Below header
Browsing Tag

gujarat

ଭଜନ କାର୍ଯ୍ୟକ୍ରମରେ ଏଣ୍ଟ୍ରି ପାଇଁ ଟିକେଟ୍‌ ନୁହେଁ, ରୁଟି ଧରି ପହଞ୍ଚିଲେ ଲୋକେ…ଦେଖନ୍ତୁ ଭାଇରାଲ Video

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ଏଥିରେ ଦେଖିବାକୁ ମିଳୁଛି, ଭଜନ ଗାୟକ କୀର୍ତ୍ତିଦାନ ଗଢ଼ଓ୍ଵିଙ୍କ ପ୍ରୋଗ୍ରାମରେ ପ୍ରବେଶ ପାଇଁ ଲୋକେ ଟିକେଟ୍‌ ନୁହେଁ, ବରଂ ଏହା ଜାଗାରେ ରୁଟି ଧରି ପହଞ୍ଚିଛନ୍ତି। ଭାଇରାଲ ଭିଡିଓ ଗୁଜରାଟ ପାଟନାର ବୋଲି କୁହାଯାଉଛି। ଭିଡିଓଟି ସାମ୍ନାକୁ ଆସିବା…

ଗୁଜରାଟ: କ୍ରିକେଟ୍‌ ହେଲା କାଳ! ରାଜକୋଟ୍‌ ଓ ସୁରଟରେ ହୃଦଘାତରେ ୨ ଖେଳାଳିଙ୍କ ମୃତ୍ୟୁ

ଗୁଜରାଟର ରାଜକୋଟ ଏବଂ ସୁରଟରେ ହୃଦଘାତରେ ୨ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ସୁରଟରେ ଶନିବାର କ୍ରିକେଟ୍ ଖେଳିବା ପରେ ୨୭ ବର୍ଷୀୟ ପ୍ରଶାନ୍ତ କାନ୍ତିଭାଇ ଭରୋଲିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର…

ପୂର୍ବତନ ସରପଞ୍ଚଙ୍କ ପୁତୁରା ବାହାଘରରେ ଉଡ଼ିଲା ୧୦୦ ଓ ୫୦୦ ଟଙ୍କିଆ ନୋଟ୍‌ ; ଲୁଟିବା ପାଇଁ ଲୋକଙ୍କ ମଧ୍ୟରେ…

ଗୁଜରାଟର ମେହସାଣାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ବିବାହ ଉତ୍ସବରେ ଖୁବ୍‌ ନୋଟ୍‌ ଉଡ଼ାଯାଉଥିବା ଦେଖିବାକୁ ମିଳୁଛି। ବିବାହ ରୀତିନୀତି ସମୟରେ ବରଯାତ୍ରୀ ଏବଂ ବରର ସମ୍ପର୍କୀୟମାନଙ୍କ ତରଫରୁ ନୋଟ୍‌ ବର୍ଷା କରାଯାଉଛି, ଯାହାକୁ ନେବା ପାଇଁ ଲୋକେ ବିକଳ ହେଉଛନ୍ତି।…

ଦୁଷ୍କର୍ମ ମାମଲାର ଦୋଷୀ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ; ଗାନ୍ଧୀନଗର କୋର୍ଟଙ୍କ ନିଷ୍ପତ୍ତି

ଆଶାରାମ ବାପୁଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗତକାଲି ଗୁଜରାଟର ସେସନ୍ସ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ଏବେ ଏହି ପ୍ରସଙ୍ଗରେ ଆଜି ରାୟ ପ୍ରକାଶ ପାଇଛି। ଏଥିପୂର୍ବରୁ ଆଉ ଏକ ଦୁଷ୍କର୍ମ ମାମଲାରେ ଆଶାରାମ ପ୍ରଥମରୁ ହିଁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।…

ଗୁଜରାଟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ମାଲକାନଗିରିରୁ ଶିକ୍ଷକ ଗିରଫ

ମାଲକାନଗିରି (କେନ୍ୟୁଜ): ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ତରଫରୁ ଗତ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ…

ଖ୍ରୀଷ୍ଟମାସ ପୂର୍ବରୁ ‘ସାନ୍ତା କ୍ଲଜ୍‌’ ଉପରେ ମରଣାନ୍ତକ ଆକ୍ରମଣ; ଆକ୍ରମଣକାରୀ ଫାଡ଼ିଦେଲେ ପୋଷାକ, ୪ ଗୁରୁତର

ଗୁଜରାଟର ଭଡୋଦରାରେ ସାନ୍ତା କ୍ଲଜ୍‌ ଗେଟ୍‌ଅପରେ ଥିବା ଜଣେ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। କିଛି ଯୁବକ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଛନ୍ତି। ଖବରରୁ ଜଣାପଡ଼ିଛି, ସହରର ମକରପୁରା ଅଞ୍ଚଳରେ ଥିବା ଅବଧୂତ ସୋସାଇଟିରେ ଏକ କ୍ରିସ୍‌ମାସ ଅଭିନନ୍ଦନ ସମାରୋହ ଚାଲିଥିଲା।…

ହସ୍ପିଟାଲରେ ଡବଲ୍‌ ମର୍ଡର! ଅପରେସନ ଥିଏଟରରେ ଝିଅ ଓ ବେଡ୍‌ ତଳେ ମିଳିଲା ମା’ର ମୃତଦେହ…ଆନାସ୍ଥେସିଆର ଓଭରଡୋଜ୍‌ ଦେଇ…

ଗୁଜରାଟର ଅହମ୍ମଦାବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହସ୍ପିଟାଲରେ ମା’ ଓ ଝିଅଙ୍କ ମୃତଦେହ ମିଳିଛି। କୁହାଯାଉଛି କି, ଉଭୟଙ୍କୁ ହତ୍ୟା କରାଯାଇଛି। ଝିଅର ମୃତଦେହ ଅପରେସନ ଥିଏଟରର ଆଲମିରା ଭିତରୁ ମିଳିଥିବା ବେଳେ ମା’ର ମୃତଦେହ ବେଡ୍‌ ତଳୁ ଉଦ୍ଧାର ହୋଇଥିଲା।…

ଗୁଜରାଟ: ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାର ଦୋଷୀଙ୍କୁ ଜାମିନ୍‌ ପ୍ରଦାନ କଲେ ସୁପ୍ରିମ୍‌କୋର୍ଟ; ବିଗତ ୧୭ ବର୍ଷରୁ…

୨୦୦୨ର ଗୋଧ୍ରା ଟ୍ରେନ୍‌ କୋଚ୍‌ ପୋଡ଼ି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଦୋଷୀଙ୍କୁ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ୍‌କୋର୍ଟ। ଦୀର୍ଘ ୧୭ ବର୍ଷ ଧରି ଦୋଷୀ ଜେଲ୍‌ରେ ବନ୍ଦୀ ଅଛନ୍ତି, ଯାହାକୁ ନଜରରେ ରଖି ସର୍ବୋଚ୍ଚ ଅଦାଲତ ତାଙ୍କୁ ଜାମିନ୍‌ ଦେଇଛନ୍ତି। ମୁଖ୍ୟ…

ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ, ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ : ଆଜି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ । ମୈଦାନରେ ଅଛନ୍ତି ୮୩୩ ପ୍ରାର୍ଥୀ । ୨ କୋଟି ୫୪ ଲକ୍ଷ ଭୋଟର ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କ ଭାଗ୍ୟ ନିର୍ଣ୍ଣୟ…

ଭୋଟ ଦେଉଛି ଗୁଜରାଟ: ପ୍ରଥମ ପର୍ଯ୍ୟାୟରେ ୧୯ ଜିଲ୍ଲାର ୮୯ ସିଟ୍‌ ପାଇଁ ଚାଲିଛି ମତଦାନ

ଗୁଜରାଟ: ଭୋଟ ଦେଉଛି ଗୁଜରାଟ । ପ୍ରଥମ ପର୍ଯ୍ୟାୟରେ ୧୯ ଜିଲ୍ଲାର ୮୯ ସିଟ୍‌ ପାଇଁ ମତଦାନ ଚାଲିଛି । ସୌରାଷ୍ଟ୍ର-କଛ ଓ ଦକ୍ଷିଣ ଗୁଜରାଟରେ ଭୋଟଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ୭୮୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ । ପ୍ରଥମ ପର୍ଯ୍ୟାୟ…

ଗୁଜରାଟ ନିର୍ବାଚନ ଡ୍ୟୁଟିରେ ମୁତୟନ ଯବାନ ନିଜର ଦୁଇ ସାଥୀଙ୍କ ଉପରେ AK-47ରୁ ଚଳାଇଲେ ଗୁଳି, ୨ ଜଣଙ୍କ ମୃତ୍ୟୁ

ଗୁଜରାଟର ପୋରବନ୍ଦରରେ ଭାରତୀୟ ରିଜର୍ଭ ବାଟାଲିୟନର ଯବାନମାନଙ୍କ ମଧ୍ୟରେ ସଂଘର୍ଷ ହେବାର ଖବର ଆସିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂଘର୍ଷ ପରେ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଥିଲା, ଯେଉଁଥିରେ ଦୁଇ ଯବାନଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ…

ଗୁଜରାଟର ଜାମନଗରରୁ ନିର୍ବାଚନ ଲଢିବେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା, ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ହେଲେ ନଣନ୍ଦ…

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ ବାଜିସାରିଛି । ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି । ଗତ ୬ଥର ପାଇଁ ଏଠାରେ କ୍ଷମତାରେ ରହିଆସୁଛି ବିଜେପି । ଏହା ମଧ୍ୟରେ ଗୁଜରାଟର ଜାମନଗର ନିର୍ବାଚନ ସିଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଆଉ ଏହି ସିଟରୁ…