କାରକୁ ସମାଧି ଦେଲେ ପରିବାର ଲୋକେ, ୧୫୦୦ ଲୋକଙ୍କୁ ଦେଲେ ଭୋଜି
ସମ୍ପର୍କୀୟଙ୍କ ମତ୍ୟୁ ହେଲେ ମଣିଷ ରୀତି ନୀତି ଅନୁସାରେ ସେମାନଙ୍କ ଅନ୍ତିମ ସଂସ୍କାର କରନ୍ତି । କିନ୍ତୁ ଏବେ ଏକ କାରର ଅନ୍ତିମ ସଂସ୍କାର କରାଯାଉଛି । ଗୁଜୁରାଟ ରାଜ୍ୟର ଅମରେଲି ଜିଲ୍ଳା ପଦରସିଂଗା ଗାଁରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ଗାଁରେ ରହୁଥିବା ଜଣେ ଚାଷୀ…