Browsing Tag

eviction

ମହାକାଳପଡ଼ା: ବନ ବିଭାଗ ପକ୍ଷରୁ ଜଙ୍ଗଲ ଜମିରେ ଚାଲିଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ମହାକାଳପଡ଼ା: ଜଙ୍ଗଲ ଜମିରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ବନ ବିଭାଗର ପ୍ରୟାସ। କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବର୍ଷବର୍ଷ ଧରି ଜଙ୍ଗଲ ଜମିରେ ଚିଙ୍ଗୁ଼ଡି ଘେରି କରିଛନ୍ତି ଚିଙ୍ଗୁଡ଼ି ମାଫିଆ। ଏଥିରୁ ମାଫିଆ ମାଲେମାଲ ହେଉଥିବା ବେଳେ…

ଆରଡି ବାବା ଆଖଣ୍ଡଳମଣି ପୀଠରେ ଚାଲିଛି ୨ୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ, ଶିବଗଙ୍ଗା ପୁଷ୍କରଣୀକୁ ଲାଗିଥିବା ୧୮ଟି…

ଚାନ୍ଦବାଲି: ଆଖଣ୍ଡଳମଣି ପୀଠରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ । ବହୁ ବିବାଦ ପରେ ଶାନ୍ତିଶୃଙ୍ଖଳାର ସହ ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣି ପୀଠରେ ଜାରି ରହିଛି ୨ୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ । ପୀଠର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆରଡି ଶିବଗଙ୍ଗା ପୁଷ୍କରଣୀକୁ ଲାଗିଥିବା ୧୮ଟି ଦୋକାନକୁ ଉଚ୍ଛେଦ…

ପୁଣି ବାଦାମବାଡିରୁ ରାଣୀହାଟ ରାସ୍ତାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ଭଙ୍ଗାଚାଲିଛି ଉଠା ଦୋକାନ ଓ ବେଆଇନ ନିର୍ମାଣ

କଟକ: ପୁଣି ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ । ବାଦାମବାଡିରୁ ରାଣୀହାଟ ରାସ୍ତାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। କମିସନରେଟ ପୋଲିସ , ଜିଲ୍ଲା ପ୍ରଶାସନ ଓ ସିଏମସି ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ଉଚ୍ଛେଦ କାର୍ଯ୍ଯ। ବାଦାମବାଡିରୁ ରାଣୀହାଟ ଯାଏ ରାସ୍ତା କଡ଼ରେ ଥିବା ଉଠା ଦୋକାନ ଓ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଉଚ୍ଛେଦ ବେଳେ ବିରୋଧ, ବସ୍‌ ଟର୍ମିନାଲକୁ ନେଇ ଅସନ୍ତୁଷ୍ଟ ୧୩୦ ବ୍ୟବସାୟୀ

ଭୁବନେଶ୍ବର: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଉଚ୍ଛେଦ ବେଳେ ବିରୋଧ । ଅନ୍ତରାଜ୍ୟ ବସ୍‌ ଟର୍ମିନାଲ ଲାଗି ଯୋଜନା ଚାଲିଥିବାବେଳେ ଆଜିଠୁ ଉଚ୍ଛେଦ ଆରମ୍ଭ ହୋଇଛି । ଏକ ଉଚ୍ଚ କୋଟୀର ବସ୍‌ଷ୍ଟାଣ୍ଡ ନିର୍ମାଣ ଲକ୍ଷ୍ୟ ରଖିଛି ବିଡିଏ । ହେଲେ ଏହି ଉଚ୍ଛେଦକୁ ବିରୋଧ କରାଯାଇଛି । ବିଡିଏ ଥଇଥାନ ନକରି…

ଚାନ୍ଦବାଲି ନଳଗୋହିରା ବଜାରରେ ରାସ୍ତା ସଂପ୍ରସାରଣ ପାଇଁ ୩୫ ରୁ ଅଧିକ ଉଠା ଦୋକାନ ଭାଙ୍ଗିଲା ପ୍ରଶାସନ

ଚାନ୍ଦବାଲି: ରାସ୍ତା ସଂପ୍ରସାରଣ ପାଇଁ ୩୫ ରୁ ଅଧିକ ଉଠା ଦୋକାନ ଭାଙ୍ଗିଲା ପ୍ରଶାସନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ନଳଗୋହିରା ବଜାରରେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରାୟ ୪୦ଟି ଉଠାଦୋକାନ ଥିଲା। ଦୀର୍ଘ ଦିନ ଧରି ଏମାନେ ବ୍ୟବସାୟ କରି ଆସୁଥିଲେ । ମତୋ-ଚୌଧୁରୀ ଘାଟ ପର୍ଯ୍ୟନ୍ତ ରାସ୍ତା…

କଟକ: ତାଳଦଣ୍ଡା କେନାଲ ସଂଲଗ୍ନ ଧାର୍ମିକ ଅନୁଷ୍ଠାନ ଓ କ୍ଲବକୁ ଉଚ୍ଛେଦ କଲା ପ୍ରଶାସନ, ଭାଙ୍ଗିଲା ୧୦ଟି ମନ୍ଦିର ଓ ୩ଟି…

କଟକ(କେନ୍ୟୁଜ୍): ଶାନ୍ତି ଶୃଖଳାର ସହ ଉଛେଦ ହୋଇଛି ଧାର୍ମିକ ଅନୁଷ୍ଠାନ ଓ କ୍ଲବ। ଗୋଟିଏ ଦିନରେ ୧୦ ଟି ମନ୍ଦିର ଓ ୩ଟି କ୍ଲବକୁ ଉଛେଦ କରାଯାଇଛି। ଏସସିବିକୁ ଏମ୍ସ ପ୍ଲସ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା। ଏସସିବି ତିିନି ହଜାର ଶଯ୍ୟା ବିଶିଷ୍ଟ ହେବ। ଏସସିବି ସଂଲଗ୍ନ ସମସ୍ତ ରାସ୍ତା…

ତହସିଲ ଅଫିସ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କଲା ତହସିଲ ପ୍ରଶାସନ

ଯାଜପୁର(କେନ୍ୟୁଜ): କିଛି ଦିନର ନୀରବତା ପରେ ପୁଣି ଆକ୍ସନ ମୋଡ଼କୁ ଫେରିଲା ଧର୍ମଶାଳା ତହସିଲ ପ୍ରଶାସନ। ତହସିଲ ସମ୍ମୁଖରୁ ଆଜି ଜବରଦଖଲକାରୀଙ୍କୁ ଉଛେଦ କରାଯାଇଛି। ଦୀର୍ଘ ବର୍ଷ ହେବ ଧର୍ମଶାଳା ତହସିଲ ଓ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖ ଭାଗକୁ ଜବରଦଖଲ କରି ମୁଷ୍ଟିମେୟ ବ୍ୟକ୍ତି…

SCBକୁ ଏମ୍‌ସ ପ୍ଲସ କରାଯିବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଉଛେଦ କାର୍ଯ୍ୟ, ଭଙ୍ଗାଯାଉଛି ପୁରୁଣା ଜଳସେଚନ…

କଟକ(କେନ୍ୟୁଜ୍): କଟକ SCBକୁ କରାଯିବ ଏମ୍‌ସ ପ୍ଲସ। ୩ହଜାର ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ ପାଇଁ SCB ସଲଗ୍ନ ବସ୍ତିକୁ ଉଛେଦ କରାଯିବ। ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଜୋବ୍ରା ଖଲାସୀ ଲେନ୍‌ରେ ଥିବା ପୁରୁଣା ଜଳସେଚନ କ୍ୱାର୍ଟର୍ସ…

କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ ପାଇଁ ଆସନ୍ତାକାଲିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଥଇଥାନ ଓ ସହାୟତା ପ୍ୟାକେଜ ପାଇଁ…

କଟକ(କେନ୍ୟୁଜ୍):କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଆସନ୍ତାକାଲିଠୁ ଆରମ୍ଭ ହେବ ଉଚ୍ଛେଦ ପ୍ରକ୍ରିୟା । ହେଲେ ଆସନ୍ତାକାଲି କୌଣସି ଉଚ୍ଛେଦ କାର୍ଯ୍ୟ କରାଯିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ଥଇଥାନ ଓ ସହାୟତା ପ୍ୟାକେଜ ବାବଦରେ…

ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ, ଏଭଳି ଦାବି କରିଛନ୍ତି ବ୍ରହ୍ମପୁର ସହରର ପୁନର୍ବାସୀ କଲୋନୀର ୧୨ ନମ୍ବର ୱାର୍ଡ…

ବ୍ରହ୍ମପୁର: ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ । ଏଭଳି ଦାବି କରିଛନ୍ତି ବ୍ରହ୍ମପୁର ସହରର ପୁନର୍ବାସୀ କଲୋନୀର ୧୨ ନମ୍ବର ୱାର୍ଡ ବାସିନ୍ଦା । ୧୫୦ରୁ ଅଧିକ ପରିବାର ୪୦ ବର୍ଷ ବର୍ଷ ହେଲା ରହି ଆସୁଛନ୍ତି। କଲୋନୀ ନିକଟରେ ଥିବା ନାଳ ଯୋଗୁ ବର୍ଷା ଦିନେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି…

ପୁରୀ: ମଙ୍ଗୁ ମଠ ଉଛେଦ ପରେ ଆଜି ଦ୍ଵିତୀୟ ଦିନରେ ସାନ ଛତା ମଠ ଉଛେଦ କାମ ଜାରି ରହିବ, ବ୍ୟବସାୟିକ ଅନୁଷ୍ଠାନ ଭଙ୍ଗାଯିବ

ପୁରୀ(କେନ୍ୟୁଜ୍): ପୁରୀରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ୍‌ରେ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ମଙ୍ଗୁ ମଠ ଉଛେଦ ପରେ ଆଜି ଦ୍ୱିତୀୟ ଦିନରେ ସାନ ଛତା ମଠ ଉଛେଦ କାମ ଜାରି ରହିବ। ସାନ ଛତା ମଠ ପାଖରେ ଥିବା ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ମଧ୍ୟ ଭଙ୍ଗାଯିବ। ସାନ ଛତା ମଠର…

ଭୁବନେଶ୍ୱର: ଆଜିଠୁ ପୁଣି ଥରେ ଲିଙ୍ଗରାଜ ମନ୍ଦିର ଚାରିପଟରୁ ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ, ବ୍ୟବସାୟୀଙ୍କ ଆଲୋଚନା ପରେ…

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ପୁଣି ଥରେ ଲିଙ୍ଗରାଜ ମନ୍ଦିର ଚାରିପଟରୁ ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ। ଗତକାଲି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ପୁଣି ଥରେ ଉଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ହୋଇଛି, ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ପ୍ରଥମେ ଥଇଥାନ କରାଯିବ । ସେହିଭଳି ଅନ୍ୟ…