Browsing Tag

ind vs ban

ବାଂଲାଦେଶ-ଭାରତ ମହିଳା ଦିନିକିଆ ମ୍ୟାଚ୍‌ : ଅମ୍ପାୟରଙ୍କ ନିଷ୍ପତ୍ତିରେ ନିରାଶ ହୋଇ ଷ୍ଟମ୍ପକୁ ପିଟିଲେ ହରମନପ୍ରୀତ,…

ବର୍ତ୍ତମାନ ବାଂଲାଦେଶରେ ଦିନିକିଆ ସିରିଜ ଖେଳୁଛି ଭାରତୀୟ ମହିଳା କ୍ରିକେଟ ଟିମ୍‌ । ଢାକାର ଶେର ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚ୍‌ ଟାଇ ରହିଥିଲା । ଏହି ମ୍ୟାଚରେ ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ କୌର ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ନାରାଜ ରହିଛନ୍ତି…

ବାଂଲାଦେଶ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା, ବାଦ୍‌ ପଡିଲେ ଷ୍ଟାର ଖେଳାଳି

ବାଂଲାଦେଶ ଟୁର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଘୋଷଣା ହୋଇଛି । ବାଂଲାଦେଶ ବିପକ୍ଷରେ ଟିମ୍‌ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ମ୍ୟାଚ୍‌ ଏବଂ ଦିନିକିଆ ମ୍ୟାଚ ଖେଳିବ । ଏହି ସିରିଜର ସମସ୍ତ ମ୍ୟାଚ୍‌ ମିରପୁରର ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଟିମରେ ରେଣୁକା…

ଦ୍ୱିତୀୟ ଟେଷ୍ଟ ଜିତି ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ, ୩ ଓ୍ଵିକେଟ ଥାଇ ଜିତିନେଲା ମୀରପୁର ଟେଷ୍ଟ ମ୍ୟାଚ୍‌

ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତି ସିରିଜ କବଜା କରିଛି ଟିମ୍‌ ଇଣ୍ଡିଆ । ବାଂଲାଦେଶ ଦେଇଥିବା ଟାର୍ଗେଟକୁ ୭ ଓ୍ଵିକେଟ ହରାଇ ପୂରଣ କରିନେଇଛି ଭାରତୀୟ ଟିମ୍‌ । ୧୪୫ ରନର ଟାର୍ଗେଟକୁ ପୂରଣ କରିଛି । ତୃତୀୟ ଦିନର ଖେଳା ଶେଷ ସୁଦ୍ଧା ୧୪୫ ରନର ଟାର୍ଗେଟ ପିଛା…

ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ବାଂଲାଦେଶ ୨୩୧ରେ ଅଲଆଉଟ୍‌, ଭାରତକୁ ଦରକାର ୧୪୫ ରନ୍‌

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୧୪ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଏହାପରେ ବାଂଲାଦେଶ ଆରମ୍ଭ କରିଥିଲା ଦ୍ୱିତୀୟ ଇନିଂସ । ପ୍ରଥମ ଇନିଂସରେ ବାଂଲାଦେଶ ୨୨୭ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୩୧ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ତେବେ ଭାରତକୁ ଦ୍ୱିତୀୟ ଟେଷ୍ଟ…

ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ୨୨୭ ରନରେ ଅଲଆଉଟ୍‌ ହେଲା ବାଂଲାଦେଶ

ଢାକାର ଶେର-ଏ ବାଂଲା ନ୍ୟାସନାଲ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବାଂଲାଦେଶ ମାତ୍ର ୨୨୭ ରନରେ ଅଲଆଉଟ ହୋଇଯାଇଛି । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ବଡ ସ୍କୋର…

ସଂପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରୋହିତ, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବା ନେଇ ମଉଳିଲା ଆଶା

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି । ଦିନିକିଆ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିଲେ। ତେଣୁକରି ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ ରୋହିତ ଶର୍ମା। ଶୀଘ୍ର ସୁସ୍ଥ ହୋଇ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବେ ବୋଲି ରୋହିତ ଆଶା କରାଯାଉଥିଲା ।…

ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ୪ର୍ଥ ଦିନରେ ବାଂଲାଦେଶର ସ୍କୋର ୨୭୨/୬, ଜାକିର ହସନ ମାରିଲେ ଶତକ

ଭାରତ ବାଂଲାଦେଶ ମଧ୍ୟରେ ଚାଲିଛି ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଚଟ୍ଟଗ୍ରାମସ୍ଥିତ ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚର ୪ର୍ଥ ଦିନ । ଆଜି ବାଂଲାଦେଶ ଟିମର ଓପନର୍ ବ୍ୟାଟସମ୍ୟାନ୍‌ ନଜମୁଲ୍ ହୋସେନ୍ ଶାଣ୍ଟୋ ୬୭ ରନ ଓ ଜାକିର୍ ହସନ୍ ୧୦୦ ରନ୍ କରି ଟିମକୁ…

୨୫ ବର୍ଷ ତଳର ଭୁଲ୍‌ ପାଇଁ ରାହୁଲଙ୍କୁ ସର୍ବସାଧାରଣରେ କ୍ଷମା ମାଗିଲେ ଦକ୍ଷିଣ ଆଫ୍ରିକା ବୋଲର ଆଲାନା ଡୋନାଲ୍ଡ, ଏମିତି…

ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ଆଲାନ ଡୋନାଲ୍ଡ । ଦୀର୍ଘ ୨୫ ବର୍ଷ ତଳର ଏକ ଭୁଲ୍ ପାଇଁ ଦକ୍ଷିଣ ଆଫ୍ରିକାର ମହାନ ଦ୍ରୁତ ବୋଲର ଆଲାନ୍ ଡୋନାଲ୍ଡ ଏବେ ସର୍ବସାଧାରଣରେ ଦ୍ରାବିଡଙ୍କୁ କ୍ଷମା ମାଗିଛନ୍ତି । ୧୯୯୭ ମସିହାର ଡର୍ବାନ୍ ତ୍ରିରାଷ୍ଟ୍ରୀୟ ଫାଇନାଲରେ…

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍‌ : ଭାରତ ୪୦୪ରେ ଅଲଆଉଟ୍‌, ୨ଟି ଓ୍ଵିକେଟ ହରାଇଲାଣି ବାଂଲାଦେଶ

ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୪୦୪ ରନ୍‌ କରି ଅଲଆଉଟ୍‌ ହୋଇଛି ଭାରତ । ଚେତେଶ୍ୱର ପୂଜାରାଙ୍କ ୯୦, ଶ୍ରେୟସ ଆୟରଙ୍କ ୮୬, ରବିଚନ୍ଦ୍ରନ ଅଶ୍ୱିନଙ୍କ ୫୮ ଓ କୁଲଦୀପ ଯାଦବଙ୍କ ୪୦ ରନ ବଳରେ ଭାରତ ୪୦୪ ରନ କରି ଅଲଆଉଟ ହୋଇଛି। ଭାରତ ପ୍ରଥମ ଇନିଂସରେ ଦେଇଥିବା ୪୦୪ ରନ…

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍‌ : ଶତକରୁ ବଞ୍ଚିତ ହେଲେ ପୂଜାରା, ଭାରତ ସ୍କୋର ୨୭୮/ ୬

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚଟଗାଓଁର ଜହୁର ଚୌଧୁରୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ୍‌। ପ୍ରଥମ ଦିନରେ ଭାରତ ୬ ଓ୍ଵିକେଟ ହରାଇ ୨୭୮ ରନ୍‌ କରିଛି । ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତର ୬ଟି ଓ୍ଵିକେଟ ଯାଇଛି। ଶ୍ରେୟସ ଆୟର ୮୨ ରନ କରି ଅପରାଜିତ ରହିଛନ୍ତି।…

ବାଂଲାଦେଶ ଓ ଭାରତ ଶେଷ ଦିନିକିଆ, ମ୍ୟାଚ୍‌ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ

ଆଜି ବାଂଲାଦେଶ ଓ ଭାରତ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଚଟୋଗ୍ରାମରେ ଏହି ମ୍ୟାଚ୍ ଖେଳାଯିବ । ୨-୦ରେ ବାଂଲାଦେଶ ଆଗୁଆ ସିରିଜ କବଜା କରିଛି । ଆଜିର ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ଅନ୍ୟପଟେ ସିରିଜ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିବ ଘରୋଇ ଦଳ ।…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍‌ ପଡିବେ ରୋହିତ ଶର୍ମା ! ଦାୟିତ୍ୱ ନେବେ କେଏଲ ରାହୁଲ

ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ଭାରତ ଟେଷ୍ଟ ସିରିଜ ଖେଳିବ। ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି । ଟେଷ୍ଟ ସିରିଜରୁ ବାଦ୍‌ ପଡିପାରନ୍ତି ରୋହିତ ଶର୍ମା ! ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ଉପ ଅଧିନାୟକ କେଏଲ ରାହୁଲଙ୍କୁ…