Browsing Tag

firing

ବିଳମ୍ବିତ ରାତିରେ ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର (କେନ୍ୟୁଜ): ବିଜେଡି ନେତାଙ୍କୁ ଗୁଳିମାଡ଼। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ଚରଣ ସାହୁଙ୍କୁ ଗୁଳିମାଡ଼। କାହ୍ନୁ ଚରଣ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିଜ ଘର ଆଗରେ ଛିଡା ହୋଇଥିବାବେଳେ…

ଅନୁଗୁଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼, ଜଣେ ମୃତ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା କେଛୁଆନାଳୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରେଞ୍ଜର ଭୋଇ । କେଛୁଆନାଳୀ ଗ୍ରାମର ରେଞ୍ଜର ଭୋଇଙ୍କ ଘରେ ସେହି ଗ୍ରାମର ମଙ୍ଗୁଳୁ ଭୋଇ ପଶି ପ୍ରଥମେ ପଥର…

ରାସ୍ତା ମଝିରେ ଗୁଳିକାଣ୍ଡ: ଯୁବକଙ୍କୁ ଗୁଳିମାଡ଼ କରି ଦୁବୃର୍ତ୍ତ ଫେରାର

କନ୍ଧମାଳ (କେନ୍ୟୁଜ): ରାସ୍ତା ମଝିରେ ଯୁବକଙ୍କୁ ଗୁଳିମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକପାଲାରେ ଗୁଳି ମାଡ଼ । ଡାକପାଲା ଅଞ୍ଚଳର ଅଜିତ ପ୍ରଧାନ ନାମକ ଯୁବକଙ୍କୁ କେହି ଜଣେ ଦୁବୃର୍ତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା । ଗତକାଲି ରାତି ୯ଟା ବେଳକୁ ଫୁଲବାଣୀରୁ ନିଜ ଘରକୁ ଫେରୁଥିବା ବେଳେ…

ନିଶା କାରବାରକୁ କେନ୍ଦ୍ରକରି ଗୁଳିକାଣ୍ଡ: ଯୁବକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧାରେ ଗୁଳିମାଡ଼ । ପାନବରଜ ଗ୍ରାମ ଛକରେ ଘଟିଛି ଗୁଳିକାଣ୍ଡ। ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ରାତି ୯ଟା ସମୟରେ ଘଟିଥିବାର କୁହାଯାଉଛି । ସୂଚନା ଅନୁଯାୟୀ ପାନବରଜ ଗ୍ରାମର ଛକ ନିକଟରେ…

ଫଟୋ ଉଠାଇବା ବାହାନାରେ ଆସି ଅଢେଇ ଲକ୍ଷ ଟଙ୍କା ଲୁଟିଲେ, ଦମ୍ପତିଙ୍କୁ ଗୁଳିମାଡ କଲେ

ସୁନ୍ଦରଗଡ଼(କେନ୍ୟୁଜ୍): ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ଗୁଳିମାଡ଼। ସ୍ଵାମୀ ଓ ସ୍ତ୍ରୀକୁ ଗୁଳିମାଡ଼  ହୋଇଥିବା ସୂଚନା।  ଫଟୋ ଉଠାଇବା ବାହାନାରେ ଆସି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା । ହୁରମେଇ ଗ୍ରାମର ବସନ୍ତ ବାରା ନିଜ ଘରେ କରିଥିବା ଜନସେବା କେନ୍ଦ୍ରକୁ…

ଝାରସୁଗୁଡାରେ ଗୁଳିମାଡ଼ : ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ଯୁବକ ଆହତ

ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡ଼ାରେ ଯୁବକଙ୍କୁ ଗୁଳିମାଡ଼ । କୋଲାବିରା ଥାନା ଖଡ଼ିଆପଡ଼ାରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଗୁଳିରେ ଯୁବକ ଆହତ ହୋଇଛନ୍ତି । ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ।…

ଜମି ବିବାଦରୁ ଗୁଳିମାଡ଼ରେ ଟଳିପଡିଲେ ୬ ଜଣ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କେନ୍ୟୁଜ୍(ବ୍ୟୁରୋ): ଜମି ବିବାଦରୁ ଗୁଳିମାଡ଼ରେ ୬ମୃତ। ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ଦିନ ଦ୍ୱିପହରରେ ଗୁଳିମାଡ଼। ଲେପା ଗାଁରେ ଦୁଇ ପରିବାର ମଧ୍ୟରେ ଜମିବିବାଦକୁ ନେଇ ଶତ୍ରୁତା ରହିଥିଲା। ଆଜି ବିବାଦ ତୀବ୍ର ହେବା ପରେ ଗୋଟିଏ ପରିବାରର ଜଣେ ଅନ୍ୟ ପରିବାରର ସଦସ୍ୟଙ୍କୁ ଆଖିବୁଜା…

ଦିଲ୍ଲୀ ସାକେତ କୋର୍ଟରେ ଗୁଳିକାଣ୍ଡ, ଜଣେ ମହିଳା ଗୁରୁତର

ଦିଲ୍ଲୀ ସାକେତ କୋର୍ଟରେ ଫାୟାରିଂ । ମହିଳାଙ୍କୁ ଗୁଳିମାଡ଼ କଲା ଦୁର୍ବୃତ୍ତ । ଓକିଲ ବେଶରେ ଆସି ମହିଳାଙ୍କୁ ଗୁଳିମାଡ଼ । ଏକ ମାମଲାରେ ସାକ୍ଷୀ ଥିଲେ ମହିଳା । ମହିଳା ସାକ୍ଷୀ ଦେବାକୁ କୋର୍ଟରେ ପହଞ୍ଚିଥିଲେ। ୪ ରାଉଣ୍ଡ ଗୁଳି ଚଳାଇଲା ଦୁର୍ବୃତ୍ତ । ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…

ଘରୋଇ କଳିରୁ ଗର୍ଜିଲା ବନ୍ଧୁକ, ବାପାକୁ ଗୁଳି ମାରିଲା ପୁଅ

ସୁବର୍ଣ୍ଣପୁର(କେନ୍ୟୁଜ): ରକ୍ତ ସମ୍ପର୍କରେ ରକ୍ତ ଛିଟା। ବାପାକୁ ଗୁଳି ମାରିଲା ପୁଅ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁରେ ଏହି ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ପୁଅ ଗଙ୍ଗାଜଳ ମେହେର ବାପା ବିକ୍ରମ ମେହେରକୁ ଚଢ଼େଇ ମରା ବନ୍ଧୁକରେ ଗୁଳି କରିଥିବା ଅଭିଯୋଗ…

ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ି ଉପରକୁ ଅତର୍କିତ ଗୁଳିମାଡ଼, ୨ କର୍ମଚାରୀ ଗୁରୁତର

ବୌଦ୍ଧ (କେନ୍ୟୁଜ): ବୌଦ୍ଧରେ ଫୁଟିଲା ଗୁଳି । ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ି ଉପରେ ଅତର୍କିତ ଗୁଳିମାଡ଼ । ଏଥିରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ବଘିଆପଡ଼ା ଖଲିଆପାଲିରେ ଏହି ଗୁଳିମାଡ଼ ହୋଇଛି । ଜଣେ ବନ କର୍ମଚାରୀ ନୀଳାଚଳ ପ୍ରଧାନଙ୍କ କାନ୍ଧରେ ୨ ରାଉଣ୍ଡ ଗୁଳି ବାଜିଛି ।…

ନିର୍ଡର ଦୁର୍ବୃତ୍ତଙ୍କ ନୃଶଂସ କାମ, ଦୁଆରେ ବସିଥିବା ଯୁବକକୁ ଗୁଳି ମାରିଲେ ହାତକୁ ହାଣିଲେ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗ୍ରାମରେ ଗୁଳିମାଡ। ଦୁର୍ବୃତ୍ତଙ୍କ ଗୁଳିମାଡରେ ନିରଞ୍ଜନ ମହାରଣା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ନିରଞ୍ଜନ ନିଜ ଘର ସମ୍ମୁଖରେ ବସିଥିବା ବେଳେ ବାଇକରେ ୬ ଜଣ ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ…

ଆମେରିକା ସ୍କୁଲରେ ଗୁଳିକାଣ୍ଡ: ଯାଞ୍ଚ ଚାଲିଥିବା ବେଳେ ବ୍ୟାଗ୍‌ରୁ ବନ୍ଧୁକ କାଢ଼ି ୨ କର୍ମଚାରୀଙ୍କୁ ଆଖିବୁଜା ଗୁଳି କଲେ…

ଅନେକ ସମୟରେ ଆମେରିକାର ବିଭିନ୍ନ ସ୍ଥାନରୁ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥାଏ। ସ୍କୁଲ କ୍ୟାମ୍ପସ୍‌ଗୁଡ଼ିକରେ ମଧ୍ୟ ଏହିପରି ଅନେକ ଘଟଣା ଘଟିଛି। ଏବେ ଆମେରିକାର କଲୋରାଡୋରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ର ସ୍କୁଲ କ୍ୟାମ୍ପସ୍‌ ଭିତରେ ଆଖିବୁଜା ଗୁଳି ଚଳାଇଛନ୍ତି।…