ପୁଞ୍ଛ ହମ୍‌ଲା: ୨ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା

ଜମ୍ମୁ-କାଶ୍ମୀରର ପୁଞ୍ଛରେ ଭାରତୀୟ ବାୟୁସେନାର ଗାଡ଼ି ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ସେନା ଆକ୍ସନ ମୋଡକୁ ଆସିଛି । ଆତଙ୍କବାଦୀଙ୍କ ସନ୍ଧାନରେ କ୍ରମାଗତ ସର୍ଚ୍ଚ ଅପରେସନ ଚାଲିଛି । ଏହାରି ଭିତରେ ସେନା ଦୁଇ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏହାସହ ସୂଚନା ପ୍ରଦାନ କରିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛି । ମେ’ ୪ରେ ପୁଞ୍ଛ ଜିଲ୍ଲାରେ ଭାରତୀୟ ବାୟୁସେନାର ଗାଡ଼ି ଉପରେ…
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବିଦ୍ୟାର୍ଥୀମାନଙ୍କ ପାଇଁ କିପରି ରହିବ ଦିନ

ମେଷ: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବାପାଙ୍କ ଠାରୁ ଟଙ୍କା ମିଳିପାରେ । ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷା ମାର୍ଗ ପ୍ରଶସ୍ତ ହେବ । ମନର ଇଚ୍ଛା ପୂରଣ ହେବ । ପରିବାର ସହ ଆପଣଙ୍କ ସମ୍ପର୍କ ଭଲ ରହିବ । ବୃଷ: ପରିବାରର ସମର୍ଥନ ପାଇବେ । ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ସାଙ୍ଗମାନଙ୍କ ସମର୍ଥନ ମିଳିବ । ଆପଣଙ୍କ କୌଣସି ବଡ଼ ଲକ୍ଷ୍ୟ ପୂରଣ ହେବ । ସାଙ୍ଗମାନଙ୍କୁ ଭେଟିବେ । ଖର୍ଚ୍ଚ ବଢ଼ି ପାରେ । ଆତ୍ମବିଶ୍ୱାସ…
Read More...

କ୍ରୀଡା