Browsing Tag

indian railways

ଏବେ ଫଟାଫଟ୍‌ ବୁକ୍‌ ହୋଇଯିବ ତତ୍କାଳ ଟ୍ରେନ୍‌ ଟିକେଟ୍‌! ରଦ୍ଦୀକରଣ ଉପରେ ମିଳିବ ତୁରନ୍ତ ରିଫଣ୍ଡ; ଜାଣନ୍ତୁ IRCTCର…

ଟ୍ରେନ୍‌ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଟ୍ରେନ୍‌ର ଟିକେଟ୍‌ କ୍ୟାନ୍ସଲ ହୋଇଗଲେ କିମ୍ବା କୌଣସି କାରଣବଶତଃ ଯଦି କ୍ୟାନ୍ସଲ କରିବାକୁ ହୁଏ, ତା’ହେଲେ ରିଫଣ୍ଡ ପାଇଁ ପୂର୍ବରୁ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏମିତି ଆଉ ହେବ ନାହିଁ। ବର୍ତ୍ତମାନ…

ଏବେ ଆପଣ ହିନ୍ଦୀରେ ବି ଟ୍ରେନ୍‌ ଟିକେଟ୍‌ ବୁକ୍‌ କରି ପାରିବେ, ଜାଣନ୍ତୁ ପୂରା ପ୍ରକ୍ରିୟା

ଏବେ ଆପଣ କେବଳ ଇଂଲିଶରେ ନୁହେଁ, ହିନ୍ଦୀରେ ମଧ୍ୟ ନିଜ ଟ୍ରେନ୍‌ ଟିକେଟ ବୁକ୍‌ କରି ପାରିବେ। ଭାରତୀୟ ରେଲେଓ୍ଵ ଦ୍ୱାରା ବିକଶିତ କରାଯାଇଥିବା UTS ଆପ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ରେଲେଓ୍ଵ ମନ୍ତ୍ରାଳୟ ଅନୁସାରେ, ଏହି ଆପ୍‌ର ବର୍ତ୍ତମାନ ପାଖାପାଖି ୧.୪୭ କୋଟି ରେଜିଷ୍ଟର୍ଡ ୟୁଜର୍ସ…

ବର୍ତ୍ତମାନ ହାଇଡ୍ରୋଜେନ ଟେକ୍ନୋଲୋଜି ଉପରେ ଆଧାର କରି ଟ୍ରାକରେ ଗଡ଼ିବ ଟ୍ରେନ

ଭାରତୀୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ରେଳ ବ୍ୟବସ୍ଥା ସର୍ବଦା ଏକ ପ୍ରମୁଖ ଯୋଗଦାନ ଦେଇଆସୁଛି। ଭାରତରେ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଭାରତୀୟ ରେଳ ବ୍ୟବସ୍ଥା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଯେଉଁଥିପାଇଁ ଗତ କିଛି ବର୍ଷ ଧରି ଦେଖାଯାଇଛି ଯେ ରେଳ…

ଭାରତୀୟ ରେଳରେ ନିଯୁକ୍ତି ସୁଯୋଗ, ୧୬୦୦ ରୁ ଅଧିକ ପଦ ପାଇଁ ତୁରନ୍ତ କରନ୍ତୁ ଆବେଦନ

କଣ ଆପଣ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି। ତାହେଲେ ଭାରତୀୟ ରେଳ ବିଭାଗ ନିଜ ଅଫିସିଆଲ ୱେବସାଇଟରେ ନିଯୁକ୍ତି ପାଇଁ ନୋଟିଫିକେସନ୍ ଜାରି କରିଛି। ରେଳ ଅପରେଣ୍ଟିସର ୧୬୦୦ ରୁ ଅଧିକ ପଦ ପାଇଁ ନୋଟିଫିକେସନ୍ ଜାରି କରିଛି ରେଳ ବିଭାଗ। ଯେଉଁମାନେ ଏହି ପଦ ପାଇଁ ଆଶାୟୀ ଅଛନ୍ତି ସେମାନେ…

ଆପଣଙ୍କ ଟିକେଟ୍ ବଦଳରେ ଆଉ କିଏ କରିପାରିବେ ଯାତ୍ରା? ଜାଣନ୍ତୁ ରେଲୱେର ନୂଆ ନିୟମ

କରୋନାର ଦ୍ଵିତୀୟ ଲହରର ପ୍ରଭାବ ଟିକେ କମିଲା ପରେ ଏବେ ଧୀରେ ଧୀରେ ଜୀବନ ଯାତ୍ରା ସ୍ୱାଭାବିକ ହେଉଛି। ଏଣୁ କେତେକ ସ୍ଥାନରେ ରେଳ ଚଳାଚଳ ବି ଆରମ୍ଭ ହୋଇଗଲାଣି। ତେବେ ଟ୍ରେନରେ ଟିକେଟ ବୁକିଂ କରିବା ପରେ ବେଳେବେଳେ ଯାତ୍ରୀ କୌଣସି କାରଣବଶତଃ ଯାତ୍ରା କରିପାରିନଥାନ୍ତି। ଏଭଳି ସ୍ଥିତିରେ…

ପ୍ରତିଦିନ ୧୦୦୦ ରେଲୱେ କର୍ମଚାରୀ ହେଉଛନ୍ତି କରୋନା ସଂକ୍ରମିତ, ଏବେ ଯାଏଁ ଗଲାଣି ୧୯୫୨ ଜୀବନ

କରୋନା ସଂକ୍ରମଣ ଯୋଗୁ ଏବେ ପୂରା ଦେଶ ଚିନ୍ତାରେ। ସଂକ୍ରମଣ ବଢ଼ୁଥିବାରୁ ଅନେକ କମ୍ପାନୀ ଏବେ ୱାର୍କ ଫ୍ରମ ହୋମ କରିଦେଇଛନ୍ତି। କିନ୍ତୁ ଏମିତି ଅନେକ ସଂସ୍ଥା ଅଛନ୍ତି ଯେଉଁଠି ଘରେ ରହି କାମ କରିବା ସମ୍ଭବପର ନୁହେଁ। ସେଭଳି ଏକ ସଂସ୍ଥା ହେଉଛି ରେଲୱେ। ରେଳ ବିଭାଗର କର୍ମଚାରୀ ୱାର୍କ ଫ୍ରମ…

ଟ୍ରେନରେ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଭରିବାକୁ ପଡିବ ଜୋରିମାନା

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ଏହିସବୁ ଜିନିଷ ଟ୍ରେନରେ ଆଣୁଥିଲେ ଖାଲି ଦେବାକୁ ପଡ଼ିବନି ଜୋରିମାନା । ହୋଇପାରେ ଆପଣଙ୍କୁ ୩ ବର୍ଷ ଯାଏ ଜେଲ୍‌ । ଟ୍ରେନରେ ଯିବା ପୂର୍ବରୁ ଏହି ସବୁ ଜିନିଷ ପ୍ରତି ନିଶ୍ଚିତ ଦିଅନ୍ତୁ ଧ୍ୟାନ । ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି ରେଳବାଇ ବିଭାଗ…

ଖୁସି ଖବର! ୧୦ ଏପ୍ରିଲରେ ଯାତ୍ରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛି ରେଲୱେ

ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଟ୍ରେନ୍‌। ତେବେ ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ କମ୍‌ ସଂଖ୍ୟକ ଟ୍ରେନ୍‌ ଚଳାଚଳ କରୁଛି। ଫଳରେ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାତ୍ରୀଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ୧୦ ଏପ୍ରିଲରୁ କରୋନା କାଳ ପୂର୍ବରୁ ଚାଲୁଥିବା ଟ୍ରେନ୍‌…

ଜାଣନ୍ତୁ, ଦେଶର କେଉଁ ସ୍ଥାନରେ ସବୁଠୁ ବିଳମ୍ବରେ ଚାଲୁଛି ଟ୍ରେନ୍‌, ରେଳ ବିଭାଗ ଜାରି କଲା ସମୟାନୁବର୍ତ୍ତିତା ତାଲିକା

ରେଲୱେ ବୋର୍ଡ ଚଳିତମାସ ୧ରୁ ୭ ଫେବ୍ରୁଆରୀ ଯାଏଁ ସାରା ଦେଶରେ ଚାଲିଥିବା ଟ୍ରେନ୍‌ର ସମୟାନୁବର୍ତ୍ତିତା ଚାର୍ଟ ପ୍ରସ୍ତୁତ କରିଛି। ଏହି ତାଲିକାରେ ସାରା ଦେଶରେ ଠିକ୍‌ ସମୟରେ ଚାଲୁଥିବା ଟ୍ରେନ୍‌ର ପରିମାଣ ମାତ୍ର ୯୫.୯୧ ପ୍ରତିଶତ ରହିଛି। ଏହା ରେଳ ମନ୍ତ୍ରୀଙ୍କ ଲକ୍ଷ୍ୟଠାରୁ କମ୍‌ ରହିଛି।…

ଦଶମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ରେଳ ବିଭାଗରେ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି

ରେଳ ବିଭାଗରେ ନିଯୁକ୍ତି ସୁଯୋଗ। ସେଣ୍ଟ୍ରାଲ ରେଲେଓ୍ଵ ରିକ୍ରୁଇଟ୍‌ମେଣ୍ଟ ସେଲ ତରଫରୁ ଅପରେଣ୍ଟିସ୍‌ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ୍‌ ଜାରି କରାଯାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଅଫିସିଆଲ ୱେବ୍‌ସାଇଟ୍‌…

ଏବେ ଟ୍ରେନରେ ମିଳିବ ମନପସନ୍ଦର ଖାଦ୍ୟ, ଯାତ୍ରୀଙ୍କ ସୁବିଧା ପାଇଁ ଇ-କ୍ୟାଟରିଙ୍ଗ୍‌ ସେବା ଆରମ୍ଭ କଲା ରେଲୱେ

ଭାରତୀୟ ରେଲୱେ ଟ୍ରେନରେ ପୁଣି ଥରେ ଇ-କ୍ୟାଟରିଙ୍ଗ୍‌ ସେବାକୁ ଆରମ୍ଭ କରିଛି। ଯଦିଓ ଏହି ସୁବିଧା ବର୍ତ୍ତମାନ କିଛି ନିର୍ଦ୍ଧିଷ୍ଟ ଷ୍ଟେସନରେ ଆରମ୍ଭ କରାଯିବ। ଯେଉଁ ଷ୍ଟେସନରେ ଇ-କ୍ୟାଟରିଙ୍ଗ ସେବା ଆରମ୍ଭ କରାଯିବ, ସେଠାରେ କେନ୍ଦ୍ର ଏବଂ ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ…

କରୋନା କାଳରେ ବଢ଼ିଲା ଟ୍ରେନ୍‌ ଭଡ଼ା, ୭୦ ଜାଗାରେ ଦେବାକୁ ପଡ଼ୁଛି ୧୦୦ ଟଙ୍କା

କରୋନା କାଳରେ ଟ୍ରେନ୍‌ ଯାତ୍ରା ମହଙ୍ଗା ହୋଇଛି। ଜେନେରାଲ ବଗିରେ ଯାଉଥିବା ସାଧାରଣ ଯାତ୍ରୀଙ୍କୁ ମଧ୍ୟ ସ୍ପେଶାଲ ଟ୍ରେନ୍‌ ନାଁରେ ପକେଟ୍‌ ଖାଲି କରିବାକୁ ପଡ଼ୁଛି। ସୋମବାରରୁ ଆରମ୍ଭ ହୋଇଥିବା ଗୋରଖପୁରରୁ ଲକ୍ଷ୍ନୌ, ମଣ୍ଡୁଆଡିହ ଓ ଛପରା ଇଣ୍ଟରସିଟିର ଭଡ଼ା ମଧ୍ୟ ବଢ଼ାଇ ଦିଆଯାଇଛି। ଗୋରଖପୁରରୁ…