ପୂର୍ବତନ ସୈନିକଙ୍କ ବର୍ବରକାଣ୍ଡ, ସ୍ତ୍ରୀକୁ ହତ୍ୟା କରି ଶରୀରକୁ ପ୍ରେସର କୁକୁରରେ ସିଝାଇଲା ସଇତାନ ସ୍ବାମୀ
ତେଲଙ୍ଗାନା ହାଇଦ୍ରାବାଦରେ ବର୍ବର କାଣ୍ଡ । ସ୍ତ୍ରୀକୁ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ସ୍ବାମୀ । ପରେ ସିଝିଥିବା ହାଡ଼ ଓ ମାଂସ ଖଣ୍ଡକୁ ଝରଣାରେ ଫୋପାଡ଼ିଦେଲା । ଏଭଳି ଜଘନ୍ୟ ହତ୍ୟାକଣ୍ଡ ଘଟିଛି ହାଇଦ୍ରାବାଦର ରଙ୍ଗାରେଡ୍ଡୀ ଜିଲ୍ଲାର ମୀରପେଟା ଅଞ୍ଚଳରେ ।…