Browsing Tag

farmer strike

ଚାଷୀ ଆନ୍ଦୋଳନକୁ ନେଇ ଟ୍ବିଟର ଓ୍ଵାର୍‌: ବିଦେଶୀ ସେଲିବ୍ରିଟିଙ୍କୁ ଦେଶୀ କଳାକାରଙ୍କ ଜବାବ

ନୂଆଦିଲ୍ଲୀ: ଦୀର୍ଘ ୨ ମାସରୁ ଅଧିକ ସମୟ ଧରି କୃଷକ ଆନ୍ଦୋଳନ ଜାରି ରହିଛି । ଏହି ପ୍ରସଙ୍ଗରେ ଅର୍ନ୍ତଜାତୀୟ ସ୍ତରର ଅନେକ ସେଲିବ୍ରିଟି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ଵିଟରରେ ମତ ଦେଇଛନ୍ତି । କୋହଲି କହିଛନ୍ତି ଯେ, ଏହି…

ହିଂସା ପରେ ଆକ୍ସନ୍‌ ମୁଡରେ ଦିଲ୍ଲୀ ପୋଲିସ୍‌: ୨୫ଟି ମାମଲା ରୁଜୁ, ୧୯ ଗିରଫ

ନୂଆଦିଲ୍ଲୀ : ହିଂସା ପରେ ଆକ୍ସନ୍‌ ଆରମ୍ଭ । ୨୫ଟି ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ୍‌ । ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ, ଭାରତୀୟ କିଷାନ ୟୁନିୟନ୍‌ ମୁଖପାତ୍ର ରାକେଶ ଟିକାୟତଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ଏଫଆଇଆର ହୋଇଛି । ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫଦାରୀ…

କୃଷି ଆଇନ ପ୍ରତ୍ୟାହାର ଓ ଏମ୍‌ଏସ୍‌ପି ଉପରେ ହେବ କି ସହମତି? ଆଜି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ପୁଣି ଆଲୋଚନା

ନୂଆଦିଲ୍ଲୀ: ଆଜି ଚାଷୀ-ସରକାର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା । ବୈଠକକୁ ନିର୍ଣ୍ଣାୟକ ଭାବେ ଗ୍ରହଣ କରିଛନ୍ତି ଚାଷୀ । ବୈଠକ ପୂର୍ବରୁ ସରକାରଙ୍କ ଉପରେ ବଢ଼ାଇଛନ୍ତି ଚାପ । ଆଜିର ବୈଠକରେ ୩ କୃଷି ଆଇନ୍‌ ଉଛେଦ ପାଇଁ ଦାବି ରଖିବେ ବୋଲି କହିଛନ୍ତି । ଗତ ୩୦ ତାରିଖରେ ହୋଇଥିବା ଷଷ୍ଠ ପର୍ଯ୍ୟାୟ…

ଆଜି ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ୯ ଘଣ୍ଟିଆ କୃଷକଙ୍କ ଅନଶନ, ସମର୍ଥନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ…

ନୂଆଦିଲ୍ଲୀ: ଦେଶବ୍ୟାପୀ ଅନ୍ନଦାତାଙ୍କ ପ୍ରତିବାଦ । ଆଜି ସକାଳ ୮ଟାରୁ ସଂଧ୍ୟା ୫ଟା ୯ ଘଣ୍ଟା ପର୍ଯ୍ୟନ୍ତ ଆନ୍ଦୋଳନକାରୀ କୃଷକ ଅନଶନରେ ବସିଛନ୍ତି । ଆନ୍ଦୋଳନକୁ ଜୋରଦାର କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଅନଶନ କରୁଛନ୍ତି ଚାଷୀ । ଏହା ସହ ଦେଶର ସମସ୍ତ…

ବହୁତ ଆଲୋଚନା ହେଲା କିନ୍ତୁ ବାହାରିଲାନି ନିଷ୍କର୍ସ , ୮ତାରିଖରେ କୃଷକଙ୍କ ଭାରତ ବନ୍ଦ ଡାକରା

କେନ୍ୟୁଜ୍(ବ୍ୟୁରୋ):  ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ପରେ ବୈଠକ ।  ଦିଲ୍ଲୀ ବିଜ୍ଞାନ ଭବନରେ ପଞ୍ଜମ ପର୍ଯ୍ୟାୟ ଆଲୋଚନାରେ ଲିଖିତ ପ୍ରତିଶୃତି ଦାବି କରିଛନ୍ତି ଚାଷୀ । କହିଛନ୍ତି ବହୁତ ଆଲୋଚନା ହେଲା । ସରକାର ଏବେ ଲିଖିତ ପ୍ରତିଶୃତି ଦିଅନ୍ତୁ । କୃଷି ଆଇନ ରଦ୍ଦ ପାଇଁ ଜିଦରେ ଅଟଳ…

ଆଜି ଦେଶରେ ୨୫ଟି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା: ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶରେ ବଡ ପ୍ରଭାବ

ନୂଅଆଦିଲ୍ଲୀ: ସାରା ଦେଶରେ କୃଷି ବିଲ୍‌-୨୦୨୦କୁ ବିରୋଧ। ପ୍ରତ୍ୟାହାର ଦାବିରେ ଆଜି ଦେଶରେ ୨୫ଟି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦର ପ୍ରଭାବ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ପରି ରାଜ୍ୟରେ ପଡ଼ିବାର ଅନୁମାନ କରାଯାଉଛି। ପଞ୍ଜାବରେ ଗତକାଲି ଠାରୁ ଏହାର…

ଯାଜପୁର: ରମାପୁର ଠାରେ ସୃଷ୍ଟି ହୋଇଥିବା ଘାଇ ନିକଟରେ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ,ପ୍ରଥମେ କ୍ଷତିପୂରଣ ଓ ପରେ ଘାଇ…

ଯାଜପୁର (କେନ୍ୟୁଜ): ଘାଇ ନିକଟରେ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ। ବନ୍ୟା ଜଳରେ ନଷ୍ଟ ହୋଇଥିବା ଚାଷର କ୍ଷତି ଭରଣା ଏବଂ ପରେ ଘାଇ ମରାମତି କରାଯିବା ଦାବିରେ ଚାଷୀଙ୍କ ଧାରଣା। ଗତ ବନ୍ୟାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବ୍ରାହ୍ମଣୀ ନଦୀ ଶାଖା କେଲୁଅର ରମାପୁର ଠାରେ ଏକ ଘାଇ ସୃଷ୍ଟି…

ଫସଲବୀମା କ୍ଷତିପୂରଣ ନପାଇ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଫସଲବୀମା କରି ମଧ୍ୟ କ୍ଷତିପୂରଣ ନପାଇ କୁଚିଣ୍ଡା ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ। ୨୦୧୮ ମସିହାରେ ଫସଲବୀମା କରିଥିଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ବୀମା ରାଶିରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ କୁଚିଣ୍ଡାର ବିଭିନ୍ନ…

ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, କୃଷକ ସଂଗଠନ ସହ ମନ୍ତ୍ରୀଙ୍କ ଆଲୋଚନା ପରେ ହଟିଲା ଆନ୍ଦୋଳନ

ସମ୍ବଲପୁର(କେନ୍ୟୁଜ୍):    ମନ୍ତ୍ରୀ ଓ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ। ସମ୍ବଲପୁରରେ ରାଜପଥ ଉପରେ କୃଷକ ସଂଗଠନ ରାସ୍ତା ଅବରୋଧ କରିଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଧାୟକ ରୋହିତ ପୂଜାରୀ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ତେବେ…

ରାଜଧାନୀରେ ପୁଣି ଗର୍ଜିଲେ ଚାଷୀ : ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ହେବ ବିଧାନସଭା ଘେରାଉ

ଭୁବନେଶ୍ବର (କେନ୍ୟୁଜ୍) : ହଜାର ହଜାର ସଂଖ୍ୟାରେ ଚାଷୀ ବିଭିନ୍ନ ଜିଲ୍ଲାରୁ ଆସି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି। ଲୋୟର ପିଏମ୍ଜିରେ ଏକାଠି ହୋଇ ମହାସମାବେଶ କରିବେ। ଦରକାର ପଡିଲେ ଜାତୀୟ ରାଜପଥ ଅବରୋଧ କରାଯିବ। ସେପଟେ ବିଭିନ୍ନ ସ୍ଥାନରେ ପୋଲିସ ଚାଷୀଙ୍କୁ ଅଟକାଉଛି। ଚାଷୀଙ୍କ ମହାସମାବେଶ…

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ସମାପ୍ତ, କିଶାନ ଘାଟ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ(କେନ୍ଯୁଜ୍) : ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ସମାପ୍ତ ହୋଇଛି । ଗତକାଲି ରାତିରେ ଉତ୍ତରପ୍ରଦେଶ-ଦିଲ୍ଲୀ ସୀମାରେ ଏକାଠି ହୋଇଥିବା ଚାଷୀଙ୍କୁ ପୋଲିସ କିଶାନ ଘାଟ ଯିବାକୁ ଅନୁମତି ଦେଇଥିଲା । ଏହାପରେ ଆନ୍ଦୋଳନ ବନ୍ଦ ନେଇ ଭାରତୀୟ କିଶାନ ୟୁନିୟନ ପକ୍ଷରୁ ଘୋଷଣା କରାଯାଇଛି ।…