Browsing Tag

husband killed wife

ଜଘନ୍ଯ ହତ୍ଯାକାଣ୍ଡ: ପ୍ରେମ ବିବାହର ୧୨ ବର୍ଷ ପରେ ସ୍ତ୍ରୀକୁ କଟୁରି ପଛପଟେ ବାଡ଼େଇ ବାଡ଼େଇ ମାରିଦେଲା ସ୍ବାମୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା ଗାଁରେ ଘଟିଛି ଜଘନ୍ଯ କାଣ୍ଡ। ପ୍ରେମ ବିବାହର ୧୨ ବର୍ଷ ପରେ ସ୍ତ୍ରୀକୁ ହତ୍ଯା କରିଛି ସ୍ବାମୀ । କଟୁରି ପଛପଟେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଘଟଣା ଏବେ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ମିଳିଥିବା…

ଘରୋଇ କଳି ନେଲା ଜୀବନ, ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ନବରଙ୍ଗପୁର (କେ ନ୍ୟୁଜ୍‌) : ସ୍ୱାମୀର ଟାଙ୍ଗିଆ ଚୋଟରେ ମୁଣ୍ଡ ଗଡ଼ିଲା ସ୍ତ୍ରୀର । ନବରଙ୍ଗପୁର ତାରା ଗାଁରେ ଏହି ଅଘଟଣ ଘଟିଛି । ସ୍ୱାମୀ ମୋହନ ହରିଜନ ନିଜ ସ୍ତ୍ରୀ ନବୀନା ସହ କଳି ଝଗଡ଼ାରେ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଛି । ଘରଭଡ଼ା ଦେବାକୁ ନେଇ ଦୁହିଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା ।…

ଫେସବୁକରେ ସ୍ତ୍ରୀଙ୍କର ଥିଲା ୬ ହଜାର ଫଲୋଅର ଆଉ ଦିନ ରାତି ଫୋନରେ ଥିଲେ ବ୍ୟସ୍ତ, ସହିପାରିଲାନି ସ୍ୱାମୀ କରିଦେଲା…

ରାଜସ୍ଥାନ : ସ୍ୱାମି ସାଜିଲା ସଇତାନ। ନିଜର ସନ୍ଦେହକୁ କରିପାରିଲାନି କାବୁ। ଶେଷରେ ଘଟାଇଲା ନାରକୀୟ କାଣ୍ଡ। ସ୍ୱାମୀ-ସ୍ତ୍ରୀଙ୍କୁ ସାତଜନ୍ମର ସାଥି ବୋଲି କୁହାଯାଏ। ବିବାହ ପରେ ଜଣେ ସ୍ତ୍ରୀର ସବୁକିଛି ତାର ସ୍ୱାମୀ ହିଁ ହୋଇଥାଏ କିନ୍ତୁ ସେଇ ସ୍ୱାମୀ ପାଲଟିଗଲା ସଇତାନ। ଏମିତି ଏକ ଅଭାବନୀୟ…

ଏ କେମିତକା ସରପ୍ରାଇଜ୍‌ ! ପତ୍ନୀକୁ କାଉଣ୍ଟ ଡାଉନ୍‌ କରିବାକୁ କହି ବନ୍ଦ କରାଇଲେ ଆଖି, ଏହାପରେ ଗଳା କାଟିଦେଲେ ସ୍ୱାମୀ

ସରପ୍ରାଇଜ୍‌ କାହାକୁ ବା ଭଲ ଲାଗିନଥନାଏ। ଆମେ ସମସ୍ତେ ସରପ୍ରାଇଜକୁ ବହୁତ ଭଲ ପାଇଥାଉ। ଆଉ ସେହି ସରପ୍ରାଇଜ୍‌ ନିଜର ପ୍ରିୟ ମଣିଷ ଦିଅନ୍ତି ତେବେ ଏହି ଖୁସି ଦ୍ୱିଗୁଣା ହୋଇଯାଇଥାଏ। ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ଆଖି ବନ୍ଦ କରିବାକୁ କହି କାଉଣ୍ଟ ଡାଉନ୍‌…

ପୋଲିସ ହାତରେ ଧରାପଡିଲା ସ୍ତ୍ରୀ ହତ୍ୟାକାରୀ ସ୍ବାମୀ, ତଣ୍ଟି କାଟି ହୋଇଯାଇଥିଲା ଫେରାର

ଯାଜପୁର ଟାଉନ (କେନ୍ୟୁଜ୍) : ସ୍ୱାମୀ ସାଜିଲା ସ୍ତ୍ରୀ ହତ୍ୟାକାରୀ । ଯାଜପୁର ବିଂଝାରପୁର ଥାନା ଗୁଣ୍ଡୁରିପଡା ଗାଁରେ ଗତ ୨୧ ତାରିଖ ବିଳମ୍ବିତ ରାତ୍ରିରେ ମହିଳାଙ୍କୁ ଗଳାକାଟି ହତ୍ୟା କରିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାରୀ ଆଉ କେହି ନୁହଁନ୍ତି ମହିଳାଙ୍କ ସ୍ୱାମୀ ଦିଗମ୍ବର ଦଳାଇ ।…

ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ବାନ୍ଧି ବାଡ଼େଇଲେ ଗ୍ରାମବାସୀ

ସୋର (କେନ୍ୟୁଜ୍) : ସ୍ତ୍ରୀ ହତ୍ୟାକାରୀ ସ୍ବାମୀ। ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ବାମୀକୁ ବାନ୍ଧିମାଡ। ସୋର ଥାନା ଚିତଳ ଗାଁର ଘଟଣା। ସ୍ତ୍ରୀ ମିନତୀ ମହାଳିକଙ୍କୁ ହତ୍ୟା କରିବା ଅଭିଯୋଗରେ ଗ୍ରାମବାସୀ ସ୍ବାମୀଙ୍କୁ ନଡିଆ ଗଛରେ ବାନ୍ଧି ମାଡ ମାରିଛନ୍ତି। ତେବେ ହତ୍ୟାର କାରଣ…

ମୟୂରଭଞ୍ଜ : ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ମୟୂରଭଞ୍ଜ : ପରକୀୟା ପ୍ରୀତିର କରୁଣ ପରିଣତି । ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୟୂରଭଞ୍ଜ ସଦର ଥାନା ମାଧବପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ସ୍ୱାମୀ

ମୟୂରଭଞ୍ଜ (କେନ୍ୟୁଜ୍) : ନୃଶଂସ ହତ୍ୟା। ସ୍ତ୍ରୀକୁ ପଥରରେ ଛେଚି ମାରିଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧୀନ ମାଙ୍କଡାପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ସ୍ତ୍ରୀ ଫୁକଣାକୁ ହତ୍ୟା ଅଭିଯୋଗରେ ସ୍ୱାମୀ…

ଭଦ୍ରକ : ଘରେ ଶୋଇଥିବା ବେଳେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

ଭଦ୍ରକ(କେନ୍ୟୁଜ୍) : ବଂଶଡା ଥାନା ଘଣ୍ଟେଶ୍ୱର ଖଦାଳପୋଖରୀ ଗାଁରେ ଅଭାବନୀୟ ଘଟଣା । ଘରେ ଶୋଇଥିବା ବେଳେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ । ଖଦାଳପୋଖରୀ ଗାଁର ପ୍ରହଲାଦ ନାୟକଙ୍କ ଗରେ ଗତକାଲି ବିଳମ୍ବିତ ରାତିରେ ଚଣ୍ଡିପାଠ କରାଯାଉଥିଲା । ପରେ ପ୍ରହଲାଦ ନିଜ ସ୍ତ୍ରୀର ତଣ୍ଟି କାଟି…

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ଗଲା ଜୀବନ

ଗଜପତି(କେନ୍ୟୁଜ୍) : ସ୍ତ୍ରୀକୁ ହାଣିଲା ସ୍ୱାମୀ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ମୃତକ ହେଲେ ଖିର ରଣଷଣ୍ଢ। ଗଜପତି ଜିଲ୍ଲା ମୋହନା ଥାନା କିଡ଼ାସିଙ୍ଗି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ସ୍ୱାମୀ କୋରା ରଣଷଣ୍ଢକୁ ପୋଲିସ ଗିରଫ କରିଛି। ଖିର ଶୋଇଥିବାବେଳେ…

ସ୍ୱାମୀ ସାଜିଲା ସୈତାନ, ସ୍ତ୍ରୀକୁ ପଥରରେ ଛେଚି ନିର୍ମମ ଭାବରେ କଲା ହତ୍ୟା

ବାରିପଦା(କେନ୍ଯୁଜ୍) : ସାତ ଜନମର ସାଥୀ ସାଜିଲା ସୈତାନ । ସ୍ତ୍ରୀକୁ ପଥରରେ ଛେଚି ନିର୍ମମ ଭାବରେ ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୁନଗଡିଆ ଅଞ୍ଚଳରେ । ମୃତକଙ୍କ ନାଁ ସଙ୍ଗୀତା ବୈଠା । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଶକ୍ତିପଦ ବୈଠାକୁ…

ଢେଙ୍କାନାଳ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଢେଙ୍କାନାଳ (କେ ନ୍ୟୁଜ୍) : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା। ପାରିବାରିକ କଳହରୁ ଏହି ଦୁଃଖଦ ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା ପାଟଲା ଖଇରପାଳ ଗାଁରେ ସ୍ୱାମୀ ସୁଧାକର ବାଡିଆର କଟୁରୀ ଚୋଟରେ ସ୍ତ୍ରୀ ସମ୍ପଦାଙ୍କ ମୃତ୍ୟୁ ହୋଇଛି। ଏହାପରେ ଅଭିଯୁକ୍ତ ସ୍ୱାମୀ ନିଜେ ଦୌଡିଦେଇ…