Browsing Tag

Flood Situation

ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା, ହଜାର ହଜାର ଲୋକେ ବାସହରା, ଏସଡିଆରଏଫ ଟିମ୍‌ ନିୟୋଜିତ

ଗୁଜୁରାଟରେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ଆଣିଛି । ପ୍ରବଳ ବର୍ଷା ଯୋଗୁଁ କିଛି ଅଞ୍ଚଳରେ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ରବିବାର ପ୍ରବଳ ବର୍ଷା ଯୋଗୁଁ ନର୍ମଦା ଏବଂ ଅନ୍ୟ ନଦୀର ଜଳସ୍ତର ବଢି ଲୋକଙ୍କ ଦୁର୍ଦ୍ଦଶା ବଢାଇଛି । ଗୁଜରାଟରେ ୫ ଜିଲ୍ଲାରେ ପାଖାପାଖି ୧୦ ହଜାରରୁ ଅଧିକ…

ହୁଳୁହୁଳା ପୋଲରେ ୨ ଫୁଟର ପାଣି, ଯାତାୟାତ ଠପ୍

ବାଙ୍କୀ (କେନ୍ୟୁଜ): ହୁଳୁହୁଳା ପୋଲରେ ୨ ଫୁଟର ପାଣି । ବନ୍ୟାଜଳ ଆସିବା ଯୋଗୁ ହୁଳୁହୁଳା ପୋଲ ଉପରେ ପାଣି ଚାଲୁଛି । ପାଣି ଯୋଗୁ ଯାତାୟତ ଠପ୍ ହୋଇଯାଇଛି । ଲୋକେ ବିପଦପୂର୍ଣ୍ଣ ଭାବେ ପାଣିରେ ଯିବା ଆସିବା କରୁଛନ୍ତି । ବାଙ୍କୀ ବ୍ଲକର ଉତ୍ତର ପାର୍ଶ୍ବରେ ଥିବା ପଞ୍ଚାୟତ ଅଫିସକୁ ଯିବା ଆସିବା…

ଜଳବନ୍ଦୀରେ ଫସି ରହିଥିବା ୭ ଗ୍ରାମବାସୀ, ୧୦ ଘଣ୍ଟା ପରେ ଉଦ୍ଧାର କଲା ଓଡ୍ରାଫ ଟିମ୍‌

ଆନନ୍ଦପୁର(କେନ୍ୟୁଜ୍): ୧୦ ଘଣ୍ଟା ପରେ ଜଳବନ୍ଦୀରେ ଫସି ରହିଥିବା ୭ ଗ୍ରାମବାସୀ ଉଦ୍ଧାର। ମନ୍ଦିର ଉପରେ ଚଢି ପାଣିଘେରରେ ରହିଥିବା ୭ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍‌। ଆଜି ସକାଳୁ ହାଟଡିହି ବ୍ଲକ୍‌ର ବୈତରଣୀ ନଦୀ କୁଳିଆ ଗାଁ ବାହାରିପୁରର କିଛିଲୋକ ନଦୀ ପଠାକୁ ଛତୁ ତୋଳିବାକୁ ଯାଇଥିଲେ।…

ଲଗାଣ ବର୍ଷାରେ ବୁଡିଲା କାଙ୍ଗୁରୁକୋଣ୍ଡା ପୋଲ : ୩୨୬ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ

ମାଲକାନଗିରି (କେନ୍ୟୁଜ): କାଲିମେଳାରେ ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ମାଲକାନଗିରି ଜିଲ୍ଲା। ବିଭିନ୍ନ ପୋଲ ଉପରେ ପାଣି ପ୍ରବାହିତ । କାଙ୍ଗୁରକୋଣ୍ଡା ଓ ଏମ୍.ଭି-96 ପୋଲ ଉପରେ ୩ ରୁ ୪ ଫୁଟ ପାଣି ପ୍ରବାହିତ ହେଉଛି । କନ୍ୟାଶ୍ରମ ବ୍ରିଜରେ ମଧ୍ୟ ୩ ଫୁଟ ପାଣି ପ୍ରବାହିତ ହେବାରୁ ଉଭୟ…

ଟଳିଯାଇଛି ସୁବର୍ଣ୍ଣରେଖାରେ ବଡ଼ ଧରଣର ବିପତ୍ତି: ବାଲେଶ୍ୱର ଜିଲ୍ଲାର ୪ ବ୍ଲକରେ ବ୍ୟାପକ କ୍ଷୟକ୍ଷତି

ବାଲେଶ୍ବର(କେନ୍ୟୁଜ୍): ଉପର ମୁଣ୍ଡରେ ବର୍ଷାର ପ୍ରକୋପ ଥମିବା ପରେ ସୁବର୍ଣ୍ଣରେଖାରେ ବଡ଼ ଧରଣର ବିପତ୍ତି ଟଳିଯାଇଛି । ହେଲେ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୨୦୦ ଗାଁ ପାଣିଘେରରେ ରହିଛି । ଝାଡ଼ଖଣ୍ଡ ଗାଲୁଡିହି ଡ୍ୟାମର ୧୬ଟି…

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ଘଣ୍ଟି, ୫୮ଟି ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ପଠାଗଲା

କେନ୍ୟୁଜ୍(ବ୍ୟୁରୋ): ମୟୂରଭଞ୍ଜ,ବାଲେଶ୍ୱରରେ ନିଶ୍ଚିତ ବନ୍ୟା। ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା। ଏନେଇ ପ୍ରତିକ୍ରିୟା ଦେଇଛନ୍ତି SRC ପ୍ରଦୀପ ଜେନା। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍‌ ଖୋଲା ରହିଛି। ପ୍ରତି ସେକେଣ୍ଡକୁ ୪ଲକ୍ଷ ୨୫ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି। ଯାହା…

ଟଳିନାହିଁ ବନ୍ୟା ବିପତ୍ତି ସେପଟେ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଖୋଲିଲା ୭ ଟି ଗେଟ

କେନ୍ୟୁଜ୍(ବ୍ୟୁରୋ): ବନ୍ୟା ସ୍ଥିତି ନେଇ ଏସଅଆରସିଙ୍କ ସୂଚନା। ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ ୭ ଟି ଗେଟ ଖୋଲିଛନ୍ତି। ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ପାଣି ଆସୁଛି। ଏହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ। ମାତ୍ର ବନ୍ୟା ସମ୍ଭାବନା କମ ।…

ପ୍ରବଳ ବର୍ଷା ପାଇଁ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ପାଳନ କରନ୍ତୁ, ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌

କେନ୍ୟୁଜ୍(ବ୍ୟୁରୋ):ପ୍ରବଳ ବର୍ଷା ପାଇଁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୟଭୀତ ନ ହୋଇ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅପିଲ୍‌ କରିଛନ୍ତି…

ରାଜ୍ୟରେ ୩ରୁ ୪ ଦିନ ରହିବ ବନ୍ୟା ପ୍ରଭାବ, ମୁକାବିଲା ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ୩ରୁ ୪ ଦିନ ରହିବ ବନ୍ୟା ପ୍ରଭାବ । ବନ୍ୟା ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ବନ୍ୟା ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ‘ବନ୍ୟାକୁ ନେଇ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।…

ଆସୁଛି ମଧ୍ୟମ ଧରଣର ବନ୍ୟା, ମୁକାବିଲା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ SRC

କେନ୍ୟୁଜ୍(ବ୍ୟୁରୋ): ଲଗାଣ ବର୍ଷାରେ ବେହାଲ୍‌ ସ୍ଥିତି । ହୀରାକୁଦ ଡ୍ୟାମରେ ବଢୁଛି ଜଳସ୍ତର । ୩୪ଟି ଗେଟ୍‌ ଖୋଲିବା ପରେ ଭୀଷଣ ରୂପ ଧାରଣ କରିଛି ମହାନଦୀ । ମଧ୍ୟମ ଧରଣର ବନ୍ୟା ଆସୁଛି । ନଦୀର ତଳମୁଣ୍ଡରେ ବଢୁଛି ଜଳସ୍ତର । କାଲି ସନ୍ଧ୍ୟାରେ ମୁଣ୍ଡୁଳୀଠାରେ ସର୍ବାଧିକ ସାଢ଼େ ୧୦ ଲକ୍ଷ…

ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ! ରାସ୍ତା ଘାଟ ବନ୍ଦ, ଉଛୁଳୁଛି ନଈ ନାଳ

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା । ତିନି ଦିନର ବର୍ଷାରେ ସ୍ଥିତି ବେହାଲ୍‌ । ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । କିଛି ସ୍ଥାନରେ ଲୋକଙ୍କ ଘରେ ପଶିଛି ବର୍ଷା ପାଣି । ବ୍ରିଜ୍‌ ଉପରେ…

ଲଗାଣ ବର୍ଷା ପରେ ବୈତରଣୀ ନଦୀରେ ଆସିଛି ପ୍ରଥମ ବନ୍ୟା, ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ 

ଚାନ୍ଦବାଲି(କେନ୍ଯୁଜ୍): ଲଗାଣ ବର୍ଷା ପରେ ଏବେ ବୈତରଣୀ ନଦୀରେ ଆସିଛି ପ୍ରଥମ ବନ୍ୟା । ଉପରୁ ମୁଣ୍ଡରୁ ବନ୍ୟା ପାଣି ଗଡି ତଳିଆ ଅଂଚଳରେ ପ୍ରବେଶ କରିଛି । ଅନ୍ଯପଟେ ବନ୍ୟା ଆସିବା ଖବର ଶୁଣି ଭୟଭୀତ ହୋଇପଡିଛନ୍ତି ନଦୀକୂଳିଆ ଲୋକେ । ବନ୍ୟା ପାଣି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି ,…