Browsing Tag

fine

ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଦିନକରେ ୧୬ ଲକ୍ଷ ଫାଇନ୍‌, ୨୪ ଘଣ୍ଟାରେ ୧୯ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଦିନକରେ ୧୬ ଲକ୍ଷ ଫାଇନ୍‌ । ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୬ ଲକ୍ଷ ୨୬ ହଜାର ୫୦୦ ଟଙ୍କା ଫାଇନ୍‌ ଆଦାୟ ହୋଇଛି । ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୧୯ ଜଣ। ଏହାସହ ୭୮୯ଟି ଗାଡ଼ି ଜବତ ହୋଇଛି। ଏନେଇ ସୂଚନା ଦେଇଛି ଓଡିଶା ପୋଲିସ୍‌…

୫ଟଙ୍କାର କ୍ୟାରି ବ୍ୟାଗ୍‌ ପାଇଁ ୭ ହଜାର କ୍ଷତିପୂରଣ ଦେବ ବଜାର ଇଣ୍ଡିଆ

ସମ୍ବଲପୁର(କେନ୍ଯୁଜ୍): କ୍ୟାରି ବ୍ୟାଗ୍‌ ପାଇଁ ୭ ହଜାର କ୍ଷତିପୂରଣ। ୫ଟଙ୍କା ପାଇଁ ଦେବାକୁ ପଡିଲା ୭ ହଜାର ଫାଇନ୍‌ । ଖାଉଟି ଅଦାଲତରେ ଦଣ୍ଡିତ ହେଲା ସମ୍ବଲପୁର ସ୍ଥିତ ବଜାର ଇଣ୍ଡିଆ । ଗୋପାଲ ଲାଲ ନାମକ ଜଣେ ଗ୍ରାହକ ବଜାର ଇଣ୍ଡିଆ ମଲକୁ ଯାଇ କିଛି ସାମଗ୍ରୀ କିଣିଥିଲେ। ବିଲ୍‌ ଦେଲା ସମୟରେ…

ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: ଗତ ୨୪ଘଣ୍ଟାରେ ୨୪ଲକ୍ଷ ୧୦ହଜାର ୬୫୦ ଫାଇନ୍ ଆଦାୟ, ୨୭ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ। କରୋନା କଟକଣା ଭାଙ୍ଗିବା ଅଭିଯୋଗରେ ୨୪ଲକ୍ଷ ୧୦ହଜାର ୬୫୦ ଟଙ୍କା ଆଦାୟ କରାଯାଇଛି। ଗତ ୨୪ଘଣ୍ଟାରେ ଗିରଫ ହୋଇଛନ୍ତି ୨୭ଜଣ। ସେହିପରି ୩ଟି ମାମଲା ରୁଜ୍ଜୁ ହେବା ସହ ୪୨୯ଟି ଗାଡି ଜବତ କରାଯାଇଛି। କରୋନା ସଂକ୍ରମଣ…

ପୀରହାଟରେ ୩ ଦୋକାନୀଙ୍କୁ ଏକ ଲକ୍ଷ ୫ ହଜାର ଟଙ୍କା ଜରିମାନା

ଚାନ୍ଦବାଲି: କରୋନା କଟକଣା ମାନିବାକୁ ନାରାଜ ଅମାନିଆ । କଟକଣା ଉଲଙ୍ଗନ କରୁଥିବା ଅମାନିଆ ଦୋକାନୀଙ୍କ ଠାରୁ ବାରମ୍ବାର ତଣ୍ଡ ନିଆଯାଉଥିଲେ ମଧ୍ୟ ଅନ୍ୟମାନେ ସଚେତନ ହେଉନଥିବା ବାରି ହୋଇଛି । ପ୍ରତିଦିନ ଅମାନିଆ ଦୋକାନୀଙ୍କ ଠାରୁ ହଜାର ହଜାର ଟଙ୍କା ତଣ୍ଡ ଆଦାୟ କରାଯାଉଥିଲେ ବି ଦୋକାନୀମାନେ…

ଏଜି ଛକରେ ଚାଲିଛି ଜୋରଦାର ଚେକିଙ୍ଗ, ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି କମିଶନରେଟ ପୋଲିସ୍

ଭୁବନେଶ୍ବର: ଏଜି ଛକରେ ଚେକିଙ୍ଗ ଜୋରଦାର କରିଛି କମିଶନରେଟ ପୋଲିସ। ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ ଆଦାୟ କରିଛି। ଯେଉଁମାନେ ଆବଶ୍ୟକୀୟ କାର୍ଯ୍ୟ ନଥାଇ ଅଯଥାରେ ଭିଡ଼ ଜମାଉଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ ହେଉଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ବିଭିନ୍ନ ଚେକିଂ ପୋଷ୍ଟ…

ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଗତ ୨୪ ଘଣ୍ଟାରେ ୨୨ଗିରଫ, ୧୬ ଲକ୍ଷରୁ ଅଧିକ ଫାଇନ୍

ଭୁବନେଶ୍ବର: ସଟ୍‌ଡାଉନରେ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଦିନକରେ ଆଦାୟ ହୋଇଛି ୧୬ ଲକ୍ଷ ୩୭ ହଜାର ୯୦୦ ଟଙ୍କା ଫାଇନ୍‌ । ଗତ ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୨୨ ଜଣ । ସେହିପରି ୪ଟି ମାମଲା ରୁଜୁ ହେବା ସହ ୧୧୦ ଟି ଗାଡି ଜବତ ହୋଇଛି । ଏନେଇ ସୂଚନା ଦେଇଛି ଓଡିଶା ପୋଲିସ୍‌…

ଝାରସୁଗୁଡା : ନିୟମ ଉଲଂଘନ କରି ମୋଟା ଅଙ୍କର ଜରିମାନା ଗଣିଲେ କନ୍ୟାପକ୍ଷ, ଦେଲେ ୧୦ ହଜାର ଟଙ୍କା ଜରିମାନା

ଝାରସୁଗୁଡା : ନିୟମ ଉଲଂଘନ କରି ମୋଟା ଅଙ୍କର ଜରିମାନା ଗଣିଲେ କନ୍ୟାପକ୍ଷ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ସମାବେଶ ଉପରେ କଟକଣା ଲଗାଇଛନ୍ତି । ବାହାଘର, ବ୍ରତଘର ପାଇଁ ମୋଟ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ତଥାପି ଅନେକ ଯାଗାରେ ନିୟମ ଖିଲାପ ହେଉଛି । ଗତକାଲି…

ଯେତେ ବୁଝାଇଲେ ବି ଅମାନିଆ ଲୋକେ : ଆଜି ସାକଳୁ ୬୦୦ରୁ ଅଧିକ ଲୋକଙ୍କ ଠାରୁ ଫାଇନ୍ କାଟିଛି ଏନଫୋର୍ସମଣ୍ଟେ ଟିମ୍‌

ଭୁବନେଶ୍ବର: କାଲିଠୁ ରାଜ୍ୟର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍‌ । ଏହା ପୂର୍ବରୁ ଆଜି ସକାଳୁ ବିଭିନ୍ନ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼ । ପରିବା ଓ ଆମିଷ ବଜାରରେ ଲୋକଙ୍କ ଭିଡ଼ ଲାଗିଛି । ଅନେକ ସ୍ଥାନରେ ନଥିଲା ସାମାଜିକ ଦୂରତା । ବହୁତ ଲୋକଙ୍କ ମୁହଁରେ ମାସ୍କ ନଥିଲା । ଲୋକଙ୍କ ଭିଡ଼…

ରାଜ୍ୟରେ ଗତ ୨୪ ଘଣ୍ଟାରେ ଅମାନିଆଙ୍କଠାରୁ ଆଦାୟ ହୋଇଛି ୩୮ ଲକ୍ଷ ୯୮ ହଜାର ୨୫୦ ଟଙ୍କା

ଭୁବନେଶ୍ବର: ରାଜ୍ୟରେ ଚାଲିଛି ସ୍ପେଶାଲ କୋଭିଡ ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ତୃତୀୟ ଦିନରେ ମାସ୍କ ପିନ୍ଧି ନଥିବାରୁ ଓ ସାମାଜିକ ଦୂରତା ରଖୁନଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଗତ ୨୪ ଘଣ୍ଟାରେ ୧୨ ହଜାର ୧୪୫ ଜଣ ବ୍ୟକ୍ତିଙ୍କ ଉପରେ ନିୟମ ମାନୁନଥିବାରୁ କାର୍ଯ୍ୟାନୁଷ୍ଠାନ…

ପୋଲିସର ସ୍ପେଶାଲ କୋଭିଡ ଡ୍ରାଇଭ୍: ରାଜ୍ୟ ବିଭିନ୍ନ ସ୍ଥାନରୁ ୨୪ ଘଣ୍ଟାରେ ୩୦ ଲକ୍ଷ ୫୯ ହଜାର ୬୫୦ ଫାଇନ୍‌ ଆଦାୟ

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟା ଭିତରେ ପୋଲିସର ସ୍ପେଶାଲ କୋଭିଡ ଡ୍ରାଇଭରେ ୩୦ ଲକ୍ଷ ଫାଇନ୍‌ ଆଦାୟ। ଗତ ୨୪ ଘଣ୍ଟାରେ ମୋଟ ୩୦,୫୯,୬୫୦ ଟଙ୍କା ଫାଇନ୍‌ ଆଦାୟ କରାଯାଇଛି। ମାସ୍କ ବ୍ୟବହାର ନକରିବା, ସାମାଜିକ ଦୂରତାର ଉଲ୍ଲଂଘନ କରିଥିବାରୁ ଫାଇନ ଆଦାୟ ହୋଇଛି । ୨ଟି ମାମଲା ରୁଜୁ, ୯୦୨…

ଗାଡି ଯାଞ୍ଚ ବେଳେ ଧରାପଡିଲେ ସ୍କୁଟି ଚାଳକ, କଟିଲା ୧୮ହଜାର ୫ଶହ ଟଙ୍କାର ଜରିମାନା

ରାୟଗଡା: ଗାଡି ଯାଞ୍ଚ ବେଳେ ସ୍କୁଟି ଚାଳକଙ୍କୁ ୧୮ହଜାର ୫ଶହ ଟଙ୍କାର ଜରିମାନା । ରାୟଗଡା ସହରର ଡିଆଇବି ଛକ ଠାରେ ଗାଡି ଯାଞ୍ଚ ବେଳେ ଜଣେ ସ୍କୁଟି ଚାଳକ ଧରାପଡିଥିଲେ । ବୈଧ ଲାଇସେନ୍ସ ନଥିବା, ଟ୍ରାଫିକ ଆଇନକୁ ଉଲ୍ଲଂଘନ କରିବା, ହେଲମେଟ ନପିନ୍ଧିବା, ରେଡ଼ଲାଇଟ ସିଗ୍ନାଲକୁ ଅତିକ୍ରମ…

କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ ଏକ ହାରଭେଷ୍ଟର ବୋଝେଇ ଟ୍ରକକୁ ୫ ଲକ୍ଷ ୯୦ ହଜାର ଟଙ୍କା ଜରିମାନା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ଜିଏସଟି ଫାଙ୍କିବା ଅଭିଯୋଗ । ଏକ ହାରଭେଷ୍ଟର ବୋଝେଇ ଟ୍ରକରୁ ୫ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସୋନପୁର ଠାରୁ ଆନ୍ଧ୍ରପ୍ରଦେଶ ରାଜ ମହେନ୍ଦ୍ରୀ ଅଭିମୁଖେ ଯାଉଥିବା ଏକ କମ୍ବାଇନ ହାରଭେଷ୍ଟର ବୋଝେଇ ଟ୍ରକ…