ମାର୍ଚ୍ଚରୁ ଅସ୍ତବ୍ୟସ୍ତ କଲାଣି ଖରାର ପ୍ରକୋପ, ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ଉପରେ
ଭୁବନେଶ୍ୱର(କେନ୍ୟୁଜ) : ବଢିଲାଣି ଖରା। ମାର୍ଚ୍ଚରୁ ଅସ୍ତବ୍ୟସ୍ତ କଲାଣି ଖରାର ପ୍ରକୋପ । ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ । ୭ଟି ସହରରେ ତାପମାତ୍ରା ୩୬ ଡିଗ୍ରି ଟପିଯାଇଛି । ଲଗାତାର ଦ୍ଵିତୀୟ ଦିନ ପାଇଁ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଛି ।…