Browsing Tag

EPFO

୨୮ କୋଟି EPFO ଖାତାଧାରକଙ୍କ ଡାଟା ଲିକ୍‌! ଆପଣଙ୍କ ତଥ୍ୟ ବି ନାହିଁ ତ ଏଥିରେ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫ୍‌ଓକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପାଖାପାଖି ୨୮ କୋଟି ପିଏଫ୍‌ ଖାତାଧାରକଙ୍କ ଡାଟା ଅନ୍‌ଲାଇନ୍‌ ଲିକ୍‌ ହୋଇଯାଇଛି। ଏଥିରେ ଆଧାର ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ଯାଏଁ ସବୁ ତଥ୍ୟ ରହିଛି।…

ଏଣିକି EPF ସଦସ୍ୟ ରଖିପାରିବେ ଏକାଧିକ ନୋମିନି, ଜାଣିରଖନ୍ତୁ କଣ ରହିଛି ଅନଲାଇନ ପ୍ରୋସେସ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା EPFO ଏବେ ଇପିଏଫ ମେମ୍ବର ମାନଙ୍କ ଇ-ନୋମିନେସନକୁ ବାଧ୍ୟତାମୂଳକ କରିଛନ୍ତି ।ଜାଣି ରଖନ୍ତୁକି ସଞ୍ଚୟ ଖାତାରେ ଥିବା ଆକାଉଣ୍ଟ ହୋଲଡରଙ୍କ ତରଫରୁ ନୋମିନିଙ୍କ ନାଁ ଘୋଷଣା କରିବାକୁ ଅନିରବାର୍ଜ୍ୟ କରାଯାଇଛି ଯାହାକି ଭବିଷ୍ୟତରେ ଅଧିକରୁ ଅଧିକ ଲାଭଦାୟକ…

EPFO ସବସ୍କ୍ରାଇବର୍ସଙ୍କ ଖାତାକୁ ଆସିବ ୮୧ ହଜାର ଟଙ୍କା, ଜାଣନ୍ତୁ କେବେ ଆଇ କେତେ ମିଳିବ

କର୍ମର୍ଚାରୀ ଭବିଷ୍ୟ ନିଧି ସଂଗଠନର ଉପଭୋକ୍ତାଙ୍କ ବଡଖବର। ଇପିଏଫଓର ୭ କୋଟି ସବସ୍କ୍ରାଇବର୍ସଙ୍କ ପାଇଁ ଏହି ମାସର ଶେଷ ସୁଦ୍ଧା ବହୁତ ବଡ ଖୁସିଖବର ଆସିବାକୁ ଯାଉଛି। ସରକାର ଇପିଏଫ ଆକାଉଣ୍ଟ ହୋଲ୍ଡର୍ସଙ୍କ ଖାତାରେ ଆର୍ଥିକ ବର୍ଷ ୨୦୨୨ର ସୁଧ ଟ୍ରାନ୍ସଫର କରିବାକୁ ଯାଉଛନ୍ତି। ଆପଣଙ୍କୁ…

ଇପିଏଫଓକୁ ନେଇ ବଦଳିଲା ନିୟମ, ପେନସନ ରାଶିକୁ ନେଇ ଚଳିତ ମାସ ଶେଷରେ ଲାଗୁ ହେବ ନୁଆ ନିୟମ, ଜାଣନ୍ତୁ

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ପରିବାରର କାହାକୁ କର୍ମଚାରୀ ଭିବଷ୍ୟ ନିଧି ସଂଗଠନରୁ ସବୁ ମାସରେ ପେନସନ ମିଳୁଛି ତେବେ ଏହି ଖବର ଆପଣଙ୍କ ପାଇଁ.. ଏବେ ଇପିଏଫଓରୁ ମିଳୁଥିବା ପେନସନ ରାଶି ସିଷ୍ଟମ ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ଫାଇଦା ସମସ୍ତ ପେନସନ ଭୋଗୀଙ୍କୁ ମିଳିବ। ଜାଣି…

ସରକାରଙ୍କ ଏହି ସ୍କିମରେ ଇପିଏଫଓ ସବସ୍କ୍ରାଇବର୍ସଙ୍କୁ ମିଳିବ ୭ ଲକ୍ଷ ଟଙ୍କାର ସହାୟତା ରାଶି, କାହିଁକି ଓ କିପରି…

ସରକାରୀ ଚାକିରିଆଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଖବର ଟି ରହିଛି ଇପିଏଫଓ ସମ୍ବନ୍ଧିତ… ଏମିତିରେ କର୍ମଚାରୀଙ୍କୁ ଏବେ ୭ଲକ୍ଷ ଟଙ୍କାର ଫାଇଦା ମିଳିବାର ଶୁଣିବାକୁ ମିଳିଛି। ଇପିଏଫଓ ତରଫରୁ ଏବେ ସମସ୍ତ ସରକାରୀ ଚାକିରିଆଙ୍କ ପାଇଁ ଏହି ସୁବିଧା ବାହାର କରାଯାଇଛି। ଏହା ଅନ୍ତର୍ଗତ ଆପଣଙ୍କୁ ଏବେ…

ଆପଣ ଯଦି ଏହି ଭୁଲ କରନ୍ତି ତେବେ ଆପଣଙ୍କ ପିଏଫ ଆକାଉଣ୍ଟ ହୋଇଯିବ ବନ୍ଦ, ଜାଣନ୍ତୁ ଓ ସାବଧାନ ରୁହନ୍ତୁ

ଚାକିରିଆ ଲୋକଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ସେମାନଙ୍କ ଜୀବନ ପୁଞ୍ଜି ହୋଇଥାଏ । ଯେବେ ପଯ୍ୟର୍ନ୍ତ ଆପଣ ଚାକିରି କରିଛନ୍ତି ସେବେ ପର୍ଯ୍ୟନ୍ତ ଆପଣ EPF ରେ ଯୋଗଦାନ କରିଥାନ୍ତି। ଶେଷରେ ଯେତେବେଳେ ରିଟାୟରମେଣ୍ଟ ସମୟ ଆସେ ସେତେବେଳେ ଏହି ଟଙ୍କା କାମରେ ଆସେ। ବଞ୍ଚିବାର ସାହାରା ଦିଏ। ଏମିତିରେ…

ଲାଇଫ ସାର୍ଟିଫିକେଟ ଜମା କରିବା ପାଇଁ ପେନସନ ଭୋଗୀଙ୍କ ପାଇଁ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏହାର ପେନସନ ଭୋଗୀମାନଙ୍କ ପାଇଁ ଏକ ବିଶେଷ ସୁବିଧା ଆରମ୍ଭ କରିଛି। ବର୍ତ୍ତମାନ ପେନସନଭୋଗୀମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ସେ ଯେତେବେଳେ ଚାହିଁବେ ତାଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଇପିଏଫ୍ ଲାଇଫ୍…

ଚଳିତ ବର୍ଷ ଖୁବ ଶୀଘ୍ର ଆପଣଙ୍କ ଇପିଏଫ ଆକାଉଣ୍ଟକୁ ଆସିବ ସୁଧ ଟଙ୍କା, ଆକାଉଣ୍ଟ ଚେକ ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଚାକିରିଆଙ୍କ ପାଇଁ ବଡ଼ ଖବର । ଯଦି ଆପଣ କେଉଁଠି ଚାକିରି କରିଛନ୍ତି ତେବେ ଆପଣଙ୍କ ପାଇଁ ଏହି ସୂଚନା ନିହାତି ଜରୁରୀ । ଏବେ ଚାକିରିଆଙ୍କ ପିଏଫ ଆକାଉଣ୍ଟକୁ ନେଇ ଆସିଲା ଜରୁରୀ ଖବର । ଖୁବ ଶୀଘ୍ର ଆପଣଙ୍କ ଇପିଏଫ ଆକାଉଣ୍ଟରେ ସୁଧ ଆଡ ହେବାକୁ ଯାଉଛି । ଏହାପୂର୍ବରୁ ଆପଣଙ୍କ ବାଲାନ୍ସ ଚେକ…

ପିଏଫ ଆକାଉଣ୍ଟର ଜରୁରୀ ସୂଚନା ପାଇବା ପାଇଁ ଶୀଘ୍ର କରନ୍ତୁ ନିଜ ଆକାଉଣ୍ଟକୁ ଅପଡେଟ, ଜାଣନ୍ତୁ ସହଜ ପ୍ରୋସେସ

ପ୍ରତ୍ୟେକ ଚାକିରିଆ ଲୋକ ନିଜ ଜୀବନରେ ଅର୍ଜିତ କରିଥିବା ପୁଞ୍ଜିର କିଛି ଅଂଶ ପିଏଫ ଖାତାରେ ଜମା କରିଥାଏ। ଏହି ଟଙ୍କା ତାଙ୍କୁ ଅବସର ସମୟରେ ମିଳିଥାଏ। ଏହାବ୍ୟତିତ ଚାକିରି କରିବା ସମୟରେ ଯଦି କିଛି ଜରୁରୀ ପରିସ୍ଥିତି ପଡେ ତେବେ ସେ ଏହି ସମୟରେ ଟଙ୍କା ଉଠାଇପାରିବେ। ଯେମିତିକି ଦେହ ଖରାପ…

ଏବେ PF ଖାତାଧାରକ ଶୀଘ୍ର କରନ୍ତୁ ନିଜର ଇ-ନୋମିନେସନ, ପରିବାରକୁ ମିଳିବ ବଡ଼ ଫାଇଦା

ପେନସନ ଫଣ୍ଡ ମ୍ୟାନେଜମେଣ୍ଟ ଇପିଏଫଓ ଇ-ନୋମିନେସନ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ପିଏଫ ଖାତା ଧାରକଙ୍କ ପରିବାରକୁ ସୋସିଆଲ ସିକ୍ୟୁରିଟି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି। ତେବେ ଏହାରି ମଧ୍ୟରୁ ଅନେକ ଇପିଏଫ ଖାତାଧାରକ ଅଛନ୍ତି ଯେଉଁମାନେ ଏବେ ପର୍ଯ୍ୟନ୍ତ ନୋମିନୀ ଆଡ…

ଇପିଏଫଓ ସୁଧହାର କମାଇଲେ କେନ୍ଦ୍ରସରକାର, ୪୦ ବର୍ଷ ଭିତରେ ସର୍ବନିମ୍ନ

ମହଙ୍ଗା ଯୁଗରେ ଏବେ ଚାକିରିଆଙ୍କ ପାଇଁ ଆସିଛି ଆଉ ଏକ ଖରାପ ଖବର। ଇପିଏଫଓର ସୁଧ ଦରରେ ପରିବର୍ତ୍ତନ କରାଯାଇଛି। ଯାହା ବିଗତ ୪୦ ବର୍ଷ ମଧ୍ୟରେ ହୋଇନଥିଲା। ତାହା ଏବେ ହେବାକୁ ଯାଉଛି। ସବୁ ଜିନିଷର ଦରଦାମ ବଢୁଥିବା ବେଳେ ଚାକିରିଆଙ୍କ ପକେଟ ଉପରେ ଭାରି ପ୍ରଭାବ ପଡ଼ିବ। କାହିଁକି ନା ଇପିଏଫଓରେ…

ଇପିଏଫଓର ନୂଆ ପେନସନ ସ୍କିମରେ ଲାଭ ଉଠାଇବେ ଆହୁରି ୫୦ ଲକ୍ଷ କର୍ମଚାରୀ, କୋହଳ ହେବ ଧାର୍ଯ୍ୟ ସୀମା

ଆସିଲା ନୂଆ ପେନସନ ସ୍କିମ। ଆଉ ଏହି ସ୍କିମ ବାହାର କରିଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ମାନେ ଇପିଏଫଓ। ସୂଚନା ଅନୁଯାୟୀ ଏବେ ଇପିଏଫଓ ଏକ ନୂଆ ପେନସନ ସ୍କିମ ଆଣିବା ପାଇଁ ପ୍ଲାନ କରୁଛି। ତେବେ କେଉଁମାନେ ଏହାର ଲାଭ ଉଠାଇବେ ଆଉ କେମିିତି ସେ ସମ୍ପର୍କରେ ଜାଣନ୍ତୁ। ସୂଚନା ଅନୁଯାୟୀ…