Browsing Tag

IND vs PAK

ଏସିଆ କପ୍‌ ୨୦୨୩ : ପୁଣି ସୁପର-୪ ମ୍ୟାଚରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକସ୍ତାନ, ଟିମକୁ ଫେରିଲେ…

ପୁଣି ଏକ ହାଇଭୋଲଟେଜ ମ୍ୟାଚ୍‌ ଦେଖିବା ପାଇଁ ଫ୍ୟାନ୍ସ ଚାହିଁ ରହିଛନ୍ତି । ଆସନ୍ତାକାଲି ଏସିଆ କପ୍ ସୁପର-୪ ଭାରତ-ପାକିସ୍ତାନ ମହାଲଢ଼େଇ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଆସନ୍ତାକାଲି ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରେ ଟିମ୍ ଭାରତ। ନେପାଳ ବିପକ୍ଷ…

ଏସିଆ କପ୍‌: ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ନିୟମ ପରିବର୍ତ୍ତନ, ବର୍ଷା ବାଧା ସୃଷ୍ଟି କଲେ ରିଜର୍ଭ ଡେ’ରେ ହେବ…

ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। ଉଭୟ ଟିମ୍‌ ଏସିଆ କପ୍ ୨୦୨୩ର ସୁପର ୪ ରାଉଣ୍ଡରେ ସେପ୍ଟେମ୍ବର ୧୦ରେ କଲମ୍ବୋରେ ମୁହାଁମୁହିଁ ହେବେ। ଗତ ୨ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୋଇଥିଲା।…

ବିଶ୍ୱକପ ମ୍ୟାଚ୍‌ ଟିକେଟ ଦାମ୍‌ ଆକାଶଛୁଆଁ, ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ର ଟିକେଟ ଦାମ୍‌ ୧୯ ଲକ୍ଷରୁ ଅଧିକ

କ୍ରିକେଟ ଫ୍ୟାନ୍ସ ବିଶ୍ୱକପ ୨୦୨୩ ଖେଳକୁ ଅପେକ୍ଷା କରି ରହିଛନ୍ତି । ଚଳିତବର୍ଷ ଭାରତରେ ବିଶ୍ୱକପ ମ୍ୟାଚ୍‌ ଖେଳାଯିବ । ତେଣୁ ହାଇଭୋଲଟେଜ ମ୍ୟାଚ ପାଇଁ ଫ୍ୟାନ୍ସ ରୋମାଞ୍ଚକ ହୋଇ ଟିକେଟ କିଣୁଛନ୍ତି । ହେଲେ ଟିକେଟ ବିକ୍ରିରେ ବଡ ସ୍କାମ ଦେଖିବାକୁ ମିଳିଛି । କିଛି ମ୍ୟାଚ୍‌ ପାଇଁ ଟିକେଟ…

ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ସେପ୍ଟେମ୍ବର ୧୦ ତାରିଖରେ ହେବ ମ୍ୟାଚ୍‌

ଟିମ୍‌ ଇଣ୍ଡିଆ ଏସିଆ କପରେ ବର୍ଷା ବାଧକ ସତ୍ତ୍ୱେ ନେପାଳକୁ ୧୦ ୱିକେଟରେ ହରାଇ ସୁପର-୪ରେ ପ୍ରବେଶ କରିଛି । ଆଉ ଭାରତ ସୁପର-୪ରେ ପ୍ରବେଶ କରିବା ଫଳରେ ଆସନ୍ତା ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିବ । ଏହାକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି…

ଭାରତ ବନାମ ପାକିସ୍ତାନ : ବର୍ଷା ସାଜୁଛି ବାଧକ, ୨୦ ଓଭର ସୁଦ୍ଧା ଭାରତ ସ୍କୋର ୧୦୨/୪

ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୩ ମ୍ୟାଚ୍‌ ଆରମ୍ଭ ହୋଇଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ବର୍ଷା ବାଧକ ସାଜିଥିବା ମ୍ୟାଚରେ ପ୍ରଥମରୁ ଟିମ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ହରାଇଛି। ଉଭୟଙ୍କୁ ଶାହୀନ ଶାହ ଆଫ୍ରିଦି…

ଏସିଆ କପ ୨୦୨୩: ଫ୍ୟାନ୍ସଙ୍କ ଉତ୍କଣ୍ଠାରେ ଲଗାଇପାରେ ବ୍ରେକ, ଭାରତ-ପାକିସ୍ତାନ ମ୍ୟାଚ ପାଇଁ ବର୍ଷା ଆଶଙ୍କା

ଶ୍ରୀଲଙ୍କାର କାଣ୍ଡି ଠାରେ ଭାରତ-ପାକିସ୍ତାନ ମ୍ୟାଚ ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଲଢ଼େଇ ଉପଭୋଗ କରିବା ପାଇଁ ସମସ୍ତଙ୍କର ଅପେକ୍ଷା । ମାତ୍ର ଏହି ମ୍ୟାଚ ପାଇଁ ବର୍ଷା ଆଶଙ୍କା ରହିଛି । ସେପ୍ଟେମ୍ବର ୨ ତାରିଖକୁ ସାରା…

ଇତିହାସରେ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆ ଜର୍ସିରେ ରହିବ ପାକିସ୍ତାନର ନାଁ, ଜାଣନ୍ତୁ କାହିଁକି

ଆଗାମୀ ଏସିଆ କପ୍‌ ୨୦୨୩ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ସ୍ପନସରସିପରେ ଖେଳାଯିବ । ଏସିଆ କପରେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍‌ ଜର୍ସିରେ ପାକିସ୍ତାନ ନାମ ଲେଖାଯିବ । ୩୦ ଅଗଷ୍ଟରୁ ଆରମ୍ଭ ହେଉଥିବା ଏସିଆ କପରେ କିଛି ମ୍ୟାଚ ପାକିସ୍ତାନ ଏବଂ କିଛି ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନ…

‘କେନିଆ ଠାରୁ ହାରିଗଲେ ଚଳିବ କିନ୍ତୁ ପାକିସ୍ତାନ ଠାରୁ ନୁହେଁ’, ଭାରତୀୟ ଟିମକୁ ଆଗାମୀ ମ୍ୟାଚ୍‌ ପାଇଁ ପରାମର୍ଶ ଦେଲେ…

ଭାରତୀୟ କ୍ରିକେଟ ଟିମ୍‌ ଆଗାମୀ ଦୁଇ ମାସ ମଧ୍ୟରେ ଏସିଆ କପ୍‌ ଏବଂ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ । ଏଥିପାଇଁ ଟିମ୍‌ ପ୍ରସ୍ତୁତ ରହିଛି । ଟିମର ପୂର୍ବତନ ଖେଳାଳି ଅନୀଲ କୁମ୍ବଲେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କୁମ୍ବଲେ କହିଛନ୍ତି, ଆମ ସମୟରେ…

ବିଶ୍ୱକପ ୨୦୨୩ : ୧୪ ଅକ୍ଟୋବର ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ ! ଅନ୍ୟ ମ୍ୟାଚରେ ହୋଇପାରେ ପରିବର୍ତ୍ତନ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ମ୍ୟାଚ୍‌ ୧୫ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ୧୫ ତାରିଖରେ ନବରାତ୍ରି ଆରମ୍ଭ ହେଉଥିବାରୁ ଏଥିରେ ପରିବର୍ତ୍ତନ…

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ ଖବର, ଭାରତ- ପାକିସ୍ତାନ ମ୍ୟାଚ୍‌ ପାଇଁ ବଦଳିପାରେ ତାରିଖ !

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ବିଶ୍ୱକପ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଛି । ଏହା ମଧ୍ୟରେ ମ୍ୟାଚ୍‌କୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତ- ପାକିସ୍ତାନ ମ୍ୟାଚ୍‌ ତାରିଖ ବଦଳିବ ବୋଲି ଚର୍ଚ୍ଚା ଚାଲିଛି । ଅକ୍ଟୋବର ୧୫ରେ ନବରାତ୍ରୀ…

ଏସିଆ କପ୍‌ ୨୦୨୩ କାର୍ଯ୍ୟସୂଚୀ ଘୋଷଣା, ୧୭ ସେପ୍ଟେମ୍ବରରେ ଖେଳାଯିବ ଫାଇନାଲ ମ୍ୟାଚ୍‌

ଶ୍ରୀଲଙ୍କା ଏବଂ ପାକିସ୍ତାନରେ ଖେଳାଯିବାକୁ ଥିବା ଏସିଆ କପ୍‌ ୨୦୨୩ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଏସିଆ କପ୍‌ର ଆରମ୍ଭ ୩୦ ଅଗଷ୍ଟରୁ ହେବ । ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ । ଚଳିତବର୍ଷ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ୪ଟି ମ୍ୟାଚ…

ଏସିଆ କପ୍‌ ୨୦୨୩ : ସେପ୍ଟେମ୍ବର ୨ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଶ୍ରୀଲଙ୍କାରେ ଖେଳାଯିବ ମ୍ୟାଚ୍‌

ଏସିଆ କପ୍‌ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାର କ୍ୟାଣ୍ଡିରେ ଏହି ମ୍ୟାଚ୍‌ ଖେଳାଯିବ । ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ସୂଚୀ ଆଜି ଅଫିସିଆଲ ଘୋଷଣା କରାଯିବ । ଏଥର ଟୁର୍ଣ୍ଣାମେଣ୍ଟର ଆୟୋଜନ ହାଇବ୍ରିଡ୍‌ ମଡେଲରେ ହେବ ।…