Browsing Tag

face pack

ଉଜ୍ୱଳ ତ୍ୱଚା ଚାହୁଁଥିଲେ ସପ୍ତାହକୁ ୨-୩ଥର ଲଗାନ୍ତୁ ଲିଚୁ କୋଳି ଫେସମାସ୍କ

ସୁନ୍ଦର ତ୍ୱଚା କାହାକୁୁ ବା ନ ଦରକାର । ସୁନ୍ଦରତା ପାଇଁ ଝିଅ ମାନେ ଯେତିକି ଯତ୍ନବାନ ଥାଆନ୍ତି ପୁଅ ମାନେ ମଧ୍ୟ ନିଜ ସ୍କିନ କୁ ନେଇ ଅନେକ କଥା ମାନିଥାନ୍ତି । ଗ୍ଲୋଇଙ୍ଗ ତ୍ୱଚା ସମସ୍ତଙ୍କ ପସନ୍ଦ । ଘରୋଇ ଉପାୟରେ ଆପଣ ଅନେକ କିଛି ମଧ୍ୟ ନିଜ ସ୍କିନ ଉପରେ ପ୍ରୟୋଗ କରୁଥିବେ । କିନ୍ତୁ କେବେ…

ଖରାରେ ବୁଲି ଘରକୁ ଫେରିବା ପରେ ଲଗାନ୍ତୁ ଟମାଟୋ-ଲେମ୍ବୁର ଏହି ଫେସ୍‌ ପ୍ୟାକ, ମିନିଟ୍‌ରେ ଦୂର ହୋଇଯିବ ଟ୍ୟାନିଙ୍ଗ୍‌

ଟାଣ ଖରାରେ ବାହାରକୁ ବାହାରିଲେ ସ୍କିନ୍‌ ଟ୍ୟାନ୍‌ ହୋଇଯିବାର ଭୟ ରହିଥାଏ। କିନ୍ତୁ ଟ୍ୟାନିଙ୍ଗ୍‌ ଡରରେ ଘରୁ ବାହାରିବା ତ ଆମେ ବନ୍ଦ କରିପାରିବା ନାହିଁ। ଏମିତିରେ ଲୋକେ ଏହି ଟ୍ୟାନିଙ୍ଗ୍‌ରୁ ବର୍ତ୍ତିବା ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି। କିଏ ଫୁଲ୍‌ କପଡ଼ା ପିନ୍ଧି ବାହାରିଥାଏ ତ କିଏ…

ନବରାତ୍ରିରେ ତ୍ୱଚାର ନିଅନ୍ତୁ ଏମିତି ଯତ୍ନ, ଘରେ ବସି ସାଗୁଦାନାରୁ ପାଆନ୍ତୁ ଗ୍ଲୋଇଙ୍ଗ୍‌ ସ୍କିନ୍‌

ନବରାତ୍ରି ପର୍ବ ଆରମ୍ଭ ହୋଇଯାଇଛି। ଏହି ପର୍ବରେ ୯ ଦିନ ପର୍ଯ୍ୟନ୍ତ ବ୍ରତ ରଖାଯାଇଥାଏ। ଏହି ସମୟରେ କେହି କେହି ସାଗୁଦାନା ସେବନ କରିଥାଆନ୍ତି। ଏହି ସାଗୁଦାନାରୁ ଅନେକ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହାକୁ ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଇ…

ଖରାଦିନେ ବ୍ରଣ ସମସ୍ୟାକୁ ନେଇ ରହୁଛନ୍ତି କି ଚିନ୍ତିତ? ତା’ହେଲେ ଚେହେରାରେ ଲଗାନ୍ତୁ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌

ଖରାଦିନ ଆସିଲେ ତ୍ୱଚା ଉପରେ ପ୍ରଥମେ ବ୍ରଣ ସମସ୍ୟା ହିଁ ବାହାରିଥାଏ, ଯାହାର କାରଣ ହେଉଛି ପ୍ରବଳ ଗରମ ଏବଂ ଝାଳ। ନିଜ ସ୍କିନ୍‌କୁ ସୁରକ୍ଷିତ ରଖିବା ପାଇଁ ମହିଳାମାନେ ଖରାଦିନେ ସନସ୍କ୍ରୀନ୍‌ ଆଦି ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ସତ୍ତ୍ୱେ କୌଣସି ପ୍ରଭାବ ପଡ଼ି ନ ଥାଏ। ଏମିତିରେ ଯଦି ଆପଣ…

ତ୍ୱଚାର ଲୋମ ଛିଦ୍ର ସମସ୍ୟା ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆପଣାନ୍ତୁ ଷ୍ଟାର ରବିନା ଟଣ୍ଡନଙ୍କ ଏହି ତରିକା

ସୁସ୍ଥ ତ୍ୱଚା ଚାହୁଁଥିଲେ ତ୍ବଚା ପାଇଁ ରୁମ ଛିଦ୍ର ଗୁଡିକୁ ସଫା ରଖିବା ନିହାତି ଜରୁରୀ । ଏନେଇ ଆମେ ଅନେକ ତରିକା ଆପଣେଇଥିଲେ ମଧ୍ୟ ଏତେଟା ସୁଫଳ ପାଇପାରିନଥାଉ । ନିକଟରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରବିନା…