Browsing Tag

google play store

ଗୁଗଲ ପ୍ଲେ-ଷ୍ଟୋରରୁ ହଟାଇଲା ଏହି ଆପ, ହ୍ୟାକର୍ସ ପର୍ଯ୍ୟନ୍ତ ପହଞ୍ଚାଉଥିଲା ପର୍ସନାଲ ଫଟୋ ଆଉ ଭିଡିଓ

ନିକଟରେ ଏକ ରିପୋର୍ଟ ଆସିଥିଲା ​​ଯେଉଁଥିରେ ଦାବି କରାଯାଇଥିଲା ଯେ ଆଣ୍ଡ୍ରଏଡ୍ ଫୋନରେ ଭାଇରସ୍ ଏବଂ ମାଲୱେର୍ ବିତରଣ କରିବା ପାଇଁ ଗୁଗୁଲ୍ ପ୍ଲେ-ଷ୍ଟୋର ହେଉଛି ସବୁଠାରୁ ବଡ ଜରିଆ । ଥାର୍ଡ଼ ପାର୍ଟି ଆପ ଷ୍ଟୋର ତ ଏମିତିରେ ବଦନାମ । ତେବେ ଯେତେବେଳେ ଗୁଗଲ୍ ପ୍ଲେ ଷ୍ଟୋର୍‌ରେ କୌଣସି ମାଲୱେର୍,…

ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ଆପ୍‌କୁ କରନ୍ତୁ ତୁଳନା, ଗୁଗଲ ପ୍ଲେ-ଷ୍ଟୋରରେ ଆସିଲା ନୂଆ ଫିଚର

ସ୍ମାର୍ଟଫୋନ୍‌ କିମ୍ବା କୌଣସି ପ୍ରଡକ୍ଟ କିଣିବା ପୂର୍ବରୁ ଆମେ ତାହାକୁ ଅନ୍ୟ ପ୍ରଡକ୍ଟ ସହ ତୁଳନା କରିଥାଉ। କିନ୍ତୁ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ କେବେ ଏହାକୁ କାହା ସହ ତୁଳନା କରିଛନ୍ତି କି? ଯଦି ବି କେବେ ତୁଳନା କରିଥିବେ ତେବେ ସବୁ ଫିଚରକୁ ଠିକ୍‌ ଭାବେ ତଉଲିପାରିନଥିବେ।…

ଗୁଗଲ ପ୍ଲେ ଷ୍ଟୋରରୁ ପୁଣି ହଟିଲା ୩ଟି ନକଲି ଆପ୍‌, ଚୋରି କରୁଥିଲା ଛୋଟ ପିଲାଙ୍କ ତଥ୍ୟ

ଗୁଗଲ ପ୍ଲେ ଷ୍ଟୋରରେ ଆସିବା ପୂର୍ବରୁ ଆପ୍‌ଗୁଡ଼ିକ ଅନେକ ପ୍ରକାରର ସିକ୍ୟୁରିଟି ଚେକ୍‌ର ସାମ୍ନା କରିବାକୁ ପଡ଼ିଥାଏ। ଏହା ପରେ ବି କେତେକ ଆପ୍‌ ଏଠାରେ ପହଞ୍ଚିଯାଏ, ଯାହା ୟୁଜରଙ୍କ ପାଇଁ ହାନିକାରକ ହୋଇଥାଏ। ଏଭଳି ଆପ୍‌ ବିଷୟରେ ଜଣାପଡ଼ିବା ପରେ ଗୁଗୁଲ ଏହାକୁ ତୁରନ୍ତ ବ୍ୟାନ୍‌ କରିଥାଏ। ଏବେ…

ଗୁଗଲ ପ୍ଲେ ଷ୍ଟୋରରୁ ହଟାଇଥିଲା Paytm, ଏବେ କମ୍ପାନୀ ଲଞ୍ଚ କଲା ନିଜର Mini App Store

ଗତ କିଛିଦିନ ତଳେ ଗୁଗଲ ପ୍ଲେ ଷ୍ଟୋରୁ ପେଟିଏମ୍‌କୁ ହଟାଇଦେଇଥିଲା। କିନ୍ତୁ ୨୪ ଘଣ୍ଟା ପରେ ପୁଣି ଆପ୍‌ଟି ପ୍ଲେ ଷ୍ଟୋରରେ ନଜର ଆସିଥିଲା। ଗୁଗଲର ଏପରି କାମରେ ପେଟିଏମ୍‌ ନାରାଜ ହୋଇ ନିଜର ମିନି ଆପ୍‌ ଷ୍ଟୋର ଲଞ୍ଚ କରିଛି। ୟୁଜର୍ସଙ୍କୁ ପେଟିଏମ୍‌ ଆପ୍‌ ଡାଉନଲୋଡ କରିବା ପାଇଁ ଆଉ ଏକ ଆପ…

ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରକୁ ଟକ୍କର ଦେବାକୁ ଯାଉଛି ଭାରତ, ଆଣୁଛି ଦେଶୀ ପ୍ଲେ ଷ୍ଟୋର

ଆତ୍ମନିର୍ଭର ଭାରତ ଗଢ଼ିବା ଦିଗରେ ଦେଶ ଆଉ ପାଦେ ଆଗେଇଛି। ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରକୁ ଟକ୍କର ଦେବା ପାଇଁ ଭାରତ ଖୁବଶୀଘ୍ର ନିଜର ଏକ ଆପ ଲଞ୍ଚ କରିବାକୁ ଯାଉଛି। ଭାରତର ଆପ ନିର୍ମାତା କମ୍ପାନୀ ଓ ବିଜନେସମ୍ୟାନ ଏକ ଆପ ଷ୍ଟୋର ତିଆରି କରିଥିବା ଦାବି କରିଛନ୍ତି। ମୋଦି ସରକାର ଏନେଇ…

ଫୋନର ବ୍ୟାଟେରୀ ଜଲଦି ଶେଷ ହେବାରେ ଦାୟୀ ହେଉଛି ଗୁଗଲ୍‌ ପ୍ଲେ-ଷ୍ଟୋର, ଜାଣନ୍ତୁ କାହିଁକି

ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯାହାର ସ୍ମାର୍ଟଫୋନ୍ ବ୍ୟାଟେରୀ ଜଲଦି ଶେଷ ହେଇଯାଉଛି ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଏନେଇ ଆପଣ ଫୋନ ଖରାପ ହୋଇଯାଇଛି ବୋଲି ଭାବନ୍ତୁ ନାହିଁ। ବାସ୍ତବରେ ଗୁଗୁଲ୍ ପ୍ଲେ ଷ୍ଟୋର ଯୋଗୁଁ ଏହି ସମସ୍ୟା ଦେଖାଯାଇଥାଏ। ଗୁଗୁଲ୍ ପ୍ଲେ-ଷ୍ଟୋର ଆପରେ…

Google Play Storeକୁ ପୁଣି ଫେରିଲା Paytm, କିନ୍ତୁ ଏବେ ଏହି ଆପରେ ହୋଇଛି ଏଭଳି ପରିବର୍ତ୍ତନ

ଗୁଗଲ ପ୍ଲେ ଷ୍ଟୋରରୁ କିଛି ଘଣ୍ଟା ପାଇଁ ହଟିବା ପରେ ମୋବାଇଲ ୱାଲେଟ ଆପ୍ଲିକେସନ ପେଟିଏମ(Paytm Android App) ପୁଣିଥରେ ପ୍ଲାଟଫର୍ମକୁ ଫେରିଛି। ପେଟିଏମ ଟୁଇଟ କରି ଶୁକ୍ରବାର ସନ୍ଧ୍ୟାରେ ଏ ନେଇ ସୂଚନା ଦେଇଛି। ତେବେ ଗୁଗଲ ପ୍ଲେ ଷ୍ଟୋର ପେଟିଏମ ଆପକୁ ଜୁଆ ଖେଳାଯିବା ଅଭିଯୋଗରେ ନିଜ…

କାହିଁକି ହଟିଲା ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା Paytm ଆପ, ସ୍ପଷ୍ଟୀକରଣ ରଖିଲେ କମ୍ପାନୀ ଅଧିକାରୀ

ନିଜ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପକୁ ହଟାଇ ଦେଇଛି । ଏବେ ପେଟିଏମ ଆପକୁ ଆଣ୍ଡ୍ରଏଡ଼ ୟୁଜର୍ସ ମାନେ କିଛି ସମୟ ପାଇଁ ଡାଉନଲୋଡ କରିପାରିବେ ନାହିଁ । କିନ୍ତୁ ପୂର୍ବଭଳି ପେଟିଏମ ମଲ, ପେଟିଏମ ବିଜିନେସ, ପେଟିଏମ ମନି ପରି ଆପ ଏବେ ବି ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି । ଆପଲ ଷ୍ଟୋରରୁ ଏହାକୁ ଡାଉନ…

ପୁଣିଥରେ ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୭ ବିପଦପୂର୍ଣ୍ଣ ଆପ୍‌, ଫୋନ୍‌ରୁ ତୁରନ୍ତ କରନ୍ତୁ ଡିଲିଟ୍‌

ଜୁଲାଇ ଓ ସେପ୍ଟେମ୍ବରର ଦ୍ୱିତୀୟ ସପ୍ତାହରେ ଗୁଗଲ ପ୍ଲେ ଷ୍ଟୋରରୁ ୧୭ ଟି ଆପ୍‌ ହଟାଇଛି। ଏହି ଆପ୍‌ ମାଲାବେୟର ଇନ୍‌ଫେକଟେଡ୍‌ ଥିବା ନେଇ ଅଭିଯୋଗ ହୋଇଥିଲା। ଜୁଲାଇରେ ପ୍ଲେ ଷ୍ଟୋରରୁ ୧୧ଟି ଆପ୍‌ ହଟାଯାଇଥିବା ବେଳେ କିଛି ଦିନ ତଳେ ୬ଟି ଆପ୍‌କୁ ବ୍ୟାନ୍‌ କରାଯାଇଛି। ଏବେ ଗୁଗଲ ପ୍ଲେ ଷ୍ଟୋରରେ…

ଅଚାନକ ପ୍ଲେ ଷ୍ଟୋରରୁ ଗାୟବ ହୋଇଗଲା ଗୁଗଲ ପେ, ବିବ୍ରତ ହୋଇ ୟୁଜର୍ସ କରୁଛନ୍ତି ଟ୍ୱିଟ

ଗୁଗୁଲ୍ ପେ ଷ୍ଟୋରରୁ ଭାରତର ଲୋକପ୍ରିୟ ଡିଜିଟାଲ୍ ପେମେଣ୍ଟ୍ ଆପ୍ ଗୁଗୁଲ୍ ପେ ଅଚାନକ ଅନେକ ଘଣ୍ଟା ପର୍ଯ୍ୟନ୍ତ ଗାୟବ ହୋଇଯାଇଥିଲା ଯାହା ଅନେକ ବ୍ୟବହାରକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଉପଭୋକ୍ତାମାନେ ସୋସିଆଲ ମିଡିଆରେ ମଧ୍ୟ ଏହି ବିଷୟରେ ଅଭିଯୋଗ କରିଛନ୍ତି, ଯଦିଓ ବର୍ତ୍ତମାନ…

ୟୁଜରଙ୍କ ବ୍ୟକ୍ତିଗତ ଡାଟା ଚୋରି କରୁଥିଲେ ଏହି ୨୫ଟି ଆପ୍‌, ଧରାପଡ଼ିଲା ପରେ ପ୍ଲେ-ଷ୍ଟୋରରୁ ହଟାଇଲା ଗୁଗଲ

ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଗୁଗଲ ନିଜ ପ୍ଲେ-ଷ୍ଟୋରରୁ ୨୫ଟି ମୋବାଇଲ ଆପ୍‌ ହଟାଇଛି। ଏହି ସବୁ ଆପ୍‌ ଫେସବୁକ୍‌ରୁ ୟୁଜର୍ସଙ୍କ ଡାଟା ଚୋରି କରୁଥିଲେ। ଗୁଗଲକୁ ଏହି ଆପ୍‌ ବିଷୟରେ ଫ୍ରାନ୍ସର ସାଇବର ସିକ୍ୟୁରିଟି ଫାର୍ମ Evina ସୂଚନା ଦେଇଥିଲା। ଏହି ଆପ୍‌କୁ ୨୫ ଲକ୍ଷରୁ ଅଧିକ…

କାହିଁକି ପ୍ଲେ-ଷ୍ଟୋରରୁ “Mitron” ଓ “Remove China App”କୁ ହଟାଗଲା, ସେନେଇ…

କିଛି ଦିନ ତଳେ ଗୁଗୁଲ କମ୍ପାନୀ ନିଜ ପ୍ଲେ-ଷ୍ଟୋର ରୁ ଦୁଇ ଦୁଇଟି ଲୋକପ୍ରିୟ ଆପକୁ ହଟାଇ ଦେଇଛି । ଏହି ଦୁଇ ଆପ ହେଲେ "Mitron" ଓ "Remove China App"। କିନ୍ତୁ କମ୍ପାନୀ ତରଫରୁ କାହିଁକି ଏପରି ଏକ ପଦକ୍ଷେପ ନିଆଯାଇଛି ସେନେଇ କୋୖଣସି ପ୍ରକାର ସ୍ପଷ୍ଟୀକରଣ ଦିଆ ଯାଇନାହିଁ । ଏହାକୁ ନେଇ…