Browsing Tag

Income tax

ଆୟକର ବିଭାଗରେ ଚାକିରି ସୁଯୋଗ, ମାସକୁ ଦରମା ୧.୫ ଲକ୍ଷରୁ ଅଧିକ

ଆୟକର ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ବଢିଆ ସୁଯୋଗ। ଇନକମ୍‌ ଟ୍ୟାକ୍ସ ବିଭାଗରେ ସିନିଅର ପ୍ରାଇଭେଟ ସେକ୍ରେଟାରୀ ପଦବୀ ଖାଲିପଡିଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ। ଓଡିଶାର ଯୁବପିଢିଙ୍କ ପାଇଁ ମଧ୍ୟ…

ଇନକମ ଟ୍ୟାକ୍ସ ଫାଇଲିଂର ନୂଆ ନିୟମ ଗୁଡିକ ଉପରେ ଥରେ ନଜର ପକାନ୍ତୁ

୨୦୨୦ ମସିହାରେ ଭାରତ ସରକାର ଏକ ନୂଆ ଇନକମ ଟ୍ୟାକ୍ସକୁ ନେଇ କିଛି ନୂଆ ନିୟମ ମାନ ଲଞ୍ଚ କରିଛନ୍ତି  । ପୁରୁଣା ନିୟମ-୧୯୬୧ ଅଧୀନରେ କରଦାତା ମାନେ ସେକ୍ସନ 80C, ସେକ୍ସନ 80D ଆଧାରରେ ଇନକମ ଟ୍ୟାକ୍ସକୁ କମ କରିବା ପାଇଁ ଆବେଦନ କରିପାରୁଥିଲେ  । ଏହାସହ ଘରଭଡା, ଏଲଟିସି କ୍ୟାସ ଭାଉଚର ସ୍କିମ…

ଆୟକର ବିଭାଗରୁ କେବେ ଓ କେଉଁଠିକି ଆସିବ ନୋଟିସ? ଜାଣନ୍ତୁ ବିଭାଗ ଜାରି କଲା ସୂଚନା

ବର୍ତ୍ତମାନ ସବୁ କ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ହେଉଛି । ଏହା ସହିତ ସବୁ ମଧ୍ୟ ଡିଜିଟାଲାଇଜ ହୋଇ ଗଲାଣି । ସେଥିପାଇଁ ନିଜର ଆଧାର କାର୍ଡ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ କ୍ଷେତ୍ରରେ ପରିବର୍ତ୍ତନ ହେଉଥିବା ଯୋଗୁ ଆୟକର ବିଭାଗ ମଧ୍ୟ ନିଜ ବିଭାଗର ନୋଟିସ ପଠାଇବା ପାଇଁ ସୂଚନା ଜାରି…

ସରକାର ଫେରସ୍ତ କରିଛନ୍ତି ୩୬ ହଜାର କୋଟି ଟଙ୍କା, ଏମିତି ଭାବରେ ଷ୍ଟାଟସ ଚେକ୍‌ କରନ୍ତୁ

ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଚଳିତ ବର୍ଷ ପାଖାପାଖି ଦେଶର ୯୯ ଲକ୍ଷ ଲୋକଙ୍କର ଟଙ୍କା ଫେରାଇଛି । ୧.୧୫ କୋଟି ଟଙ୍କାରୁ ଅଧିକ ଟ୍ୟାକ୍ସ ରିଫଣ୍ଡ କରିଛି । ଆୟକର ବିଭାଗ ଟ୍ୱିଟ୍ କରି କହିଛି କି କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ୯୮.୯୦ ଲକ୍ଷରୁ ଅଧିକ ଟିକସଦାତାଙ୍କୁ ୧…

ମାଗଣା ଓ ବିନା ଡକ୍ୟୁମେଣ୍ଟରେ ଏବେ ପାଆନ୍ତୁ ନିଜ ଇନଷ୍ଟାଣ୍ଟ ପାନ କାର୍ଡ, ଜାଣନ୍ତୁ ଷ୍ଟେପ

ପାନ କାର୍ଡକୁ ନେଇ ଆସିଛି ଏକ ବଡ଼ ଖୁସି ଖବର। ଭାରତ ସରକାରଙ୍କ ଦ୍ୱାରା ଜାରୀ କରାଯାଉଥିବା ଏହି କାର୍ଡକୁ କରିବା ପାଇଁ ଆପଣଙ୍କୁ ଏବେ ବେଶି ପରିଶ୍ରମ କରିବାକୁ ପଡିବ ନାହିଁ। ଏଥିପାଇଁ କେବଳ ଆପଣଙ୍କର ଆଧାର ନମ୍ବର ଦରକାର ପଡ଼ିବ । ମାନେ ଏବେ ଆପଣ ଆଧାର ନମ୍ବର ଦେଖାଇ ଖୁବ ସହଜରେ ନିଜର…

ଆଜି ବି ସୋନୁଙ୍କ ଘରେ ଆୟକର ବିଭାଗ ଟିମ, ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର କରାଯାଉଛି ଯାଞ୍ଚ

ବୁଧବାର ସୋନୁ ସୁଦଙ୍କ ବାସଗୃହ ସମେତ ୬ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ସର୍ଭେ କରାଯିବା ପରେ ପୁଣି ଥରେ ବିଭାଗର ଗୋଟିଏ ଦଳ ଆଜି ଆକ୍ଟରଙ୍କ ଘରେ ପହଂଚିଥିଲେ । ବିଭାଗର ଅଧିକାରୀ ମାନେ ସୋନୁଙ୍କ ଆକାଉଣ୍ଟ ବୁକ ଠାରୁ ଆରମ୍ଭ କରି ତାଙ୍କ ଆୟବ୍ୟୟ ପରି ଦସ୍ତାବିଜ ଗୁଡିକୁ ଯାଞ୍ଚ କରୁଛନ୍ତି ।…

ବଲିଉଡ ଷ୍ଟାର ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ ନୁହେଁ “ସର୍ଭେ”

ମୁମ୍ବାଇ(କେ ନ୍ୟୁଜ): ବଲିଉଡ୍ ଷ୍ଟାର ସୋନୁ ସୁଦଙ୍କର ମୁମ୍ବାଇ ସ୍ଥିତ ବାସଭବନ ଓ ଅଫିସରେ ଇନକମ ଟ୍ୟାକ୍ସ ଡ଼ିପାର୍ଟମେଣ୍ଟ ପକ୍ଷରୁ ସର୍ଭେ ହୋଇଛି । ସୂଚନା ଅନୁଯାୟୀ ଆୟକର ବିଭାଗ ସୋନୁଙ୍କ ଘରେ ସର୍ଭେ ହୋଇଥିବା ବେଳେ ଘରର କୌଣସି ଜିନିଷକୁ ଜବତ କରାଯାଇନାହିଁ । କହିରଖିବା ଉଚିତ ହେବକି…

ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଆଶ୍ୱସ୍ତି: ୭୫ ବର୍ଷରୁ ଊର୍ଦ୍ଧ୍ୱ ଦେବେ ନାହିଁ ଇନକମ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ: ଆୟକର ସ୍ଲାବ ଅପରିବର୍ତ୍ତିତ । ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଆଶ୍ୱସ୍ତି । ୭୫ ବର୍ଷରୁ ଊର୍ଦ୍ଧ୍ୱ ଦେବେ ନାହିଁ ଇନକମ୍‌ ଟ୍ୟାକ୍ସ । ୭୫ ବର୍ଷରୁ ଊର୍ଦ୍ଧ୍ୱ ପେନ୍‌ସନ୍‌ଧାରୀ ଦେବେ ନାହିଁ ଇନ୍‌କମ୍‌ ଟ୍ୟାକ୍ସ । ଛୋଟ କର ଦାତାଙ୍କୁ ବୋଝ କମ୍‌ ପଡିବ । ଟ୍ୟାକ୍ସ ଅଡିଟ୍‌ ସୀମା…

ସରକାର ଦେଉଛନ୍ତି ୫ କୋଟି ଟଙ୍କା ଜିତିବାର ମଉକା ! ଦେବାକୁ ହେବ ବେଆଇନ ବିଦେଶୀ ଧନ ଓ ବେନାମୀ ସମ୍ପତ୍ତିର ସୂଚନା

ଯଦି ଆପଣଙ୍କ ପାଖରେ କୌଣସି ବ୍ୟକ୍ତି ଅଥବା କମ୍ପାନୀର ବିଦେଶରେ ଗଚ୍ଛିତ ବେଆଇନ ଧନ, ବେନାମୀ ସମ୍ପତ୍ତି କିମ୍ବା କର ଫାଙ୍କିବା ବିଷୟରେ ତଥ୍ୟ ଅଛି, ତା’ହେଲେ ଏହାର ସୂଚନା ଆପଣ ସରକାରଙ୍କ ପାଖରେ ପହଞ୍ଚାଇ ପାରିବେ। ଆୟକର ବିଭାଗ ଏଥିପାଇଁ ଏକ ନୂଆ ଅନଲାଇନ୍‌ ସୁବିଧା ଆରମ୍ଭ କରିଛି। କେନ୍ଦ୍ରୀୟ…

ଆଧାର-ପାନ୍ କାର୍ଡ ଜଲଦି କରନ୍ତୁ ଲିଙ୍କ, ନଚେତ ଦେବାକୁ ହେବ ୧୦ ହଜାର ଟଙ୍କା ଜୋରିମାନା

ଆଧାର କାର୍ଡ ସମସ୍ତ ଜରୁରୀ କାମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଡକ୍ଯୁମେଣ୍ଟ। ସେହିପରି ପାନ୍ କାର୍ଡର ମଧ୍ୟ ଗୁରୁତ୍ବ ରହିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଧାର ସହିତ ପାନ୍ କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ। ମନ୍ତ୍ରଣାଳୟ ଜାରି କରିଥିବା ଅଧିସୂଚନା ମୁତାବକ, ୩୧ ମାର୍ଚ୍ଚରୁ ୨୦୨୧…

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବର୍ଷକୁ ଦେଉଥିଲେ ମାତ୍ର ୭୫୦ ଡଲାର ଟ୍ୟାକ୍ସ !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୟାକ୍ସ ଦସ୍ତାବିଜ ତଥ୍ୟ ସାମ୍ନାକୁ ଆସିବା ପରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିଛି । ଟ୍ରମ୍ପ୍ ୨୦୧୬ ଏବଂ ୨୦୧୭ ମସିହାରେ ପ୍ରତିବର୍ଷ ୭୫୦ ଡଲାର ଟ୍ୟାକ୍ସ ଆମେରିକାରେ ଦେଇଥିଲେ । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ଏହା ଦର୍ଶାଯାଇଛି।…

ଘୁଞ୍ଚିଲା ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ କରିବାର ଶେଷ ତାରିଖ, ନଭେମ୍ବର ୩୦ ଯାଏଁ କରିପାରିବେ ଆଇଟିଆର ଫାଇଲିଂ

ଘୁଞ୍ଚିଲା ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣର ଶେଷ ତାରିଖ। ଏନେଇ ଶନିବାର ଦିନ ଆୟକର ବିଭାଗ ତରଫରୁ ଘୋଷଣା କରାଯାଇଛି। ଆୟକର ବିଭାଗର ସୂଚନାନୁଯାୟୀ ୩୦ ନଭେମ୍ବର, ୨୦୨୦ ଯାଏଁ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ତାରିଖକୁ ଘୁଞ୍ଚାଯାଇଛି। କରୋନା ମହାମାରୀ ଯୋଗୁ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି…