Browsing Tag

exercise

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ ଓଜନ କମ୍‌ ହେଉନାହିଁ । ତେବେ ଏହା ପଛରେ କିଛି କାରଣ ଥାଇପାରେ । ସେଥିପାଇଁ ଆପଣ ନିଜର ଡେଲି ଲାଇଫ୍‌ ଷ୍ଟାଇଲ ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଏହା ବ୍ୟତୀତ ଆପଣ କିଛି ଏପରି…

ରନିଙ୍ଗ ଏକ୍ସରସାଇଜ୍‌ ଆରମ୍ଭ କରୁଛନ୍ତି କି ? ଜାଣନ୍ତୁ ପ୍ରଥମ ଦିନରେ କେତେ ମିନିଟ୍ କରିବା ଉଚିତ୍‌

ରନିଙ୍ଗ୍‌ ଏକ୍ସରସାଇଜ୍‌ କରିବା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ବ୍ୟାୟାମ ହୋଇଥାଏ । ଏହି ଏକ୍ସରସାଇଜ୍‌ କରିବା ପାଇଁ, ଆପଣ ଜିମ୍ ଯିବା କିମ୍ବା କୌଣସି ଡମ୍ବୁଲ୍ ଉଠାଇବା ଆବଶ୍ୟକ ପଡିବ ନାହିଁ । ଆପଣ ପାର୍କରେ କିମ୍ବା ରାସ୍ତାରେ ଯେଯୌଣସି ସ୍ଥାନରେ ରନିଙ୍ଗ କରି ପାରିବେ । ଏହାର ଅର୍ଥ…

ସକାଳେ ଖାଲି ପେଟରେ ଏକ୍ସରସାଇଜ୍‌ କରିବା ଉଚିତ କି ନୁହେଁ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଶରୀରକୁ ସୁସ୍ଥ ରଖିବା ଏବଂ ଓଜନ କମ୍‌ କରିବା ପାଇଁ, ଆଜିର ସମୟରେ ସଠିକ୍‌ ଏକ୍ସରସାଇଜ୍‌ ଏବଂ ଡାଏଟ୍‌ କରିବା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଏ । ଓଜନ କମ୍‌ ପାଇଁ, କିଛି ଲୋକ ନିୟମିତ ଭାବରେ ଓ୍ଵାର୍କଆଉଟ୍‌ କରିବାକୁ ପସନ୍ଦ କରନ୍ତି, ବିଶେଷ କରି ସକାଳେ । କିନ୍ତୁ ଆପଣ ଜାଣିଛନ୍ତି କି ଖାଲି…

ଶୀଘ୍ର ଓଜନ କମାଇବାକୁ କରନ୍ତୁ ମିଲିଟାରୀ ଏକ୍ସରସାଇଜ୍‌, ଜାଣନ୍ତୁ ‘ରକିଂ’ର ଫାଇଦା

ପିଲାଠୁ ବୟସ୍କଙ୍କ ଯାଏଁ, ବର୍ତ୍ତମାନ ସମସ୍ତେ ଫିଟ୍‌ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଲୋକେ ବିିଭିନ୍ନ ପ୍ରକାରର ଏକ୍ସରସାଇଜ୍‌ ମଧ୍ୟ କରୁଛନ୍ତି । କିନ୍ତୁ ସାଧାରଣ ଏକ୍ସରସାଇଜ୍‌ ଅପେକ୍ଷା ମିଲିଟାରୀ ଟ୍ରେନିଂ ଏକ୍ସରସାଇଜ୍‌ ଅଧିକ ଲାଭଦାୟକ ହୋଇଥାଏ, ଯାହା ଏବେ…

କାହିଁକି ଜିମରେ ହେଉଛି ଲୋକଙ୍କ ମୃତ୍ୟୁ ? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଯୁବପିଢ଼ୀଙ୍କ ମଧ୍ୟରେ ବଢ଼ିଚାଲିଛି ବଡି ବିଲ୍ଡିଂର କ୍ରେଜ୍‌ । ବଡି ବନେଇବା ପାଇଁ ଯୁବକ ଓ ଯୁବତୀମାନେ ସକାଳୁ ସକାଳୁ ଉଠି ବାହାରି ପଡ଼ୁଛନ୍ତି ଜିମ୍‌ । ଆଉ ଜିମରେ ପହଞ୍ଚିବା ପରେ ମନ ଇଚ୍ଛା କରୁଛନ୍ତି ଏକ୍ସରସାଇଜ୍‌ । କିନ୍ତୁ ଏହି ଏକ୍ସରସାଇଜ୍‌ ଆପଣଙ୍କ ଜୀବନ ବି ନେଇପାରେ । ଜିମରେ ହେଉଛି…

ଆପଣ ପାଦରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଏହିସବୁ ବ୍ୟାୟାମ କରନ୍ତୁ ମିଳିବ ମୁକ୍ତି

କେନ୍ୟୁଜ୍(ବ୍ୟୁରୋ): ପାଦରେ ଯନ୍ତ୍ରଣା ହେବାଦ୍ୱାରା ଆମେ ଅସୁସ୍ଥ ଅନୁଭବ କରୁ । ଏହାସହ ଏହା ଆମର ନିତି ଦିନିଆ କାମରେ ବାଧା ପହଁଞ୍ଚାଇଥାଏ । ବେଳେବେଳେ ଦୀର୍ଘ ସମୟ ଧରି ଯୋତା ପିନ୍ଧି ରହିବା ଦ୍ୱାରା ଏପରି ହୋଇଥାଏ । ସେହିପରି କୌଣସି ସ୍ଥାନରେ ସଠିକ ଭାବେ ଠିଆ ନହୋଇ ପାରିବା ବା ପାଦ ଠିକରେ…

ଜାଣନ୍ତୁ କେଉଁ ସମୟରେ ବ୍ୟାୟାମ କରିବା ଦ୍ୱାରା ମିଳିଥାଏ ଅଧକ ଫାଇଦା

ନିଜ ଜୀବନଶୈଳୀରେ ଏକ ସ୍ଥିରତା ଏବଂ ଫିଟ୍ ରହିବା ପାଇଁ ଲୋକେ ନିୟମିତ ବ୍ୟାୟାମ କରନ୍ତି । କିନ୍ତୁ କେଉଁ ସମୟରେ ବ୍ୟାୟାମ କଲେ ଏହା ଶରୀର ପାଇଁ ଅଧିକ ଲାଭଦାୟକ । ଏହାକୁ ନେଇ ଥାଏ ଅନେକ ତର୍କ ବିତର୍କ । କିଏ କୁହେ ସକାଳ ସମୟରେ ବ୍ୟାୟାମ କରିବା ଉଚିତ ତ ଆଉ କିଛି ଲୋକ କୁହନ୍ତି ସନ୍ଧ୍ୟାରେ…

ରାସ୍ତା ମଝିରେ ଓ୍ଵାର୍ମଅପ୍‌ କଲେ ଆନ୍ଦୋଳନରତ କୁସ୍ତି ଯୋଦ୍ଧା, ଦେଖନ୍ତୁ ଭିଡିଓ

ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି କୁସ୍ତି ଯୋଦ୍ଧା । ଆଜି ରାସ୍ତାରେ ସେମାନେ ବ୍ୟାୟାମ ଓ ଅଭ୍ୟାସ କରିଛନ୍ତି । ଭିନେଶ ଫଗୋଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ଅନେକ କୁସ୍ତଯୋଦ୍ଧା ରାସ୍ତାରେ…

ବ୍ୟାୟାମ କରିବା ପରେ ତତକ୍ଷଣାତ୍ ଶକ୍ତି ଦେବ ଏହି ଡ୍ରିଙ୍କ, ଜାଣନ୍ତୁ ଏହା ବିଷୟରେ

ଅନେକ ଲୋକ ଯୋଗ କିମ୍ୱା ବ୍ୟାୟାମ କରିବା ପରେ ତତକ୍ଷଣାତ୍ ଶକ୍ତି ପାଇବା ପାଇଁ ଅନେକ ଡ୍ରିଙ୍କ ପିଅନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପାନୀୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପିଇବା ଜରୁରୀ। ଯୋଗ କିମ୍ୱା ବ୍ଯାୟାମ ପରେ ଆପଣ ତୁରନ୍ତ ଶକ୍ତି ପାଇବା ପାଇଁ ନଡିଆ…

ଘରେ ବି କରିପାରିବେ ଏହି ବ୍ୟାୟାମ, ଏହି ବ୍ୟାୟାମ କହିବ ଆପଣଙ୍କ ଆୟୁଷ କେତେ…

ବର୍ତ୍ତମାନ ସୁସ୍ଥ ରହିବା ପାଇଁ କିଏ କେତେ କଣ କରୁଛନ୍ତି । ବିଶେଷକରି ନିଜ ଲାଇଫଷ୍ଟାଇଲ ଉପରେ ସମସ୍ତେ ଏବେ ବେଶୀ ଧ୍ୟାନ ଦେଉଛନ୍ତି । ପ୍ରତ୍ୟେକଦିନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୁସ୍ଥ ରହିବାର ଟିପ୍ସ ସହ ଖାଦ୍ୟ ଖାଇବାକୁ ନେଇ, ଶୋଇବା ପର୍ଯ୍ୟନ୍ତ ଏମିତିିକି ବାୟାମ କରିବାକୁ ମଧ୍ୟ ପରାମର୍ଶ…

ମେକ୍‌ଅପ୍‌ ନେଇ କାହିଁକି ଏକ୍ସରସାଇଜ୍‌ କରିବା କଥା ନୁହେଁ, ଜାଣନ୍ତୁ ଦେଖାଦିଏ କି କି ଗମ୍ଭୀର ସମସ୍ୟା

ଏକ୍ସରସାଇଜ୍‌ କରିବା ବେଳେ ଦେହ ଝାଳ ହୋଇଯାଏ। ଅଧିକ ଏକ୍ସସାଇଜ୍‌ କରୁଥିବା ଲୋକଙ୍କ ଲୁଗାପଟା ବି ଓଦା ହୋଇଯାଏ। କିନ୍ତୁ କିଛି ଲୋକ ଏକ୍ସରସାଇଜ୍‌ କରିବା ବେଳେ ବି ଭଲ ଦିଶିବାକୁ ମେକ୍‌ ଅପ୍‌ ନେଇଥାନ୍ତି। ସେହିପରି ଆଉ କିଛି ଲୋକ ଏକ୍ସରସାଇଜ୍‌ କରିବା ବେଳେ ଫଟୋ ଉଠାଇବାକୁ ଘରୁ ମେକ୍‌ଅପ୍‌…

୧୨ ମହଲାର ବାଲକୋନିରେ ଓହଳି ଏକ୍ସରସାଇଜ୍‌ କରୁଛନ୍ତି ଏହି ବ୍ୟକ୍ତି, ଦେଖନ୍ତୁ ଛାତି ଥରା ଭିଡିଓ

ଏକ୍ସରସାଇଜ୍‌ ବା ବ୍ୟାୟାମ କରିବା ଶରୀର ପାଇଁ ଖୁବ୍‌ ହିତକର ହୋଇଥାଏ। ଶରୀରକୁ ଫିଟ୍‌ ତଥା ଫୂର୍ତ୍ତି ରଖିବାରେ ବ୍ୟାୟାମ ସାହାଯ୍ୟ କରେ। କିଛି ଲୋକ ଘରେ ରହି ଏକ୍ସରସାଇଜ୍‌ କରନ୍ତି ତ ଆଉ କିଛି ଜିମ୍‌ ଯାଇଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ୍ସରସାଇଜ୍‌ ସହ ଜଡ଼ିତ ଏକ ଏମିତି ଭିଡିଓ…