Browsing Tag

indian railway

ନିର୍ଦ୍ଧାରିତ ସମୟରେ ଗଡ଼ିବ ଟ୍ରେନ, ନ ହେଲେ ଗଣିବେ ମୋଟା ଅଙ୍କର ଫାଇନ

ଦେଶରେ ବେସରକାରୀ ଟ୍ରେନ ଚଳାଚଳ ଆରମ୍ଭ ନେଇ ଯୋଜନା ହେଉଥିବା ନୂଆ ବିଜିନେସ ମଡେଲକୁ ନେଇ ଭାରତୀୟ ରେଳ ବିଭାଗ କିଛି କଟକଣା ଜାରି କରିଛନ୍ତି । ଭାରତୀୟ ରେଳ ବିଭାଗଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ ଯଦି ନିର୍ଦ୍ଧରିତ ସମୟ ପୂର୍ବରୁ ବା ପରେ ଚାଲେ ତେବେ ବେସରକାରୀ…

ବିନା ପରୀକ୍ଷାରେ ରେଳ ବିଭାଗରେ ଚାକିରି ସୁଯୋଗ, ଦଶମ ପାସ୍‌ ପିଲା ବି କରିପାରିବେ ଆବେଦନ

ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ରେଲୱେରେ ଏବେ ବିନା ପରୀକ୍ଷାରେ ଦିଆଯାଉଛି ନିଯୁକ୍ତି। କରୋନା ଯୋଗୁ ରେଳ ବିଭାଗ ସମସ୍ତ ନିଯୁକ୍ତି ବିନା ପରୀକ୍ଷାରେ କରିବାକୁ ନିଷ୍ପତ୍ତି ନେଇଛି। ସୂଚନା ମୁତାବକ ଦକ୍ଷିଣ-ପୂର୍ବ ସେଣ୍ଟ୍ରାଲ ରେଲୱେ ବିଳାସପୁର ଟ୍ରେଡ…

ରେଲୱେ ଟିକେଟିଂ ସିଷ୍ଟମରେ ହେବ ବଡ ପରିବର୍ତ୍ତନ, ଜାରି ହେବ କ୍ୟୁଆର କୋଡ୍‌ ଥିବା ଟିକେଟ

ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଟିକେଟିଂ ବ୍ୟବସ୍ଥାରେ ଏକ ବଡ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ରେଳବାଇ ଆରକ୍ଷଣ ପ୍ରଣାଳୀରେ ସବୁକିଛି ପରିବର୍ତ୍ତନ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ ଆଧାରିତ ସିଷ୍ଟମ ପ୍ରସ୍ତୁତ କରାଯାଉଛି। କରୋନା କାଳରେ ବିନା ଛୁଇଁ ଟିକେଟ ଚେକିଂ ନ…

ରେଳ ବିଭାଗରେ ଚାକିରିକୁ ନେଇ ରେଲୱେ ବୋର୍ଡର ସଫେଇ, ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

କରୋନା ଓ ଲକ୍‌ଡାଉନ୍‌ ଯୋଗୁ ରେଳ ବିଭାଗରେ ଆଉ ନିଯୁକ୍ତି ହେବ ନାହିଁ ବୋଲି ଘୋଷଣା ହେବା ପରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଛି। ରେଳ ବିଭାଗର ଏଭଳି ନିଷ୍ପତ୍ତିକୁ ପ୍ରାର୍ଥୀଙ୍କ ସମେତ ସାଧାରଣ ଲୋକ ବି ବିରୋଧ କରିଛନ୍ତି। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ବିଭାଗ ଥରେ ପ୍ରାର୍ଥୀଙ୍କ ଭବିଷ୍ୟତ କଥା…

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର, କନ୍‌ଫର୍ମ ଟିକେଟ ନ ମିଳିଲେ ମଧ୍ୟ ଏମିତି କରି ପାରିବେ ବୁକିଙ୍ଗ୍‌

ନୂଆଦିଲ୍ଲୀ : ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଯଦି ଆପଣ କନ୍‌ଫର୍ମ ଟିକେଟ ପାଇ ପାରୁ ନାହାଁନ୍ତି ତେବେ ଭୟ କରିବାର ନାହିଁ । ଆପଣ ମଧ୍ୟ ତତ୍କାଳ ଟିକେଟ୍‌ ବୁକିଂ କରିପାରିବେ । ସୋମବାର ଠାରୁ ଟିକେଟ୍‌ ବୁକିଂ ଆରମ୍ଭ ହୋଇ ଯାଇଛି । ତେବେ ଟିକେଟ୍‌ ବୁକିଂ…

ଆନାକୋଣ୍ଡା ଷ୍ଟାଇଲର ଟ୍ରେନ୍‌ ତିଆରି କରି ଇତିହାସ ରଚିଲା ରେଲୱେ, ଦେଖନ୍ତୁ ଭିଡିଓ

ନୂଆ ଇତିହାସ ରଚିଛି ଭାରତୀୟ ରେଳବିଭାଗ। ଦକ୍ଷିଣ-ପୂର୍ବ ମଧ୍ୟ ରେଲୱେ(SECR) ତିନିଟି ଟ୍ରେନ୍‌କୁ ଯୋଡ଼ି ଆନାକୋଣ୍ଡା ଭଳି ବନାଇ ଚଲାଇ ଇତିହାସ ସୃଷ୍ଟି କରିଛି। ଏହି ଟ୍ରେନ୍‌ ଉପରେ ୧୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଓଜନର ଚାପ ରହିଥିଲା। ଟ୍ରେନ୍‌ଟି ବିଳାସପୁର ଓ ଚକ୍ରଧରପୁର ଡିଭିଜନ୍‌ ମଧ୍ୟରେ…

ଏବେ ରେଲୱେ ଷ୍ଟେସନରେ ଟିଟିଇ ନୁହେଁ ଏମିତି ହେବ ଟିକେଟ ଚେକିଂ, ଜଣାପଡିଯିବ ଟିକେଟ କନଫର୍ମ କି ନାହିଁ

ଖୁବଶୀଘ୍ର ରେଳ ବିଭାଗ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି। ରେଳକର୍ମୀ ଅର୍ଥାତ୍‌ ଟିଟିଇ ଏବେ ନ ଛୁଇଁ କରିପାରିବେ ଟିକେଟ ଚେକିଂ। ଯାହା ବିନା ଛୁଇଁ ଯାଞ୍ଚ ହୋଇଯିବ। ଏଥିପାଇଁ ଷ୍ଟେସନରେ ସିସି ଟିଭି କ୍ୟାମେରା ଲାଗିବାକୁ ଯାଉଛି। କ୍ୟାମେରା ସାମ୍ନାକୁ ଟିକେଟ ଆଣିବା ମାତ୍ରେ ଟିକେଟ…

ଭାରତୀୟ ରେଳବାଇ ଆଣୁଛି ବଡ ପରିବର୍ତ୍ତନ, ଏବେ ଟିଟିଇ ନୁହେଁ ଆରପିଏଫ୍‌ କରିବେ ଟିକେଟ ଚେକିଂ

କରୋନା ସମୟରେ ଭାରତୀୟ ରେଳବାଇ ନିଜକୁ ସଜାଡିବାକୁ ଚେଷ୍ଟା କରୁଛି। ନିଜକୁ ଆଧୁନିକ କରିବା ପାଇଁ ପ୍ରସ୍ତୁତ ଚଳାଇଛି। ତେଣୁକରି ଅନେକ ପରିବର୍ତ୍ତନ ଆଣିଛି। ଆପଣ ଟ୍ରେନରେ ଯାତ୍ରା କରିବା ବେଳେ କିମ୍ବା ଷ୍ଟେସନରେ ଥିବା ବେଳେ ଟିଟିଇ ଟିକେଟ ଚେକିଂ କରିଥାନ୍ତି। କିନ୍ତୁ ଏବେ ଆଉ ଟିଟିଇ ଟିକେଟ…

ଆସନ୍ତାକାଲିଠୁ ଚାଲିବ ୨୦୦ ଟ୍ରେନ, ଜାଣି ରଖନ୍ତୁ ଯାତାୟତ କରିବା ପାଇଁ କ’ଣ ରହିଛି ନୂଆ ନିୟମ

ଭାରତୀୟ ରେଳବାଇ ଆସନ୍ତାକାଲିଠୁ ୨୦୦ ଟ୍ରେନ ଗଡାଇବାର ନିଷ୍ପତ୍ତି ନେଇଛି। ଜୁନ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ସେବାରେ ରାଜଧାନୀ ସ୍ପେଶାଲ ଟ୍ରେନ, ଶ୍ରମିକ ସ୍ପେଶାଲ ଟ୍ରେନ ରହିଛି। ଦୁଇମାସର ଲକଡାଉନ ପରେ ଏହି ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଭାରତୀୟ ଇତିହାରେ ରେଲେଓ୍ଵ…

ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ : ଜୁନ ୧ ତାରିଖରୁ ଚାଲିବାକୁ ଥିବା ଟ୍ରେନ ଏହି ଷ୍ଟେସନରେ ରହିବ

ଜୁନ୍‌ ୧ ତାରିଖରୁ ଭାରତୀୟ ରେଲେଓ୍ଵ ପକ୍ଷରୁ ୨୦୦ରୁ ଅଧିକ ଟ୍ରେନରୁ ଚାଲିବାକୁ ଯାଉଛି। ଏବେ ଏହି ସବୁ ଟ୍ରେନ କେଉଁ କେଉଁ ଷ୍ଟେସନରେ ଅଟକିବ ତାହାର ସବିଶେଷ ବିବରଣୀ ରେଳବାଇ ପକ୍ଷରୁ ଜାରି କରାଯାଇଛି। ରେଳବାଇ ପକ୍ଷରୁ ସ୍ପେଶାଲ ଟ୍ରେନର ସମସ୍ତ ବିବରଣୀ ଟିକେଟ ରିଜରଭେସନ କରାଇବା ପୂର୍ବରୁ…

ଏ ହେଉଛି ଭାରତର ସବୁଠାରୁ ଧିମା ଚାଲୁଥିବା ଟ୍ରେନ, ସ୍ପୀଡ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

ଭାରତୀୟ ରେଲୱେ ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼ ରେଳ ନେଟୱାର୍କ। ଭାରତରେ ପାଖାପାଖି 2.5 କୋଟି ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରିଥାନ୍ତି। ଏହି ସଂଖ୍ୟା ୟୁରୋପର କେତେକ ଦେଶର ମୂଳ ଜନସଂଖ୍ୟାଠାରୁ ଅଧିକ। କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ଏମିତି ଏକ ଟ୍ରେନ ବିଷୟରେ କହିବୁ, ଯାହାର ସ୍ପୀଡ…

ମେ’ ୨୦ ପର୍ଯ୍ୟନ୍ତ ସିଡ୍ୟୁଲ୍‌ ଜାରି କଲା ରେଳ ବିଭାଗ, ଦେଖନ୍ତୁ କେଉଁ କେଉଁ ଷ୍ଟେସନ୍‌ରେ ଅଟକିବ ଟ୍ରେନ୍‌

ଦୀର୍ଘଦିନ ପରେ ଭାରତୀୟ ରେଳ ପୁଣି ଥରେ ସେବା ଆରମ୍ଭ କରିଛି। ମେ ୧୨ରୁ ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରୁ ଦେଶର ବିଭିନ୍ନ ସ୍ଥାନକୁ ୧୫ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ରେଲେଓ୍ଵ ସ୍ପେଶାଲ ଗାଡ଼ିଗୁଡ଼ିକର ମେ ୨୦ ପର୍ଯ୍ୟନ୍ତ ସିଡ୍ୟୁଲ ଜାରି କରିଛି। ଏହି…