Browsing Tag

independence day

ପାକିସ୍ତାନରେ ଉଡ଼ିଲା ‘ତ୍ରିରଙ୍ଗା’, ଏମିତି ପାଳନ କଲେ ଭାରତର ସ୍ୱାଧୀନତା ଦିବସ

ଭାରତର ୭୩ତମ ସ୍ୱାଧୀନତା ଦିବସ କେବଳ ଦେଶରେ ହିଁ ନୁହେଁ, ବିଶ୍ୱର କୋଣ ଅନୁକୋଣରେ ପାଳନ କରାଯାଉଛି। ଯେଉଁଠି ଯେଉଁଠି ଭାରତୀୟମାନେ ରହିଛନ୍ତି, ସେଠାରେ ସ୍ୱାଧୀନତା ଦିବସର ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହେଉଛି। ଏହି କ୍ରମରେ ପାକିସ୍ତାନରେ ମଧ୍ୟ ଭାରତର ତ୍ରିରଙ୍ଗା ଉଡ଼ିଛି। ପାକିସ୍ତାନର…

ଧାରା ୩୭୦ ଉଚ୍ଛେଦ ହେବା ପରେ ନୂଆ କଶ୍ମୀରରେ ପାଳନ ହେଉଛି ପ୍ରଥମ ସ୍ୱାଧୀନତା ଦିବସ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଜି ପ୍ରଥମ ସ୍ୱାଧୀନତା ଦିବସ ପାଳନ ହୋଇଛି। ୭୩ତମ ସ୍ୱାଧୀନତା ଦିବସକୁ କଶ୍ମୀରବାସୀ ବେଶ ଆନନ୍ଦର ସହିତ ପାଳନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଶେର-ଇ-କଶ୍ମୀର ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଥିଲେ। ପତାକା…

ଦେଶ ପାଳୁଛି ୭୩ତମ ସ୍ୱାଧୀନତା ଦିବସ, ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(କେନ୍ୟୁଜ୍): ଦେଶ ପାଳୁଛି ୭୩ତମ ସ୍ୱାଧୀନତା ଦିବସ। ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ମିଳିତ ପରେଡରେ ଅଭିବାବଦନ ଗ୍ରହଣ କରିଛନ୍ତି। ତାପୂର୍ବରୁ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଭୁବନେଶ୍ୱରରେ ପାଳିତ ହେଉଛି ୭୩ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ପାଳିତ ହେଉଛି ୭୩ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଟି ଟ୍ରୁଫ୍‌ ଟେରିଟୋରିଆଲ…

ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ, ଜାଣିଛନ୍ତି କି ‘ଭାରତୀୟ ପତାକା ସଂହିତା, ୨୦୦୨’ରେ କ’ଣ ରହିଛି ବର୍ଣ୍ଣିତ

ଭାରତର ଜାତୀୟ ପତାକା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୌରବ ଓ ସମ୍ମାନର ପ୍ରତୀକ। ଯେତେବେଳେ କୌଣସି ଭାରତୀୟ ଏହି ଜାତୀୟ ପତାକାକୁ ଗର୍ବର ସହ ଉଡ଼ାଇଥାଏ, ସେତେବେଳେ ତା’ ଚେହେରାରେ ଆସିଥାଏ ଏକ ଭିନ୍ନ ଚମକ। ଜାତୀୟ ପତାକା ପାଇଁ ସଭିଁଙ୍କ ମନରେ ଥାଏ ପ୍ରେମ, ଆଦର ଆଉ ନିଷ୍ଠା। ଚଳିତବର୍ଷ ଦେଶ…

ଆଉ ଦିନକ ପରେ ସ୍ୱାଧୀନତା ଦିବସ, ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର(କେନ୍ୟୁଜ୍):  ଆଉ ଦିନକ ପରେ ସ୍ୱାଧୀନତା ଦିବସ। ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି। ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ୍‌ ପୋଲିସ । ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ପୋଲିସ ଡିଜି। ଏହାସହ ପୋଲିସ…

ଆଉ ପାଞ୍ଚ ଦିନ ପରେ ସ୍ୱାଧୀନତା ଦିବସ, ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି

କେନ୍ୟୁଜ୍: ଆଉ ପାଞ୍ଚ ଦିନ ପରେ ସ୍ୱାଧୀନତା ଦିବସ। ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି। ଚଳିତବର୍ଷ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ହେବ ସ୍ୱାଧୀନତା ଉତ୍ସବ। ସେଠାରେ ଏବେ ପ୍ରସ୍ତୁତି ଚାଲିଲାଣି। ଚଳିତ ବର୍ଷ ମୁଭିଂ ପରେଡ ହେବନାହିଁ କେବଳ…

ଇଂଲଣ୍ଡରେ ଟିମ୍ ଇଣ୍ଡିଆ ପାଳିଲା ସ୍ୱାଧୀନତା ଦିବସ

ଲଣ୍ଡନ : ଇଂଲଣ୍ଡ ଗସ୍ତରେ ଥବା ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ସେଠାରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛି । ତାଜ୍ ଲଣ୍ଡନ୍ ଠାରେ ଟିମ୍ ଇଣ୍ଡିଆ ଖେଳାଳିମାନେ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିଥିଲେ । ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ । ଏହି…

ସ୍ବାଧୀନତା ଦିବସରେ ନାଗପଞ୍ଚମୀ : ତ୍ରିରଙ୍ଗା ଉଡାଇବା ବେଳେ ବାହରିଲା ସାପ

ସାରାଦେଶ ପାଳନ କରୁଛି ସ୍ବାଧୀନତା ଦିବସ । କିନ୍ତୁ ଏହି ସମୟରେ ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବୈତୁଲର ଏକ ସ୍ଥାନୀୟ ଏକ ସ୍କୁଲରେ ପତାକା ଉତ୍ତୋଳନ ସମୟରେ ହଠାତ୍ ଏକ ସାପ ବାହାରିଆସିଥିଲା । କଳା ରଙ୍ଗର ଏହି ସାପଟି ତ୍ରିରଙ୍ଗା ଲାଗିଥିବା ପାଇପ ଉପରେ ଥିଲା । କିଛି ସମୟରେ…

ଦେଶ ସ୍ବାଧୀନ ହେବା ସମୟରେ କେଉଁଠି ଥିଲେ ମହାତ୍ମା ଗାନ୍ଧୀ ? କାହିଁକି ଜାତୀୟ ପତାକା ଉତ୍ତୋଳନ କରିନଥିଲେ ଜାତିର ପିତା

ଆଜିର ଦିନରେ ସ୍ବାଧୀନ ହୋଇଥିଲା ହୋଇଥିଲା ଭାରତ । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ କେତେ ଯେ ଭାରତୀୟ ନିଜ ଜୀବନକୁ ବଳି ଦେଇଛନ୍ତି କହିହେବ ନାହିଁ । ସେହି ମହାନ ବ୍ୟକ୍ତି ମାନଙ୍କ ପାଇଁ ଆଜି ଆମେ ନେଉଛେ ମୁକ୍ତି ଏବଂ ସ୍ବାଧୀନତାର ନିଶ୍ବାସ । ତେବେ ଦେଶକୁ ସ୍ବାଧୀନତାର ସ୍ବାଦ…

ଜଣେ ହିନ୍ଦୁ ଜଣେ ମୁସଲମାନ୍ ! କିଏ ସେହି ଦୁଇ ବ୍ୟକ୍ତି ଯିଏ କରିଥିଲେ ହିନ୍ଦୁସ୍ତାନ ଓ ପାକିସ୍ତାନ ମଧ୍ୟରେ ସମ୍ପତ୍ତି…

ଭାରତ ସ୍ୱାଧୀନତା ପାଇବାର ୭୧ ବର୍ଷ ପୁରା ହେଉଛି । ଏହି ସମୟ ଭିତରେ ଦେଶ ଅନେକ ଉତ୍ଥାନ ପତନର ସାମ୍ନା କରିଛି । ରାଜନୀତି, ଅର୍ଥନୀତି କ୍ଷେତ୍ରରେ ଦେଶ ଆଗକୁ ଯାଇଛି । ଆଜି ସାରା ବିଶ୍ୱରେ ଅନ୍ୟ ଦେଶମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆହୋଇପାରୁଛି ଆମ ଦେଶ । ଲମ୍ବା ସଂଘର୍ଷ ପରେ ଇଂରେଜଙ୍କ…

୧୪ ଅଗଷ୍ଟ ରାତି ୧୨ଟା ପରେ ଦେଶରେ ହେବାକୁ ଯାଉଛି ଏହି ୫ଟି ପରିବର୍ତ୍ତନ

୭୨ତମ ସ୍ବାଧିନତା ଦିବସରେ ସାଧାରଣ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ତାଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ରହିଛି। ଏହା ମଧ୍ୟରେ ସବୁଠୁ ମହତ୍ତ୍ବପୂର୍ଣ୍ଣ ହେଉଛି ଟ୍ରେନ୍ ସମୟରେ ପରିବର୍ତ୍ତନ। ଯେଉଁ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବା ଆସିବା କରୁଛନ୍ତି ବା ଅଗଷ୍ଟ ୧୫…