Browsing Tag

job

ଖାଲିପଡିଛି ୧୦୦୦ରୁ ଊର୍ଦ୍ଧ୍ବ ଷ୍ଟାଫ ନର୍ସ ପଦବୀ, ଦରମା ମାସକୁ ୩୧ ହଜାର ଟଙ୍କା, ଜଲଦି କରନ୍ତୁ ଆବେଦନ

ଆପଣ ନର୍ସିଂ କରିଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଗୁଜରାଟ ସ୍ବାସ୍ଥ୍ଯ ବିଭାଗ ଅଧିନରେ ୧୦୦୦ରୁ ଅଧିକ ପଦବୀ ଖାଲି ପଡିଛି। ଏଠାରେ ଷ୍ଟାଫ ନର୍ସ ପଦବୀରେ ନିଯୁକ୍ତି କରାଯାଉଛି। ୪୦ ବର୍ଷ ବୟସର ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ। ପଦବୀ: ୧୦୦୮ ଶିକ୍ଷାଗତ…

ଫାର୍ମହାଉସ୍‌ରେ ଚୋରି କଲା ଚୋର, କିନ୍ତୁ ମାଲିକ ତାକୁ ହିଁ ଦେଇଦେଲେ ଚାକିରି; କାରଣ ଥିଲା ଏମିତି

କୁହାଯାଏ, ପଶ୍ଚାତାପଠୁ ବଡ଼ ପ୍ରାୟଶ୍ଚିତ ଆଉ କିଛି ନାହିଁ। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ମିରଠରେ। ଏଠାରେ ଏକ ଚୋରକୁ ମାଲିକ ଜଣକ ଚୋରି କରିଥିବା ଫାର୍ମହାଉସ୍‌ରେ ହିଁ ଚାକିରି ଦେଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଠାରେ ଏକ ଚୋର ଚୋରି କରିବା ପରେ ହଠାତ୍‌…

ଡାକ ବିଭାଗରେ ଖାଲିପଡିଛି ୪୨୬୯ ପଦବୀ, ୧୦ମ ପାସ୍ କରିଥିବା ପ୍ରାର୍ଥୀ ବିନା ପରୀକ୍ଷାରେ କରନ୍ତୁ ଚାକିରି

ଆପଣ ୧୦ମ ପାସ୍ କରିଛନ୍ତି କି ? ଯଦି ଆପଣ ଦଶମ ପାସ୍ କରି ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଡାକ ବିଭାଗରେ ଖାଲିପଡିଛି ୪୨୦୦ରୁ ଅଧିକ ଚାକିରି। ଏହିସବୁ ପଦବୀରେ ନିଯୁକ୍ତି ପାଇଁ ୨୧ ଡିସେମ୍ବରରୁ ଅଧିକାରକ ନୋଟିଫିକେସନ ଜାରି ହୋଇସାରିଛି। କର୍ଣ୍ଣାଟକ…

IOCLରେ ଖାଲିପଡ଼ିଛି ଚାକିରି, ୨୧ ଡିସେମ୍ବର ପର୍ଯ୍ଯନ୍ତ କରିପାରିବେ ଆବେଦନ, ଦରମା ୧ ଲକ୍ଷରୁ ଅଧିକ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ପକ୍ଷରୁ ବିଭିନ୍ନ ପଦବୀ ଖାଲିପଡିଛି। ଏହା ଅଧୀନରେ ଜୁନିଅର ଇଂଜିନିୟରିଂ ଆସିଷ୍ଟାଣ୍ଟ, ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ, ଜୁନିଅର କ୍ବାଲିଟି କଣ୍ଟ୍ରୋଲ ଆନାଲିଷ୍ଟ ପଦବୀ ଖାଲିପଡିଛି। ଚାକିରି କରିବାକୁ ଚାହୁଁଥିବା ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ…

ଭାରତ ଇଲେକଟ୍ରୋନିକ୍ସରେ ଖାଲିପଡିଛି ୫୪୯ ପଦବୀ, ଜଲଦି କରନ୍ତୁ ଆବେଦନ

ଭାରତ ଇଲେକଟ୍ରୋନିକ ଲିମିଟେଡ୍ ପକ୍ଷରୁ ଖାଲିପଡିଥିବା ୫୪୯ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଏହି ପଦବୀରେ ଆବେଦନ କରିବା ପାଇଁ ଆଜି ହେଉଛି ଶେଷ ତାରିଖ। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ଟ୍ରେନି ଇଂଜିନିୟର ଏବଂ ପ୍ରୋଜେକ୍ଟ…

ଖାଲି ପଡିଛି ୩ ହଜାରରୁ ଅଧିକ ପଦବୀ: ବିନା ଲିଖିତ ପରୀକ୍ଷାରେ ନିଯୁକ୍ତି, ଜଲଦି କରନ୍ତୁ ଆବେଦନ

ବିହାର ଟେକନିକାଲ ସର୍ଭିସ କମିଶନରେ ବମ୍ପର ନିଯୁକ୍ତି। ମେଡିକାଲ ଅଫିସର ପଦବୀରେ ୩୨୭୦ ପଦ ଖାଲିପଡିଛି। ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୮ ଅକ୍ଟୋବର ଥିଲା। କିନ୍ତୁ ଏବେ ଏହାର ତାରିଖ ବଢାଇ ଦେଇ ୨୦ ନଭେମ୍ବର ପର୍ଯ୍ୟନ୍ତ କରିଦିଆଯାଇଛି। ଯଦି ଇଚ୍ଛକ ପ୍ରାର୍ଥୀ ଆବେଦନ କରିବାକୁ…

ଗୋଟେ ଇଣ୍ଟରଭ୍ୟୁରେ ମିଳିବ ସରକାରୀ ଚାକିରି, ଦରମା ମାସକୁ ୭୨ ହଜାର ଟଙ୍କା

ତେଲ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଲିମିଡେଟ୍‌ ପକ୍ଷରୁ ଖାଲିପଡିଛି ପଦବୀ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଉଛି। ଯଦି ଆପଣ ଆବେଦନ କରିବା ପାଇଁ ଚାହୁଁଚନ୍ତି, ତେବେ ଖାଲିପଡିଥିବା ପଦବୀରେ ଆବେଦନ କରିବାର ଶେଷ ତାରିଖ ୫ ନଭେମ୍ବର ରହିଛି। ତେଣୁ ଏହି ପଦବୀ ବିଷୟରେ…

ଓଡିଶାରେ ସରକାରୀ ଚାକିରି, ଆଜି ହିଁ କରନ୍ତୁ ଆବେଦନ

ଓଡିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଚାକିରି କରିବାକୁ ଚାହୁଁଚନ୍ତି, ସେମାନଙ୍କ ପାଇଁ ଆଜି ଅନ୍ତିମ ସୁଯୋଗ। ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍‌ ୨୫ ସେପ୍ଟେମ୍ବର ରାତି…

ପୁଣିଥରେ ୨୦,୦୦ କର୍ମଚାରୀଙ୍କୁ ଛଟେଇ କରିବ BSNL, ଜାରି ହେଲା ନିର୍ଦ୍ଦେଶ

ସରକାରୀ ଟେଲିକମ୍‌ କମ୍ପାନୀ BSNL ର ୨୦ ହଜାର କର୍ମଚାରୀଙ୍କ ଚାକିରି ଏବେ ବିପଦରେ। କୌଣସି ମୁହୂର୍ତ୍ତରେ ବି ଚାକିରି ଚାଲିଯାଇପାରେ। କର୍ମଚାରୀ ସଂଘ ତରଫରୁ କୁହାଯାଇଛି BSNL ସମସ୍ତ ୟୁନିଟ୍‌କୁ ନିର୍ଦ୍ଦେଶ ଦେଇ କହିଛି ଯେ ସେମାନେ କର୍ମଚାରୀଙ୍କ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ। ଏହା ଦ୍ୱାରା…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ୫୦୦ରୁ ଊର୍ଦ୍ଧ୍ୱ ପଦବୀ, ଜଲଦି କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ବ୍ୟାଙ୍କ ଚାକିରି ପାଇଁ ଇଚ୍ଛୁକ ରହିଥାନ୍ତି, ତେବେ ଜଲଦି ଆବେଦନ କରନ୍ତୁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ହେଉଛି। ପିଏନବି ବ୍ୟାଙ୍କରେ ୫୩୫ ପଦବୀ ଖାଲି ପଡିଛି। ରେଜିଷ୍ଟ୍ରେସନ କରିବା ପାଇଁ…

ନ୍ୟାସନାଲ ଅର୍ବାନ ହେଲଥ ମିଶନ (NUHM) ରେ ସିଧାସଳଖ ନିଯୁକ୍ତି, କେବଳ ଦରକାର ମାତ୍ର ଏହି ଡିଗ୍ରୀ

ଚାକିରି ଖୋଜୁଛନ୍ତି କି ? ଆଉ ତା’ ପୁଣି ବିନା କୌଣସି ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁରେ। ତେବେ ଜଲଦି କରନ୍ତୁ। ନ୍ୟାସନାଲ ଅର୍ବାନ ହେଲଥ ମିଶନ (NUHM) ଅଧିନରେ କଲିକତା ମୁନିସିପାଲ କର୍ପୋରେସନରେ ନିଯୁକ୍ତି ହେଉଛି। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ।…