Browsing Tag

house

କେଉଁଠୁ ଆସିଲା ନଦୀ ମଧ୍ୟରେ ଏହି ଘର,ଯେଉଁଠି ବହୂ ଦୂର ପର୍ଯ୍ୟନ୍ତ ରହୁହନ୍ତିନି ଲୋକ

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଏକାକୀ ରହିବାକୁ ପସନ୍ଦ କରନ୍ତି ଶାନ୍ତି ସନ୍ଧାନରେ ଏହି ଲୋକମାନେ ପର୍ବତକୁ ଯାଆନ୍ତି କିମ୍ବା ସମୁଦ୍ରକୁ ଯାଆନ୍ତି । ଯଦିଓ ପ୍ରତ୍ୟେକ ବ୍ୟକ୍ତି ସହରର ଘର ଦ୍ୱାରଠାରୁ ଦୂରେଇ ଯିବାକୁ ଚାହାଁନ୍ତି, କିନ୍ତୁ ଆପଣ ଜନସଂଖ୍ୟାଠାରୁ ଦୂରରେ ନଦୀ ମଝିରେ ପଥର…

ଦୁନିଆର ସବୁଠୁ ଏକାନ୍ତ ଘର, ୧୦୦ ବର୍ଷ ହେବ ଏହି ଘରେ କେହି ରହୁନାହାଁନ୍ତି

ଅନେକ ଲୋକ ଦୁନିଆଠାରୁ ଦୂରରେ କିମ୍ବା ଏକାକୀ ରହିବାକୁ ଚାହାଁନ୍ତି । କିନ୍ତୁ ଏହା ସହଜ ନୁହେଁ । ଆଧୁନିକ ଯୁଗରେ, ଏକାକୀ ରହୁଥିବା ଲୋକଙ୍କୁ ଖୋଜିବା ବହୁତ କଷ୍ଟକର । କିନ୍ତୁ ସେଠାରେ ଏକ ଛୋଟ କୋଠା ଅଛି ଯାହାକି 'ଦୁନିଆର ଏକାକୀ ଘର' ଭାବରେ ଜଣାଶୁଣା । ଏହା ବହୁ ଦିନରୁ ରହସ୍ୟମୟ ହୋଇ…

ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆଁ, ୨ ଶିଶୁଙ୍କ ସମେତ ଜୀବନ୍ତ ଜଳିଗଲେ ପରିବାରର ୬ ସଦସ୍ୟ

ନୂଆଦିଲ୍ଲୀ : ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆଁ। ପୋଡ଼ି ହୋଇ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତେଲେଙ୍ଗାନାର ମଞ୍ଚରିଆଲା ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପରିବାରର ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଭୟଙ୍କର…

ଘରଭିତରୁ ପରିବାରର ୪ ଜଣ ସଦସ୍ଯଙ୍କ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ବରଗଡ଼ (କେନ୍ୟୁଜ): ଘବନ୍ଦ ଘର ଭିତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁରେ ଏକ ଘର ଭିତରୁ ବାପା ମାଆ ଓ ପୁଅଝିଅଙ୍କ ମୃତଦେହ ଉଦ୍ଧାର ଠାବ । ଦୁଇ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଓ ଅନ୍ୟ ଦୁଇ ଜଣଙ୍କର ମୃତଦେହ କୋଠରୀ ଭିତରେ ପଡିଥିବା ଅବସ୍ଥାରେ…

ପୁରୀ : ପୁଅକୁ ଧରି ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା

ପୁରୀ (କେନ୍ୟୁଜ): ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା। ପୁଅକୁ ଧରି ଧାରଣା ଦେଇଛନ୍ତି ବୋହୂ । ଜିଲ୍ଲା ଫ୍ୟାମିଲି କୋର୍ଟରେ ତାଙ୍କ ସ୍ୱାମୀ କରିଥିବା ଛାଡପତ୍ର ମାମଲା ଖାରଜ ହେବା ପରେ ନିଜ ପୁଅକୁ ଧରି ଧାରଣା ଦେଇଛନ୍ତି । ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ବାଙ୍କୀ ମୁହାଣ ଅଞ୍ଚଳର…

ଏକାକୀ ରହୁଥିବା ବୟସ୍କ ବ୍ୟକ୍ତିଙ୍କ ଘରୁ ବାହାରୁଛି ଦୁର୍ଗନ୍ଧ, ଭିତରୁ ବନ୍ଦ ଅଛି ଘର

ଟାଙ୍ଗୀ(କେନ୍ୟୁଜ୍): ଘର ଭିତରୁ ବାହାରୁଛି ଦୁର୍ଗନ୍ଧ। ରାସ୍ତାରେ ଯାଇପାରୁ ନାହାନ୍ତି ଲୋକେ। ଘରେ ଏକାକୀ ରହିଥିବା ବୟସ୍କ ବୃଦ୍ଧଙ୍କ କିଛି ଅଘଟଣ ଘଟିଥିବା ନେଇ ସନ୍ଦେହ କରୁଛନ୍ତି ପଡୋଶୀ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ଗୋପବନ୍ଧୁ ନଗର ଅଞ୍ଚଳରେ।…

ସିଧା ନୁହେଁ, ଓଲଟା ଘର; ଜାଣନ୍ତୁ କେଉଁଠି ଅଛି ଏବଂ ଏହାର ରହସ୍ୟ କଣ ?

ଆଜିକାଲି ଏହି ଆଧୁନିକ ଯୁଗରେ ପ୍ରତ୍ୟେକ ନିଜ ଘର ଅଲଗା ଏବଂ ଅଭିନବ ଉପାୟରେ ନିର୍ମାଣ କରିବା ପାଇଁ ଚାହାଁନ୍ତି । ପ୍ରତ୍ୟେକ ଚାହାଁନ୍ତି କି ତାଙ୍କ ଘରକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତୁ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଘର ବିଷୟରେ ଜଣାଇବାକୁ ଯାଉଛୁ ଯାହାକି ଓଲଟା ତିଆରି ହୋଇଛି…

ମାତ୍ର ଏହି ତିନୋଟି ଉପାୟ ଆପଣେଇଲେ ମିଳିବ ମନପସନ୍ଦର ଘର ଏବଂ ଜମି

ସବୁ ଲୋକ ଚାହାଁନ୍ତି ଯେ ନିଜର ଏକ ଘର। ଯେଉଁ ସ୍ୱପ୍ନରେ ଘରେ ସେ ତାଙ୍କ ପରିବାରକୁ ସୁଖରେ ଆଗକୁ ବଢ଼ାଇବେ। କିନ୍ତୁ ଅନେକ ଲୋକ ଘର କିଣିବା ପାଇଁ ବା ବନାଇବା ପାଇଁ ଚାହିଁଲେ ବି ନିଜର ଘର କିଣିପାରନ୍ତି ନାହିଁ ଏବଂ ଶେଷରେ ନିରାଶ ହୁଅନ୍ତି। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ…

ପ୍ରିୟଙ୍କା-ନିକ୍‌ ଜୋନସ୍‌ ଲସ୍‌ ଏଞ୍ଜେଲସ୍‌ରେ କିଣିଲେ ନୂଆ ଘର, ଖର୍ଚ୍ଚ କଲେ ୨୦ ମିଲିୟନ୍‌ ଡଲାର!

ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ଆମେରିକାର ଲସ୍‌ ଏଞ୍ଜେଲସ୍‌ଠାରେ ଏକ ନୂଆ ଘର କିଣିଛନ୍ତି, ଯାହାର ମୂଲ୍ୟ ଶୁଣି ଆପଣ ନିଶ୍ଚିତ କହିବେ ‘ଓ ମାଇଁ ଗଡ୍‌’! ଏକ ଜର୍ନାଲ ମୁତାବକ, ନିକ୍‌ ଏବଂ ପ୍ରିୟଙ୍କା ଲସ୍‌ ଏଞ୍ଜେଲସ୍‌ଠାରେ ୨୦,୦୦୦ ବର୍ଗ ଫୁଟର ସମ୍ପତ୍ତି କିଣିଛନ୍ତି,…

ଏ କେମିତିକା ଘର, ଯେଉଁଠି ବିଗତ ୫୦୦ ବର୍ଷ ହେବ ବଢ଼ିନି ଭଡ଼ା, ବର୍ଷକୁ ଦେବାକୁ ପଡ଼ିଥାଏ ମାତ୍ର ୭୦ ଟଙ୍କା

ଆଜିର ମହଙ୍ଗା ଯୁଗରେ ଘର ଖଣ୍ଡେ ତିଆରି କରିବା କିମ୍ବା ଭଡ଼ା ଘରେ ରହିବା କୌଣସି ଯୁଦ୍ଧ ଜିତିବାଠାରୁ କମ୍‌ ନୁହେଁ। କାରଣ, ଘର ତିଆରି ପରେ ଯେଉଁ ଲୋନ୍‌ ସୁଝିବାକୁ ପଡ଼େ ଏବଂ ମାସକୁ ମାସ ଯେଉଁଭଳି ଚଢ଼ା ଦରରେ ଘର ଭଡ଼ା ଦେବାକୁ ପଡ଼େ, ତାହା ଆଜିକାଲି ଅତ୍ୟନ୍ତ କାଠିକାର ପାଠ ହୋଇଗଲାଣି। ଏଭଳି…

ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ଭାଙ୍ଗିବାକୁ ଜଗନ ମୋହନଙ୍କ ନିର୍ଦ୍ଦେଶ, ବିରୋଧୀ କଲେ ନିନ୍ଦା

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡଙ୍କ ପାଇଁ ଏବେ ଆନ୍ଧ୍ର ରାଜନୀତି ବେଶ୍ ସରଗରମ ହୋଇଛି। କାରଣ ପୁର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ବାସ ଗ୍‌ହ  ‘ପ୍ରଜା ବେଦିକା’କୁ ଭାଙ୍ଗିବା ପାଇଁ ଜଗନ ମୋହନ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଠାରୁ ଏହି…

ଗଞ୍ଜାମରେ ଗଜରାଜଙ୍କ ଉପଦ୍ରବ,ଘର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଅନେକ ଫସଲ

ଗଞ୍ଜାମ : ସୋରଡା ବ୍ଲକ ଗାଜଲବାଡି ଗାଁ ପଣ୍ଡାଖୋଳ ଜଙ୍ଗଲରେ ବୁଲୁଛନ୍ତି ୨୯ଟି ହାତୀ । ଜଙ୍ଗଲରେ କିଛି ଯୁବକ ନିଆଁ ଲଗାଇଦେଇଥିବାରୁ ହାତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି। ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ଫଳରେ ଗାଁଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀମାନେ…