Browsing Tag

indian army

Army Day 2021: ଭାରତୀୟ ସେନା ବିକଶିତ କଲା ଦୁନିଆର ପ୍ରଥମ ୟୁନିଭର୍ସାଲ ବୁଲେଟପ୍ରୁଫ୍‌ ଜ୍ୟାକେଟ ‘ଶକ୍ତି’

ଭାରତୀୟ ସେନା ଏକ ବଡ଼ ଉପଲବ୍ଧି ହାସଲ କରିଛି। ସେନାର ମେଜର ଅନୁପ ମିଶ୍ରା ଦୁନିଆର ପ୍ରଥମ ୟୁନିଭର୍ସାଲ ବୁଲେଟପ୍ରୁଫ ଜ୍ୟାକେଟ ବିକଶିତ କରିଛନ୍ତି। ଏହି ସ୍ୱଦେଶୀ ବୁଲେଟପ୍ରୁଫ ଜ୍ୟାକେଟକୁ ‘ଶକ୍ତି’ ନାଁ ଦିଆଯାଇଛି। ଏହାର ସବୁଠାରୁ ଖାସ୍‌ କଥା ହେଉଛି, ଏହାକୁ ମହିଳା ଏବଂ ପୁରୁଷ, ଉଭୟ…

ଏବେ ସେନା ଅକ୍ତିଆରରେ ଏହି ବଙ୍ଗଳା, ୧୪୪ ବର୍ଷ ପୂର୍ବେ ବ୍ରିଟିଶ ବ୍ୟାଙ୍କ ନିକଟରେ ପଡିଥିଲା ବନ୍ଧା

ଉତ୍ତରପ୍ରଦେଶ ଲଖନଉର ଛାଵନୀ ଠାରେ ପ୍ରତିରକ୍ଷା ମନ୍ତ୍ରାଳୟ ବିଭାଗ ଦ୍ୱାରା ୪.୮୮ ଏକର ସ୍ଥାନ ନିର୍ମିତ ହୋଇଥିବା ଏକ ବଙ୍ଗଳା ଭାରତୀୟ ସେନାକୁ ପାଖାପାଖି ୧୪୪ ବର୍ଷ ପରେ ପୁଣି ଥରେ ମିଳିଛି ।  କହିରଖିବା ଉଚିତ ହେବକି ଏହି ବଙ୍ଗଳା ଟିକୁ ଉନବିଂଶ ଶତାବ୍ଦୀରେ ବ୍ରିଟିଶ ପ୍ରବନ୍ଧନ ବ୍ୟାଙ୍କ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ…

କେନ୍ଯୁଜ୍: ଏଲଏସିରେ ଚୀନ୍‌ ସହ ସୀମା ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ ସରକାର ଅନୁମତି ଦେଇଛନ୍ତି । ପୂର୍ବରୁ ସେନା ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖୁଥିଲା…

ପାକିସ୍ତାନକୁ ଭାରତୀୟ ସେନାର କଡା ଜବାବ, ୩ ପାକ କମାଣ୍ଡର ସମେତ ୮ ନିହତ

କେନ୍ୟୁଜ ବ୍ୟୁରୋ : ଅଶାନ୍ତ ଏଲଓସି । ଭାରତ-ପାକିସ୍ତାନ ଗୁଳିମାଡ । ୪ ଭାରତୀୟ ଯବାନ ସହିଦ । ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ପାକ କମାଣ୍ଡାର ସମେତ ୮ ନିହତ । ୧୦ରୁ ୧୨ ଆହତ । ପାକିସ୍ତାନର ବଙ୍କର ଓ ଲଞ୍ଚପ୍ୟାଡକୁ ଧ୍ୱସ୍ତ କରିଛି ଭାରତୀୟ ସେନା । ଏ ହେଉଛି ଉଭୟ ସେନାର ଗୁଳି ଓ ମୋଟାର ମାଡ଼…

ପୁଣି ଭାତୃତ୍ଵର ପରିଚୟ ଦେଲେ ଭାରତୀୟ ସେନା, ପାକିସ୍ତାନ ସେନା ଅଧିକାରୀଙ୍କ କବରକୁ କଲେ ରକ୍ଷଣାବେକ୍ଷଣ

ବାରମ୍ବାର ମହାନତା ତଥା ମାନବିକତାର ପରିଚୟ ଦେଇଚାଲିଛି ଭାରତୀୟ ସେନା । ଶତ୍ରୁପକ୍ଷ ଯେତେ ହିଂସ୍ର ଆଚରଣ କରି ଆସୁଥିଲେ ମଧ୍ୟ ସେନା ପକ୍ଷରୁ କେବେ ମଧ୍ୟ ଅବମାନନା କରାଯାଇନାହିଁ । କିଛି ଦିନ ତଳେ କିଛି ଅସୁସ୍ଥ ଚୀନ ସୈନ୍ୟଙ୍କ ଆବଶ୍ୟକ ମୁତାବକ ଦେଖାରେଖା କରି ସେନାର କିଛି କର୍ମଚାରୀ…

ଚୀନ୍‌କୁ କଡା ଟକ୍କର ଦେବ ଭାରତୀୟ ସେନା, ଏମିତି ଚଳାଇଛି ଜୋରଦାର ପ୍ରସ୍ତୁତି

ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନା କହିଛି, ଶୀତଦିନେ ମଧ୍ୟ ସୀମାରେ ଯୁଦ୍ଧ ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ | ଯଦି ଚୀନ୍ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରେ, ତେବେ ଏହାକୁ ଉଚ୍ଚ ପ୍ରଶିକ୍ଷିତ, ଉନ୍ନତ ପ୍ରସ୍ତୁତ ଏବଂ…

ଭାରତୀୟ ସେନାରେ ରହିଛି ଏସବୁ ପଦପଦବୀ, ଯୋଗ ଦେବାକୁ ଚାହୁଁଥିଲେ ଜାଣନ୍ତୁ ଯୋଗ୍ୟତା ଓ ବୟସସୀମା

ଭାରତୀୟ ସେନାବାହିନୀରେ କାମ କରିବାକୁ ସବୁ ଯୁବପିଢ଼ିଙ୍କ ଇଚ୍ଛା ରହିଥାଏ। କାରଣ ଏହା କେବଳ ଏକ ଚାକିରି ନୁହେଁ ବରଂ ସମ୍ମାନ ଓ ଗୌରବର ବିଷୟ ମଧ୍ୟ। ସେନାରେ କାମ କରିବା ଦ୍ୱାରା ପ୍ରତିଷ୍ଠା, ଭଲ ଲାଇଫ୍‌ଷ୍ଟାଇଲ, ମୋଟା ଅଙ୍କର ଦରମା ଆଦି ସୁବିଧା ସହ ଦେଶ ସେବା କରିବାର ସୁଯୋଗ ମଧ୍ୟ ମିଳିଥାଏ।…

ଶତ୍ରୁ ଭାବି ଏଡାଇ ଦେଲେନି, ଚୀନର ତିନି ଯବାନଙ୍କ ଜୀବନ ରକ୍ଷା କଲେ ଭାରତୀୟ ସେନା

ଭାରତ ଓ ଚୀନ ସୀମା ମଧ୍ୟରେ ଦୀର୍ଘ ଦିନ ହେବ ବିବାଦୀୟ ସ୍ଥିତି ଲାଗି ରହିଛି । ଗୋଟେ ପଟେ ଡ୍ରାଗନ ସେନା ନିଜ ପ୍ରକୃତି ନଛାଡ଼ି ବାରମ୍ବାର ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଥିବା ବେଳେ କିନ୍ତୁ ଭାରତୀୟ ସେନା ନିଜ ମାନବିକତା ହରାଇ ନାହାନ୍ତି । ଏହାର ଏକ ସଦ୍ୟ ଉଦାହରଣ…

ବହୁତ ହେଇଗଲା ! ଏଣିକି ମଡର୍ଣ୍ଣ ଟେକନିକରେ ଯୁଦ୍ଧ କରିବେ ଭାରତୀୟ ସେନା

ସୀମାରେ ଚିନ ପକ୍ଷର ଦୁର୍ଦ୍ଦାନ୍ତ ଓ ପାକିସ୍ତାନ ପକ୍ଷର ବାରମ୍ବାର ଅସ୍ତ୍ରବିରତିକୁ ଲକ୍ଷ କରି ଭାରତୀୟ ସେନା ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ଏବେ ଭାରତୀୟ ସେନା ଉନ୍ନତ ମାନର ଟେକନିକ ବ୍ୟବହାର କରିବା ନେଇ ସ୍ଥିର କରିଛନ୍ତି । ଡ୍ରାଗନ ସେନାକୁ…

ପିଓକେରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନର କଡା ଜବାବ ଦେଲେ ଭାରତୀୟ ସେନା

ଭାରତୀୟ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେଲିଂଗକୁ ମୁହଁତୋଡ ଜବାବ ଦିଆଯାଇଛି । ଶୁକ୍ରବାର ଶତ୍ରୁ ପକ୍ଷରୁ ତଂଗଧାର ସେକ୍ଟର ଠାରେ ଅସ୍ତ୍ର ବିରତି କରାଯାଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡା ଜବାବ ଦିଆଯାଇଛି । ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ…

ଆଉ କରି ହେବନି ଭାରତୀୟ ସେନା ଉପରେ ଫିଲ୍ମ, ନିର୍ମାତାଙ୍କୁ ନେବାକୁ ପଡ଼ିବ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି

ଭାରତୀୟ ସେନା ଉପରେ ଫିଲ୍ମ, ୱେବ‌୍‌ସିରିଜ୍‌ ଓ ସିରିୟଲ ତିଆରି କରିବା ଏବେ ନିର୍ମାଣକାରୀଙ୍କ ପାଇଁ କଷ୍ଟକର ବ୍ୟାପାର ସାବ୍ୟସ୍ତ ହୋଇପାରେ। ପ୍ରତିରକ୍ଷା ବିଭାଗ ଏନେଇ ନୂଆ ଘୋଷଣା କରିଛି। ସୂଚନା ମୁତାବକ ସେନା ବାହିନୀ ଉପରେ ଫିଲ୍ମ କରିବା ପୂର୍ବରୁ ଫିଲ୍ମ ନିର୍ମାତାଙ୍କୁ ପ୍ରଥମେ…

ଜୁଲାଇ ୨୯ରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ: ଭାରତୀୟ ବାୟୁ ସେନା ପାଇଁ ଏହି ଏୟାରକ୍ରାଫ୍‌ଟ ହେବ ଗେମ୍…

ନୂଆଦିଲ୍ଲୀ: ଦୁଇ ଦିନ ପରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ । ଜୁଲାଇ ୨୯ରେ ପ୍ରଥମ ପର୍ଯ୍ୟାୟରେ ଆମ୍ବାଲା ଏୟାରଫୋର୍ସ ଷ୍ଟେସନ୍‌ରେ ଅବତରଣ କରିବ ୫ଟି ରାଫେଲ । ଭାରତୀୟ ବାୟୁ ସେନା ପାଇଁ ଏହି କ୍ଷେପଣାସ୍ତ୍ରବାହୀ ଏୟାରକ୍ରାଫ୍‌ଟ ଗେମ ଚେଞ୍ଜର ହେବ ବୋଲି କୁହାଯାଉଛି । ଚୀନ ସହ…