Browsing Tag

ganja seized

ମାଲକାନଗିରି: ଧରା ପଡିଲା ଗଞ୍ଜେଇ ହବ, ୩ ଅଭିଯୁକ୍ତ ଗିରଫ

ମାଲକାନଗିରି(କେନ୍ୟୁଜ୍‌): ଧରାପଡିଲା ଅନ୍ତରାଜ୍ୟ ଗଞ୍ଜେଇ ରାକେଟ। ଠାବ ହେଲା ଗଞ୍ଜେଇ ହବ । ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମାରୁ ଛତିଶଗଡ଼କୁ ଚାଲାଣ ହେଉଥିଲା ଗଞ୍ଜେଇ। ଏକ ପିକଅପ ଭ୍ୟାନରେ ଚାଲାଣ ବେଳେ ଗଞ୍ଜେଇକୁ ଜବତ କଲା ମାଲକାନଗିରି ଅବକାରୀ ବିଭାଗ। ଗତକାଲି ଠାରୁ ଅବକାରୀ ବିଭାଗ…

ଖୋର୍ଦ୍ଧା ଗୋଡିପଡା ଟୋଲଗେଟରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ନଡିଆ କତା ଭିତରେ ହେଉଥିଲା ଚାଲାଣ

 ଖୋର୍ଦ୍ଧା : ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡିଆ କତାରେ ଗଞ୍ଜେଇ ଚାଲାଣ । ଖୋର୍ଦ୍ଧା ଗୋଡିପଡା ଟୋଲଗେଟରୁ ୭୦୦ କେଜି ଗଞ୍ଜେଇ ଜବତ ହୋଇଛି । ଏହାସହ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟୋ୍ରଲ ବ୍ୟୁରୋ(ଏନସିବି) । ଶ୍ରୀକାକୁଲମ୍‌ରୁ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ । ଜବତ…

ବ୍ରହ୍ମପୁର: ଚୋରା ଚାଲାଣ ହେଉଥିବା ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କଲା ଅବକାରୀ ବିଭାଗ, ଦୁଇ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍): ବେଆଇନ ଓ ଚୋରାରେ ଗଞ୍ଜେଇ ଚାଲାଣବେଳେ ଏକ ମିନିଟ୍ରକକୁ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ବ୍ରହ୍ମପୁର ସହର ଦେଇ ଯାଉଥିବା ସମସ୍ତ ଟ୍ରକକୁ ଚେକିଂ କରୁଥିଲା । ଟ୍ରକଟି ବ୍ରହ୍ମପୁର ସହରର ଫାଷ୍ଟ ଗେଟ ଦେଇ…

କୋରାପୁଟ ଲମତାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧାରପଡିଛି ବିପୁଳ ଗଞ୍ଜେଇ । କଡ୍ରୀ ଗ୍ରାମ ଘାଟି ଛକ ନିକଟରେ ଲମତାପୁଟ ପୋଲିସ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଲମତାପୁଟ ଅଞ୍ଚଳରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ…

ଭୁବନେଶ୍ୱର ଖଣ୍ଡଗିରି ଛକରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ୯୫ କେଜି ଗଞ୍ଜେଇ ଜବତ । ଅବକାରୀ ମୋବାଇଲ ସ୍କ୍ଵାଡ ଭୁବନେଶ୍ୱର ଖଣ୍ଡଗିରି ଛକରୁ ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ । ଏହାସହ ଏଥିରେ ଜଣଙ୍କୁ…

ସୋରଡା: ଜରାଉ ଛକ ନିକଟରୁ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ଜରାଉ ଛକ ଠାରେ ଏସ୍ ଆଇ ଅରତତ୍ରଣ ଯାନୀଙ୍କ ଦ୍ଵାରା ବ୍ଲକିଙ୍ଗ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ଏକ ବୋଲେରୋ ଗାଡିକୁ ଅଟକାଇଥିଲେ । ସେଥିରେ ଗଞ୍ଜେଇ ଥିବା ଜାଣି ଥାନା ପରିସରକୁ ଆଣିଥିଲେ । ରବିବାର ଅପରାହ୍ନ…

ମୋହନା: କଣ୍ଟେନର ସହ ୩କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ

ମୋହନା: ଗଜପତି ଜିଲ୍ଲା ଆର ଉଦୟଗିରି ପୋଲିସଙ୍କୁ ମିଳିଛି ଏକ ବଡ ସଫଳତା । ଗଜପତି–ରାୟଗଡା ସୀମାନ୍ତ ଅଞ୍ଚଳରୁ ୧୦କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବିହାରର ଗାଡି ଡ୍ରାଇଭର ଧରମ୍‌ କୁ ଗିରଫ କରିଛନ୍ତି । ସୂଚନା…

ଗଜପତି ଜିଲ୍ଲାରୁ ପୁଣି କୋଟିଏ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଅନ୍ତଃରାଜ୍ୟ ମାଫିଆଙ୍କ ସମେତ ୬ଗିରଫ

ମୋହନା: ଗଜପତି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ମୋହନା ଏବଂ ଅଡ଼ବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୃଥକ ପୃଥକ ସ୍ଥାନରୁ ୨୦ କ୍ୱିଣ୍ଟାଲ ୧୫୯ କେଜି ଗଞ୍ଜେଇ ଜବତ କରିବା ସହ ୪ ଅନ୍ତଃରାଜ୍ୟ ମାଫିଆଙ୍କ ୬ ଜଣ ମାଫିଆଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇ ମୂଲ୍ୟ କୋଟିଏ ୨୦ ଲକ୍ଷ…

ସମ୍ବଲପୁର: ପୋଲିସକୁ ବାନ୍ଧିଲା ପୋଲିସ, ସରକାରୀ ଗାଡିରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଲେ ପୋଲିସ ବାବୁ

ସମ୍ବଲପୁର(କେନ୍ୟୁଜ୍):  ଖାକିରେ ଲାଗିଲା କଳଙ୍କ। ଗଞ୍ଜେଇ ଚୋରାଚାଲାଣ ବେଲେ ଧରାପଡିଲେ ପୋଲିସ ବାବୁ । ଝାରସୁଗୁଡା ଜିଆରପିର ଜଣେ କନଷ୍ଟେବଲ ସରକାରୀ ଗାଡିରେ ଗଞ୍ଜେଇ ନେଇ ଯାଉଥିବାବେଳେ ସମ୍ବଲପୁର ରେଙ୍ଗାଲି ପୋଲିସ ହାତରେ ଧରାପଡିଛନ୍ତି।   ଗିରଫ ହୋଇଥିବା କନେଷ୍ଟେବଲ ଜଣକ ହେଉଛନ୍ତି…

ମୋହନା: ବୋଲ ମାନୁନାହାଁନ୍ତି ମାଫିଆ, କାଜୁ ବୋଝଇ ଟ୍ରକରୁ ପୁଣି ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

ମୋହନା(କେନ୍ୟୁଜ୍): ଲାଗୁଛି ଯେମିତି ଗଞ୍ଜେଇ ଚାଷ ଏନ୍ତୁଡ଼ିଶାଳ ପାଲଟିଛି ଗଜପତି ଜ଼ିଲ୍ଲା l ଦିନକୁ ଦିନ ଜିଲ୍ଲାରେ ଗଞ୍ଜେଇ କାରବାର ବଢ଼ି ଚାଲିଛି।  କିଛି ଦିନ ତଳେ ଆର.ଉଦୟଗିରି ପୋଲିସ କାନକଟା ନାକାଗେଟ ଠାରୁ ୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। …

ମୋହନା: ପିକଅପ ସହ ପୁଣି ଜବତ ହେଲା ୧୨ କୁଇଣ୍ଟାଲ ଗଞ୍ଜେଇ,୩ ଗିରଫ

ମୋହନା(କେନ୍ୟୁଜ୍): ଗଞ୍ଜେଇ ଖଣି ଗଜପତି ଜିଲ୍ଲାରୁ ପୁଣି ଜବତ ହୋଇଛି ୧୨ କୁଇଣ୍ଟାଲ ଗଞ୍ଜେଇ।  ଆର. ଉଦୟଗିରି ପୋଲିସ ଯାନବାହନ ଯାଞ୍ଚ କଲାବେଳେ କାନକଟା ଚେକଗେଟରୁ ଏକ ବୋଲେରୋ ପିକଅପ ନଂ OD 07 E 1108 ରୁ ୧୨ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଡବା…

ଯାଜପୁର: ୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କଲା କୁଆଖିଆ ପୋଲିସ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଦ୍ୱାରା ୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବର ପାଇ କୁଆଖିଆ ବଜାର ନିକଟ ୨୦ନଂ ଜାତୀୟ ରାଜପଥ ମୁଗୁପାଳ ଛକରେ ଏହି ଦୁଇ…