Browsing Tag

independence day

ଲାଲକିଲ୍ଲାରେ ଚୀନ୍‌ ଓ ପାକିସ୍ତାନକୁ ମୋଦିଙ୍କ ଚେତାବନୀ, କହିଲେ LOCରୁ LAC ପର୍ଯ୍ୟନ୍ତ ଦେଶର ଯବାନ ପ୍ରସ୍ତୁତ

ନୂଆଦିଲ୍ଲୀ: ଆଜି ୭୪ତମ ସ୍ୱାଧୀନତା ଦିବସ । କୋଭିଡ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । ସକାଳ ୭.୩୦ ପତାକା ଉତ୍ତୋଳନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ।  ଏହି ଅବସରରେ ଲାଲକିଲ୍ଲାରେ ଚୀନ୍‌ ଓ ପାକିସ୍ତାନକୁ ଚେତାବନୀ ।…

ଆଜି ୭୪ତମ ସ୍ୱାଧୀନତା ଦିବସ, ସାରା ଦେଶରେ କୋଭିଡ କଟକଣା ଭିତରେ ହେଉଛି ପାଳନ

ଭୁବନେଶ୍ବର: ଆଜି ୭୪ତମ ସ୍ୱାଧୀନତା ଦିବସ । କୋଭିଡ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ସକାଳ ୭.୩୦ ପତାକା ଉତ୍ତୋଳନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି । ଏପଟେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତ…

ଓଡ଼ିଶାର ୧୪ଜଣଙ୍କୁ ରାଷ୍ଟ୍ରପତି ଓ ପୋଲିସ ମେଡାଲ ପ୍ରଦାନ

ଭୁବନେଶ୍ବର: ସ୍ୱାଧୀନତା ଦିବସ ପୂର୍ବରୁ ପୋଲିସ ମେଡାଲ ଘୋଷଣା । ଓଡ଼ିଶାର ୧୪ଜଣଙ୍କୁ ରାଷ୍ଟ୍ରପତି ଓ ପୋଲିସ ମେଡାଲ ପ୍ରଦାନ କରାଯିବ । ୨ ଜଣଙ୍କୁ ରାଷ୍ଟ୍ରପତି ଓ ୧୨ଜଣଙ୍କୁ ଉତ୍କୃଷ୍ଟ ସେବା ପଦକ ମିଳିବ । ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ । ଭିଜିଲାନ୍ସ DSP…

ଆସନ୍ତାକାଲି କୋଭିଡ୍ କଟକଣା ଭିତରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ, ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ କରିବେ…

ଭୁବନେଶ୍ୱର : ଆସନ୍ତାକାଲି ସ୍ବାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୭୪ତମ ସ୍ବାଧୀନତା ଦିବସ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ପ୍ରକାଶ ପାଇଛି କାର୍ଯ୍ୟସୂଚୀ । କାର୍ଯ୍ୟସୂଚୀ ଅନୁଯାୟୀ,…

ସ୍କୁଲରେ କରୋନା କଟକଣାରେ ହେବ ସ୍ୱାଧୀନତା ଦିବସ: ଆସିବେନି ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ): କରୋନା ସଂକ୍ରମଣର ସ୍ଥିତି ଏବେ ଉଦବେଗ ଜନକ ରହିଛି । ସାରା ଓଡିଶାରେ ସ୍କୁଲ କଲେଜ ଓ ଶିକ୍ଷା ପ୍ରତିଷ୍ଠାନ ବନ୍ଦ ରହିଛି। ବର୍ତ୍ତମାନ ଅନଲକ ୩ରେ କିଛି  କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ କଟକଣା କଡ଼ାକଡ଼ି ରହିଛି । ତେବେ ଅନଲକ୩ର କିଛି…

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ବୀର ପୁତ୍ର ମାନଙ୍କ ଗାଥା…..

ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଓଡିଶା ମାଟିର ବୀର ପୁତ୍ରଙ୍କ ଅବଦାନ କିଛି କମ ନଥିଲା । ସମଗ୍ର ଭାରତ ବର୍ଷରେ ୧୮୫୭ ମସିହାରେ ସ୍ଵଧୀନତା ହାସଲ ନେଇ ସୂତ୍ରପାତ ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ଏହାର ସୂତ୍ରପାତ ଯଥେଷ୍ଟ ଆଗରୁ ହୋଇଯାଇଥିଲା । ୧୮୦୪ ମସିହାରେ ଓଡ଼ିଶାରେ ମୁକ୍ତି ସଂଗ୍ରାମର…

ଜାଣନ୍ତୁ ସ୍ୱାଧୀନତା ଦିବସ ସହ ଜଡିତ ୭ଟି ଅଜଣା ତଥ୍ୟ ବିଷୟରେ

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ ଶାସନ ହାତରୁ ସ୍ୱାଧୀନତା ଲାଭ କରିଥିଲା । ଦୀର୍ଘ ୨୦୦ ବର୍ଷର ପରାଧିନତା ପରେ ପ୍ରଥମ ଥର ପାଇଁ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଥିଲା । ଏଥପାଇଁ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ୯ ଦଶନ୍ଧି ଯାଏଁ ଖୁବ କଠୋର ପରିଶ୍ରମ କରିବାକୁ ପଡିଥିଲା ।…

ଜାଣନ୍ତୁ ଭାରତ ବିଭାଜନ ସହ ଜଡିତ ୫ଟି ରୋଚକ କଥା ବିଷୟରେ

ଆଜକୁ ୭୩ ବର୍ଷ ତଳେ ଅଗଷ୍ଟ ୧୫ ମଧ୍ୟରାତ୍ରରେ ଭାରତ ସ୍ୱାଧୀନତା ଲାଭ କରିବା ଦେଶବାସୀଙ୍କ ପାଇଁ ଯେତିକି ଖୁସି ଆଣି ଦେଇଥିଲା ତାଠାରୁ ଅନେକ ଗୁଣା ଦୁଃଖିତ କରିଥିଲା ଦେଶ ବିଭାଜନ । ଭାରତ ଆକାଶରେ ଖୁସିର କିରଣ ପ୍ରକାଶ ପାଉପାଉ ପୁଣି ଥରେ ଯେମିତି କଳା ବାଦଲ ଛାଇ ଯାଇଥିଲା । ବ୍ରିଟିଶ ସରକାରଙ୍କ…

କଟକଣା ଭିତରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ସାମାଜିକ ଦୂରତା ସହ ସାମିଲ୍ ହେବେ ୩ ପ୍ଲାଟୁନ ପୋଲିସ ଫୋର୍ସ…

ଭୁବନେଶ୍ବର: ଶନିବାର ଦେଶ ପାଳିବ ସ୍ୱାଧିନତା ଦିବସ । କଟକଣା ମଧ୍ୟରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ଏ ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବହୁ ନିଷ୍ପତ୍ତି ପଦକ୍ଷେପ ନିଆଯାଇଛି । ସକାଳ ୯ଟାରେ ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଏଥିସହ…

ଜାଣନ୍ତୁ ଅଗଷ୍ଟ ୧୫ ତାରିଖ ସହ ଜଡିତ କିଛି ଅଜଣା କଥା ବିଷୟରେ

ଭାରତ ସ୍ୱାଧୀନତା ହାସଲ କରିବାକୁ ୭୩ ବର୍ଷ ପୁରିଛି । ଆଗକୁ ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏହି ସ୍ମରଣୀୟ ଦିବସକୁ ସାତ ଦଶନ୍ଧି ବିତି ଯାଇଥିଲେ ବି ଏଯାବତ ଅନେକେ ସେହି ଦିନ ସହିତ ଜଡିତ ଥିବା କିଛି ସ୍ମରଣୀୟ ସ୍ମୃତି ସବୁକୁ ସାଉଁଟି ପାରିନାହାନ୍ତି । ତେବେ ଆସନ୍ତୁ…

କାହିଁକି ଅଗଷ୍ଟ ୧୫ ତାରିଖରେ ହିଁ ଭାରତ ଲାଭ କରିଥିଲା ସ୍ୱାଧୀନତା, ଜାଣନ୍ତୁ ଏହା ପଛର କାରଣ ବିଷୟରେ

ପ୍ରତିବର୍ଷ ଅଗଷ୍ଟ ମାସ ୧୫ ତାରିଖରେ ଭାରତ ବର୍ଷ ନିଜ ସ୍ୱାଧୀନତା ଦିବସ ପାଳନ କରିଥାଏ । କାରଣ ଠିକ ୭୩ ବର୍ଷ ତଳେ ଏହି ଦିନ ହିଁ ଇଂରେଜ ଶାସନ ହାତରୁ ଭାରତ ସ୍ୱାଧୀନ ହୋଇଥିଲା । ଫେରି ପାଇଥିଲା ନିଜ ପରିଚୟ । ଏହି କାରଣରୁ ହିଁ ପ୍ରତିଟି ଭାରତୀୟଙ୍କ ପାଇଁ ଏହି ଦିନର ବିଶେଷତା କିଛିଟା ଭିନ୍ନ…

ଅଗଷ୍ଟ ୧୫ ପାଇଁ ଗାଇଡଲାଇନ, ପତାକା ଉତ୍ତଳନରେ ଭିଡ ନକରିବାକୁ ନିର୍ଦ୍ଦେଶ, ଡାକ୍ତର, ନର୍ସ ଓ ସଫେଇ କର୍ମଚାରୀଙ୍କୁ…

କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷ ନିରଡ଼ାମ୍ବର ଭାବେ ପାଳିତ ହେବ ସ୍ୱାଧୀନତା ଦିବସ। କରୋନା ସଂକ୍ରମଣକୁ  ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ରାଜ୍ୟଗୁଡିକରେ ମୁଖ୍ୟମନ୍ତ୍ରୀମାନେ ପତାକା…