Browsing Tag

google map

ସୁଗମ ଯାତ୍ରା: ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି, ଆଜିଠୁ ଦିଲ୍ଲୀରେ ଗୁଗଲ ମ୍ଯାପରେ ଦେଖିବାକୁ ମିଳିବ ବସ୍‌ର…

ଦିଲ୍ଲୀରେ ଆଜିଠାରୁ ଯାତ୍ରୀମାନେ ନିଜ ବସ୍ ଗୁଗଲରେ ଲାଇଭ ଲୋକେସନ ଦେଖିପାରିବେ। ଦିଲ୍ଲୀ ସରକାର ଯାତ୍ରୀଙ୍କୁ ବସ୍ ସମୟରେ ରିଅଲ ଟାଇମ ବିଷୟରେ ସୂଚନା ଦେବା ପାଇଁ ଏବଂ ଦିଲ୍ଲୀରେ ସାର୍ବଜନିକ ପରିବହନ ଲୋକଙ୍କ ପାଇଁ ଅଧିକ ଅନୁକୂଳ ବନାଇବା ପାଇଁ ଗୁଗଲ ସହିତ ହାତ ମିଶାଇଛି। ଦିଲ୍ଲୀ ପରିବାହନ…

ମହଙ୍ଗା ପଡ଼ିଲା ଗୁଗଲ ମ୍ୟାପ୍‌ର ସାହାରା, କାଦୁଅରେ ଫସିଗଲା ଟୁରିଷ୍ଟ କାର

କୌଣସି ସ୍ଥାନକୁ ଯାତ୍ରା କରିବା ବେଳେ ଆମେ ଗୁଗଲ ମ୍ୟାପ୍‌ର ସାହାରା ନେଇଥାଉ। ଅନେକ ଥର ଏହା ଆମକୁ ଆମ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ବି ଥାଏ। କିନ୍ତୁ ବେଳେବେଳେ ଗୁଗଲ ମ୍ୟାପ୍‌କୁ ଭରସା କରି ଆମେ ଫସିଯାଉ। ନିକଟରେ ରାଜସ୍ଥାନରେ ଏକ ସେଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପର୍ଯ୍ୟଟକଙ୍କ…

Google Maps ଲଞ୍ଚ୍‌ କଲା ଡାର୍କ ମୋଡ୍‌, କେବଳ ଆଣ୍ଡ୍ରଏଡ୍‌ ୟୁଜର୍ସ ହିଁ ଉଠାଇପାରିବେ ଲାଭ

ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର। ଗୁଗଲ ଏବେ ଗୁଗଲ ମ୍ୟାପ୍‌ରେ ନୂଆ ଫିଚର ରୋଲ ଆଉଟ୍‌ କରିଛି। ଏହି ନୂଆ ଫିଚର ଆସିବା ପରେ ୟୁଜର ଗୁଗଲ ମ୍ୟାପ୍‌କୁ ଡାର୍କ ମୋଡ୍‌ କରିପାରିବେ। ଏ ନେଇ ନିକଟରେ ସୂଚନା ଦେଇଛି ଗୁଗଲ। ଗତବର୍ଷ ସେପ୍ଟେମ୍ବରରୁ ଗୁଗଲ ଡାର୍କ ମୋଡ୍‌ ଫିଚରର ଟେଷ୍ଟିଂ ଆରମ୍ଭ…

ଡ୍ରାଇଭିଂ ସମୟରେ ଗୁଗଲ ନେଭିଗେସନ ମ୍ଯାପ୍ ବ୍ଯବହାର କରୁଛନ୍ତି କି ? ଖାଲି ହୋଇପାରେ ଆପଣଙ୍କ ପକେଟ୍

ଆପଣ କୌଣସି ଅଜଣା ଜାଗାକୁ ଯିବା ସମୟରେ କାହାକୁ ରାସ୍ତା ବିଷୟରେ ପଚାରିବା ବଦଳରେ ନେଭିଗେସନ ମ୍ଯାପ୍ ବ୍ଯବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। ନଚେତ ଆପରଙ୍କ କଟିପାରେ ଚାଲାଣ। ଅନେକ ଥର ଆମେ କେଉଁ ଅଜଣା ଜାଗାକୁ ଯିବା ବେଳେ ଗୁଗଲ ନେଭିଗେସନକୁ ବ୍ଯବହାର କରିଥାଉ। ଏହି କାରଣରୁ…

କରୋନା ହଟସ୍ପଟ୍ ବିଷୟରେ ଏବେ ଗୁଗଲ ମ୍ୟାପ ଦେବ ସୂଚନା

ଗୁଗୁଲ୍ ଦୀର୍ଘ ଦିନ ଧରି ଲୋକଙ୍କୁ କରୋନା ବିଷୟରେ ଅବଗତ କରାଉଥିଲା । ବର୍ତ୍ତମାନ ଗୁଗୁଲ୍ ଏହାର ମାନଚିତ୍ରରେ କଲର କୋଡିଂ କରିବାକୁ ଯାଉଛି । ଯାହା ପରେ ଲୋକମାନେ ନିଜେ ଗୁଗୁଲ୍ ମ୍ୟାପ୍ସରେ କରୋନା ହଟସ୍ପଟ୍ ବିଷୟରେ ସୂଚନା ପାଇବେ । ଗୁଗୁଲ ଏହାର ବ୍ଲଗ୍ ରେ ଏହି ନୂତନ ଅପଡେଟ ବିଷୟରେ ସୂଚନା…

Google Map କରାଇଲା ଛାଡପତ୍ର, ଷ୍ଟ୍ରିଟ ଭ୍ୟୁ ସାହାଯ୍ୟରେ ବ୍ୟକ୍ତି ଦେଖିଲେ ନିଜ ପତ୍ନୀଙ୍କର ଅବୈଧ ସମ୍ବନ୍ଧ

କଥାରେ ଅଛି ଗୁପ୍ତ ପ୍ରଣୟ ସର୍ବଦା ଭୟଙ୍କର । ଏହା ଦିନେ ନ ଦିନେ ନିଶ୍ଚୟ ସାମ୍ନାକୁ ଆସିଥାଏ କିନ୍ତୁ କେମିତି ବାହାରକୁ ଆସିବ ତାହା ସମୟ ଏବଂ ପରିସ୍ଥିତି ଉପରେ ନିର୍ଭୟ କରେ । ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିବା ପରେ ଆପଣ ବିଶ୍ୱାସ ବି କରିପାରିବେ ନାହିଁ ଯେ ଏମିତି ଉପାୟରେ ବି…

ଗୁଗଲ ମ୍ୟାପ୍‌ ଲଞ୍ଚ୍‌ କଲା ଆଉ ଏକ ବଢ଼ିଆ ଫିଚର, ଏବେ ଅନ୍ୟ ୟୁଜରଙ୍କ ସାହାଯ୍ୟ ନେଇ ଆପଣ ଖୋଜିପାରିବେ ସ୍ଥାନ

ବର୍ତ୍ତମାନ ସମୟରେ ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଲୋକମାନେ ଯେକୌଣସି ସ୍ଥାନକୁ ସହଜରେ ଯାଇପାରୁଛନ୍ତି। ଗୁଗଲ ସବୁବେଳେ ନିଜ ଏହି ସର୍ଭିସକୁ ସୁଦୃଢ଼ କରିବା ପାଇଁ କାମ ଚଲାଇଛି। ଏଥିପାଇଁ ଗୁଗଲ କେତେକ ନୂଆ ଫିଚର ଆଡ୍‌ କରିଛି। ନିକଟରେ ୟୁଜରଙ୍କ ପାଇଁ ଗୁଗଲ ଏକ ନୂଆ ସୁବିଧା ଆରମ୍ଭ କରିଛି। ଏହି…

ଏବେ ଅଟୋ ରିକ୍ସାଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ସମସ୍ତ ସୂଚନା ଦେବ ଗୁଗଲ, ଆସୁଛି ଅନେକ ଫିଚର୍ସ

ଭାରତରେ ଅଧିକାଂଶ ଯାନବାହନକୁ ରାସ୍ତା କହୁଥିବା ଗୁଗଲ ମ୍ୟାପ ଏବେ ଅଟୋଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା ମଧ୍ୟ ଦେବ । ଗୁଗଲ ମ୍ୟାପ ଲଂଚିଙ୍ଗର ୧୫ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଅନେକ ନୂଆ ଫିଚର ଲଞ୍ଚ କରିଛି । ଯେଉଁଥିରେ ୟୁଜରଙ୍କୁ ଯେକୌଣସି ସ୍ଥାନକୁ…

ଏବେ ଗୁଗଲ ମ୍ୟାପ କହିବ କେଉଁଠି ଅଛି ଇଲେକ୍ଟ୍ରିକ କାର ଚାର୍ଜିଙ୍ଗ ଷ୍ଟେସନ ଏବଂ ଅନେକ କିଛି

ସାଧାରଣତଃ ଆପଣ ସମସ୍ତେ ଜାଣିଥିବେ ଯେ ଅଟୋମୋବାଇଲ ସେକ୍ଟରର ଭବିଷ୍ୟତ ହେଉଛି ଇଲକ୍ଟ୍ରିକ କାର ଏବଂ ଆମର ପରବର୍ତ୍ତୀ ପିଢ଼ି ଇଲେକ୍ଟ୍ରିକ କାରର ହିଁ ରହିବ। ପ୍ରାୟତଃ ସବୁ ଭାରତୀୟ କମ୍ପାନୀ ଗୁଡିକ ବର୍ତ୍ତମାନ ଇଲେକ୍ଟ୍ରିକ କାର ଉପରେ କାମ କରୁଛନ୍ତି ଏବଂ ଇଲେକ୍ଟ୍ରିକ କାରର ଚାରଜିଙ୍ଗ ପାଇଁ…

ଏବେ ଗୁଗଲ୍‌ କହିବ ଆଖପାଖରେ କେଉଁଠାରେ ରହିଛି ସାର୍ବଜନୀନ ଶୌଚାଳୟ, ଜାରି ହେଲା ନୂତନ ଫିଚର

ଗୁଗଲ୍‌ ଏବେ ନିଜ ମ୍ୟାପ୍‌ ଆପ୍‌ରେ ଏକ ନୂଆ ଫିଚର ଯୋଗ କରିଛି। ମ୍ୟାପ୍‌ରେ ଗୁଗଲ୍‌ ତରଫରୁ ସାର୍ବଜନୀନ ଶୌଚାଳୟ ଫିଚର ଦିଆଯାଉଛି। ଗୁଗଲ ମ୍ୟାପ୍‌ ଦେଶର ୨୩୦୦ରୁ ଅଧିକ ସହରରେ ୫୭୦୦୦ରୁ ଅଧିକ ସାର୍ବଜନୀନ ଶୌଚାଳୟର ତାଲିକା କରିଛି। ଏନେଇ ସୂଚନା ଦେବା ଅବସରରେ ଗୁଗଲ ମ୍ୟାପର ବରିଷ୍ଠ ପରିଯୋଜନା…

ଏବେ ପୋଲିସ ନୁହଁ ବରଂ ଗୁଗୁଲ ମ୍ୟାପ ଦେବ ଆପଣଙ୍କୁ ସୁରକ୍ଷା, ସାମିଲ ହୋଇଛି ଏକ ନୂଆ ଫିଚର

ନୂଆଦିଲ୍ଲୀ : ଗୁଗୁଲ ବୁଧବାର ଦିନ ତାହାର ବହୁ ବ୍ୟବହ୍ରୁତ ଗୁଗୁଲ ମ୍ୟାପରେ ସାମିଲ କରିଛି ଏକ ନୂଆ ଫିଚର। ଦେଶରେ ବଢ଼ୁଥିବା ଅପରାଧକୁ ଅଟକାଇବା ପାଇଁ ଆରମ୍ଭ କରାଯାଇଛି ଷ୍ଟେ-ସେଫ ଫିଚର। ଏହା ଟ୍ୟାକ୍ସି ଏବଂ ଅଟୋରିକ୍ସାରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଦେବ ସୁରକ୍ଷା। ଯଦି ନିର୍ଦ୍ଦାରିତ…

ଗୁଗୁଲ ମ୍ଯାପ ଜରିଆରେ ଖାଲି ହେଉଛି ବ୍ୟାଙ୍କ ଆକାଉଣ୍ଟ, ହ୍ୟାକର୍ସ ଆପଣାଉଛନ୍ତି ଏହି ଅଭିନବ ଉପାୟ

ନୂଆଦିଲ୍ଲୀ : ଗୁଗୁଲ ମ୍ଯାପର ବ୍ଯବହାର ଦୁନିଆରେ ପ୍ରାୟ ସସସ୍ତ ବ୍ଯାକ୍ତି କରିଥାନ୍ତି। କୌଣସି ଅଜଣା ସ୍ଥାନରେ ସଠିକ ରାସ୍ତା ଜାଣିବା ତଥା ନିଜର ନିର୍ଦ୍ଦାରିତ ସ୍ଥାନରେ ସହଜରେ ପହଞ୍ଚିବାରେ ସାହାଯ୍ଯ କରିଥାଏ ଗୁଗୁଲ ମ୍ଯାପ। କିନ୍ତୁ ଆପଣ ଜାଣିଛନ୍ତି କି ଏବେ ଏହା ଦ୍ବାରା ଗ୍ରାହକଙ୍କର…