Below header
Browsing Tag

france

ଫ୍ରାନ୍ସର ଏକ ପାର୍କରେ ଦୁର୍ବୃତ୍ତର ଛୁରାମାଡ୍‌, ୭ ଶିଶୁ ଗୁରୁତର

ଫ୍ରାନ୍ସ : ଫ୍ରାନ୍ସର ଦକ୍ଷିଣ-ପୂର୍ବ ଏନେସୀ ହ୍ରଦ ପାଖରେ ଥିବା ଏକ ପାର୍କରେ ଶିଶୁଙ୍କ ଉପରେ ଛୁରାରେ ଆକ୍ରମଣ ହୋଇଛି । ବିବିସି ରିପୋର୍ଟ ଅନୁସାରେ ଏହି ଘଟଣା ସମ୍ପର୍କରେ ନିଜେ ଫ୍ରାନ୍ସ ଗୃହ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଆକ୍ରମଣରେ ୮ ଜଣ ଶିଶୁଙ୍କ ସହ ମୋଟ ୯ ଜଣ ଆହତ ହୋଇଛନ୍ତି ।…

Playboyର କଭରରେ ଦେଖାଦେଲେ ଫ୍ରାନ୍ସର ମନ୍ତ୍ରୀ, ପୁରୁଷ ସମଲିଙ୍ଗୀଙ୍କ ଉପରେ ସାକ୍ଷାତକାର ଦେଇ ବିବାଦରେ ମାର୍ଲେନ୍…

ଫ୍ରାନ୍ସ ସରକାରରେ ସାମାଜିକ ଅର୍ଥନୀତି ସମ୍ଭାଳୁଥିବା ମନ୍ତ୍ରୀ ଏକ ବିବାଦୀୟ ମାଗାଜିନ୍‌ର କଭର ପେଜ୍‌ରେ ନଜର ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବାସ୍ତବରେ, ୪୦ ବର୍ଷୀୟା ମନ୍ତ୍ରୀ ମାର୍ଲେନ୍ ଶିଆପ୍ପା ପ୍ଲେବଏ ମାଗାଜିନ୍‌ର କଭରରେ ନଜର ଆସିଛନ୍ତି। ଏହି ମାଗାଜିନ୍‌…

ଡାକ୍ତରଙ୍କ ଦ୍ୱାରା ହୋଇଗଲା ବଡ଼ ଭୁଲ୍‌! ଯୁବକଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ହଟାଇ ଦେଲେ; ଏବେ ଜରିମାନା ଗଣିବେ ୫୪ ଲକ୍ଷ

ଡାକ୍ତରଙ୍କର ବଡ଼ ଭୁଲ୍‌ ଯୋଗୁ ଜଣେ ପୁରୁଷଙ୍କୁ ନିଜର ପ୍ରାଇଭେଟ୍‌ ପାର୍ଟ ସମ୍ପୂର୍ଣ୍ଣ ଭାବେ ହରାଇବାକୁ ପଡ଼ିଛି। ମାମଲା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କରାଯାଇଥିଲା ଏବଂ ଏବେ କୋର୍ଟ ଆଦେଶ ଦେଇଛନ୍ତି ଯେ ହସ୍ପିଟାଲ ତରଫରୁ ପୀଡ଼ିତ ଯୁବକଙ୍କୁ ୫୪ ଲକ୍ଷ ଟଙ୍କା ଜରିମାନା ଦିଆଯାଉ। ଘଟଣାଟି…

ଆର୍ଜେଣ୍ଟିନାରୁ ଫିଫା ବିଶ୍ୱକପ୍‌ ହାରିବା ପରେ ଫ୍ରାନ୍ସରେ ଭୀଷଣ ଦଙ୍ଗା; ହିଂସାତ୍ମକ ହୋଇପଡ଼ିଥିବା ଫୁଟବଲ ଫ୍ୟାନ୍ସଙ୍କ…

କତାରରେ ଆୟୋଜିତ ଫିଫା ବିଶ୍ୱକପରେ ଆର୍ଜେଣ୍ଟିନାଠାରୁ ପରାସ୍ତ ହେବା ପରେ ଫ୍ରାନ୍ସର ଅନେକ ସହରରେ ଭୀଷଣ ଦଙ୍ଗା ସୃଷ୍ଟି ହୋଇଛି। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ସହ ଲିୟନ, ନାଇସ୍‌ ଆଦି ସହରରେ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ଦେଖାଦେଇଛି। ଲୋକମାନେ ସହରମାନଙ୍କରେ ହେଉଥିବା ଭଙ୍ଗାରୁଜା…

ଆହୁରି ଚଢ଼ିଲା ଫୁଟବଲ ଫିଭର : ଫ୍ରାନ୍ସ ଠାରୁ ହାରିବା ପରେ ମରକ୍କୋ ଫ୍ୟାନ୍ସଙ୍କ ହିଂସାକାଣ୍ଡ, ଅନେକ ସ୍ଥାନରେ ପୋଡ଼ାଜଳା

କତାରରେ ଚାଲିଥିବା ଫିଫା ବିଶ୍ୱକପ ସେମିଫାଇନାଲରେ ମରକ୍କୋକୁ ହରାଇ ଫ୍ରାନ୍ସ ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମୁହାଁମୁହିଁ ହେବେ । ସେମିରେ ଫ୍ରାନ୍ସ ମରକ୍କୋକୁ ୨-୦ରେ ହରାଇଛି। ତେବେ ମରକ୍କୋ ହାରିଯିବା ପରେ ଏହାର ଫ୍ୟାନ୍‌ମାନଙ୍କ ମନ ଭାଙ୍ଗି ଯାଇଛି ।…

ଫିଫା ବିଶ୍ୱକପ: ଚତୁର୍ଥ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ

କତାର ଫିଫା ବିଶ୍ୱକପ୍‌ର ଚତୁର୍ଥ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଫ୍ରାନ୍ସ ଓ ଇଂଲଣ୍ଡ । କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଫ୍ରାନ୍ସ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ରାଉଣ୍ଡ ୧୬ ମୁକାବିଲାରେ ଫ୍ରାନ୍ସ ୩-୧ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଥିଲା । କିଲିଆନ୍‌ ଏମବାପେ ଡବଲ ଗୋଲ…

ପତ୍ନୀଙ୍କୁ ବିଶ୍ୱାସଘାତକତା କରିଥିବା ଯୋଗୁଁ ସର୍ବସାଧାରଣରେ ମାଗିଥିଲେ ଭୁଲ୍‌, ଏବେ ଫିଫା ବିଶ୍ୱକପରେ ଦେଶ ପାଇଁ ଗୌରବ…

ଚାମ୍ପିଅନ୍ସ ଫ୍ରାନ୍ସ ଅଷ୍ଟ୍ରେଲିଆକୁ ୪-୧ରେ ହରାଇ ଫିଫା ବିଶ୍ୱକପରେ ଦମଦାର ଆରମ୍ଭ କରିଛି। ଫ୍ରାନ୍ସର ଏହି ବିଜୟ ଶ୍ରେୟ ଅନୁଭବୀ ଖେଳାଳି ଓଲିଭର ଗିରୋଡଙ୍କ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। କିଛିବର୍ଷ ପୂର୍ବେ ଯେଉଁ ଖେଳାଳିଙ୍କୁ ସର୍ବସାଧାରଣରେ ନିଜ ପତ୍ନୀଙ୍କୁ ବିଶ୍ୱାସଘାତକତା କରିଥିବା…

ଏହା ଦୁନିଆର ଏପରି ଏକ ସ୍ଥାନ, ଯେଉଁଠି ୬ ମାସ ବ୍ୟବଧାନରେ ଶାସନ କରନ୍ତି ଦୁଇ ବଡ଼ ଦେଶ

ଏକ ଏପରି ସ୍ଥାନ ଯାହାକୁ ଶାସନ କରୁଛନ୍ତି ଦୁଇ ବଡ଼ ଦେଶ। ବର୍ଷର ପ୍ରଥମ ୬ ମାସରେ ଗୋଟିଏ ଦେଶର ରୁଲ ଚାଲେ ତ ଅନ୍ୟ ୬ ମାସରେ ଆଉ ଏକ ଦେଶ ନିଜ ନିୟମକୁ ଲାଗୁ କରେ। ଏହି ଉଭୟ ନିୟମକୁ ମାନନ୍ତି ସେହି ସ୍ଥାନର ପ୍ରତ୍ୟେକ ଅଧିବାସୀ। ଜାଣନ୍ତୁ ଦୁନିଆର ଏପରି ସ୍ଥାନ ସମ୍ପର୍କରେ ଯାହା ସମ୍ପର୍କରେ ଆପଣ…

ଦୁଇ ସମଲିଙ୍ଗୀ ପୁରୁଷଙ୍କ ପୋଷା କୁକୁରକୁ ହେଲା ମଙ୍କିପକ୍ସ! ପ୍ରଥମ ଥର ମଣିଷଠାରୁ ପଶୁକୁ ବ୍ୟାପିଲା ଭାଇରସ୍‌…

ମଙ୍କିପକ୍ସ ଭାଇରସ୍‌କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପ୍ରଥମ ଥର କୌଣସି ପଶୁ ଶରୀରରେ ଚିହ୍ନଟ ହୋଇଛି ମଙ୍କିପକ୍ସ ଭୂତାଣୁ। ଫାନ୍ସର ଜଣେ ଗବେଷକ ନିଜ ରିସର୍ଚ୍ଚରେ ଏକ ପୋଷା କୁକୁରଠାରେ ମଙ୍କିପକ୍ସ ଭାଇରସ୍‌ ଚିହ୍ନଟ କରିଛନ୍ତି। ଗବେଷକ ଦାବି କରିଛନ୍ତି ଯେ ଏହା…

ଫ୍ରାନ୍ସରୁ ମିଳିଲା କରୋନାର ଆଉ ଏକ ନୂତନ ଭାରିଆଣ୍ଟ୍ IHU, ଦେଖାଗଲାଣି ୪୬ ମ୍ୟୁଟେସନ୍

ନୂଆଦିଲ୍ଲୀ : କରୋନା ଏବଂ ଓମିକ୍ରନ୍ ବିପଦ ମଧ୍ୟରେ ଫ୍ରାନ୍ସରେ ଆଉ ଏକ ନୂତନ ପ୍ରକାର ଭାରିଆଣ୍ଟ୍ ଚିହ୍ନଟ କରାଯାଇଛି। ଏହି ନୂତନ ଭାରିଆଣ୍ଟ ଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଜଣ ଲୋକ ସଂକ୍ରମିତ ହୋଇଥିବା ଖବର ସାମନାକୁ ଆସିଛି । ବିଶେଷଜ୍ଞ ମାନେ ଏହାକୁ ବି.୧.୬୪୦.୨ ବୋଲି ଚିହ୍ନଟ କରିଛନ୍ତି ।…

ନୂଆ ବର୍ଷରେ ୮୭୪ କାର୍‌ରେ ଲୋକେ ଲଗାଇ ଦେଲେ ନିଆଁ! ପ୍ରତିବର୍ଷ ପାଳନ ହୋଇଥାଏ ଏହି ଅଜବ ପରମ୍ପରା; ଜାଣନ୍ତୁ ଅସଲ କାରଣ

ନୂଆ ବର୍ଷକୁ ନିଆରା ସ୍ୱାଗତ। ଫ୍ରାନ୍ସରେ ଲୋକେ ଅଜବ ଢଙ୍ଗରେ ୨୦୨୧କୁ ବିଦାୟ ଦେଇ ନୂତନ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି। ଏଠାରେ ବର୍ଷ ୨୦୨୧ର ଶେଷ ଦିନ ଅର୍ଥାତ୍ ୩୧ ଡିସେମ୍ବରରେ ପାଖାପାଖି ୮୭୪ଟି ଗାଡିରେ ନିଆଁ ଲଗାଇ ଦିଆଯାଇଥିଲା। ବାସ୍ତବରେ, ଏହି ଦେଶର ଏହା ଏକ ଅଦ୍ଭୁତ ପରମ୍ପରା ରହି…

ଫ୍ରାନ୍ସର ନୂଆ ନିୟମ, ଏବେ ପିଲାଙ୍କ ନାମ ଆଗରେ ଲାଗିପାରିବ ମାଆଙ୍କ ସରନେମ୍‌

ସମାନତା ଅଧିକାରକୁ ଗୁରୁତ୍ୱ ଦେଇ ଫ୍ରାନ୍ସ ସରକାର ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏହି ନିୟମ ଅନ୍ତର୍ଗତ ଏବେ ଦେଶରେ ପିଲାମାନେ ୧୮ ବର୍ଷ ହେବା ପରେ ନିଜ ମାଆଙ୍କ ପାରିବାରିକ ନିୟମକୁ ବ୍ୟବହାର କରିପାରିବେ। ଏହାକୁ ନେଇ ତାଙ୍କୁ ମିଳିବ ପୂର୍ଣ୍ଣ ସ୍ୱାଧୀନତା। ମାନେ ଏବେ ପିଲାମାନେ ନିଷ୍ପତ୍ତି…