Browsing Tag

indian army

ଜୁଲାଇ ୨୯ରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ: ଭାରତୀୟ ବାୟୁ ସେନା ପାଇଁ ଏହି ଏୟାରକ୍ରାଫ୍‌ଟ ହେବ ଗେମ୍…

ନୂଆଦିଲ୍ଲୀ: ଦୁଇ ଦିନ ପରେ ଭାରତରେ ପହଞ୍ଚିବ ଲଢୁଆ ଯୁଦ୍ଧ ବିମାନ ରାଫେଲ । ଜୁଲାଇ ୨୯ରେ ପ୍ରଥମ ପର୍ଯ୍ୟାୟରେ ଆମ୍ବାଲା ଏୟାରଫୋର୍ସ ଷ୍ଟେସନ୍‌ରେ ଅବତରଣ କରିବ ୫ଟି ରାଫେଲ । ଭାରତୀୟ ବାୟୁ ସେନା ପାଇଁ ଏହି କ୍ଷେପଣାସ୍ତ୍ରବାହୀ ଏୟାରକ୍ରାଫ୍‌ଟ ଗେମ ଚେଞ୍ଜର ହେବ ବୋଲି କୁହାଯାଉଛି । ଚୀନ ସହ…

ଜମ୍ମୁକଶ୍ମୀର ସୋପିୟାନ୍‌ରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସୋପିୟାନ୍‌ରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ । କଶ୍ମୀର ଘାଟିରେ ଗତ ୨୪ ଘଣ୍ଟାରେ ଏହା ହେଉଛି ଦ୍ୱିତୀୟ ଗୁଳିବିନିମୟ । ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଘାଟିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଆଉ କିଛି ଆତଙ୍କବାଦୀ…

ସେନାବାହିନୀର ସମସ୍ତ ଯବାନଙ୍କୁ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ସମେତ ୮୯ଟି ଆପ୍‌ ଡିଲିଟ୍‌ କରିବାକୁ କଡ଼ା ନିର୍ଦ୍ଦେଶ

ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ୮୯ଟି ଆପ୍‌ ଡିଲିଟ୍‌ କରିବାକୁ ବିଭାଗ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ଆପ୍‌ଗୁଡ଼ିକ ମଧ୍ୟରେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ ମିଡିଆ ଆପ୍‌ ରହିଛି। ଜୁଲାଇ ୧୫ ସୁଦ୍ଧା ସମସ୍ତ ସେନାବାହିନୀର ସଦସ୍ୟ…

ନିଜ ମୋବାଇଲରୁ ୮୯ଟି ଆପ୍‌ ହଟାଇବେ ଆର୍ମୀ ଯବାନ, ଆସନ୍ତା ଜୁଲାଇ ୧୫ ସୁଦ୍ଧା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଜ ମୋବାଇଲରୁ ୮୯ଟି ଆପ୍‌ ହଟାଇବେ ଆର୍ମୀ ଯବାନ । ଆର୍ମୀର ୧୩ ଲକ୍ଷ ଯବାନ ଓ ଅଧିକାରୀଙ୍କୁ ୮୯ଟି ଆପ୍‌ ସହ ଫେସବୁକ୍‌ ଓ ଇନଷ୍ଟାଗ୍ରାମ ଅନ୍‌ଇନଷ୍ଟଲ କରିବାକୁ କୁହାଯାଇଛି । ଆସନ୍ତା ଜୁଲାଇ ୧୫ ସୁଦ୍ଧା ଅନଇନ୍‌ଷ୍ଟଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍‌ ଇନଷ୍ଟଲ କରିବାକୁ…

ପୂର୍ବ ଲଦାଖରେ ନିଜର ସ୍ଥିତି ସୁଦୃଢ କରିବାରେ ଲାଗିଛି ଭାରତୀୟ ସେନା, ପ୍ରତି ସପ୍ତାହରେ ଆଲୋଚନା କରିବାକୁ ଉଭୟ ଦେଶ…

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ନିଜର ସ୍ଥିତି ସୁଦୃଢ କରିବାକୁ ଲାଗିଛି ଭାରତୀୟ ସେନା। ଚୀନ୍‌ ସେନା ମୁତୟନ କରୁଥିବାରୁ ଭାରତ ମଧ୍ୟ ନିଜର ସୈନ୍ୟ ସଂଖ୍ଯା ବୃଦ୍ଧି କରୁଛି । ସୀମାରେ ଶାନ୍ତ ବଜାୟ ରଖିବା ପାଇଁ ଦୁଇ ଦେଶ ଆଲୋଚନା କରିବାକୁ ଚାହୁଁଛନ୍ତି । ଓ୍ଵାର୍କିଂ ମେକାନିଜିମ୍‌ ଫର…

ଲଦାଖ ଠାରେ ଭାରତ ପକ୍ଷରୁ ଆରମ୍ଭ ହୋଇଛି ଯୁଦ୍ଧ ଅଭ୍ୟାସ, ଆକାଶରେ ଉଡୁଛି ଲଢୁଆ ବିମାନ

ଚୀନ ସେନାଙ୍କ ସହ ଗତ ଜୁନ ୧୫ ତାରିଖରେ ଘମାଘୋଟ ସଂଘର୍ଷ ଘଟଣା ପରେ ଭାରତ ଓ ଚୀନ ମଧ୍ୟରେ ଏକ ପ୍ରକାର ତିକ୍ତତାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି । ଚୀନ ପକ୍ଷ ସୀମାବର୍ତ୍ତୀ ଅଂଚଳ ଗୁଡିକରେ ନିଜ ପକ୍ଷର ସୈନ୍ୟସଂଖ୍ୟା ବଢ଼ାଇ ଦେଇଛନ୍ତି । ଏହା ସହ ଭାରତ ସହ ଯୁଦ୍ଧ କରିବା ପାଇଁ ସମର ସଜ୍ଜା…

ଭାରତୀୟ ସେନାର ୧୦ଟି ସ୍ଲୋଗାନ୍‌, ଯାହା ପ୍ରତ୍ୟେକ ଦେଶବାସୀ ମନେ ରଖିବା ଉଚିତ

କିଛି ଦିନ ତଳେ ଭାରତ ସୀମା ଲଦାଖ ଠାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହେଲା ହାତାହାତି ଯୁଦ୍ଧ । ଏଥିରେ ଆମ ଦେଶର ୨୦ ଜଣ ଯବାନ୍ ସହିଦ ହୋଇଗଲେ । ଯଦିଓ କୁହାଯାଉଛି ଆମ ଯବାନ୍‌ମାନେ ଚୀନ୍‌ର ୪୦ରୁ ଊର୍ଦ୍ଧ୍ୱ ଯବାନ୍‌ଙ୍କୁ ମାରି ପ୍ରତିଶୋଧ ମଧ୍ୟ ନେଇଥିଲେ । ତେବେ ଏଠି ସେ କଥା ନୁହେଁ ପ୍ରସଙ୍ଗ…

ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିବା ପ୍ରାର୍ଥୀ ବି କରିପାରିବେ ଆବେଦନ

ଦେଶମାତୃକାର ସୁରକ୍ଷା କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସିଖବର। ଭାରତୀୟ ସେନାରେ ବମ୍ପର ଚାକିରିର ସୁଯୋଗ। ଏଥିପାଇଁ ସେନାବାହିନୀ ତରଫରୁ ଏକ ର‍୍ୟାଲି ଆୟୋଜିତ ହେବାକୁ ଯାଉଛି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହି ର‍୍ୟାଲି ଆୟୋଜିତ ହେବ। ଏହି ର‍୍ୟାଲି ହରିୟାଣାର ହିସାର, ପଟିୟାଲା ଓ…

କରୋନା ଚ୍ୟାଲେଞ୍ଜକୁ ମାତ୍ ଦେଲେ ଭାରତୀୟ ସେନା, ବରଫ କାଟି ଲଦାଖକୁ ଭାରତ ସହ ଯୋଡ଼ିଲେ

କରୋନା ଭାଇରସ ଯୋଗୁ ଏବେ ସାରା ଦେଶ ଲକଡାଉନ ଅଛି। କିନ୍ତୁ ଏଭଳି ସ୍ଥିତିରେ ମଧ୍ୟ ଭାରତୀୟ ଯବାନ ଦେଶର ରକ୍ଷା କବଚ ସାଜି ସୁରକ୍ଷା ଯୋଗାଉଛନ୍ତି। ଦିନ ରାତି ପରିଶ୍ରମ କରି ସେନାବାହିନୀର ଯବାନମାନେ ଶ୍ରୀନଗରରୁ ଲେହକୁ ସଂଯୋଗ କରୁଥିବା ୪୨୫ କିଲୋମିଟର ରାସ୍ତାକୁ ଖୋଲିଛନ୍ତି। ସୂଚନାଯୋଗ୍ୟ ଯେ…

ନମସ୍ତେ ଅଭିଯାନ ଆରମ୍ଭ କଲା ଭାରତୀୟ ସେନା, ଏହିଭଳି କରିବେ ଲୋକଙ୍କୁ ସାହାଯ୍ୟ

କରୋନା ଭାଇରସ ବିରୋଧରେ ଭାରତୀୟ ସେନା ନମସ୍ତେ ଅଭିଯାନ ଆରମ୍ଭ କରିଛି । ଏ ନେଇ ଘୋଷଣା କରିବାକୁ ଯାଇ ଆର୍ମି ମୁଖ୍ୟ ଏମ ଏମ ନରବନେ କହିଛନ୍ତି, ପୂର୍ବରୁ ଅନେକ ଅଭିଯାନକୁ ଆର୍ମି ସଫଳତା ପୂର୍ବକ ସମ୍ପନ୍ନ କରିଛି । ଏବେ ଏହି ଅଭିଯାନକୁ ମଧ୍ୟ ସଫଳତା ପୂର୍ବକ ଶେଷ କରିବ । Army has…

କରୋନା ସହ ଲଢ଼େଇ: ଭାରତୀୟ ଯବାନ ତିଆରି କଲେ ହ୍ୟାଣ୍ଡ ଫ୍ରି ସାନିଟାଇଜିଙ୍ଗ ମେସିନ, ବିନା ସ୍ପର୍ଶରେ ହାତ ଧୋଇବା ହେଲା…

କରୋନା ଭାଇରସର ଗମ୍ଭୀର ପରିସ୍ଥିତି ଭିତରେ ଭାରତୀୟ ସେନାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିରେ ଏକ ମେସିନ ବିଷୟରେ କୁହାଯାଉଛି, ଯାହାକି ହାତର ସ୍ପର୍ଶ ବିନା ପାଣି ଏବଂ ସାନିଟାଇଜର ଉପଲବ୍ଧ କରାଉଛି । ଏହାକୁ ଗୋଡ଼ରେ ଅପରେଟ କରାଯାଇଥାଏ । ଏହା ସାହାଯ୍ୟରେ ବ୍ୟକ୍ତି ନିଜ…