Browsing Tag

Greater Noida

ଗ୍ରେଟର ନୋଏଡା: ଥାନା ପରିସରରେ ଫାଟିଲା ଟ୍ରାନ୍ସଫର୍ମର, ଭୀଷଣ ନିଆଁରେ ଜଳି ପାଉଁଶ ହେଲା ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ି

ଗ୍ରେଟର ନୋଏଡାର କାସନା କୋତଓ୍ଵାଲି ଥାନା ପରିସରରେ ସ୍ଥାପିତ ଏକ ଟ୍ରାନ୍ସଫର୍ମରରେ ଗତକାଲି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରୁ ନିଆଁ ଲାଗି ସେଠାରେ ଥିବା ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଜଳି ପାଉଁଶ ହୋଇଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ଥାନା…

ଗ୍ରେଟର ନୋଏଡା: ଗୌର ସିଟିର ୧୬ ଆଭେନ୍ୟୁରେ ଭୟାବହ ଅଗ୍ନିକାଣ୍ଡ, ଚାଲିଛି ଉଦ୍ଧାର କାର୍ଯ୍ୟ

ଗ୍ରେଟର ନୋଏଡା ଏକ୍ସଟେନ୍ସନ୍‌ସ୍ଥିତ ଏକ ବହୁତଳ ଅଟ୍ଟାଳିଆରେ ଗୁରୁବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିିଛି । ଏଠାରେ ଗୌର ସିଟି-୨ର ୧୬ ଆଭେନ୍ୟୁରେ ଭୀଷଣ ନିଆଁ ଲାଗିଛି । ନିଆଁ ପ୍ରଥମେ ଗୋଟିଏ ଫ୍ଲାଟ୍‌ରେ ଲାଗିଥିଲା, ପରେ ଅନ୍ୟ ଫ୍ଲାଟ୍‌କୁ ବ୍ୟାପିଯାଇଥିଲା । ଦୁଇଟି ଫ୍ଲାଟ୍‌ରେ ନିଆଁ…

ମୋବାଇଲ କମ୍ପାନୀର ୱେୟାର ହାଉସ୍‌ରେ ଦୁର୍ଘଟଣା, ଲୁହା ର‍୍ୟାକ୍‌ ତଳେ ଚାପି ହୋଇଗଲେ ୩ କର୍ମଚାରୀ; ଜଣଙ୍କ ମୃତ୍ୟୁ

ଗ୍ରେଟର ନୋଏଡାର ବାଦଲପୁର ଥାନା ଅଧୀନ ଏକ ମୋବାଇଲ କମ୍ପାନୀ ୱେୟାର ହାଉସ୍‌ରେ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଲୁହା ର‍୍ୟାକ୍‌ ଖସି ଏହା ତଳେ ୩ କର୍ମଚାରୀ ଚାପି ହୋଇଯାଇଥିଲେ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିିଛି । ଏହି ଦୁର୍ଘଟଣା ଯେତେବେଳେ ଘଟିଥିଲା, ସେହି ସମୟରେ ଆହୁରି ବି କର୍ମଚାରୀ…

ଗ୍ରେଟର ନୋଏଡାର ବ୍ଲୁ ସଫାୟର ମଲ୍‌ରେ ଦୁର୍ଘଟଣା, ଛାତରୁ ଗ୍ରିଲ୍‌ ଖସି ୨ ମୃତ

ଗ୍ରେଟର୍‌ ନୋଏଡା ୱେଷ୍ଟ୍‍ର ବ୍ଲୁ ସଫାୟର ମଲ୍‌ରେ ଦୁର୍ଘଟଣା ଘଟିଛି । ବିସରଖ ଥାନା ଅଧୀନ ଏହି ମଲ୍‌ର ଛାତରୁ ଗ୍ରିଲ୍‌ ଖସି ୨ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରିଲ୍‌ର ଧ୍ୱଂସାବଶେଷ ସଂସ୍ପର୍ଶରେ ଆସିବା ଫଳରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଛି । ଖବର ପାଇ ପୋଲିସ ପହଞ୍ଚି…

ଘନ କୁହୁଡ଼ି: ଗ୍ରେଟର ନୋଏଡାରେ ୧୦ ଗାଡ଼ି ପରସ୍ପର ସହ ଧକ୍କା, ଅନେକ ଯାତ୍ରୀ ଆହତ

ଘନ କୁହୁଡ଼ି ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଦୁର୍ଘଟଣାମାନ ଘଟୁଛି । ସକାଳ ସମୟରେ କମ୍‌ ଦୃଶ୍ୟମାନ ହେତୁ ଗାଡ଼ିଗୁଡ଼ିକ ପରସ୍ପର ସହ ପିଟି ହୋଇଯାଉଛନ୍ତି । ଏବେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରୁ ମଧ୍ୟ ଏହିପରି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଦାଦ୍ରି ଥାନା ଅଧୀନ ବାଇପାସ୍‌ ନିକଟରେ ୧୦ଟି…

ଗ୍ରେଟର ନୋଏଡା: ଟୋଲ୍‌ ଶୁଳ୍କ ମଗାଯିବାରୁ ମହିଳାଙ୍କ ଗୁଣ୍ଡାଗିରି, ବୁଥ୍‌ରେ ପଶି କର୍ମଚାରୀଙ୍କ ଚୁଟି ଭିଡ଼ି ଚେୟାରରୁ…

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଟୋଲ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ଘଟଣା ଥମିବାର ନାଁ ନେଉନାହିଁ। ସୋମବାର ଏଠାରେ ଏଭଳି ଆଉ ଏକ ଘଟଣା ଘଟିଛି। ଏଠି ଜଣେ ମହିଳା ଗୁଣ୍ଡାଗିରି ଦେଖାଇ ଜଣେ ମହିଳା ଟୋଲ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଛନ୍ତି। ସୂଚନା ମୁତାବକ, ଟୋଲ୍‌…

ଦେଶରେ ଆରମ୍ଭ ହେବ ପ୍ରଥମ ପୋଡ୍‌ ଟ୍ୟାକ୍ସି ସେବା, ଜାଣନ୍ତୁ କେଉଁଠାରେ ଉପଲବ୍ଧ ହେବ ଏହି ସୁବିଧା

(କେନ୍ୟୁଜ ବ୍ୟୁରୋ): କାର ଭଳି ଦେଖା ଯାଉଥିବା ଗାଡ଼ି ହେଉଛି ପୋଡ୍‌ ଟ୍ୟାକ୍ସି । ଏହା ବିନା ଡ୍ରାଇଭରରେ ଚାଲିଥାଏ । ଷ୍ଟିଲରେ ନିର୍ମିତ ହୋଇଥିବା ଏକ ଟ୍ରାକରେ ଚାଲିଥାଏ ପୋଡ୍‌ ଟ୍ୟାକ୍ସି । ତେବେ ଏହି ପୋଡ୍‌ ଟ୍ୟାକ୍ସି ଭାରତରେ କେଉଁ ସହରରେ ଚାଲିବ ଆପଣ ହୁଏତ ତାହା ଜାଣି ନଥିବେ । ଭାରତର…

ନୋଏଡା: ଆପାର୍ଟମେଣ୍ଟରେ ଭୀଷଣ ନିଆଁ, ଫ୍ଲାଟ୍‌ରେ ପଡ଼ିଥିଲା ତାଲା; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ନୋଏଡାର ଗୌର ସିଟି ୧୪ ଆଭେନ୍ୟୁରେ ବୁଧବାର ସକାଳେ ଭୟଙ୍କର ନିଆଁ ଲାଗିଥିବା ଦେଖାଯାଇଥିଲା। ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗିବା ପରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ହୋହଲ୍ଲା ଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଲ୍ଡିଂରେ ନିଆଁ ଲାଗିଥିବାର ଦେଖି ସଙ୍ଗେ ସଙ୍ଗେ…

ସ୍କୁଲରେ ମୋ ସହିତ ଜଣେ ଅଙ୍କଲ୍‌ ଆସି ଖରାପ କାମ କଲେ, ଏବେ ମୋତେ ବହୁତ କଷ୍ଟ ଲାଗୁଛି

ରାଜଧାନୀ ଦିଲ୍ଲୀରେ ପୁଣି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଗ୍ରେଟର ନୋଏଡାରେ ଜଣେ ୩ ବର୍ଷର ଝିଅ ସହିତ ଡିଜିଟାଲ ରେପ୍‌ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋଲିସ ମାମଲା ଦାଏର କରିଛି। ପୀଡିତା ପିଲା ନିଜ ବାପାଙ୍କ ସହିତ ଥାନାକୁ ଆସି ପକୋସୋ ଆଇନ ଅନୁଯାୟୀ କେସ୍‌ ଦାଏର…

ଅର୍ଡର ଦେବାରେ ଡେରି ହେବାରୁ ରେସ୍ତୋରାଁ ମାଲିକକୁ ଗୁଳି କରି ହତ୍ୟା କଲା ଡେଲିଭରି ବୟ

ଅର୍ଡର ଦେବାରେ ବିଳମ୍ବ ହେବାରୁ ରୋସ୍ତୋରାଁ ମାଲିକକୁ ଗୁଳି କରି ହତ୍ୟା କଲା ସ୍ୱିଗି ଡେଲିଭରି ବୟ। ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଘଟିଛି ଏଭଳି ଛାତିଥରା ଘଟଣା। ଖାଦ୍ୟ ପ୍ରସ୍ତୁତି ହେବାରେ ବିଳମ୍ବ ହେବାରୁ ରାଗରେ ହୋଟେଲ ମାଲିକକୁ ହିଁ ଗୁଳି କରିଛି ଅନ୍‌ଲାଇନ୍‌ ପ୍ଲାଟଫର୍ମ ସ୍ୱିଗିର ଜଣେ…

କରୋନା ପଜିଟିଭ ରିପୋର୍ଟ ଶୁଣି ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ମହିଳା ଡାକ୍ତର

କରୋନା ମହାମାରୀ ସାରା ଦେଶକୁ କବଳିତ କରି ରଖିଛି। କରୋନା ଯୋଗୁଁ କେତେକଙ୍କ ଶାରିରୀକ ଓ ମାନସିକ ସ୍ଥିତି ବିଗୁଡୁଛି ତ ଆକି କିଛି ଲୋଙ୍କର ଚାଲିଯାଉଛି ଜୀବନ । ଏହା ମଧ୍ୟରେ କିଛି କରୋନା ସଂକ୍ରମିତ ଲୋକ ଭୁଲ ପଦକ୍ଷେପ ନେଇଯାଉଛନ୍ତି। ସେମିତି ଚରମ ପଦକ୍ଷେପ ନେଇଛନ୍ତି ଜଣେ ମହିଳା ଡାକ୍ତର ।…