Below header
Browsing Tag

Flood Situation

ମାଲକାନାଗିରିରେ ବିଗିଡ଼ିବାରେ ଲାଗିଛି ବନ୍ୟା ସ୍ଥିତି, ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନାଗିରିରେ ବନ୍ୟା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଜିଲ୍ଲାରେ ୬ ଦିନ ହେବ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ପାଙ୍ଗମ, ପୋଟେରୁ, କାଙ୍ଗୁରକୋଣ୍ଡା, ଏମ୍‌ଭି-୯୬, କରୁକୋଣ୍ଡା, ଏମ୍‌ଭି-୩୭ ପୋଲ ଉପରେ ୩ରୁ ୪ ଫୁଟ ପର୍ଯ୍ୟନ୍ତର ପାଣି…

ଆସାମ ଓ ଉତ୍ତରାଖଣ୍ଡରେ ବନ୍ଯା ସ୍ଥିତି ଅସମ୍ଭାଳ, ବଜ୍ରାଘାତରେ ଗଲାଣି ଅନେକ ଜୀବନ

ଆସାମରେ ବନ୍ୟା ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ରାଜ୍ୟରେ ବନ୍ୟା ଯୋଗୁ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ଯରେ ବନ୍ୟା ଜନିତ କାରଣ ପାଇଁ ପୁଣି ୬ ଜଣଙ୍କ ମୃତ୍ୟୁ…

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ୍: ଲଗାଣ ବର୍ଷା ଯୋଗୁଁ ବଢିବାରେ ଲାଗିଛି ବ୍ରହ୍ମପୁତ୍ର ନଦୀ, ଗଲାଣି ୭୬ ଜଣଙ୍କ ଜୀବନ

ଆସାମ: ଆସାମରେ ବନ୍ୟା । ଚିନ୍ତା ବଢ଼ାଇଛି ବ୍ରହ୍ମପୁତ୍ର ନଦୀରେ ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବନ୍ୟା ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୭୬ ଜଣଙ୍କ ଜୀବନ ଗଲାଣି । ବନ୍ୟା ଯୋଗୁ ଅନେକ ଜିଲ୍ଲା ପ୍ରଭାବିତ ହୋଇଛି ।…

ଲଗାଣ ବର୍ଷାରେ ବେହାଲ ବାଙ୍କୀ, ପାଣି ଘେରରେ ୧୯ଟି ପଞ୍ଚାୟତ

ବାଙ୍କୀ(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ ବାଙ୍କୀ। ମହାନଦୀରେ ଦ୍ୱିତୀୟ ଥର ପାଇଁ ବନ୍ୟା ଆସି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଆହୁରି ବଢାଇ ଦେଇଛି। ପାଣି ଘେରରେ ୧୯ଟି ପଞ୍ଚାୟତ। ବାଙ୍କି ବ୍ଲକର ୯ ଓ ଡମପଡା ବ୍ଲକର ୧୦ଟି ପଞ୍ଚାୟତ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୫ ଦିନ ଧରି ଜଳବନ୍ଦୀ ଜୀବନ…

ଉତ୍ତର ଭାରତରେ ବନ୍ୟା ବିତ୍ପାତ, ଯୁଦ୍ଧାକାଳୀନ ଭିତ୍ତିରେ ଚାଲିଛି ଲୋକଙ୍କୁ ସହାୟତା କାର୍ଯ୍ୟ

ନୂଆଦିଲ୍ଲୀ(କେନ୍ୟୁଜ୍): ହିମାଚଳ ପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ। ଆକସ୍ମିକ ବନ୍ୟା ଆସି ନଷ୍ଟ ହେଉଛି ବ୍ୟାପକ ଧନ ଜୀବନ। ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣଙ୍କ ଜୀବନ ଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ରାଜପଥ ଅବରୋଧ ହୋଇଛି। କେତେକ ସ୍ଥାନରେ ପର୍ଯ୍ୟଟକମାନେ ଫସି ରହିଛନ୍ତି। ଗତ…

ପୁରୀ: ବନ୍ୟା ଜଳ ପ୍ରଭାବିତ ପରେ ଆତଙ୍କିତ ଅବସ୍ଥାରେ ଲୋକେ

ପୁରୀ(କେନ୍ୟୁଜ୍): ଦୟା ନଦୀରେ ବନ୍ୟା ଜଳ । ପୁରୀ ଜିଲ୍ଲା ପିପିଲି ବ୍ଳକ୍‌ରେ ପ୍ରଥମ ବନ୍ୟା ଜଳ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ପିପିଲି ଡେଲାଙ୍ଗ ଓ କଣାସ ବ୍ଳକ୍‌ରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି । ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ…

ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର, ୫ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ

ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର । ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଂଗୀନ । ୫ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ ହୋଇଛି । ଦୁଇ ଦିନ ଭିତରେ କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୯ ହୋଇଛି । ସେହିପରି ୧୭ରୁ…

ଦକ୍ଷିଣ ଓଡିଶାରେ କମିଛି ବର୍ଷା କିନ୍ତୁ ଥମୁନି ଲୋକଙ୍କ ଦୁର୍ଦ୍ଦଶା, ଜାଣନ୍ତୁ କେତୋଟି ଜିଲ୍ଲା ହୋଇଛି ପ୍ରଭାବିତ

ବର୍ଷା ଟିକେ କମିଛି। ଦକ୍ଷିଣ ଓଡ଼ିଶାରେ ସୁଧୁରୁଛି ବନ୍ୟା ସ୍ଥିତି। ଖସୁଛି ବିଭିନ୍ନ ନଦୀର ଜଳସ୍ତର। ତଥାପି ଅନେକ ଅଞ୍ଚଳ ଜଳବନ୍ଦୀ। ବନ୍ୟା ପାଣିରେ ବୁଡିଛି ରାସ୍ତାଘାଟ। ଜମିବାଡ଼ି ସବୁ ଏକାକାର। ଅଧିକ ପ୍ରଭାବିତ ହୋଇଛି କୋଷାଗୁମୁଡ଼ା ବ୍ଲକ। ଚିରମା ପଞ୍ଚାୟତର ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ।…

ବର୍ଷା କମିବା ପରେ ନବରଙ୍ଗପୁର ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି, ତଥାପି କୋଷଗୁମୁଡ଼ା ବ୍ଲକର ୯ଟି ଗାଁ ପାଣି ଘେରରେ

ନବରଙ୍ଗପୁର(କେନ୍ୟୁଜ୍): ବର୍ଷା କମିବା ପରେ ନବରଙ୍ଗପୁର ଜିଲ୍ଲାରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର। ତଥାପି କୋଷଗୁମୁଡ଼ା ବ୍ଲକର ୯ଟି ଗାଁ ପାଣି ଘେରରେ ରହିଛି। ପ୍ରଭାବିତ ହୋଇଛନ୍ତି ପାଖାପାଖି ୫ ହଜାର ଲୋକ। କୋଷାଗୁମୁଡ଼ା ବ୍ଲକର ଘାଟ ବାସୁଲି, ଘାଟଗୁଡ଼ା, ପାଇକପାଲି, ଚିରମା, ଖଣ୍ଡି…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି

କେନ୍ୟୁଜ୍: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମାଲକାନାଗିରି,କୋରାପୁଟ ଓ ନବରଙ୍ଗପୁରରେ ରେଡ…

ବନ୍ୟା ସମୟରେ ଓ ବନ୍ୟା ପରେ ସ୍ୱାସ୍ଥ୍ୟ ସେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ବନ୍ୟା ସମୟରେ ଓ ବନ୍ୟା ପରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ଅବିରତ ବର୍ଷା ଯୋଗୁ ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା…

ରାଜ୍ୟର ବିଭିନ୍ନ ନଦୀରେ ଟଳିଲା ବନ୍ୟା ଆଶଙ୍କା

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ନଦୀରେ ଟଳିଲା ବନ୍ୟା ଆଶଙ୍କା। ଭଦ୍ରକ ଆଖୁଆପଦାରେ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଏବେ ଜଳସ୍ତର ରହିଛି ୧୭ ଦଶମିକ ୬୬ ମିଟର। ଏଠାରେ ବିପଦ ସଙ୍କେତ ରହିଛି ୧୭ ଦଶମିକ ୮୩ ମିଟର। ଲଗାଣ ବର୍ଷାରେ ବୈତରଣୀ ଫୁଲିଥିବା ବେଳେ ବନ୍ୟା ଜଳ…