Below header
Browsing Tag

jaypur

ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି, ୨ ମୃତ; ୧୨ ଆହତ

ଜୟପୁର (କେନ୍ୟୁଜ): ବ୍ରିଜରୁ ତଳକୁ ଭାରସାମ୍ୟ ହରାଇ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ…

ବିଶାଳ କାୟ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ଲାଗିଲା ପୁଷ୍ପକ ବିମାନ, ଆମ୍ବେଦକରଙ୍କ ଜୟଗାନରେ କମ୍ପି ଉଠିଲା ଗଗନ ପବନ

ଜୟପୁର  (କେନ୍ୟୁଜ): ପୌରପରିଷଦ ପକ୍ଷରୁ ଜୟପୁରରେ ଉନ୍ମୋଚନ ହୋଇଛି ଆମ୍ବେଦକରଙ୍କ ବିଶାଳ କାୟ ପ୍ରତିମୂର୍ତ୍ତି । ଆଉ ଏଥି ପାଇଁ ଆବଶ୍ୟକତା ପଡିଥିଲା ପୁଷ୍ପକ ବିମାନ । କାରଣ ବିନା ବିମାନରେ ମୂର୍ତ୍ତି ଉନ୍ମୋଚନ କରିବା ସମ୍ଭବ ନଥିଲା । ତେବେ ଏନେଇ ଏକ କ୍ରେନକୁ ସଜା ଯାଇଥିଲା, ଯାହା…

ଜୟପୁର : କବାଡ଼ିଖାନାକୁ ଯିବ ସିଟି ବସ୍‌, କୋଟି କୋଟି ଟଙ୍କା ଗଲା ପାଣିକୁ, କାହାକୁ କରିବା ଦାୟୀ ?

ଜୟପୁର (କେନ୍ୟୁଜ୍‌) : ସରକାର ଲୋକଙ୍କ ପାଇଁ ଯୋଜନା କଲେ। ଟଙ୍କା ଖର୍ଚ୍ଚ ବି କଲେ। ମାତ୍ର ସ୍ଥାନୀୟ ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଲୋକଙ୍କ କାମରେ ଲାଗିଲାନି ୨୦ଟି ସିଟି ବସ୍‌ । ପାଣିରେ ପଡିଲା କୋଟିକୋଟି ଟଙ୍କା। ମୋ ବସ୍‌ ସେବାରେ ଆସିଥିବା ୨୦ଟି ସିଟି ବସ୍‌ ଏବେ ବ୍ୟବହାର ଉପଯୋଗୀ…

ନାବାଳକ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଯୁବକକୁ ୨୫ ବର୍ଷ ଜେଲ ଦଣ୍ଡ ଦେଲେ ଜୟପୁର ଫାଷ୍ଟଟ୍ରାକ…

ଜୟପୁର (କେନ୍ୟୁଜ୍): କୋରାପୁଟ ଭଳି ଜିଲ୍ଲାରେ ସମଲିଙ୍ଗି ତଥା ଅପ୍ରାକୃତିକ ଯୌନ ସମ୍ପର୍କ ଭଳି ଏକ ମାମଲାରେ ଜୟପୁର ଫାଷ୍ଟଟ୍ରାକ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ୨୦୧୯ରେ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଘାଣ୍ଟିଆଗୁଡାରେ  ଜଣେ ନାବାଳକଙ୍କୁ ପ୍ରଲୋଭନ ଦେଖାଇ ଓ ଭୟଭୀତ କରି ତାଙ୍କ ସହ…

ଜୟପୁର : ତିନି ଦିନରେ ଚାଲିଗଲେ ଦୁଇ ପୁଅ ଓ ବାପା, ଘରେ ତିନି ବିଧବା ଓ ଦୁଇ ଶିଶୁ

ଜୟପୁର (କେନ୍ୟୁଜ୍‌) : ତିନି ଦିନରେ ଡକାଡକି ହୋଇ ଚାଲିଗଲେ ପରିବାରର ତିନି ସଦସ୍ଯ । ଆଉ ସମସ୍ତେ ହେଉଛନ୍ତି ପୁରୁଷ । ଏକାଠି ବିଧବା ହୋଇଗଲେ ଶାଶୁ ଆଉ ଦୁଇ ବୋହୂ । ବାପା ଛେଉଣ୍ଡ ହୋଇଗଲେ ଦୁଇ ସନ୍ତାନ । କୋଭିଡରେ ସକ୍ରମିତ ହୋଇ କୋରାପୁଟ ଜୟପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।…

କୋରାପୁଟ: ଚଳିତବର୍ଷ ଶେଷ ସୁଦ୍ଧା ଜୟପୁରରୁ ଉଡ଼ିପାରେ ବିମାନ,ଏୟାରପୋର୍ଟର ସ୍ଥିତି ଅନୁଧ୍ୟାନ କଲେ ବରିଷ୍ଠ ଅଧିକାରୀ

ଜୟପୁର(କେନ୍ୟୁଜ୍):  ଚଳିତବର୍ଷ ଶେଷ ସୁଦ୍ଧା କୋରାପୁଟ ଜୟପୁରରୁ ଉଡ଼ିପାରେ ବିମାନ। ୧୯ ସିଟେଡ ବିମାନ ଉଡ଼ାଣ ପାଇଁ ଚାଲିଛି ପ୍ରସ୍ତୁତି। ମାର୍ଚ୍ଚରେ ଲାଇସେନ୍ସ ପାଇଁ ଆବେଦନ କରାଯିବ। ୬ରୁ ଆଠ ମାସ ମଧ୍ୟରେ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ପରିବହନ ସଚିବ ମଧୁସୂଦନ ପାଢୀ। ଜୟପୁର…

ମୁଁ ଗଧ ଓ ମୂର୍ଖ, ଏମିତି କହି ପ୍ରାର୍ଥିପତ୍ର ଦାଖଲ କଲେ ଏହି ନେତା, ଜାଣନ୍ତୁ କାହିଁକି ଏମିତି କହିଲେ ?

ରାଜସ୍ଥାନ ଜୟପୁର ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଦେଖା ଦେଇଥିଲା ଏକ ଭିନ୍ନ ଧରଣର ଦୃଶ୍ୟ । ଜଣେ ଆଶୟୀ ପ୍ରାର୍ଥୀ ନିଜକୁ ମୂର୍ଖ ଓ ଗଧ ବୋଲି ସମ୍ବୋଧନ କରି ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଜୟପୁର ରାଜପରିବାରରେ ସମ୍ପତ୍ତି ବିବାଦ

ଜୟପୁର : ସାତ ଶହ କୋଟି ଟଙ୍କାର ସମ୍ପତ୍ତି । ଏଇ ସମ୍ପତ୍ତିକୁ ନେଇ ଏବେ ଜୟପୁର ରାଜପରିବାରରେ ବିବାଦ ଦେଖା ଦେଇଛି । କୋରାପୁଟ ଜିଲ୍ଲା ଜୟପୁରର ଏହି ରାଜ ପରିବାରର ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶର ବିଶାଖା ପାଟଣାରେ ମଧ୍ୟ ଅନେକ ସ୍ଥାବର ସମ୍ପତ୍ତି ରହିଛି । ବିଶାଖା ପାଟଣା ସ୍ଥିତ ହାଓ୍ଵା…