ଅଭିଷେକ ବଚ୍ଚନଙ୍କୁ ମିଳିଲା ଏକ ନୂଆ ଫିଲ୍ମ, ଏହି ନିର୍ଦ୍ଦେଶକଙ୍କ ସହିତ କରିବେ କାମ
ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଘୁମର’ରେ ଦେଖିବାକୁ ମିଳିଥିଲା । ତେବେ ଫିଲ୍ମ ବକ୍ସ ଅଫିସରେ ଏତେ ଭଲ କଲେକ୍ସନ୍ କରିନଥିଲା । କିନ୍ତୁ ଏହି ଫିଲ୍ମରେ ଅଭିନେତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏବେ ଅଭିଷେକ ବଚ୍ଚନ ତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ…