Browsing Tag

husband kill his wife

ପାରିବାରିକ କଳହ, ସ୍ତ୍ରୀକୁ ହାଣି ସ୍ବାମୀର ଜୀବନ ହାରିବାକୁ ଉଦ୍ୟମ

ପଟ୍ଟାମୁଣ୍ଡାଇ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣି ସ୍ବାମୀର ଜୀବନ ହାରିବାକୁ ଉଦ୍ୟମ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମର ଅଭାବନୀୟ ଘଟଣା । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର । ସୂଚନା ଅନୁସାରେ ଗତକାଲି…

ଘରୋଇ କଳିର କୁପରିଣତି, ଖାଇବା ନମିଳିବାରୁ ସ୍ତ୍ରୀର ଜୀବନ ନେଲା ସ୍ବାମୀ

ଖାଇବା ଠିକ୍ ସମୟରେ ନମିଳିବାରୁ ସ୍ବାମୀ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ରାଗରେ ଭୁଲିଗଲା ହିତାହିତ ଜ୍ଞାନ । ନୃଶଂସ ହୋଇଗଲା ସ୍ବାମୀ । ଯେଉଁ ହାତରେ ମଥାରେ ସିନ୍ଦୂର ଦେଇ ସ୍ତ୍ରୀର ହାତ ଧରି ଘରକୁ ଆଣିଥିଲା ଆଜି ସେହି ହାତରେ ସ୍ତ୍ରୀର ଜୀବନ ନେବାକୁ ବି ପଛାଇଲାନି । ସବୁକିଛି ଭୁଲିଗଲା ଜହ୍ଲାଦ…

ସାମାନ୍ୟ ବଚସା, ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ମଦ୍ୟପ ସ୍ୱାମୀ

କରଞ୍ଜିଆ: ସାମାନ୍ୟ ବଚସାରୁ ବିଭତ୍ସ ହତ୍ୟା । ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ମଦ୍ୟପ ସ୍ୱାମୀ । ଏମିତି ଆଭାନୀୟ ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଆସନକୁଦର ଗାଁର ପୁରୁଣା ଖେଡ଼ିଆ ସାହିରେ । ସ୍ତ୍ରୀ ଟୁନି ଦେହୁରୀର ମୃତ୍ୟୁଦେହ ଘରେ ପଡିଥିବା ବେଳେ ସ୍ୱାମୀ ସୁବୁଦ୍ଧି ଦେହୁରୀକୁ…

ମଦ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ

କାଲିମେଳା: ମୋତେ ମଦ ଦେବୁନି । କିନ୍ତୁ ଅନ୍ୟମାନଙ୍କୁ ରାନ୍ଧିକି ଦେବୁ । ଏବେ ଦେଖ୍ ମୁଁ ତୋର କଣ କରୁଛି । ଏମିତି କିଛି ଭାବି ଭାବି ସ୍ବାମୀ ମନ ଭିତରେ ରାଗ କୁହୁଳୁ ଥିଲା । ଆଉ ସ୍ତ୍ରୀ ଧାନ ତଳି ଉଠାଇବାକୁ ଯାଇଥିବା ବେଳେ ସ୍ବାମୀର ଅସଲ ମୁଖା ବାହାରିଲା ।…ସଞ୍ଜ ନଇଁ ନଇଁ ଆସୁଥାଏ । ବିଲରୁ…

ସ୍ତ୍ରୀକୁ ଜୀବନରୁ ମାରିଦେଲା ସ୍ୱାମୀ, ପାରିବାରିକ କଳହର କରୁଣ ଚିତ୍ର

କେନ୍ଦୁଝର: ପାରିବାରିକ କଳହ ନେଲା ଭୟଙ୍କର ରୂପ । କେନ୍ଦୁଝରରୁ ଆସିଲା ସାଙ୍ଘାତିକ ଖବର । କଳି କରୁ କରୁ କାଳ ପାଲଟି ଗଲା । ସ୍ତ୍ରୀକୁ ବାଡ଼ିରେ ପିଟିପିଟି ଜୀବନରୁ ମାରିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ହାତୀମରା ଛକ ଗ୍ରାମରେ ।…

ସ୍ତ୍ରୀକୁ ମାରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ, ହତ୍ୟାର କାରଣ ଅସ୍ପଷ୍ଟ

ପୁରୀ: ପୁରୀ ତାଳବଣିଆ ଥାନା ଅନ୍ତର୍ଗତଃ ସିଦ୍ଧମହାବୀର ଚମାର ସାହିରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସ୍ତ୍ରୀକୁ ହତ୍ୟା କରିବା ପରେ ତାଳବଣିଆ ଥାନାରେ ଆତ୍ମସମର୍ପ କରିଛି ସ୍ୱାମୀ ।  ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର…

ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ୱାମୀ, ଅନାଥ କରିଦେଲା ୩ ଛୁଆଙ୍କୁ

ସୁନ୍ଦରଗଡ଼ : ପିଶାଚ ସ୍ୱାମୀର ବର୍ବର କାଣ୍ଡ । ଭୁଲିଗଲା ମଣିଷତ୍ଵ ସାଜିଲା ସଇତାନ୍ । ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ୱାମୀ । ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ଇଟାରେ ଛେଚି ସ୍ତ୍ରୀକୁ ହତ୍ୟାକଲା ରାକ୍ଷସ ସ୍ୱାମୀ । ସୁନ୍ଦରଗଡ଼ ଟାଉନ୍ ଥାନା ଭବାନିପୁର ରଜାମୁଣ୍ଡା ବସ୍ତିରେ…

ପାରିବାରିକ କଳହ ନେଲା ଜୀବନ, ବାଲଟିରେ ପିଟି ପିଟି ସ୍ତ୍ରୀକୁ ହତ୍ଯା କଲା ସ୍ୱାମୀ

ଜଳେଶ୍ବର : ପାରିବାରିକ କଳହର କରୁଣ ପରିଣତି । ବାଲଟିରେ ପିଟି ପିଟି ସ୍ତ୍ରୀକୁ ହତ୍ଯା କଲା ସ୍ଯାମୀ । ଅଭିଯୁକ୍ତ ସ୍ବାମୀ ଥାନାରେ ଅଟକ ।  ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବାଣିଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ବାଣିଦା ଗ୍ରାମର ସଞ୍ଜୟ ମହାନ୍ତି ଦୀର୍ଘ ୧୪…

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି ହୋଇଥିଲେ । କଥା ଦେଇଥିଲେ ସାତ ଜନ୍ମ ପାଇଁ ‘ମୁଁ ତମର ତମେ ମୋର’ । ଯେଉଁ କଥା ଦେଇ ସ୍ତ୍ରୀର ହାତ ଧରିଥିଲେ ଆଜି ସେ ସବୁ ଭୁଲିଗଲେ। ସ୍ତ୍ରୀ ପ୍ରତି ଏଭଳି ନିର୍ଦ୍ଦୟ ହେବା ପୂର୍ବରୁ ତାଙ୍କ ହାତ…

ସଇତାନ ସ୍ୱାମୀ, ପାରିବାରିକ କଳହ ପାଇଁ ସ୍ତ୍ରୀକୁ ଭୁଜାଲିରେ ହାଣି କଲା ହତ୍ୟା

ଭଦ୍ରକ (କେନ୍ୟୁଜ): ସ୍ବାମୀ ସାଜିଲା ସୈତାନ । ନୃଶଂସ ହୋଇଗଲା । ସ୍ତ୍ରୀକୁ ଭୁଜାଲିରେ ହାଣି ହତ୍ୟା କଲା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜି ଦରଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ଅଭିଯୋଗ ଅନୁଯାୟୀ ସ୍ବାମୀ ସେକ ମୋଜାଲ ହୋସେନ ଓ ତାଙ୍କ ସ୍ତ୍ରୀ ରାନୁ ବିବିଙ୍କ ମଧ୍ୟରେ ଅନେକ ସମୟ ଧରି…

ସ୍ତ୍ରୀର ମୁଣ୍ଡ କାଟି ନେଇ ମାଟିରେ ପୋତିଲା ହତ୍ୟାକାରୀ ସ୍ୱାମୀ, ପରେ ଥାନାରେ କଲା ଆତ୍ମସମର୍ପଣ

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ସ୍ତ୍ରୀର ମୁଣ୍ଡକୁ କଟୁରି କାଟି ହତ୍ୟା କରିଛି ସ୍ୱାମୀ। ଶୁକ୍ରବାର ସକାଳ ପ୍ରାୟ ୯ ଟା ସମୟରେ ଗ୍ରାମର ରାଜେନ୍ଦ୍ର ମହାକୁଡ଼ ତାର ସ୍ତ୍ରୀ ପ୍ରତିମାକୁ ନିଜ ଘରଭିତରେ ଏକ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟାକଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଗଡିଗାଁ ହାଣ୍ଡିଭଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ବୁଦୁଲୁ କଟୁଆଳ। ସ୍ତ୍ରୀକୁ ହତ୍ୟା କରି ଘର ଆଗରେ…