Below header
Browsing Tag

Income tax

ଆୟକର ବିଭାଗରେ ଖାଲିପଡିଛି ଇନ୍ସପେକ୍ଟର ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ, ମାସକୁ ଦରମା ୪୦ ହଜାର

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ(ଆୟକର ବିଭାଗ) ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଭଲ ଖବର। ଆୟକର ବିଭାଗ ପକ୍ଷରୁ ସେପ୍ଟେମ୍ବର ୩ ତାରିଖ ନିଯୁକ୍ତି ପତ୍ରରେ ଏକ ନୋଟିସ ରିଲିଜ କରାଯାଇଛି। ନୋଟିସ ମୁତାବକ, ଆୟକର ବିଭାଗରେ ଇନକମ୍‌ ଟ୍ୟାକ୍ସ…

‘ରାହୁଲ ୱେଡସ ଅଞ୍ଜଳି’ ଷ୍ଟିକର ଲଗାଇ ଚଢାଉ କଲା ଆୟକର ବିଭାଗ: ଜବତ କଲା ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା ଏବଂ ୩୯୦…

ଦେଶରେ ଲୁଚାଇଥିବା କଳା ଧନ ଧରିବା ପାଇଁ ଇଡି ତତ୍ପରତା ଦେଖାଇବା ପରେ ଏବେ ଆୟକର ବିଭାଗ ଆକ୍ସନ ମୋଡରେ । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ବି ଆୟକର ବିଭାଗ ରେଡରେ ପ୍ରବଳ ବେନାମୀ ସମ୍ପତ୍ତି ଜବତ ହୋଇଛି । ମହାରାଷ୍ଟ୍ରର ଜାଲନାରେ ଷ୍ଟିଲ୍, କପଡ଼ା ବ୍ୟବସାୟୀ ଓ ରିଏଲ ଇଷ୍ଟେଟ ଡେଭଲପରଙ୍କ ଘରେ…

ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କୁ ଆୟକର ବିଭାଗ କଲା ସମ୍ମାନିତ, ଟ୍ୟାକ୍ସ ଭରିବାରେ ସବୁଠାରୁ ଆଗରେ

ଇନକମ୍‌ ଟ୍ୟାକ୍ସ ଦେବାରେ ବଲିଉଡ ଷ୍ଟାର ବଡ ବଡ ଉଦ୍ୟୋଗପତିଙ୍କୁ ପଛରେ ପକାଇ ଦେବେ। ନିକଟରେ ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କୁ ସମ୍ମାନିତ କରାଯାଇଛି। ପ୍ରତିବର୍ଷ ଅକ୍ଷୟ କୁମାରଙ୍କ ପ୍ରାୟ ୪ଟାରୁ୫ଟି ଫିଲ୍ମ ରିଲିଜ୍ ହୋଇଥାଏ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟ୍ୟାକ୍ସ ଦେଉଥିବା…

ବଢ଼ିବ ନାହିଁ ଆୟକର ରିଟର୍ଣ୍ଣର ସମୟସୀମା, ଜାଣନ୍ତୁ ଶେଷ ତାରିଖ

ନୂଆଦିଲ୍ଲୀ : ସରକାର ଆୟକର ରିଟର୍ଣ୍ଣ କରିବାର ସମୟସୀମା ଆଗକୁ ଆଉ ବଢ଼ାଇବେ ନାହିଁ ବୋଲି ବିଚାର କରୁଛନ୍ତି । କାରଣ ଅଧିକାଂଶ ରିଟର୍ଣ୍ଣ ଏହି ସମୟସୀମା ଭିତରେ ଭରିଦିଆଯିବ ବୋଲି ସରକାର ଆଶା କରୁଛନ୍ତି । ରିଟର୍ଣ୍ଣ ସମୟସୀମା ସବୁବେଳେ ବଢ଼ିଥାଏ ବୋଲି ଲୋକଙ୍କ ଆଶା ଥିବାରୁ ଲୋକେ ତତ୍ପର ହୋଇ…

ITR ଟିପ୍ସ: CA ର ସାହାଯ୍ୟ ବିନା ନିଜେ ଆୟକର ରିଟର୍ଣ୍ଣ ଦାଖଲ କରିବେ, ଜାଣନ୍ତୁ ସମ୍ପୁର୍ଣ୍ଣ ପର୍ଯ୍ୟାୟ ପ୍ରକ୍ରିୟା

୨୦୨୧-୨୦୨୨ ପାଇଁ ITR ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧। ଆପଣମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ନିଶ୍ଚିତ ଭାବରେ ITR ଦାଖଲ କରି ସାରିଥିବେ ଏବଂ ଆପଣମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାମ କରି ନଥିବେ। ଇନକମ ଟ୍ୟାକ୍ସ ରିଟର୍ନ (ITR) ର ନାମ ଶୁଣିବା ପରେ ଏହା ଟିକେ…

୨୫ ମେ ରେ ଲାଗୁ ହେଲା ସରକାରଙ୍କ ନୂଆ ନିୟମ, ଏବେ ବିନା ପାନ୍‌ ଓ ଆଧାର କାର୍ଡରେ ଆପଣ ଟଙ୍କା ଜମା କରିପାରିବେ ନାହିଁ

ଦେଶରେ ଲାଗୁ ହେବାକୁ ଯାଉଛି ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ନେଇ ନୁଆ ନିୟମ। ଏବେ ଏହି ସବୁ ସେକ୍ଟରରେ ଅଧିକ ଟଙ୍କା ଜମା କଲେ ଆପଣଙ୍କ ପାନ ଓ ଆଧାର କାର୍ଡ ଦେଖାଇବା ବାଧ୍ୟତାମୂଳକ ହେବ। ଚଳିତ ବର୍ଷ ଆର୍ଥିକ କାରବାରକୁ ନେଇ ଡିପାର୍ଟମେଣ୍ଟ ତରଫରୁ ନୂଆ ନିୟମ ଆରମ୍ଭ ହୋଇଛି। ଏହି ନିୟମ ଅନୁଯାୟୀ…

ଟାକ୍ସ ସେଭିଂ ସ୍କିମରେ ଟଙ୍କା ଲଗାଉଥିଲେ ଏହି ସବୁ କଥାକୁ ଧ୍ୟାନ ରଖନ୍ତୁ

ଆର୍ଥକ ବର୍ଷ ୨୦୨୧-୨୨ ଶେଷ ହେବାକୁ ଯାଉଛି । ଆଗକୁ ନୂଆ ବିତ୍ତ ବର୍ଷ ଆରମ୍ଭ ହେବ। ଏହି ନୂଆ ଆର୍ଥିକ ବର୍ଷ ୨୦୨୨-୨୩ ରେ ଆପଣ ସ୍ମାର୍ଟ ପ୍ଲାନିଂ ଅନ୍ତର୍ଗତ ଟାକ୍ସ ସେଭିଂ କରିପାରିବେ। ଯାହାକି ପୂର୍ଣ୍ଣ ରୂପେ ସୁରକ୍ଷିତ। ଅନେକ ଥର ଲୋକ ଟାକ୍ସ ସେଭିଂ କରିବା ପାଇଁ ପ୍ଲାନିଂ କରି କିଛି ଏମିତି…

ଏବେ ମାତା-ପିତାଙ୍କ ସେବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଉପରେ ମିଳିବ ଟାକ୍ସ ଛାଡ୍‌

ଆମ ସମାଜରେ ମାତା ପିତାଙ୍କ ସ୍ଥାନ ଖୁବ ଉଚ୍ଚରେ ରହିଥାଏ। ତାଙ୍କ ସେବା କରିବା ଆମ ଧର୍ମ। ତେବେ ପ୍ରତ୍ୟେକ ପିଲାଙ୍କ କର୍ତ୍ତବ୍ୟ ହେଉଛି ମାତା ପିତାଙ୍କ ସେବା କରିବା। ତେବେ ମାତା ପିତାଙ୍କ ସେବାକୁ ନେଇ ଏଠାରେ ଅନେକ ଶିକ୍ଷଣୀୟ କଥା କୁହାଯାଇଛି। ତେବେ ଏହାରି ମଧ୍ୟରେ ଇନକମ ଟାକ୍ସ ବିଭାଗ ମଧ୍ୟ…

ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଶେଷ କରନ୍ତୁ ଏହିସବୁ କାମ, ନଚେତ ଭରିବେ ବଡ଼ ଅଙ୍କର ପେନାଲ୍ଟି

ଫାଇନାନସିଆଲ ଇୟର ୨୦୨୧-୨୨ ଶେଷ ହେବାକୁ ଆଉ ମାତ୍ର ଅଳ୍ପ ସମୟ ରହିଛି । ଏହାପୂର୍ବରୁ କିଛି ଜରୁରୀ କାମ ଜାଣିନେବା ନିହାତି ଜରୁରୀ। କାରଣ ଯଦି ଆପଣ ୩୧ ମାର୍ଚ୍ଚ ପୂର୍ବରୁ ଏହି କାମ ସବୁ ନସାରନ୍ତି ତେବେ ଅନେକ ସମସ୍ୟା ହୋଇପାରେ। ସମସ୍ତ ଅଫିସ କର୍ମଚାରୀଙ୍କ ମାର୍ଚ୍ଚ ମାସ ମାନେ ବର୍ଷର ଶେଷ…

ଆୟକର ବିଭାଗର ଆଲର୍ଟ : କରଦାତାଙ୍କୁ ଆସିଥିବା ନୋଟିସର ଜବାବ ୩୧ ମାର୍ଚ୍ଚ ସୁଦ୍ଧା ଦିଅ, ନଚେତ ନିଆଯିବ…

ଆୟକର ବିଭାଗ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଟ୍ୟାକ୍ସ ଫାଇଲ୍‌ କରିବା ପାଇଁ କିଛି ଟ୍ୟାକ୍ସପେୟରଙ୍କୁ ନୋଟିସ ପଠାଇଛି। ଯଦି ଆପଣଙ୍କ ପାଖକୁ ମଧ୍ୟ ଇନକମ୍‌ ଟ୍ୟାକ୍ସ ବିଭାଗ ତରଫରୁ ଯାଞ୍ଚ୍‌ ପାଇଁ କୌଣସି ନୋଟିସ ଆସିଥାଏ ତାହେଲେ ଟେନସନ୍‌ ହେବା ବଦଳରେ ନୋଟିସର ଜବାବ ଦିଅନ୍ତୁ। ଇନକମ୍‌…

ଆୟକର ବିଭାଗରେ ଚାକିରି ସୁଯୋଗ, ମାସକୁ ଦରମା ୧.୫ ଲକ୍ଷରୁ ଅଧିକ

ଆୟକର ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ବଢିଆ ସୁଯୋଗ। ଇନକମ୍‌ ଟ୍ୟାକ୍ସ ବିଭାଗରେ ସିନିଅର ପ୍ରାଇଭେଟ ସେକ୍ରେଟାରୀ ପଦବୀ ଖାଲିପଡିଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ। ଓଡିଶାର ଯୁବପିଢିଙ୍କ ପାଇଁ ମଧ୍ୟ…

ଇନକମ ଟ୍ୟାକ୍ସ ଫାଇଲିଂର ନୂଆ ନିୟମ ଗୁଡିକ ଉପରେ ଥରେ ନଜର ପକାନ୍ତୁ

୨୦୨୦ ମସିହାରେ ଭାରତ ସରକାର ଏକ ନୂଆ ଇନକମ ଟ୍ୟାକ୍ସକୁ ନେଇ କିଛି ନୂଆ ନିୟମ ମାନ ଲଞ୍ଚ କରିଛନ୍ତି  । ପୁରୁଣା ନିୟମ-୧୯୬୧ ଅଧୀନରେ କରଦାତା ମାନେ ସେକ୍ସନ 80C, ସେକ୍ସନ 80D ଆଧାରରେ ଇନକମ ଟ୍ୟାକ୍ସକୁ କମ କରିବା ପାଇଁ ଆବେଦନ କରିପାରୁଥିଲେ  । ଏହାସହ ଘରଭଡା, ଏଲଟିସି କ୍ୟାସ ଭାଉଚର ସ୍କିମ…