Below header
Browsing Tag

IND vs PAK

ଏସିଆ କପ୍‌ ୨୦୨୩ : ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ, ଶ୍ରୀଲଙ୍କାରେ ହେବ ଭାରତ-ପାକ୍‌ ମ୍ୟାଚ୍‌

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏସିଆ କପ୍‌ ୨୦୨୩ ଶ୍ରୀଲଙ୍କାରେ ଖେଳାଯିବ । ବିସିସିଆଇ ସଚିବ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡର ପ୍ରମୁଖ ଜକା ଅଶରଫ ମଧ୍ୟରେ କଥାବାର୍ତ୍ତା ହେବା ପରେ ଏଭଳି ନିଷ୍ପତ୍ତି ହୋଇଛି । ହାଇବ୍ରିଡ ମଡେଲରେ ଅଧିନରେ ଖେଳାଯିବାକୁ ଥିବା ଏସିଆ…

ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ କ୍ରେଜ: ଅହମଦାବାଦରେ ସବୁ ହୋଟେଲ ରୁମ୍‌ ବୁକ୍‌, ଗୋଟିଏ ରୁମର ଚାର୍ଜ ୫୦ ହଜାରରୁ…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ଅହମଦାବାଦରେ ବିଶ୍ବକପ୍ ୨୦୨୩ ମ୍ୟାଚ୍ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଏବେଠାରୁ ଉତ୍ସାହିତ ରହିଛନ୍ତି । ତେବେ ଏହାକୁ ନେଇ ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ଫାଇଦା ଉଠାଇବା ପାଇଁ ପ୍ଲାନ ଆରମ୍ଭ କରିସାରିଛନ୍ତି । ବର୍ତ୍ତମାନ ଠାରୁ…

ଭାରତ-ପାକିସ୍ତାନ ମ୍ୟାଚରେ ମୁହାଁମୁହିଁ ହେଲେ ଖେଳାଳି, ଭିଡିଓ ଭାଇରଲ

ସାଉଥ୍ ଏସିଆନ ଫୁଟବଲ ଫେଡେରେସନ (ସାଫ୍) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ଆଉ ମ୍ୟାଚ୍ ସମୟରେ ମୁହାଁମୁହିଁ ହୋଇଛନ୍ତି ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ । ଉଭୟ ଦଳର ଖେଳାଳି ଏହି ଲାଇଭ ମ୍ୟାଚରେ ହାତାହାତି ହୋଇଥିବା ମଧ୍ୟ ଦେଖା ଯାଇଛି । କିଛି ସମୟ ଏହି…

SAFF Cup 2023: ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ, ଭାରତ ପାକିସ୍ତାନକୁ ୪-୦ରେ ହରାଇଲା

ସାଉଥ୍ ଏସିଆନ ଫୁଟବଲ ଫେଡେରେସନ (ସାଫ୍‌) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ବେଙ୍ଗାଲୁରୁର ଶ୍ରୀକାନ୍ତିରବା ଷ୍ଟାଡିୟମରେ ହୋଇଥିବା ମ୍ୟାଚରେ ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ୍‌ କରି ପାକିସ୍ତାନକୁ ପରାସ୍ତ କରିଛନ୍ତି । ସୁନୀଲ ଛେତ୍ରୀ…

ମହିଳା ଟି-୨୦ ବିଶ୍ୱକପ : ଭାରତ ଓ ପାକିସ୍ତାନ ମୁକାବିଲା, ବାଦ୍‌ ପଡିଛନ୍ତି ସ୍ମୃତି ମନ୍ଧାନା

ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଉଭୟ ଦଳ ଏହି ମ୍ୟାଚ୍ ଜିତି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା କେପଟାଉନରେ ଭାରତୀୟ ସମୟ ସାଢ଼େ ୬ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚରେ ଅଧିନାୟିକା…

ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିବାରୁ ଧମକ ଦେଉଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ…

କେନ୍ୟୁଜ୍‌ ବ୍ୟୁରୋ: ପୁଣି ବିଷ ଓଗାଳୁଛି ପାକିସ୍ତାନ । ଭାରତକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଧମକ । ବିସିସିଆଇକୁ ଧମକ ଦେଇଛନ୍ତି ପିସିବି ଚେୟାରମ୍ୟାନ ରମିଜ ରାଜା । ତାଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା । ରମିଜ ରାଜା କହିଛନ୍ତି, ଏସିଆ କପ୍ ଖେଳିବାକୁ ପାକିସ୍ତାନକୁ ଭାରତ ନଆସିଲେ…

ପାକିସ୍ତାନ ହାରିବା ପରେ ଟ୍ଵିଟର ଯୁଦ୍ଧ ଆରମ୍ଭ, ମହମ୍ମଦ ସାମିଙ୍କ ଟୁଇଟରେ ରାଗିଗଲେ ଶୋଏବ ଅଖତର

ଇଂଲଣ୍ଡ ଟି-୨୦ ବିଶ୍ୱକପ ଜିତିବା ପରେ ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଆଉ କାମ କରୁନି। ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଠାରୁ ୫ ଓ୍ଵିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ପାକିସ୍ତାନ ହାରିବା ପରେ ଟ୍ଵିଟରରେ ଭାରତ ଏବଂ ପାକିସ୍ତାନ ଫ୍ୟାନ୍ସଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।…

ବିରାଟଙ୍କୁ ଈର୍ଷା କରୁଛନ୍ତି ପାକିସ୍ତାନୀ ଖେଳାଳି, ବ୍ୟାଟିଂ ଦେଖିବା ପରେ ଶୋଏବ ଅଖତର ଦେଲେ ଏମିତି ବୟାନ

ବିରାଟ କୋହଲି ଏବେ ଟି-୨୦ କ୍ରିକେଟରୁ ରିଟାଏରମେଣ୍ଟ ନିଅନ୍ତୁ। ଏକଥା କହିଛନ୍ତି ପାକିସ୍ତାନୀର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଅଖତରଙ୍କ କହିବାନୁଯାୟୀ, ବିରାଟ ଏବେ କ୍ରିକେଟର ଛୋଟ ଫର୍ମାଟ ଛାଡି ବଡ ଫର୍ମାଟରେ ଖେଳିବା ଜରୁରୀ। ନିଜ ୟୁଟ୍ୟୁବ ଚ୍ୟାନେଲରେ ଶୋଏବ ଅଖତର ଏହା ପ୍ରକାଶ…

ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସଙ୍କ ମୁଣ୍ଡ ହୋଇଗଲା ଟିଣ, ରାଗରେ ଭାଙ୍ଗିଦେଲେ ଟିଭି: ଭିଡିଓ ସେୟାର କଲେ ସେହ୍ଵାଗ

ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଠାରୁ ପାକିସ୍ତାନ ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସ ନିରାଶ ହୋଇଛନ୍ତି। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ମିଡିଆରେ ବୋବାଲ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହା ଭିତରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ…

ଭାରତର ବିରାଟ ବିଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ, ଶେଷ ଓଭରରେ ନୋ ବଲ୍‌କୁ ନେଇ ପାକ୍‌ ମିଡିଆରେ ବୋବାଲ୍‌

ପାକିସ୍ତାନ ବିପକ୍ଷରେ ଭାରତର ବିରାଟ ବିଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ । ଶେଷ ଓଭରରେ ୧୬ ରନ୍‌ ଆବଶ୍ୟକ ଥିବା ବେଳେ 'ନୋ' ବଲ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନ ମିଡିଆର ଅଭିଯୋଗ ଅମ୍ପାୟାର୍‌ ତାଙ୍କ ଟିମ୍‌ ସହ ବେଇମାନ କରିଛନ୍ତି । ମହମ୍ମଦ ନୱାଜଙ୍କ ଶେଷ ଓଭରର…

କୋଚ୍‌ ଦ୍ରାବିଡଙ୍କ ହୁଙ୍କାର, ଫ୍ୟାନ୍ସଙ୍କୁ ଦେଖି ବିରାଟଙ୍କ ଭାବବିହ୍ଵଳ ଚେହେରା; ICC ସେୟାର କଲା ଏମିତି ଭିଡିଓ

ମେଲବର୍ଣ୍ଣରେ ଟିମ ଇଣ୍ଡିଆର ଜବରଦସ୍ତ ବିଜୟ। ତା’ ପୁଣି ପାକିସ୍ତାନ ବିପକ୍ଷରେ। ଆଉ ଏହି ମ୍ୟାଚର ହିରୋ ଥିଲେ ବିରାଟ କୋହଲି। ୧୪୦ କୋଟି ଭାରତୀୟଙ୍କ ମନ ଜିଣିନେଇଥିଲେ କିଙ୍ଗ କୋହଲି। ୫୩ ବଲ୍‌ରେ ୮୨ ରନ୍‌ କରି ଅପରାଜିତ ରହିଥିଲେ। ଆଉ ଯେତେବେଳେ ଭାରତ ଜିତିଥିଲା, ସେତେବେଳେ ଭାବବିହ୍ଵଳ…

IND vs PAK: ମେଲବର୍ଣ୍ଣରେ ଭାରତୀୟ ବୋଲରଙ୍କ ଝଡ଼, ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୬୦

ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ବିଶ୍ୱ କପ୍ ଟି-୨୦ ମ୍ୟାଚ ଅନୁଷ୍ଠିତ ହେଉଛି । ଟସ ଜିତି ପ୍ରଥମେ ବୋଲିଂ କରି ଭାରତୀୟ ଟିମ ପାକିସ୍ତାନକୁ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନରେ ସୀମିତ ରଖିବାରେ ସଫଳ ହୋଇଛି । ବିଜୟ ପାଇଁ ଭାରତ ଆଗରେ ୧୬୦ ରନ ଲକ୍ଷ୍ୟ ରହିଛି। ଭାରତ ପକ୍ଷରୁ ଅର୍ଶଦୀପ ସିଂ ଏବଂ…