Browsing Tag

international news

ଅଦ୍ଭୁତ ରୋବୋଟ୍‌ ତିଆରି କଲା ଜାପାନ, ଯାହା ଦେଖିବାକୁ ଅବିକଳ ଶିଶୁ ଭଳି

ନିକଟରେ ଜାପାନର ବୈଜ୍ଞାନିକମାନେ ଏମିତି ଏକ ରୋବୋଟ୍‌ ତିଆରି କରିଛନ୍ତି, ଯାହାକି ଦେଖିବାକୁ ପୂରାପୂରି ମଣିଷ ଭଳି। ରେବୋଟ୍‌ର ଚେହେରା ବିଲ୍‌କୁଲ ଏକ ଶିଶୁ ଭଳି ଦେଖାଯାଉଛି। ସବୁଠାରୁ ଖାସ୍‌ କଥା ହେଉଛି, ଏହା ମଣିଷ ଭଳି ଯନ୍ତ୍ରଣାକୁ ମଧ୍ୟ ଅନୁଭବ କରିପାରୁଛି। ଓସାକା ୟୁନିଭର୍ସିଟିର…

ବିବାହ ପୋଷାକରେ ୯ ମାସ ଧରି ୩୩ଟି ଦେଶ ଭ୍ରମଣ କଲେ ନବଦମ୍ପତି, ପ୍ରତ୍ୟେକ ଗନ୍ତବ୍ୟସ୍ଥଳରେ ଉଠାଇଲେ ୩୩ଟି ଫଟୋ

କୁହାଯାଏ, ଶାଦି କା ଜୋଡ଼ା ବା ବିବାହ ପୋଷାକ ସବୁ ଦମ୍ପତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ସ୍ୱାମୀ-ସ୍ତ୍ରୀ ତାଙ୍କ ଜୀବନକାଳରେ କେବଳ ଗୋଟିଏ ଥର ହିଁ ବିବାହ ପୋଷାକ ପିନ୍ଧିଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ନବବିବାହିତ ଦମ୍ପତିଙ୍କ କାହାଣୀ କହିବୁ, ଯେଉଁଠି…

କରୋନା ଭୟ: ପୋଷା ଜୀବଙ୍କୁ ବଞ୍ଚାଇବା ପାଇଁ ଚୀନବାସୀ କରୁଛନ୍ତି ଏମିତି କାମ, ସୋସିଆଲ ମିଡିଆରେ ବୁଲୁଛି ଫଟୋ

ଚୀନର ବୁହାନରୁ ବ୍ୟାପିଥିବା ଘାତକ କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏପରି କି, WHO ବି ଏହାକୁ ନେଇ ଚିନ୍ତା ପ୍ରକଟ କରିସାରିଛି। ଏବେ ଚୀନର ଲୋକେ ନିଜ ସହ ନିଜ ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ କରୋନାରୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି। 作る予定じゃなかったんですけどね……

‘ତୁରନ୍ତ ୬୦ ହାତୀଙ୍କୁ ହତ୍ୟା କର’, କାହିଁକି ଏଭଳି ଆଦେଶ ଦେଲେ ଏହି ଦେଶର ସରକାର, ଜାଣନ୍ତୁ

ହାତୀ-ମଣିଷ ସଂଘର୍ଷର ଖବର ସବୁବେଳେ ଆମେ ଶୁଣିବାକୁ ପାଇଥାଉ। କିନ୍ତୁ ଏମିତି ଏକ ଦେଶ ରହିଛି, ଯେଉଁଠି ହାତୀଙ୍କୁ ମାରିବା ପାଇଁ ସେଠାକାର ସରକାର ଆଦେଶ ଦେଇଛନ୍ତି। ପରିସ୍ଥିତିକୁ ନଜରରେ ରଖି ବୋତ୍ସଓ୍ଵାନା ଦେଶର ସରକାର ୬୦ଟି ହାତୀଙ୍କୁ ମାରିବା ପାଇଁ ୬ଟି ଲାଇସେନ୍ସ ଜାରି କରିଛନ୍ତି। କେବଳ…

କରୋନା ଭାଇରସ୍‌ ସମ୍ପର୍କିତ ୫ଟି ଭ୍ରାନ୍ତ ଧାରଣା, ଯାହାକୁ ଆପଣ ବିଶ୍ୱାସ କରିବା ଉଚିତ ନୁହେଁ, ଜାଣନ୍ତୁ ସେ ସମ୍ପର୍କରେ

ଚୀନ୍‌ରେ ମହାମାରୀ ରୂପ ଧାରଣ କରିଛି କରୋନା ଭାଇରସ୍‌। ଜଙ୍ଗଲ ନିଅାଁ ଭଳି ଏହା ବ୍ୟାପି ଚାଲିଥିବା ବେଳେ ସାରା ବିଶ୍ୱରେ ବି ଏହାକୁ ନେଇ ଭୟର ବାତାବରଣ ଖେଳିଯାଇଛି। ତେବେ ଏହାରି ଭିତରେ ଅନେକ ଭ୍ରାନ୍ତ ଧାରଣା ବା ଗୁଜବ ପ୍ରସାରିତ ହେଉଛି, ଯଦ୍ଦ୍ଵାରା ଲୋକେ ବେଶି ପ୍ରଭାବିତ ହେଉଛନ୍ତି। ଯେପରି…

ଅଜଣା ମହିଳାଙ୍କୁ ନିଜ ସିଟ୍‌ ଦେଇ ଛିଡ଼ା ହୋଇ ରହିଲା ଏହି ବାଳକ, ପୁଣି ଦେଖାଇଲା ଏଭଳି ମଣିଷପଣିଆ, ସୋସିଆଲ ମିଡିଆରେ…

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଫଟୋ ଲୋକଙ୍କୁ ଭାବୁକ କରିଦେଉଛି। ଫଟୋରେ ଦେଖିବାକୁ ମିଳୁଛି ଯେ ଜଣେ ବାଳକ ତା’ର ଦୁଇ କାନ୍ଧରେ ଦୁଇଟି ବ୍ୟାଗ୍‌ ଝୁଲାଇ ଛିଡ଼ାହୋଇଛି। ସୋସିଆଲ ମିଡିଆ ପୋଷ୍ଟ ମୁତାବକ, ପିଲାଟି ପ୍ରଥମେ ସିଟ୍‌ରେ ବସିଥିଲା। କିନ୍ତୁ ଟ୍ରେନ୍‌ରେ ଜଣେ ମହିଳା ଛୋଟ ଶିଶୁକୁ…

ଟାର୍ଗେଟ୍‌ ପୂରା ନ ହେବାରୁ କମ୍ପାନୀର ଅଫିସରମାନେ ନିଜକୁ ଦେଲେ ଏଭଳି ଦଣ୍ଡ, ସୋସିଆଲ ମଡିଆରେ କମେଣ୍ଟ କଲେ ୟୁଜର

ଚୀନ୍‌ର ଜିଲିନ୍‌ ଅଞ୍ଚଳରୁ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ‘ଟାର୍ଗେଟ୍‌’ ଶବ୍ଦରୁ ଦୂରେଇ ରହିବାକୁ ଇଚ୍ଛା କରିବେ। ରିପୋର୍ଟ ମୁତାବକ, ଘଟଣାଟି ଏକ ରେଷ୍ଟୁରାଣ୍ଟ କମ୍ପାନୀର। କମ୍ପାନୀର ଆନୁଆଲ ମିଟିଂରେ ଏହାର ମ୍ୟାନେଜର ଏବଂ ଡାଇରେକ୍ଟର…

ବଞ୍ଚି ଥାଉ ଥାଉ ସ୍ୱାମୀ କରୁଥିଲେ ସ୍ତ୍ରୀର ଅନ୍ତିମ ସଂସ୍କାର ପ୍ରସ୍ତୁତି, ଯାହାକୁ ଦେଖି ଆରପାରିକୁ ଚାଲିଗଲେ ଏହି…

ଦୀର୍ଘଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ମହିଳାଙ୍କୁ ଯେତେବେଳେ ତାଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ନେବେ, ସେ ସମୟରେ ମହିଳା ଜଣକ କିପରି ଅନୁଭବ କରୁଥିବେ? ରୁଷରେ ଘଟିଥିବା ଠିକ୍‌ ଏମିତି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ମହିଳାଙ୍କ ନାଁ Fagilyu…

ସ୍କୁଲ ରେସ୍‌ଲିଂରେ ହାରିଗଲା ପୁଅ, ରାଗରେ ପାଚିଗଲେ ବାପା! ଦେଖନ୍ତୁ ଫଟୋ

Barry Lee Jones ନାମକ ବ୍ୟକ୍ତି ଆମେରିକାର ନର୍ଥ କେରୋଲିନାରେ ରୁହନ୍ତି। ତାଙ୍କୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖି କେହି କେହି ଏହାର ପ୍ରତିବାଦ କରୁଥିବା ବେଳେ ଆଉ କେହି ଖୁବ୍‌ ମଜା ନେଇଛନ୍ତି। ଘଟଣାଟି ହେଉଛି, ବେରୀଙ୍କ ପୁଅ ସ୍କୁଲରେ…

ଦେଖନ୍ତୁ ଫଟୋ: ବସ୍‌ରେ କିଭଳି ଯାତ୍ରା କରୁଛି ଘୋଡ଼ା! କିନ୍ତୁ ଏହା ପଛର ପ୍ରକୃତ ସତ ଜାଣିଲେ ଆପଣ ବି କାନ୍ଦି ପକାଇବେ

ଇଂଲଣ୍ଡର ସାଉଥ୍‌ ୱେଲ୍ସରୁ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଯାଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ଏକ ଘୋଡ଼ା ବସ୍‌ରେ ଯାତ୍ରା କରୁଛି। ତେବେ ବାହାରୁ ଏହି ଫଟୋ ଦେଖିଲେ ଯେ କେହି ବି ଜୋର୍‌ରେ ହସିବାକୁ ଲାଗିବ। କିନ୍ତୁ ଏହା ପଛର ପ୍ରକୃତ ସତ ଜାଣିଲେ, ଆପଣ ବି ଭାବବିହ୍ଵଳ…

ଶେହନ୍‌ଶାହ ପୋଷାକ ପିନ୍ଧି, ହାତରେ ଖଣ୍ଡା ଧରି ରିପୋର୍ଟିଂ କଲେ ପାକିସ୍ତାନ ରିପୋର୍ଟର, ଭିଡିଓ ଭାଇରାଲ

ପାକିସ୍ତାନ ରିପୋର୍ଟର ଚାନ୍ଦ ନଓ୍ଵାବ୍‌ଙ୍କ ରିପୋର୍ଟିଂକୁ କିଏ ବା ଭୁଲିପାରିବ? ଠିକ୍‌ ସେମିତି ଏବେ ଆଉ ଜଣେ ଜର୍ନାଲିଷ୍ଟ ଚର୍ଚ୍ଚାକୁ ଆସିଛନ୍ତି, ସେ ବି ପାକିସ୍ତାନର। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜର୍ନାଲିଷ୍ଟ ଜଣକ ସବୁ ସୀମା ପାର୍‌ କରିଦେଇଛନ୍ତି। ଶେହନ୍‌ଶାହ…

Google Mapsରେ ଦେଖାଯାଉଛନ୍ତି ମୃତ ଲୋକ! ଝଲକ୍‌ ଦେଖି ଭାବୁକ ହୋଇପଡ଼ୁଛନ୍ତି ୟୁଜର

ସାଧାରଣତଃ ଆମେ କୌଣସି ଜାଗା ବିଷୟରେ ଜାଣିବା ପାଇଁ କିମ୍ବା ସେଠାରେ ରାସ୍ତା ଖୋଜିବା ପାଇଁ ଗୁଗଲ ମ୍ୟାପ୍ସ ବ୍ୟବହାର କରିଥାଉ। କିନ୍ତୁ ଆଜିକାଲି କିଛି ୟୁଜର ମୃତ ଲୋକଙ୍କୁ ଏଥିରେ ଖୋଜିବାରେ ଲାଗିଛନ୍ତି। ଦୁନିଆରୁ ବିଦାୟ ନେଇସାରିଥିବା ନିଜ ଜେଜେ ମା’, ଜେଜେ ବାପା ଏବଂ ଅନ୍ୟ ସମ୍ପର୍କୀୟଙ୍କୁ…