Below header
Browsing Tag

ipl 2020

ନୂଆ ଲୁକ୍‌କୁ ନେଇ ଏବେ ଚର୍ଚ୍ଚାରେ କ୍ୟାପଟେନ କୁଲ୍‌, ମାହିଙ୍କୁ ଦେଖି ଫ୍ୟାନ ଏବେ ପୁରା ପାଗଳ

ସବୁବେଳେ ନିଜର ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି କ୍ୟାପଟେନ କୁଲ୍‌। ଆଉ ତାଙ୍କ ନୂଆ ଲୁକ୍‌ ପାଇଁ ପ୍ରଶଂସକ ମଧ୍ୟ ଚାହିଁବସିଥାନ୍ତି। ଏଥର ଦୀର୍ଘ ୪୩୭ ଦିନ ପରେ ମଇଦାନକୁ ଫେରିଥିଲେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ପଡିଆକୁ ଓହ୍ଲାଇବା ମାତ୍ରେ ଧୋନୀଙ୍କ ନୂଆ…

IPL 2020: ଆଜି ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ, ଜୋରଦାର ହେବ…

ଆଜିଠୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଜିତିବା ସ୍ୱପ୍ନ ପୂରା କରିବା ଅଭିଯାନ ଆରମ୍ଭ କରିବେ ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଜି ଆଇପିଏଲ୍‌ର ତୃତୀୟ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ସନ୍‌ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଉଭୟେ…

ଆଇପିଏଲ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ସୁପର ଓଭରରେ ହରାଇଲା କିଙ୍ଗସ ଇଲେଭେନ ପଂଜାବକୁ

ଦୁବାଇ : ତ୍ରୟୋଦଶ ଆଇପିଏଲ୍‌ର ଆଜି ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲସ ବିଜୟୀ । ଶେଷ ଓଭରରେ ୧୩ ରନ ଦରକାର ଥିଲା ଆଉ ୧ ରନ ବାକି ଥିବା ବେଳେ ମୟଙ୍କ ଅଗ୍ରୱାଲ ମାତ୍ର ୬୦ ବଲରେ କଲେ ୮୯ ରନ କରି ଆଉଟ ହେଲେ । ଅନ୍ତିମ ବଲରେ ଆଉଟ ହେଲେ ଜୋଡାନ । ଦୁଇ ଦଳ ୧୫୭ ରନରେ ସମାନ ହେବ ପରେ ଖେଳ…

IPL 2020: ଏଥର ମ୍ୟାଚ ପୂର୍ବରୁ ଅଲଗା ମୁଡରେ ଅଛନ୍ତି କ୍ରିସ ଗେଲ, ଜାରି କଲେ ‘ହଟ ମ୍ୟୁଜିକ ଆଲବମ’,…

କ୍ରିସ ଗେଲ ଆଇପିଏଲରେ ପୁଣିଥରେ ଧମାଲ ମଚେଇବାକୁ ପ୍ରସ୍ତୁତ ଅଛନ୍ତି। ସେ କିଙ୍ଗସ ଇଲେଭେନ ପଞ୍ଜାବ ପାଇଁ ଖେଳିବେ। ଏଥର କିନ୍ତୁ ସେ ଟିକେ ଅଲଗା ମୁଡରେ ନଜର ଆସୁଛନ୍ତି। ପ୍ରକୃତ କଥା, କ୍ରିସ ଗେଲ ଆଇପିଏଲରେ ପଞ୍ଜାବ ମ୍ୟାଚର ଠିକ ଗୋଟିଏ ଦିନ ପୂର୍ବରୁ ଏକ ମ୍ୟୁଜିକ ଭିଡ଼ିଓ ଲଞ୍ଚ କରିଛନ୍ତି। ସେ…

ଆଇପିଏଲ୍‌ ୨୦୨୦: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଲଢେଇ

ବହୁ ପ୍ରତୀକ୍ଷିତର ଅନ୍ତ ପରେ କ୍ରିକେଟ ମହାକୁମ୍ଭ ଆଇପିଏଲ୍-୧୩ ଶନିବାର ୟୁଏଇରେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଚେନ୍ନାଇ ବାଜି ମାରିନେଇଛି। ସେହିପରି ରବିବାର ଦ୍ବିତୀୟ…

ରୋହିତଙ୍କୁ ଧୋନି ଦେଲେ ପାନେ : ଉଦ୍‌ଘାଟନୀ ମ୍ୟାଚ୍‌ରେ ଜିତିଲା ଚେନ୍ନାଇ ହାରିଲା ମୁମ୍ବାଇ

ଆବୁଧାବି : ଅମ୍ବାଟି ରାୟୁଡୁ ଓ ଡୁ ପ୍ଲେସିସଙ୍କ ଅର୍ଦ୍ଧଶତକ ବଳରେ ଆଜି ଚେନ୍ନାଇ ସୁପର କିଙ୍ଗସ ୫ ଉଇକେଟରେ ମୁମ୍ବାଇ ଇଣ୍ଡିଆନସକୁ ପରାସ୍ତ କରିଛି । ଡୁ ପ୍ଲେସିସ ୪୪ ବଲରେ ଅପରାଜିତା ୫୮ ରନ କରିଥିବା ବେଳେ ରାୟୁଡୁ ୪୮ ବଲରୁ ୭୧ ରନ (୬ ଚୌକା, ୩ ଛକା ), ସାମ କୁରାନ ୧୮ ରନ କରିଥିଲେ ।…

ଆଇପିଏଲ୍‌ : ଚେନ୍ନାଇକୁ ମୁମ୍ବାଇର ଚ୍ୟାଲେଞ୍ଜ, ୧୬୩ ରନ୍‌ କରିକି ଦେଖା

ଆବୁଧାବି : ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍‌ସ ଟସ୍‌ ସିନା ହାରିଲା ହେଲେ ପୂରା ୨୦ ଓଭର ଖେଳି ୯ ଓ୍ଵିକେଟ୍‌ରେ ୧୬୨ ରନ୍‌ କରିଛି । ଫଳରେ ଆଇପିଏଲ୍‌ ୨୦୨୦ର ଉଦ୍‌ଘାଟନୀ ମ୍ୟାଚ୍‌ ଜିତିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଆଗରେ ରହିଛି ୧୬୩ ରନ୍‌ର ବିଜୟଲକ୍ଷ୍ୟ ।…

ଆଇପିଏଲ୍‌ ୨୦୨୦ : ବିଜୟ ରେକର୍ଡ଼ରେ ଧୋନିଙ୍କ ଚେନ୍ନାଇ ଠାରୁ ଆଗୁଆ ରୋହିତଙ୍କ ମୁମ୍ବାଇ ଟିମ୍‌

ଆବୁଧାବି : ଆଉ କିଛି ସମୟ ପରେ ମରୁଭୂମିରେ ହେବ ଧମାକା । ଆରମ୍ଭ ହେବ ଟେ୍ଵଣ୍ଟି ଟେ୍ଵଣ୍ଟି କ୍ରିକେଟ୍‌ର ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆଇପିଏଲ୍‌ । ପୁଣି ମଜାଦାର କଥା ହେଉଛି ଆଜିର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁକାବିଲା ହେବ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ…

IPL‌ ପ୍ରେମୀଙ୍କ ପାଇଁ ଉପହାର: ଲାଇଭ୍‌ ମ୍ୟାଚ୍‌ ଦେଖିବାକୁ ଏହି ପ୍ଲାନ୍‌ ସବୁଠୁ ବଢ଼ିଆ, ପ୍ରତିଦିନ ମିଳିବ ୩ ଜିବି…

ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୦)। ଆଜି ସନ୍ଧ୍ୟା ୭.୩୦ରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଆଇପିଏଲ୍‌ର ଲାଇଭ୍‌ ପ୍ରସାରଣ ଆପଣ ନିଜ ମୋବାଇଲରେ ବି ଦେଖିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଡାଟା ପ୍ୟାକ୍‌ ଓ…

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ରୋହିତ ଦେଲେ ଏପରି ବୟାନ, କହିଲେ ଏହି ଟିମ୍‌ ବିପକ୍ଷରେ ଖେଳିବାକୁ ମଜା ମଜା ଲାଗେ

ଆଇପିଏଲ୍‌ ସିଜିନ ୧୩ର ଓପନିଂ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବ। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ରୋହିତଙ୍କ ଟିମ୍‌ ଏବଂ ଧୋନୀଙ୍କ ଟିମ୍‌ ମଧ୍ୟରେ କଡାକଡି ଟକ୍କର ହେବ। ଠିକ୍‌ ଖେଳ ପୂର୍ବରୁ ରୋହିତ ନିଜର ମନ କଥା…

ଆଜିଠୁ ଆରମ୍ଭ ଆଇପିଏଲ ଟୁର୍ଣ୍ଣାମେଣ୍ଟ, ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଚେନ୍ନାଇ…

ୟୁଏଇ: ଆଜିଠୁ IPL। କ୍ରିକେଟର‌ ମହାସମର । ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପୂର୍ବ ଥରର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍‌ସ ଓ ରନର୍ସ ଅପ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ । ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଆଜିର ମ୍ୟାଚ୍‌ ଉପରେ ଫ୍ୟାନ୍‌ଙ୍କ ନଜର ରହିଛି । ବିଶେଷ କରି…

IPL 2020: ଷ୍ଟିଆର୍ଟ ବିନ୍ନି-ମୟନ୍ତି ଲାଙ୍ଗରଙ୍କ ଘରକୁ ଆସିଲା ନୂଆ ଅତିଥି, ସୋସିଆଲ ମିଡିଆରେ ସେୟାର କଲେ ନବଜାତକର…

ଆଇପିଏଲ ୨୦୨୦ ପାଇଁ ସ୍ପୋର୍ଟସ ଆଙ୍କରମାନଙ୍କ ନାମ ଯେବେ ଘୋଷଣା ହୋଇଥିଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ, ପ୍ରସାରଣକର୍ତ୍ତା ଷ୍ଟାର ନେଟୱାର୍କ ଆଙ୍କର୍ସ ଲିଷ୍ଟରେ ମୟନ୍ତି ଲାଙ୍ଗରଙ୍କ ନାଁ ସାମିଲ କରି ନ ଥିଲା। ଏବେ ମୟନ୍ତି ଆଇପିଏଲରୁ ବାଦ ପଡ଼ିବାର କାରଣ ପଦାକୁ ଆସିଛି।…