Browsing Tag

fire break out

ଲକ୍ଷ୍ନୌ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୨ ଜଣଙ୍କ ମୃତ୍ୟୁ! ଆହତମାନଙ୍କୁ ଭେଟିବା ପାଇଁ ହସ୍ପିଟାଲ ପହଞ୍ଚିଲେ…

ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଅନେକ କୋଠରୀକୁ ନିଆଁ ବ୍ୟାପି ଯିବା ଫଳରେ ପୂରା ହୋଟେଲ ଧୂଅାଁମୟ ହୋଇ ଯାଇଛି। କୁହାଯାଉଛି କି, ହୋଟେଲରେ ଅନେକ ଲୋକ ଫସି ରହିଛନ୍ତି। ନିଆଁକୁ କାବୁ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଅନେକ ଗାଡ଼ି…

ଘର ଭିତରେ ନିଆଁ ଲାଗି ଗୋଟିଏ ପରିବାରର ୫ ଗୁରୁତର ଘଟଣା: ବାପା, ମା’ ମୃତ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିହପୁର ଥାନା ଅନ୍ତର୍ଗତ ଶିକାରପାଇ ଗାଁ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାର ୫ ସଦସ୍ୟ । ଗୁରୁତର ଅବସ୍ଥାରେ ରାୟଗଡ଼ା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ…

ମହାରାଷ୍ଟ୍ର ଅହମ୍ମଦନଗରସ୍ଥିତ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୧ ମୃତ

ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଶନିବାର ସକାଳେ ଜିଲ୍ଲାର ସିଭିଲ କୋଭିଡ ହସ୍ପିଟାଲର ଆଇସିୟୁରେ ହଟାତ ନିଆଁ ଲାଗିଯାଇଥିଲା । ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ପୋଡ଼ିହୋଇ ମୃତ୍ୟୁ ହୋଇଥିବା ବେଳେ…

ଗୁଜରାଟ ଭରୁଚ ପଟେଲ ହସପିଟାଲରେ ଅଗ୍ନିକାଣ୍ଡ, ୧୬ ରୋଗୀ ମୃତ

ଗୁଜରାଟ: ମହାମାରୀ କରୋନା କାଳରେ ଦୁଃଖଦ ଖବର । ଗୁଜରାଟ ଭରୁଚ ପଟେଲ ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୬ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ୧୪ ରୋଗୀ ଓ ୨ ଜଣ ନର୍ସ । ଗତକାଲି ବିଳମ୍ବିତ ରାତିରେ ହଠାତ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ୧୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଚାରି…

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କମ୍ପ୍ୟୁଟର ସହ ଅନକେ ଜିନିଷପତ୍ର ଜଳି ପୋଡି ପାଉଁଶ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ପ୍ଲାଣ୍ଟର SMS-୨ର କଣ୍ଟ୍ରୋଲ ରୁମ୍‌ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗି କମ୍ପ୍ୟୁଟର ସହ ଅନକେ ଜିନିଷପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ…

ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ: ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ  

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଧୋୟା ଅଞ୍ଚଳର ପେତପଡା ଗ୍ରାମରେ ଅଘଟଣ । ଗତକାଲି ସଂଧ୍ୟାରେ ଗ୍ୟାସ୍ ଟାଙ୍କି ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୩ଟି ପରିବାରର ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଘଟଣାରୁ ଜଣାପଡିଛି…

ସୁବର୍ଣ୍ଣପୁର: ବୀରମହାରାଜପୁର ଶଣ୍ଢା ଗାଁରେ ବିଲରେ ଥିବା ଏକ ପାଳ ଗଦାରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଅନେକ…

ସୁବର୍ଣ୍ଣପୁର: ଆଜି ସକାଳୁ ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶଣ୍ଢା ଗାଁ ପାଖରେ କେହି ଦୁର୍ବୃତ୍ତ ବିଲରେ ଥିବା ଏକ ପାଳ ଗଦାରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଦେଖୁ ଦେଖୁ ନିମିସକ ମଧ୍ୟରେ ଗାଁ ପାଖକୁ ନିଆଁ ମାଡି ଆସିଥିଲା । ଗ୍ରାମବାସୀ ନିଆଁକୁ ଆୟତ କରି ନପାରିବାରୁ ଦମକଳ…

ବ୍ରଜରାଜନଗରସ୍ଥିତ ହରିଓଁ ବିହାରରେ ଅଘଟଣ: ଘର ଭିତରେ ଶୋଇଥିବାବେଳେ ନିଆଁରେ ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡ଼ା: ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ହରିଓଁ ବିହାରରେ ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି। ଘର ଭିତରେ ଶୋଇଥିବାବେଳେ ନିଆଁରେ ୪ଜଣ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ମାଆ ବଲଜିତ କୌର, ଝିଅ ମଂଜିତ କୌର, ପୁଅ ରାଜେନ୍ଦ୍ର…

ଗାଈ କୁଟା ଖାଇବାକୁ ନେଇ ବଚସା, ପ୍ରଚଣ୍ଡ ରାଗରେ କୁଟା ଓ ଧାନ ଗଦାରେ ନିଆଁ ଲଗାଇ ଦେଲେ ଗାଈ ମାଲିକ

ଚୌଦ୍ବାର: ଟାଙ୍ଗୀ ଥାନା ଅନ୍ତର୍ଗତ ଗରୁଡ଼ଗାଁ ଗ୍ରାମପଂଚାୟତର ବରପଦା ଗ୍ରାମରେ ସାମାନ୍ୟ ବଚସାକୁ ନେଇ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଗ୍ରାମର ବାସୁଦେବ ଖିଲାରଙ୍କ ଧାନଖଳାରେ ଏକ ଗାଇ ପାଳ,କୁଟା ଖାଉଥିବାରୁ ବାସୁଦେବଙ୍କ ପତ୍ନୀ ସବିତା ଖିଲାର ଗାଈକୁ ବାଡ଼େଇଥିଲେ । ଏହାପରେ ଗାଈ…

ଭୁବନେଶ୍ବରର ଗଙ୍ଗନଗରରେ ଅଘଟଣ: ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର

ଭୁବନେଶ୍ବର: ଗଙ୍ଗନଗରରେ ଅଗ୍ନିକାଣ୍ଡ। ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ଶୁଣିବାକୁ ମିଳିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଉଛନ୍ତି ରାଧା ବେହେରା,ଅର୍ଜୁନ ବେହେରା। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା…

OTPCL କ୍ୟାମ୍ପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ଜେସିବି ମେସିନ୍

କାମାକ୍ଷାନଗର: ଜଳିଗଲା ୬ ଜେସିବି। OTPCL କ୍ୟାମ୍ପରେ ଭୟାବହ  ଅଗ୍ନିକାଣ୍ଡ। ଜଳିଗଲା ୬ ଜେସିବି ମେସିନ୍। ତୁମୁସିଂଗା ଥାନା ଅଁଳାବେରେଣି ସ୍ଥିତ OTPCL କ୍ୟାମ୍ପରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଅଛି। ମିଳିଥିବା ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି…

କେନ୍ଦୁଝର ନୂଆଗାଁ ଚତୁରୀ ସାହିରେ ଧାନ ଖଳାରେ ଅଗ୍ନିକାଣ୍ଡ, ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ଧାନ ବିଡା ସହ ଅନେକ…

କେନ୍ଦୁଝର : କେନ୍ଦୁଝର ପାଟଣା ବ୍ଲକ ନୂଆଗାଁ ଚତୁରୀ ସାହିରେ ଧାନ ଖଳାରେ ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ଧାନ ବିଡା ସହ ଅନେକ ମେସିନ ଜଳି ନଷ୍ଟ ହୋଇଛି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ…