Browsing Tag

iic

ପଳାତକ ଆଇଆଇସି ଧନେଶ୍ୱର ସାହୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ

ପଳାତକ ଆଇଆଇସି ଧନେଶ୍ୱର ସାହୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ। ଗତକାଲି ନରସିଂହପୁରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର। ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିଲେ ଧନେଶ୍ୱର। ତାଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା।…

ବିଦା ହେଲେ ବୈପାରୀଗୁଡ଼ା IIC, ଚାକିରିରୁ ବହିଷ୍କାର କଲେ ଡିଜିପି

କଟକ (କେନ୍ୟୁଜ): ବୈପାରୀଗୁଡ଼ା ଥାନା IIC ହେଲେ ଚାକିରିରୁ ବହିଷ୍କୃତ। ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କାର କଲେ ଡିଜିପି। ଗତ ୨୮ ତାରିଖରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିଲେ ଆଇଆଇସି। ସୁଶାନ୍ତଙ୍କ ଘରୁ ଭିଜିଲାନ୍ସ ଜବତ କରିଥିଲା ୩୭ ଲକ୍ଷରୁ ଊର୍ଦ୍ଧ୍ବ ନଗଦ କ୍ୟାସ। ସୂଚନା…

ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି

ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଦୁଇ ଦିନ ହେଲା ଥାନା ବାବୁଙ୍କ ଘରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ ହୋଇଛି । ଗତକାଲିଠୁ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ, ୨୦୦…

ଥାନା IICଙ୍କ ବ୍ୟବହାରରେ SI ଅତିଷ୍ଠ , ଚାକିରିରୁ ଅବସର ନେବା ପାଇଁ ଏସପିଙ୍କ ନିକଟରେ କଲେ ଆବେଦନ

ଯାଜପୁର (କେନ୍ୟୁଜ): ଯାଜପୁର ଥାନା ଅଧିକାରୀଙ୍କ ବ୍ୟବହାରରେ ଏସ୍‌ଆଇ ଅତିଷ୍ଠ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନାରୁ। ଥାନା ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଥାନାର ଏସଆଇ ନିଜ ଚାକିରିରୁ ଅବସର ନେବା ପାଇଁ ଏସପିଙ୍କ ନିକଟରେ ଆବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ…

ମହିଳା IICଙ୍କୁ ଚାପୁଡ଼ା ମାରିବା ଘଟଣା: ଜୟ ନାରାୟଣଙ୍କ ବିରୋଧରେ ଏତଲା ପରେ ତଦନ୍ତ କଲେ ଆଇଜି ଓ ଏସପି

ସମ୍ବଲପୁର (କେନ୍ୟୁଜ): ଧନୁପାଲୀ ମହିଳା IICଙ୍କୁ ଚାପୁଡ଼ା ମାରିବା ଘଟଣାରେ ହେବ କି କାର୍ଯ୍ୟାନୁଷ୍ଠାନ । ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ FIR ରୁଜୁ । ଧନୁପାଲୀ ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ପୋଲିସର ତଦନ୍ତ । ସମ୍ବଲପୁର ଟାଉନ ଟାଉନ ଥାନାରେ ଆଇଜି ଦୀପକ କୁମାର ଓ…

ନବ ଦାସଙ୍କ ହତ୍ୟା ଘଟଣା: ପିଏସ୍ଓ ସସ୍‌ପେଣ୍ଡ, ଆଇଆଇସି ହେଲେ ବଦଳି

ଝାରସୁଗୁଡା (କେନ୍ୟୁଜ): ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତ ଜାରି ରହିଥିବାବେଳେ ନବ ଦାସଙ୍କ ପିଏସ୍ଓ ମିତ୍ରଭାନୁ ଦେଓ ସସ୍‌ପେଣ୍ଡ ହୋଇଥିବା ଖବରରୁ ଜଣା ପଡିଛି। ସେହିପରି ବ୍ରଜରାଜନଗର ଆଇଆଇସି…

ବଲାଙ୍ଗୀର-ସୋନପୁର ସଡ଼କ ଦୁର୍ଘଟଣା: ପୋଲିସ ହାତରେ ଧରାପଡ଼ିଲେ ଫେରାର ଥିବା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ

ସୋନପୁର (କେନ୍ୟୁଜ): ଶେଷରେ ସୋନପୁର ପୋଲିସ ହାତରେ ବଲାଙ୍ଗୀରରୁ ଗିରଫ ହେଲା ଦୁର୍ଘଟଣା ଘଟାଇ ଫେରାର ମାରିଥିବା କାର ଚାଳକ । ଆଜି ସକାଳୁ ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା ଆର୍ଟିଗା କାର । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ…

ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ

କେନ୍ୟୁଜ୍(ବ୍ୟୁରୋ):  ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା ପ୍ରଥମେ ନେଲା ଚାକିରି । ଏବେ ବନ୍ଧା ହେଲେ ବହିଷ୍କୃତ ଥାନା ବାବୁ । ଗିରଫ ହୋଇଛନ୍ତି ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ । ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଅନୁଗୁଳ ଜିଲ୍ଲା…

ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଇବା ଘଟଣା: ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ। ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ବେଆଇନ ଗର୍ଭପାତ କରାଇବା ଘଟଣାର ନିଆଗଲା କାର୍ଯ୍ଯାନୁଷ୍ଠାନ। ଏନେଇ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଳମ୍ବନ କରାଯାଇଛି । ବୀରମିତ୍ରପୁର ଅଞ୍ଚଳରେ ୧୩ବର୍ଷିଆ ନାବାଳିକାଙ୍କୁ ଦୁଇ ପୋଲିସ…

କଟକଣା ଭାଙ୍ଗି ଶ୍ରୀମନ୍ଦିରକୁ ପ୍ରବେଶ ଘଟଣା: ବଡ଼ଚଣା ଆଇଆଇସି ଦୀପକ କୁମାର ଜେନାଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି

ପୁରୀ:କଟକଣା ଭାଙ୍ଗି ଶ୍ରୀମନ୍ଦିରକୁ ଆଇଆଇସି ପ୍ରବେଶ ଘଟଣା । ବଡ଼ଚଣା IIC ଦୀପକ କୁମାର ଜେନା ନିଲମ୍ବିତ ହୋଇଛନ୍ତି। ନିଲମ୍ବନ କଲେ ପୋଲିସ ଡିଜି ଅଭୟ । ପୁରୀ ସ୍ୱର୍ଗଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

ଜଟଣୀ IIC ୫୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା : ନିଲମ୍ବନ ପାଇଁ ସୁପାରିସ କଲେ କମିଶନର ସତ୍ୟଜିତ ମହାନ୍ତି

ଖୋର୍ଦ୍ଧା : ଜଟଣୀ IICଙ୍କୁ ନିଲମ୍ବନ ପାଇଁ ସୁପାରିସ । ପୋଲିସ ଡିଜିଙ୍କୁ ସୁପାରିସ କରିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଖୁବ ଶୀଘ୍ର ଜଟଣୀରେ ନୂଆ IIC ନିଯୁକ୍ତି ହେବେ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ସବୁ ପୁରୁଣା ଷ୍ଟାଫ୍‌ଙ୍କୁ ମଧ୍ୟ ବଦଳି କରାଯିବ । କେହି ଲାଞ୍ଚ ମାଗିଲେ…

ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା : ଆଇଆଇସି ନିଲମ୍ବିତ

କେନ୍ଦ୍ରାପଡ଼ା : ମହାକାଳପଡ଼ା ଥାନା ଆଇଆଇସି ଶ୍ୟାମଘନ ବେହେରା ନିଲମ୍ବିତ । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଛି । ଆଇଆଇସି ଶ୍ୟାମଘନ ବେହେରାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ଆର.ପି ଶର୍ମା । ଏଥିସହ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା । ସେହିପରି ଥାନାର ଅନ୍ୟ…