Below header
Browsing Tag

international yoga day

ଖୋର୍ଦ୍ଧାର ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଯୋଗ ଦିବସ ପାଳନ, ଭର୍ଚୁଆଲ ମାଧ୍ୟମରେ ଦିଆଗଲା ଶିକ୍ଷା

ଖୋର୍ଦ୍ଧା(କେନ୍ଯୁଜ୍): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପଲ୍ଲୀ ରୁ ଦିଲ୍ଲୀ ସବୁଠି ଯୋଗ ଅଭ୍ୟାସ କରାଯାଉଛି। ପ୍ରତିବର୍ଷ ଆଜି ଦିନରେ ଯୋଗ ଶିବିର କରାଯାଇ ଯୋଗ ଉତ୍ସବ ପାଳନ କରାଯାଏ। କିନ୍ତୁ କରୋନା ଆତଙ୍କ ଯୋଗୁ କେହି ଏକାଠି ହୋଇ ପାରୁନାହାନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ…

ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟଙ୍କ ଦ୍ବାରା ବାଲୁକାକଳା

ପୁରୀ : ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ସମସ୍ତଙ୍କୁ ଯୋଗ ଦିବସର ଶୁଭେଛା ଜଣାଇଛନ୍ତି। ସମସ୍ତେ ଯୋଗ କରି ନିଜକୁ ଓ ପରିବାରକୁ ସୁସ୍ଥ ରଖିବା ପାଇଁ ନିବେଦନ କରିଛନ୍ତି। ଏହି ବାଲୁକାକଳା…

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ସୁସ୍ଥତା ପାଇଁ ଯୋଗ’

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି 'ସୁସ୍ଥତା ପାଇଁ ଯୋଗ' । ଯାହା ଶାରିରୀକ ତଥା ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦେଇଥାଏ । କରୋନା କଟକଣା ମଧ୍ୟରେ ଯୋଗ ଦିବସକୁ ପାଳନ କରିବାକୁ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଛି।…

ଜିରୋ ଡିଗ୍ରୀ ତାପମାତ୍ରାରେ ସାମାଜିକ ଦୂରତା ରଖି ଯୋଗଭ୍ୟାସ କଲେ ଆଇଟିବିପି ଯବାନ

ଲଦାଖରେ ଯୋଗଭ୍ୟାସ କରିଛନ୍ତି ଆଇଟିବିପି ଯବାନ। ଜିରୋ ଡିଗ୍ରୀ ତାପମାତ୍ରାରେ ସାମାଜିକ ଦୂରତା ସହ ୧୮ ହଜାର ଫୁଟ ଉପରେ ବସି ଯୋଗାସନ କରିଛନ୍ତି ଆଟିବିପି ଯବାନ ମାନେ । ଅନ୍ୟ ପକ୍ଷରେ ଆଜିର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନ ମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସ୍ୱତନ୍ତ୍ର ବାର୍ତ୍ତା…

ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା, “ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଯୋଗ କରନ୍ତୁ , ଘରେ ହିଁ ଯୋଗ…

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ଜୁନ୍‌ ମାସ ୨୧ ତାରିଖକୁ "ଅନ୍ତର୍ଜାତୀୟ ଯୋଗ ଦିବସ" ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷର ଏହି ଦିବସ ପାଇଁ ଥିମ୍‌ ରହିଛି 'ୟୋଗା ଫର୍‌ ହେଲ୍‌ଥ-ୟୋଗା ଆଟ୍‌ ହୋମ୍‌' ଅର୍ଥାତ୍‌ "ସ୍ୱାସ୍ଥ୍ୟ ପାଇଁ ଯୋଗ କରନ୍ତୁ , ଘରେ ହିଁ ଯୋଗ କରନ୍ତୁ" । ଚଳିତ…

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଜାଣନ୍ତୁ ସୁସ୍ଥ ଶରୀର ପାଇଁ ଏହା କେତେ ଜରୁରୀ

ଜୁନ ମାସ ୨୧ ତାରିଖ । ଏହି ଦିନକୁ ଏବେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ। ଯୋଗ ଅଭ୍ୟାସ ଦ୍ବାରା କେବଳ ଶରୀର ରୋଗ ମୁକ୍ତ ହୋଇନଥାଏ ବରଂ ମନକୁ ମଧ୍ୟ ଶାନ୍ତି ମିଳିଥାଏ। ଆମ ଭାରତୀୟ ସଂସ୍କୃତିରେ ଯୋଗର ପ୍ରମୁଖ୍ୟ ଭୂମିକା ରହିଛି। ଯୋଗ ଦିବସର ଏହି ଖାସ୍ ଦିନରେ ଅଧିକାଂଶ ଲୋକ ଯୋଗ…

ବେଙ୍ଗାଲୁରୁରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ

ବେଙ୍ଗାଲୁରୁ, (କେ ନ୍ୟୁଜ୍‌) : ଆଜି ୫ମ ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ଦେଶ ଭଳି ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି । ବେଙ୍ଗାଲୁରୁ ଶୋଭା ଲେକଭିୟୁ କ୍ଲବ ହାଉସ ଠାରେ ଯୋଗ ଦିବସ ପାଳନ ଅବସରରେ ଅନେକ ଲୋକ ସାମିଲ ହୋଇଥିଲେ । ଯୋଗାଳୟର ଯୋଗ ଶିକ୍ଷକ…

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ବର(କେନ୍ୟୁଜ୍): ଯୋଗ ମୁଦ୍ରାରେ ରାଜଧାନୀବାସିନ୍ଦା। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ବିଶ୍ୱ ଯୋଗ ଦିବସ। ଜନତା ମଇଦାନରେ ବିଶାଳ ଯୋଗ ଶିବିରର ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉପସ୍ଥିତ ରହି ଯୋଗ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ହଜାର ହଜାର…

ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ଜାଣନ୍ତୁ ମନୁଷ୍ୟ ଜୀବନରେ କଣ ରହିଛି ଯୋଗର ମହତ୍ତ୍ବ

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ୨୧ ଜୁନରେ ସାରା ବିଶ୍ବ ପାଳନ କରିବ ଯୋଗ ଦିବସ । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଭୁଲ ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀ ପାଇଁ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରି ନଥାଉ। ଫଳରେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ। ଏପରି…

ପ୍ରତିବର୍ଷ ୨୧ ଜୁନରେ କାହିଁକି ପାଳନ ହୁଏ ବିଶ୍ବ ଯୋଗ ଦିବସ ? ଜାଣନ୍ତୁ କାରଣ

ଆଉ ଦୁଇ ଦିନ ପରେ ହେବ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ୨୧ ଜୁନରେ ସାରା ବିଶ୍ବ ପାଳନ କରିବ ଯୋଗ ଦିବସ । ହେଲେ କେବେ ଭାବିଛନ୍ତି ୨୧ ଜୁନରେ କାହିଁକି ପାଳନ ହୁଏ ଯୋଗ ଦିବସ । ଯଦି ଜାଣି ନାହାଁନ୍ତି ଆସନ୍ତୁ ଜାଣିବା । ତେବେ ତା ପୂର୍ବରୁ ଜାଣନ୍ତୁ ଯୋଗ ସହ ଆମର ସମ୍ପର୍କ । ଭାରତର ପ୍ରାଚୀନ…

ମୁମ୍ବାଇର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମୁମ୍ବାଇ: ଗୃହ କଲ୍ଯାଣ କେନ୍ଦ୍ର ପକ୍ଷରୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗର ଉପକାରିତା ବିଷୟରେ ସେମାନେ ବିଭିନ୍ନ ଜାଗାରେ ଲୋକମାନଙ୍କୁ ସଚେତନ କରାଇଥିଲେ। ପ୍ରିତିଦିନ ଯୋଗ କଲେ ଡାକ୍ତରଙ୍କର ଆବଶ୍ଯକତା ନାହିଁ ବୋଲି ବୁଝାଇଥିଲେ। ତେବେ…