Below header
Browsing Tag

Hamas

ଇସ୍ରାଏଲ୍‌ ସେନାକୁ ବଡ଼ ସଫଳତା, ହମାସ୍‌ ମୁଖ୍ୟ ମାରୱାନ ଇସା ଅଣ୍ଡରଗ୍ରାଉଣ୍ଡ ଅପରେସନରେ ନିପାତ

ଇସ୍ରାଏଲ୍ ସେନାକୁ ଗାଜାରେ ମିଳିଛି ବଡ଼ ସଫଳତା । ଇସ୍ରାଏଲ ସେନା ଏକ ଅଣ୍ଡରଗ୍ରାଉଣ୍ଡ ଅପରେସନରେ ହମାସ ଆତଙ୍କୀ ସଙ୍ଗଠନର କର୍ମଚାରୀ ମୁଖ୍ୟ ମାରୱାନ ଇସାଙ୍କୁ ନିପାତ କରିଛି । ସେନା ଏହି ଅପରେସନର ଭିଡିଓ ମଧ୍ୟ ଜାରି କରିଛି । ଯଦିଓ ପ୍ରଥମେ ସେନା ‘ଏକ୍ସ’ ପୋଷ୍ଟରେ କହିଥିଲା ଯେ ଅପରେସନ୍…

ଅସ୍ତ୍ରବିରତି ଚୁକ୍ତି ଶେଷ; ପୁଣିଥରେ ଆରମ୍ଭ ହେଲା ଇସ୍ରାଏଲ୍‌ ଓ ହମାସ୍‌ ଯୁଦ୍ଧ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରାମ ଚୁକ୍ତି ଶେଷ ହେବା ସହିତ ପୁଣିଥରେ ଆରମ୍ଭ ହୋଇଛି ଯୁଦ୍ଧ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଇସ୍ରାଏଲ୍ ସେନା ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ, ସାତ ଦିନ ଧରି ଚାଲିଥିବା ଏହି ଚୁକ୍ତିରେ ହମାସ ଗୁରୁବାର ସୁଦ୍ଧା ଇସ୍ରାଏଲର ୧୧୦ ଜଣ ବନ୍ଧକଙ୍କୁ…

ଧରାପଡ଼ିଲା ଉତ୍ତର କୋରିଆର ଚୋରି! ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ହମାସ୍‌କୁ ଅସ୍ତ୍ର ଦେଇଥିଲେ କିମ୍‌

ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ହମାସ୍‌କୁ ଅସ୍ତ୍ର ଯୋଗାଇଥିଲା ଉତ୍ତର କୋରିଆ। କିଛି ପ୍ରମାଣ ଆଧାରରେ ଦକ୍ଷିଣ କୋରିଆର ବିଶେଷଜ୍ଞମାନେ ଏହି ଦାବି କରିଛନ୍ତି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରରୁ ଜଣାପଡିଛି ଯେ ରକେଟ୍‌ ଗାଜାରେ ନୁହେଁ, ବରଂ ଉତ୍ତର କୋରିଆରେ ତିଆରି ହୋଇଛି। ଉତ୍ତର କୋରିଆର…

ହମାସ୍‌କୁ ବଡ଼ ଝଟ୍‌କା…! ଗ୍ଲାଇଡର୍ସ ନିୟନ୍ତ୍ରଣ କରୁଥିବା କମାଣ୍ଡର ଇସ୍ରାଏଲ୍‌ ଏୟାର ଷ୍ଟ୍ରାଇକ୍‌ରେ ନିପାତ

ହମାସ୍‌ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧ ସପ୍ତାହ ବିତିଛି। ଏହାରି ଭିତରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଶନିବାର ଏକ ବଡ଼ ଦାବି କରି କହିଛି ଯେ ଗାଜା ଷ୍ଟ୍ରିପ୍‌ରେ ରାତିସାରା ଏୟାର ଷ୍ଟ୍ରାଇକ୍‌ କରାଯାଇ ହମାସ୍‌ ଦଳର ଜଣେ ବରିଷ୍ଠ ସଦସ୍ୟଙ୍କୁ ନିପାତ କରାଯାଇଛି। ଦ ଟାଇମ୍ସ…

ହମାସ ମୁଖ୍ୟଙ୍କ ଚେତାବନୀ : ଇସ୍ରାଏଲରୁ ଆରମ୍ଭ, ସାରା ବିଶ୍ୱ ହେବ ଆମ ଅଧୀନ

ନୂଆଦିଲ୍ଲୀ : ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍‌ ମଧ୍ୟରେ ଦୀର୍ଘ ୬ ଦିନ ଧରି ଯୁଦ୍ଧ ଜାରି ରହିଛି । ଏପର୍ଯ୍ୟନ୍ତ ଏହି ସଂଘର୍ଷରେ ପ୍ରାୟ ୩ ହଜାରୁ ଉର୍ଦ୍ଧ୍ୱ ଗାଜାବାସୀଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବି କରିଛି । ହେଲେ ହମାସ କମାଣ୍ଡର ମହମୁଦ ଅଲ ଜହରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।…

ଇସ୍ରାଏଲ୍‌ରେ ହମାସ୍‌ ଆକ୍ରମଣକୁ ନେଇ ବଡ଼ ଖୁଲାସା! ୨ ବର୍ଷ ପୂର୍ବେ ରଚାଯାଇଥିଲା ଷଡ଼ଯନ୍ତ୍ର, ସଂଗ୍ରହ କରାଯାଉଥିଲା…

ଇସ୍ରାଏଲରେ ହମାସର ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ଼ ଖୁଲାସା ହୋଇଛି। ସୂଚନା ମୁତାବକ, ପ୍ରାୟ ୨ ବର୍ଷ ପୂର୍ବେ ଏହି ଆକ୍ରମଣ ଯୋଜନା କରାଯାଇଥିଲା। ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ପାଣ୍ଠି ସଂଗ୍ରହ କରାଯାଉଥିଲା। ପାଣ୍ଠିର ଏକ ବଡ଼ ଅଂଶ ସଂଗ୍ରହ କରିବାର ଦାୟିତ୍ୱ ହମାସ୍‌…

ଗାଜାର ଏକମାତ୍ର ପାଓ୍ଵାର ପ୍ଲାଣ୍ଟ୍‌ ବନ୍ଦ, ବିଜୁଳି ଠପ୍‌; ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ କହିଲେ, ‘ହମାସ୍‌ ISISଠାରୁ…

ଇସ୍ରାଏଲ୍‌ ଆକ୍ରମଣାତ୍ମକ ଢଙ୍ଗରେ ଯୁଦ୍ଧ ଲଢ଼ୁଛି। ଲଗାତାର ଭାବେ ଗାଜା ଷ୍ଟ୍ରିପ୍‌ରେ ବୋମା ଏବଂ ରକେଟ୍‌ ମାଡ଼ କରୁଛି ଇସ୍ରାଏଲ୍‌। ଏହାରି ଭିତରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାୟୁ ହମାସକୁ ISISଠାରୁ ମଧ୍ୟ ଆହୁରି ଭୟଙ୍କର ବୋଲି କହିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…

ହାମାସ କଣ ଏବଂ ଏହାର ଇସ୍ରାଏଲ ସହିତ କଣ ରହିଛି ଶତ୍ରୁତା

ଉଗ୍ର ରୂପ ଧାରଣ କରିଛି ଇସ୍ରାଏଲ୍‌ ହାମାସ ଯୁଦ୍ଧ । ଏହି ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ପକ୍ଷରୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହଜାର ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି । ଅନେକ ଲୋକ ଏବେ ବି ବନ୍ଦୀ ହୋଇ ରହିଛନ୍ତି । ଇସ୍ରାଏଲ୍‌ ଉପରେ ହାମାସର ଆକ୍ରମଣ ଏବଂ ତା ପରେ…

ଜୀବିତ ଅଛନ୍ତି ଟାଟୁ ଆର୍ଟିଷ୍ଟ୍‍! ଯାହାଙ୍କ ନଗ୍ନ ମୃତଦେହକୁ ଟ୍ରକ୍‌ରେ ପକାଇ ପରେଡ୍‌ କରିଥିଲେ ହମାସ୍‌ ଆତଙ୍କବାଦୀ

ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ହମାସ ଆତଙ୍କବାଦୀମାନେ ଏକ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ପ୍ରବେଶ କରିଥିଲେ। ସେଠାରେ ସେମାନେ ଅତି କମରେ ୨୬୦ ଜଣଙ୍କୁ ମାରିଥିଲେ। ବହୁ ସଂଖ୍ୟାରେ ଲୋକଙ୍କୁ ସେମାନେ ଅପହରଣ ମଧ୍ୟ କରି ନେଇଯାଇଥିଲେ। ଲୋକମାନଙ୍କ ସହିତ ଆତଙ୍କବାଦୀଙ୍କ ବର୍ବରତାର ଭିଡିଓ ଏବଂ…

ପଛଘୁଞ୍ଚା ଦେବାକୁ ଇସ୍ରାଏଲ ଓ ହାମାସ ଉଭୟ ଅରାଜି, ଆଉ ଅକାଳରେ ଚାଲିଯାଉଛି ଧନଜୀବନ

ଇସ୍ରାଏଲ୍‌ ଓ ହାମାସ ମଧ୍ୟରେ ଯୁଦ୍ଧକୁ ୪ ଦିନ ହୋଇଗଲାଣି । ଗତ ଶନିବାର ହାମାସ ୫୦୦୦ ରକେଟ ସାହାଯ୍ୟରେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା ।  ଏହି ଲଢେଇରେ ଉଭୟ ପକ୍ଷରୁ ପ୍ରାୟ ୧୬ଶହ ଜୀବନ ଗଲାଣି । ଇସ୍ରାଏଲ୍‌ରେ ୯ଶହ ଲୋକଙ୍କ ଜୀବନ ଯାଇଥିବା ବେଳେ ହାମାସରେ ୭ଶହ ଜୀବନ ଯାଇଛି ।…

ଇସ୍ରାଏଲ୍-ପାଲେଷ୍ଟାଇନ୍ ଭୟଙ୍କର ଯୁଦ୍ଧ, ଗଲାଣି ୧୬ଶହ ଜୀବନ

ନୂଆଦିଲ୍ଲୀ : ହମାସ ଆକ୍ରମଣର ଭୟଙ୍କର ପ୍ରତିଶୋଧ ନେଉଛି ଇସ୍ରାଏଲ । ଗାଜାକୁ ସଂପୂର୍ଣ୍ଣ ଘେରାବନ୍ଦୀ କରି ହମଲା କରୁଛି । ଘନଘନ ଏୟାରଷ୍ଟ୍ରାଇକ୍ । ବର୍ଷୁଛି ମିସାଇଲ୍ ଓ ରକେଟ୍ । ଗାଜାକୁ ବିଦ୍ୟୁତ ଯୋଗାଣ ବନ୍ଦ କରି ଘନଅନ୍ଧାର ଭିତରେ ଜୋରଦାର ହମଲା କରୁଛି ଇସ୍ରାଏଲ୍ । ବର୍ତ୍ତମାନ ସୁଦ୍ଧା…

କାହିଁକି ହେଉଛି ଇସ୍ରାଏଲ-ହାମାସ ଯୁଦ୍ଧ ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଚାରିଆଡ଼େ ଶବ । କେଉଁଠି ବଡ଼ ବଡ଼ ବିଲ୍ଡିଂରୁ ଧୂଆଁ ବାହାରୁଛି ତ ଆଉ କେଉଁଠି ରାସ୍ତାରେ କ୍ଷୟକ୍ଷତିରେ ଦୃଶ୍ୟ ଦେଖିବାକୁ ମିଳୁଛି । ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି । ଚାରିଆଡ଼େ ଚାଲିଛି ବୋମା ମାଡ଼ । ଉଗ୍ର ରୂପ ଧାରଣ କରିଛି ଇସ୍ରାଏଲ ଏବଂ ହାମାସ ଯୁଦ୍ଧ । ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ…