Browsing Tag

ganjam

ସ୍ୱଂୟ ଆବିର୍ଭାବ ହୋଇଛନ୍ତି ମାଁ ସିଂହାସନୀ, ଜାଣନ୍ତୁ କେଉଁଠି ଅବସ୍ଥିତ ଏହି ଶକ୍ତିପୀଠ କ’ଣ ରହିଛି ଏହାର ସ୍ୱତନ୍ତ୍ରତା

ଭଞ୍ଜନଗର(କେନ୍ୟୁଜ୍‌): ଗଂଜାମ ଜିଲ୍ଲାର ଅନେକ ଶକ୍ତିପୀଠ ମଧ୍ୟରେ, ମାଁ ସିଂହାସନୀଙ୍କ ଶକ୍ତିପୀଠ ଏକ ଅନନ୍ୟ ଶକ୍ତିପୀଠ । ମାଁ ଙ୍କ ଉପରେ ଶ୍ରଦ୍ଧାଳୁଙ୍କ ପ୍ରଗାଢ ବିଶ୍ୱାସ ରହିଛି। ବର୍ଷତମାମ ଏଠାରେ ଜିଲ୍ଲା ତଥା ରାଜ୍ୟର କୋଣଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ। ତେବେ ଆସନ୍ତୁ…

ଗଞ୍ଜାମ: ପାର୍ବଣ ମାସରେ ଗାଁ ଗାଁରେ ଜମୁଛି ଜୁଆ ଓ ମଦର ଆସର, ଚଢାଉ କରି କିଛିଙ୍କୁ ଧରୁଛି ପୋଲିସ ଆଉ କଛି ବେଫିକର ହୋଇ…

ବ୍ରହ୍ମପୁର(କେନ୍ୟୁଜ୍): ପାର୍ବାଣ ମାସରେ ଜମୁଛି ମଦ ଓ ଜୁଆର ଆସର । ଗତ ପନ୍ଦର ଦିନ ଧରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ୍ ପକ୍ଷରୁ ଅତର୍କିତ ଚଢାଉ କରି ବିଭିନ୍ନ ଗାଁ ରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ ଜୁଆଡିଙ୍କୁ ଗିରଫ କରିଛି। କିନ୍ତୁ ଯେତେ ଗିରଫ କରାଗଲେ ମଧ୍ୟ ଏହି ମଦ ଓ…

ଗଞ୍ଜାମ:ପ୍ରସିଦ୍ଧ ଶକ୍ତି ପୀଠ ମାଁ ତାରା ତାରିଣୀ ମନ୍ଦିରରେ ଆରମ୍ଭ ହୋଇଛି ନବରାତ୍ର ପୂଜା, ଶୈଳପୁତ୍ରୀ ବେଶରେ ଦର୍ଶନ…

କେନ୍ୟୁଜ୍(ବ୍ୟୁରୋ):  ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମାଁ ତାରା ତାରିଣୀ ମନ୍ଦିରରେ ଆରମ୍ଭ ହୋଇଛି ନବରାତ୍ର ପୂଜା, ଯଥାରୀତି ଅନୁସାରେ ଚାଲିଛି ମାଙ୍କ ପୂଜା। ବିନା  ଭକ୍ତଙ୍କ ସମାଗମରେ  ମା ଆଜି ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି। କିନ୍ତୁ ନବରାତ୍ର ରେ ମାଁଙ୍କ ନଅ ଗୋଟି ବେଶ…

ଗ୍ରାସୀମ ଇଣ୍ଡଷ୍ଟ୍ରିରେ ଷ୍ଟିମ୍ ପାଇପ ଲାଇନ ଫାଟିବା ଘଟଣା,ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଲା

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ଗତ ମଙ୍ଗଳବାର ଦିନ ଷ୍ଟିମ ପାଇପ ଲାଇନ ଫାଟି ଚାରିଜଣ ଗୁରୁତର ହେବା ଘଟଣାରେ ଆଜି ସକାଳେ ଯୁବ ଇଞ୍ଜିନିୟର ଅଭିଷେକ ପାଳ ଆଖି ବୁଜିଛନ୍ତି । ସେ ପାଞ୍ଚଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।…

ଗଞ୍ଜାମ: ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଅନୁମତି ଦେଲେ ଜିଲ୍ଲାପାଳ

ଗଞ୍ଜାମ(କେନ୍ୟୁଜ୍‌): ଗଞ୍ଜାମରେ ପୂଜା ପାଇଁ ଗାଇଡ୍‌ଲାଇନ୍‌ । ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅନୁମତି ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଘରେ ହିଁ ପୂଜା କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ତେବେ ପୂଜା କମିଟିର…

ଜୀବନ ବଂଚାଇବେ ନା ଜୀବିକା, ଧୀରେ ଧୀରେ ଏହି ଗାଁକୁ ଗିଳୁଛି ସମୁଦ୍ର

ରକ୍ଷକ ଏବେ ସାଜିଛି ଭକ୍ଷକ । ଏଇ ସମୁଦ୍ର ସେମାନଙ୍କ ଜୀବନ ଆଉ ଜୀବିକା । ହେଲେ ଏବେ ସେ ଅଶାନ୍ତ । ସାତରୁ ଆଠ ଫୁଟ ଉଚ୍ଚରେ ମାଡ଼ି ଆସୁଛି ଢେଉ । ଚାରିଆଡେ ପାଣି ଆଉ ପାଣି । ସେଇ ପାଣି ଭିତରେ ବୁଡିଯାଇଛି ଶହ ଶହ ମତ୍ସ୍ୟଜୀବୀଙ୍କ ବେଉସା । ସମୁଦ୍ର ଢେଉରେ ଭାସି ଯାଇଛି ସେମାନଙ୍କ ଲକ୍ଷ ଲକ୍ଷ…

ଗଞ୍ଜାମ: ଗାଧୋଇବାକୁ ଯାଇ ଡ୍ୟାମରେ ବୁଡ଼ିଲେ ଚାରି ଯୁବକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଡହ ଡ୍ୟାମରେ ଗାଧୋଇବାକୁ ଯାଇ ବୁଡିଗଲେ ୪ଯୁବକ । ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଯୁବକ ଉଧାର ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବ୍ରହ୍ମପୁର ତୁଳସୀନଗରର ସୌରଭ ବେହେରା ।

ଗଞ୍ଜାମରେ କାବୁ ପାଉଛି ବେକାବୁ କରୋନା, କମୁଛି ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମ(କେନ୍ୟୁଜ୍): ସଂକ୍ରମଣରେ ସବୁଠାରୁ ଆଗରେ ଥିବା ଜିଲ୍ଲାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ କାବୁ ପାଉଛି ବେକାବୁ କରୋନା । କମୁଛି ସଂକ୍ରମିତଙ୍କ ସଂଖ୍ୟା । ପଜିଟିଭ୍‌ ଓ ମୃତ୍ୟୁହାର ହ୍ରାସ ପାଉଛି । ଜିଲ୍ଲାର ୮୪ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ ଜୋନରେ ଥିବା ବେଳେ ୫୫…

ଗଞ୍ଜାମ: ପୋଖରୀରେ ଶୌଚ ବେଳେ ପାଣିରେ ବୁଡ଼ି କୁନି ଭାଇ ଭଉଣୀ ମୃତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ପାଣିରେ ବୁଡି ଦୁଇ ଶିଶୁ ଭାଇ ଓ ଭଉଣୀଙ୍କ ପ୍ରାଣହାନୀ ଘଟିଛି । ଆଜି ଅରାହ୍ନରେ ଛତ୍ରପୁର ବିରେଶ୍ୱର କଲୋନୀର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ମହାପାତ୍ର ଓ୪ ବର୍ଷର ଝିଅ ବର୍ଷା ମହାପାତ୍ର ଘର ନିକଟରେ…

ଆଜି ଗଞ୍ଜାମର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ, ପଞ୍ଚାତୟ ସ୍ତରରେ କରୋନା ମୁକାବିଲାର କରିବେ ସମୀକ୍ଷା

ଗଂଜାମ: ଆଜି ଗଂଜାମ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାତୟ ସ୍ତରରେ କିଭଳି କରୋନା ମୁକାବିଲା ଚାଲିଛି ତାର ସମୀକ୍ଷା କରିବେ । ଭିଡିଓ କନଫରେନ୍‌ସିଂ ଜରିଆରେ ଅପରାହ୍‌ଣ ୫ଟା ବେଳେ ମୁଖ୍ୟମନ୍ତ୍ରୀ କଥା ହେବେ । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ…

ଗଞ୍ଜାମ: ବିଲରେ ପଡିଛି ମୁଣ୍ଡ ନଥିବା ମୃତଦେହ, ଆତଙ୍କତି ଗାଁ ଲେକେ

ସୋରଡା(କେନ୍ୟୁଜ୍):  ବିଲରେ ପଡିଛି ମୁଣ୍ଡ ନଥିବା ମୃତ ଦେହ।  ଗାଁରେ ପଡିଛି ଚହଳ, କିଏ ଘଟାଇଛି  ଏଭଳି କାଣ୍ଡ । ଏହି ଘଟଣା ଦେଖିବାକୁ  ମିଳିଛି ଗଞ୍ଜାମ ବଡଗଡ ଏକଲପୁର ଗାଁରେ। ମୃତକ ଜଣକଙ୍କ ହେଉଛନ୍ତି  ସୋରଡା ବୋରସିଂ ଗାଁର ନିଳାଞ୍ଚଳ ପ୍ରଧାନ। ମିଳିଥିବା ସୂଚନା  ମୁତାବକ ଯୁବକ ଜଣକ…

ହାତ ଫେରେଇଲେ ସାହି ଭାଇ, ସାମ୍ବାଦିକ ଦେଲେ କାନ୍ଧ, ଅସହାୟ ମହିଳାଙ୍କ କଲେ ଶବ ସତ୍କାର

ଗଞ୍ଜାମ (କେ ନ୍ୟୁୁଜ୍‌): ନିଜକୁ ପ୍ରକୃତ କରୋନା ଯୋଦ୍ଧା ଭାବରେ ପୁଣି ଥରେ ପ୍ରମାଣ କରିଛନ୍ତି ସାମ୍ବାଦିକ । କିଛି ଦିନ ତଳେ ଜଣେ ପୋଲିସ ଏଏସଆଇଙ୍କ ଶବ ଉଠାଇ ଗଂଜାମର ଚାରି ଜଣ ସାମ୍ବାଦିକ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରଶଂସା ସାଉଁଟି ଥିବା ବେଳେ ଏବେ ପୁଣି ଏପରି ଏକ ସମାନ ଧରଣର ଘଟଣା…