Below header
Browsing Tag

ganja seized

ପୁଣି ୨୫ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଜବତ କଲା ମୋହନା ପୋଲିସ୍, ୨ ଗିରଫ

ମୋହନା: ଗଜପତି ଜ଼ିଲ୍ଲା ଚାନ୍ଦିପୁଟ ଏବଂ ଲୁହାଗୁଡ଼ି ରାସ୍ତାରେ ପେଟ୍ରୋଲିଙ୍ଗ ବେଳେ କଳାମେରି ଗ୍ରାମ ନିକଟରୁ ଏକ ଟାଟା ଡାୟକର ଗାଡିରେ ୧୩ଟି ପ୍ଲାଷ୍ଟିକ ବ୍ୟାଗରେ ଚାଲାଣ ହେଉଥିବା ୩ କୁଇଣ୍ଟାଲ ୯୧କେଜିର ଗଞ୍ଜେଇ ଜବତ କରିଛି ମୋହନା ପୋଲିସ୍  l ଏହି ଗଞ୍ଜେଇ ଗଜପତି ଜ଼ିଲ୍ଲା ରଣାଲଇ…

ତେଲ ଟାଙ୍କି ଭିତରୁ  ୭୨ କେଜି  ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

କନ୍ଧମାଳ(କେନ୍ଯୁଜ୍): ତେଲ ଟାଙ୍କି ଗାଡିରେ ଗଞ୍ଜେଇ ଚାଲାଣ। କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ଅଞ୍ଚଳରୁ ବୌଦ୍ଧ ଜିଲ୍ଲାକୁ ଏକ ତେଲ ଟାଙ୍କି ଗାଡିରେ ଗଞ୍ଜେଇ ଚଲାଣ ହେଉଥିବା ବେଳେ ଜବତ କଲା ସଦର ପୋଲିସ । ଚୋରା ଚାଲାଣ ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ସଦର ପୋଲିସ ।…

୩କ୍ବିଣ୍ଟାଲର ଗଂଜେଇ ଜବତ, ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର୍

କୋରାପୁଟ(କେନ୍ଯୁଜ୍): ଲମତାପୁଟ ପୋଲିସ ଦ୍ବାରା ପ୍ରାୟ ୩କ୍ବିଣ୍ଟାଲ ଗଂଜେଇ ଜବତ। ଟିପର ମଧ୍ୟରେ ସ୍ବତନ୍ତ୍ର ଚାମ୍ବର କରି ଗଂଜେଇ ଚାଲାଣ କରାଯାଉଥୁବା ବେଳେ ପୋଲିସର ଯାଂଚବେଳେ ଧରାପଡିଛି। ବଡପଡାରୁ ସମ୍ବଲପୁରକୁ ଚାଲାଣ କରାଯାଉଥିବା ବେଳେ ସଗର ଛକ ନିକଟରେ ଲମତାପୁଟ ପୋଲିସ ଜବତ କରିଛି।…

ଏସ୍କର୍ଟ ଗାଡି ସହ ଜବତ ହେଲା ୧ କୁଇଣ୍ଟାଲ ନୀଳ ଜହର, ୪ ଗିରଫ 

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ପକ୍ଷରୁ ରାଇସିଂ ଛକରେ ଜାନବାହନ ଯାଞ୍ଚ ବେଳେ ଏକ ବୋଲେରୋ ପିକଅପ ନଂ JH-05-CR-1775ରୁ ୫ଟି ପ୍ଲାଷ୍ଟିକ ବସ୍ତା ରେ ଚାଲାଣ କରାଯାଉଥିବା ୧୦୪ କେଜି ଗଞ୍ଜେଇ ଜବତ କରାଯାଇଛି l ପୋଲିସ ର ଯାଞ୍ଚ ବେଳେ ସନ୍ଦେହ ଜଣକ ଭାବେ ଉକ୍ତ ଗାଡିକୁ ତନଖି…

ଗଜପତି ପରେ ଏବେ କନ୍ଧମାଳ ଜିଲ୍ଲାରେ ବ୍ୟାପିଲାଣି ଗଞ୍ଜେଇ ଚୋରାଚାଲଣ, ୮ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ

କନ୍ଧମାଳ(କେନ୍ୟୁଜ୍):  କରୋନା ସମୟରେ ବେଶ୍ ସକ୍ରିୟ ହୋଇ ପଡିଛନ୍ତି ଚୋରା ଗଞ୍ଜେଇ ବେପାରୀ। ଗଜପତି ଠାରୁ ଆରମ୍ଭ କରି କନ୍ଧମାଳ ପର୍ଯ୍ୟନ୍ତ ସବୁଠି ସକ୍ରିୟ ଚୋରା ଗଞ୍ଜେଇ ଚାଲାଣକାରୀ। ଜଣକ ପରେ ଜଣେ ଧରା ପଡି ଜେଲର ହାୱା ଖାଉଥିଲେ ମଧ୍ୟ ଏଥିପ୍ରତି ଭୟ ରହୁନାହିଁ  କିଛି ଅଭ୍ୟାସଗତ ଚୋରା…

ଗଜପତି: ଗଞ୍ଜେଇ ଚଢ଼ାଉରେ ଲାଗୁନି ବ୍ରେକ,ପୁଣି ଜବତ ହେଲା ୧ କୁଇଣ୍ଟାଲ ଗଞ୍ଜେଇ

ମୋହନା(କେନ୍ୟୁଜ୍): ଲାଗୁଛି ଯେମିତି ଚୋରା ଗଞ୍ଜେଇ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ପ୍ରାୟତଃ ଦିନେ ଦୁଇ ଦିନରେ ଥରେ ମୋହନା କିମ୍ବା ଅଡବା ଥାନା ଅଞ୍ଚଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଉଛି l ଶୁକ୍ରବାର ସକାଳୁ ପୁଣି ୧୧୫ କେଜି ଗଞ୍ଜେଇ ଜବତ…

ମୋହନା : ପୁଣି ଜବତ ହେଲା ୨ କୁଇଣ୍ଟାଲ ଗଞ୍ଜେଇ, ଏତେ ପରେ ବି ବନ୍ଦ ହେଉନି ଚାଲାଣ

ମୋହନା, (କେ ନ୍ୟୁଜ୍‌) : ଲାଗୁଛି ଯେମିତି ଗଜପତି ଜିଲ୍ଲାରେ ସବୁଠୁ ଅଧିକ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଛି । ପ୍ରାୟତଃ ଦିନେ ଛାଡ଼ି ଦିନେ ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଛି । ଗଜପତି ଜ଼ିଲ୍ଲା ଅଡବା ପୋଲିସ ଆଜି ଭୋର ସମୟରେ ଜବତ କରିଛି ୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ । ଏହି…

ପେଟ୍ରୋଲିଂ ବେଳେ ପିଆଜ ଟ୍ରକ୍‌ରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ମୋହନା ପୋଲିସ୍, ୨ ଚାଲାଣକାରୀ ଗିରଫ

ମୋହନା: ପିଆଜ ଟ୍ରକ୍‌ରୁ ଗଞ୍ଜେଇ ଜବତ । ପେଟ୍ରୋଲିଂ ବେଳେ ୧୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଲୁହଗୁଡି ନିକଟରେ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ଗଞ୍ଜେଇ ଜବତ ହୋଇଛି । ୩୮ଟି ପ୍ଳାଷ୍ଟିକ ବ୍ୟାଗ୍‌ରେ ବନାରସ ଚାଲାଣ ହେଉଥିଲା…

ଗଞ୍ଜେଇ ଗଡ ଗଜପତିରେ ପୋଲିସର ଚଢାଉ, ମୋହନା ପୋଲିସ ଦ୍ବାରା ୫୩ କିଲୋ ଗଞ୍ଜେଇ ଜବତ

ମୋହନା(କେନ୍ୟୁଜ୍):  ଗଞ୍ଜେଇର ଗଡ ପାଲଟିଯାଇଛି ଗଜପତି। ଦୈନିକ ଗଜପତି ଓ ମୋହନା ପୋଲିସ ଦ୍ବାରା ଚଢାଉ କରାଯାଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଗଲା ପରେ  ମଧ୍ୟ ଥମିବାରେ ନାଁ ନେଉନି ଚୋରା କାରବାର। ମୋହନା ପୋଲିସ ମଙ୍ଗଳବାର ପୂର୍ବାହ୍ନ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚାନ୍ଦିପୁଟ…

ଆର୍ମୀ ଷ୍ଟିକର ଥିବା କାରରେ ଗଞ୍ଜେଇ ଚାଲାଣ: କଟକର ନିର୍ଗୁଣ୍ଡି ଠାରେ ପାଟ୍ରୋଲିଂ ବେଳେ ଜବତ, ୨ଗିରଫ

କଟକ: ଆର୍ମୀ ଷ୍ଟିକର ଥିବା କାରରେ ଗଞ୍ଜେଇ ଚାଲାଣ। କାରକୁ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଚାଲାଣ ହେଉଥିବା ୩୨ କେଜି ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କରାଯାଇଛି। ନୟାଗଡ଼ରୁ ପଶ୍ଟିମବଙ୍ଗ ଚାଲାଣ ହେଉଥିଲା ଗଞ୍ଜେଇ । ଏଥିରେ ସେମାନଙ୍କର କୌଣସି ଭୂମିକା ନାହିଁ ବରଂ…

କୋରାପୁଟ: ଚୋରା ଚାଲାଣ ବେଳେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ୫ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ଥାନା ଅଧିନସ୍ଥ ପୀତାଗୁଡ଼ା ଅଂଚଳରେ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଏହି ଗଞ୍ଜେଇର ପରିମାଣ ୮୫୦ କିଲୋଗ୍ରାମ ଓଜନର ଥିବା ଜଣାଯାଇଛି । ଯାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ୭୦ ହଜାର ମୂଲ୍ୟର ହେବ ।…

ଚୋରା ଚାଲାଣ ବେଳେ ୧୭୭ କେଜିର ଗଞ୍ଜେଇ ଜବତ, ଚାଲଣକାରୀ ଗିରଫ

ମୋହନା(କେନ୍ଯୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ରୂମେସ-ପରମାଗୁଡା ରାସ୍ତାରେ ପେଟ୍ରୋଲିଙ୍ଗ କଲାବେଳେ ବିପୁଳ ପରିମାଣର ଗଞ୍ଜେଇ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଜଣକ ହେଲେ ପରମାଗୁଡା ଗ୍ରାମର ରଙ୍ଗନାଥ ନାୟକ। ସୂଚନା ଅନୁଯାୟୀ ଜ଼ିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତାରାମ…