ୍ୟୁ ମିଳିଛି । ତେବେ ଲୋକମାନେ ଫିଲ୍ମ ‘କ୍ରୁ’ କୁ ଏକ ଫୁଲ୍‌ ଏଣ୍ଟଟେନିଙ୍ଗ ଫିଲ୍ମ ବୋଲି କହୁଛନ୍ତି ।…

ସାମ୍ନାକୁ ଆସିଲା ବିକ୍ରାନ୍ତ ମେସୀଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ର ଟିଜର, ଜାଣନ୍ତୁ ରିଲିଜ୍‌ ଡେଟ୍‌

ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ତାଙ୍କ ଫିଲ୍ମ ‘12th Fail’ ପରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଏବେ ଏହି ଅଭିନେତା ତାଙ୍କ ଅପ୍‌କମିଂ ଫିଲ୍ମ ‘ସାବରମତି ରିପୋର୍ଟ’ ପାଇଁ ଜୋରସୋର ପ୍ରସ୍ତୁତି କରୁଛନ୍ତି । ତେବେ ଫ୍ୟାନ୍ସ ଏହି ଫିଲ୍ମ ଦେଖିବା ପାଇଁ ଖୁବ୍‌ ଉତ୍ସାହାର ସହ ଅପେକ୍ଷା…

ବର୍ଥ ଡେ ପାର୍ଟିରେ ଆଲୁ ଅର୍ଜୁନ ରାମ ଚରଣଙ୍କ ସହ ‘ନାଟୁ ନାଟୁ’ ସଙ୍ଗରେ କଲେ ଡ୍ୟାନ୍ସ, ଭାଇରାଲ ହେଉଛି ଫଟୋ

ରାମ ଚରଣ ତାଙ୍କ ପରିବାର ଏବଂ ‘ପୁଷ୍ପା ୨’ର ଅଭିନେତା ଅଲୁ ଅର୍ଜୁନଙ୍କ ସହ ବର୍ଥ ଡେ ପାର୍ରିରେ ମଜା କରୁଥିବା ଦେଖିବାକୁ ମିଳିଥିଲେ । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଲୁ ଅର୍ଜୁନ ତାଙ୍କ କଜନ୍‌ ବ୍ରଦର ରାମ ଚରଣଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଉଭୟ…

ବିବାହ ବନ୍ଧନରେ ବାନ୍ଧି ହେଲେ ଅଦିତି ରାଓ ହାଇଦରୀ, ରଙ୍ଗନାଥ ସ୍ୱାମୀ ମନ୍ଦିରରେ ସିଦ୍ଧାର୍ଥଙ୍କୁ କଲେ ଜୀବନସାଥୀ

ଆଜିକାଲି ସବୁଆଡେ ମ୍ୟାରେଜ୍‌ର ସିଜିନ୍‌ ଚାଲିଛି । ବିଶେଷ ଭାବେ ବଲିଉଡ ଇଣ୍ଡଷ୍ଟ୍ରୀରେ ପ୍ରାୟ ସମସ୍ତ ସେଲିବ୍ରେଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଯେପରି ରକୁଲ ଓ ଜ୍ୟାକି, ପୁଲକିତ ଓ କ୍ରିତି ଏବଂ ତାପସୀ ଓ ମାଥିଆସଙ୍କ ଭଳି ଅନେକ ଷ୍ଟାର ଚଳିତ ବର୍ଷ ମ୍ୟାରେଜ୍‌ କରିଛନ୍ତି । ତେବେ…

‘ବିଗ୍‌ ବସ୍‌ ୧୭’ ବିଜେତା ମୁନାଓ୍ଵର ଫାରୁକିଙ୍କ ବିରୋଧରେ ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ

ବର୍ତ୍ତମାନ ‘ବିଗ୍ ବସ୍ ୧୭’ ବିଜେତା ମୁନାଓ୍ଵର ଫାରୁକି ପ୍ରାୟତଃ ବିବାଦରେ ରହୁଛନ୍ତି । ତେବେ ଗୋଟିଏ ପରେ ଗୋଟିଏ ନୂଆ ମାମଲାରେ ତାଙ୍କ ନାମ ଶୁଣିବାକୁ ମିଳୁଛି । ବେଳେବେଳେ ବିବାଦୀୟ ମନ୍ତବ୍ୟ ଏବଂ ବେଳେବେଳେ ତାଙ୍କ ପର୍ସନାଲ ଲାଇଫ୍‌ ପାଇଁ ସେ ହେଡଲାଇନରେ ରହିଥାନ୍ତି । କିନ୍ତୁ ଏଥର ତାଙ୍କ…

ବିବାହ ପରେ ପ୍ରଥମ ଥର ଏକାଠି ହୋଲି ସେଲିବ୍ରେସନ୍‌ କଲେ ରକୁଲ ଓ ଜ୍ୟାକି ଏବଂ ପୁଲକିତ ଓ କ୍ରିତି, ଭାଇରାଲ ହେଉଛି ଫଟୋ ଓ…

ହୋଲି ହେଉଛି ଖୁସିର ପର୍ବ, ଯାହାକୁ ସମସ୍ତ ଲୋକ ବିଶେଷ ନିଆର ଢଙ୍ଗରେ ପାଳନ କରିଥାନ୍ତି । ତେବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ସମସ୍ତେ ବହୁତ ଧୁମ୍‌ଧାମ୍‌ରେ ସେଲିବ୍ରେସନ୍‌ କରୁଛନ୍ତି । ଏବେ ହୋଲିର ଏହି ମାହୋଲରେ ଏହି ସମସ୍ତ କପଲ ହୋଲିରେ ନିଜ ଲାଇଫ୍‌ ପାଟନରଙ୍କ ସହ…

ହିମାଚଳ ପ୍ରଦେଶ ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ମିଳିଲା ବିଜେପି ପାର୍ଟି ଟିକେଟ, ଅଭିନୟ ପରେ ଏବେ ରାଜନୀତିରେ କରିବେ…

ଗତ କିଛି ଦିନ ହେବ ନିର୍ବାଚନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ହିମାଚଳ ପ୍ରଦେଶର ମଣ୍ଡିରୁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ଟିକେଟ ଦିଆଯାଇଛି । ତେବେ ‘ଫ୍ୟାଶନ୍’, ‘କୁଇନ’ ଏବଂ ‘ତନୁ ୱେଡ୍ ମନୁ ରିଟର୍ନ’ ଏବଂ ‘ମାଣିକର୍ଣ୍ଣିକା’ ଭଳି ଫିଲ୍ମରେ…

ଷ୍ଟାଡିୟମ୍‌ରେ ଦର୍ଶକଙ୍କ ସମ୍ମୁଖରେ ସିଗାରେଟ୍ ଟାଣୁଥିଲେ ଶାହାରୁଖ୍ ଖାନ୍, ଭାଇରାଲ ହେଉଛି ଭିଡିଓରେ

କେକେଆର ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କିଙ୍ଗ ଖାନ ଶାହରୁଖ ଖାନ ଖୋଲାଖୋଲି ଧୂମପାନ କରୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସୋସିଆଲ ମିଡିଆରେ ଶାହାରୁଖଙ୍କ ଏହି କାମକୁ ନେଇ ଫ୍ୟାନ୍ସ ନିଜର ପ୍ରତିକ୍ରିୟା…

ଦିଲଜିତ ଦୋସାଞ୍ଜଙ୍କ ସିକ୍ରେଟ ମ୍ୟାରେଜ୍‌କୁ ନେଇ ଚର୍ଚ୍ଚା, ଭାଇରାଲ ହେଉଛି ଫଟୋ

ଦିଲଜିତ ଦୋସାଞ୍ଜଙ୍କ ସିକ୍ରେଟ ମ୍ୟାରେଜ୍‌କୁ ନେଇ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚା ଜୋର ଚାଲିଛି । ତେବେ ସୋସିଆଲ ମିଡିଆରେ କିଆରା ଆଡଭାନୀଙ୍କ ଏକ ପୁରୁଣା ଇଣ୍ଟର ଭ୍ୟୁ ଯୋଗୁ ଏହା ଆରମ୍ଭ ହୋଇଥିଲା, ଯେଉଁଥିରେ ସେ ଅଜାଣତରେ ଦିଲଜିତଙ୍କ ପୁଅ ବିଷୟରେ କହିଥିଲେ । ଏହାର କିଛି ସମୟ ପରେ,…

ଜାମିନ ପରେ ମଧ୍ୟ ଘରକୁ ଯାଇପାରିନାହାଁନ୍ତି ଏଲଭିଶ ଯାଦବ ! ଜାଣନ୍ତୁ ପୂରା ମାମଲା

ପ୍ରସିଦ୍ଧ ୟୁଟ୍ୟୁବର୍‌ ତଥା ବିଗ୍‌ ବସ୍‌ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଛି । ତେବେ ଶୁକ୍ରବାର ଦିନ ତାଙ୍କ…

ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ଓ ସାନ ଭାଇର ଫଟୋ

ପଞ୍ଜାବୀ ଦିବଙ୍ଗତ ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ଓ ମା’ ଅନେକ ଦିନ ଧରି ହେଡଲାଇନରେ ରହିଛନ୍ତି । ନିକଟରେ ତାଙ୍କ ଘରେ ଖୁସିର ମାହୋଲ ରହିଛି । କାରଣ ତାଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି । ସିଦ୍ଧୁଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି…