Browsing Tag

flood in odisha

ବନ୍ୟା ପାଣିରେ ଧୋଇଗଲା ପୋଲ, ବ୍ରହ୍ମପୁର-ବଡ଼ଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ବ୍ରହ୍ମପୁର: ରାସ୍ତା ଉପରେ ୪ଫୁଟର ପାଣି । ବ୍ରହ୍ମପୁର-ବଡ଼ଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ। ବଡଗଡ ନିକଟ ଯରଉ ନଦୀରେ ଜଳସ୍ତର ବଢିବା ଫଳରେ ବନ୍ୟା ପାଣିରେ ଧୋଇଯାଇଛି ପୋଲ । ଫଳରେ ଗଞ୍ଜାମ ବଡଗଡରୁ ବ୍ରହ୍ମପୁରକୁ ଯାଇଥିବା ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି । ତଳିଆ ଅଞ୍ଚଳର ଲୋକେ ଆତଙ୍କିତ…

ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆଜି ଓଡ଼ିଶା ଆସୁଛନ୍ତି ଅନ୍ତଃ ମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆଜି ଓଡ଼ିଶା ଆସୁଛି ଅନ୍ତଃ ମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଟିମ୍‌। ଗୃହମନ୍ତ୍ରାଳୟରେ ଯୁଗ୍ମ ସଚିବ ଥିବା ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମ୍‌ ଦୁଇ ଦିନ ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଯାଇ କ୍ଷୟକ୍ଷତି ଅନୁଧ୍ୟାନ…

ବନ୍ୟା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା: ରାସ୍ତ ଉପରେ ରାତି କାଟୁଛନ୍ତି ଡେଲାଙ୍ଗ ବ୍ଲକ୍ ସାଉରିଆ ପଞ୍ଚାୟତର ଲୋକେ

ପିପିଲି : ବନ୍ୟା କମୁଛି, ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ରାସ୍ତ ଉପରେ ରାତି କାଟୁଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତର ଲୋକେ । ଘରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି । ଘରର ଆସବାବପତ୍ର କାଢିବା ଆଗରୁ ବନ୍ୟା ଜଳ ଘର ମଧ୍ୟରେ ପ୍ରବେଶ କରିଥିଲା । ଦୟା ନଦୀରେ ଘାଇ…

କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର, ଯାଜପୁରରେ ସ୍ଥିତି ସୁଧାର ହେବାକୁ ଲାଗିବ ଆଉ ୪୮ ଘଣ୍ଟା

ଯାଜପୁର: ଧିରେ ଧିରେ କମୁଛି ବୁଢାବଳଙ୍ଗ ଓ ବୈତରଣୀ ଜଳସ୍ତର। ବର୍ତ୍ତମାନ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଏହି ଦୁଇ ନଦୀ । ତେବେ ଯାଜପୁରରେ ସ୍ଥିତି ସୁଧାର ହେବାକୁ ଆଉ ୪୮ ଘଣ୍ଟା ଲାଗିବ ବୋଲି କୁହାଯାଇଛି । ଅନ୍ଯପଟେ ମିଳିଥିବା ସୂଚନା ମୁତାବକ, କେବଳ ଯାଜପୁର ଜିଲ୍ଲାରେ ବୈତରଣୀ…

ଆଜି ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବ ୧୦ ଲକ୍ଷ କ୍ୟୁସେକ୍‌ ଜଳ: କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ…

କଟକ: ଆଜି ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପହଞ୍ଚିବ । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଛୋଟ ଛୋଟ ନଦୀ ପ୍ରଭାବିତ ହେବ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ହୀରାକୁଦର ୪୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।…

ବନ୍ୟାରେ ପ୍ରଭାବିତ ହୋଇଛି ୧୦ ଜିଲ୍ଲାର ୩୯ଟି ବ୍ଲକ୍: ୫୫୧ଟି ଗାଁ ଲୋକେ ଜଳବନ୍ଦୀ, ୧୨ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ଯରେ ଲଗାଣ ଲଘୁଚାପ ବର୍ଷାରେ ସ୍ଥିତି ସଙ୍ଗୀନ୍। ବିଭିନ୍ନ ସ୍ଥାନରେ ଉପୁଯିଛି ବନ୍ଯା ପରିସ୍ଥିତି। ବିଶେଷ ଭାବେ ବନ୍ୟାରେ ପ୍ରଭାବିତ ହୋଇଛି ୧୦ ଜିଲ୍ଲାର ପାଖାପାଖି ୩୯ଟି ବ୍ଲକ୍। କଟକ, ଯାଜପୁର, ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ନୂଆପଡ଼ା,ଦେବଗଡ଼ ଓ…

ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା, ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି

କଟକ: ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା । କଟକ ଜିଲ୍ଲା ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି । ଫଳରେ ଚିତ୍ରୋତ୍ପଳା ନଦୀ ଅବବାହିକାରେ ଥିବା ତଳି ଅଞ୍ଚଳର ଲୋକ ଆତଙ୍କିତ ହୋଇଛନ୍ତି । କିଛି ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ରାସ୍ତାଘାଟ ବି…

ମହାନଦୀରେ ଆସୁଛି ବଡ଼ ବନ୍ୟା, ହୀରାକୁଦ ଡ୍ୟାମର ୩୬ ଗେଟ୍‌ ଖୋଲିବା ପରେ ବଢୁଛି ଆଶଙ୍କା

ସମ୍ବଲପୁର: ମହାନଦୀରେ ଆସୁଛି ବଡ଼ ବନ୍ୟା । ହୀରାକୁଦ ଡ୍ୟାମର ୩୬ ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ । ଡ୍ୟାମ୍‌ର ବାମରୁ ୨୨ ଓ ଡାହାଣରୁ ୧୪ଟି ଗେଟ ଖୋଲିଛି। ବର୍ତ୍ତମାନ ଡ୍ୟାମ୍‌ର ଜଳସ୍ତର ୬୨୪ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬.୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ…

ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ବୈତରଣୀ ନଦୀର ପୋଲ ଉପରେ ବନ୍ୟାଜଳ ଆସିବାପରେ ରାସ୍ତା ସମ୍ପୂର୍ଣ୍ଣ …

କରଞ୍ଜିଆ : ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଛି ବୈତରଣୀ ନଦୀ ।  ବୈତରଣୀ ନଦୀର ପୋଲ ଉପରେ ବନ୍ୟାଜଳ ଯିବା ପରେ  ସ୍ଥିତି ଗମ୍ଭୀର । ଏମିତି ପରିସ୍ଥିତି ସୃଷ୍ଟି ହୋଇଛି କେନ୍ଦୁଝରର ତୁରୁମୁଙ୍ଗା ବୈତରଣୀ ପୋଲରେ ଗତ ତିନି ଦିନ ହେଲା ୪୯ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ହଜାର…

ପଟ୍ଟାମୁଣ୍ଡାଇରେ ପଶିଲା ବନ୍ୟାଜଳ: ଧୋୟା ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ, ପେଣ୍ଠପାଳ ଓ ସିଂହଗାଁ ପଞ୍ଚାୟତ ବାହ୍ୟ ଜଗତରୁ…

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇରେ ପଶିଲା ବନ୍ୟାଜଳ । ଧୋୟା ଅଞ୍ଚଳର ୭ ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ପେଣ୍ଠପାଳ ଓ ସିଂହଗାଁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସେପଟେ ବିପଦପୂର୍ଣ୍ଣ ଅବସ୍ଥାରେ ଅଳଭା ନଦୀ । ବିପଦ ଦଙ୍କେତ ୪.୯ ଥିବାବେଳେ ବନ୍ୟାଜଳ ୫.୧୫ରେ ପ୍ରବାହିତ ହେଉଛି ।…

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା, ତଳିଆ ଅଞ୍ଚଳରେ ରହୁଥିବା ଲୋକମାଙ୍କୁ…

ଯାଜପୁର ଟାଉନ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ଜିଲ୍ଲାର କୋରେଇ, ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକର ତଳିଆ ଅଞ୍ଚଳରେ…

ପୁରୀରେ ବନ୍ୟା ପରିସ୍ଥିତି: ଶାସନ ଦାମୋଦରପୁର ପଞ୍ଚାୟତର ଉତ୍ତରକୋଣା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପୁରୀ: ପୁରୀରେ ବନ୍ୟା ପରିସ୍ଥିତି । ଶାସନ ଦାମୋଦରପୁର ପଞ୍ଚାୟତର ଉତ୍ତରକୋଣା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ । ଉତ୍ତରକୋଣା ଓ ସିରେଇକୋଣାରେ ଚାଷଜମି ଜଳମଗ୍ନ ହୋଇଛି । ଗାଁ ଚାରିପଟେ ବନ୍ୟା ପାଣି ଘେରି ରହିଥିବାରୁ ଗମନାଗମନ ପାଇଁ ଥିବା…