ଯୁବତୀଙ୍କ ଚିକେନ ରୋଲରେ ନିଶାଦ୍ରବ୍ୟ ମିଶାଇ ଖୁଆଇଲେ ଯୁବକ, ବେହୋସ ହେବା ପରେ ସୁଟ୍ କଲେ ଅଶ୍ଳୀଳ ଭିଡିଓ
ମିଠା ମିଠା କଥା କହି ଯୁବତୀଙ୍କୁ ଫସେଇଲେ । ବନ୍ଧୁତା କରିବାକୁ କହିଲେ । ଆଉ ବନ୍ଧୁତା ହେବା ପରେ ସାଙ୍ଗ ହୋଇ ଚିକେନ ରୋଲରେ ନିଶା ଦ୍ରବ୍ୟ ମିଶାଇ ଯୁବତୀ ଜଣକ ବେହୋସ ହେବା ପରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ୍ କରିବାକୁ ଲାଗିଲେ । ଏଭଳି ଘଟଣା ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳରେ ଘଟିଛି ।…