Below header
Browsing Tag

Kajal Aggarwal

ମା ହେବା ପରେ ପ୍ରଥମ ଥର ପାଇଁ ନିଜର ଭାବନାକୁ ସେୟାର କଲେ କାଜଲ ଅଗ୍ରୱାଲ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି…

ସାଉଥ୍ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଯାହାକୁ ସେ ନୀଲ ନାମରେ ନାମିତ କରିଥିଲେ। ମା ହେବା ପରେ କାଜଲ ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରିଛନ୍ତି। ଏକ ଲମ୍ବା ପୋଷ୍ଟ ସେୟାର୍ କରିବାବେଳେ ସେ ପୋଷ୍ଟ ପାର୍ଟମ୍ ଡିପ୍ରେସନ୍…

ଶିଶୁପୁତ୍ରର ଜନନୀ ହେଲେ କାଜଲ ଅଗ୍ରଓ୍ଵାଲ, ଫ୍ୟାନମାନଙ୍କୁ ଦେଲେ ଖୁସି ଖବର…

ସାଉଥ୍‌ ତଥା ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ମା’ ହୋଇଛନ୍ତି। ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ସ୍ୱାମୀ ଗୌତମ କିଚଲୁଙ୍କ ସହିତ ଅଭିନେତ୍ରୀ ମାତୃତ୍ୱ ସମୟକୁ ଉପଭୋଗ କରିବାକୁ ପ୍ରସ୍ତୁତ ହୋଇଛନ୍ତି। କପଲ୍‌ ପୁତ୍ର ସନ୍ତାନର ମାଆ, ବାପା ହେବା ପରେ ବହୁତ ଖୁସି ଅଛନ୍ତି। ତେବେ କାଜଲ…

ପ୍ରେଗ୍‌ନାନ୍ସି ଶୁଟ୍‌ରୁ କାଜଲ ଅଗ୍ରଓ୍ଵାଲ ସେୟାର କଲେ ଫଟୋ, ଅଭିନେତ୍ରୀଙ୍କ ଲୁକ୍‌ ଦେଖିଲେ ନଜର ହଟିବ ନାହିଁ

କାଜଲ ଅଗ୍ରଓ୍ଵାଲ ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ନିଜ ଇନଷ୍ଟାଗ୍ରାମରେ ବେବି ବମ୍ପ୍‌ ସହିତ ଫେଟା ସେୟାର କରୁଛନ୍ତି। ନିକଟରେ ସେ ହ୍ଵାଇଟ ରଙ୍ଗର ଶାର୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହା ବହୁତ ଆରାମଦାୟକ ଏବଂ ଷ୍ଟାଇଲିଶ୍‌ ଥିବା ବେଳେ ଏଥିରେ ବ୍ଲ୍ୟୁ ପ୍ରିଣ୍ଟ ରହିଛି। ଅଫ୍‌…

ବହୁତ ଜଲଦି ମା ହେବାକୁ ଯାଉଛନ୍ତି କାଜଲ, ସ୍ୱାମୀ ଏଭଳି ଅନ୍ଦାଜରେ ଦେଲେ ସୂଚନା

ବହୁତ ଜଲଦି ମା ହେବାକୁ ଯାଉଛନ୍ତି ସୁନ୍ଦରୀ ନାୟିକା କାଜଲ ଅଗ୍ରଓ୍ଵାଲ। ନିଜେ ସ୍ୱାମୀ ଗୌତମ କିଚଲୁ ଜଣାଇଛନ୍ତି ଏହି ଖୁସି ଖବର। ସେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଏହି ଖବର ଦେଇଛନ୍ତି। ତାଙ୍କ ପୋଷ୍ଟରୁ ଜଣାପଡୁଛି ଯେ କାଜଲ ଗର୍ଭବତୀ ଅଛନ୍ତି ଏବଂ ତାଙ୍କ ବେବି ୨୦୨୨ରେ ହିଁ…

‘ଲାଇଭ୍‌ ଟେଲିକାଷ୍ଟ’ ମାଧ୍ୟମରେ ୱେବ୍‌ ସିରିଜ୍‌ ଜଗତରେ ପାଦ ଥାପିବେ କାଜଲ ଅଗ୍ରଓ୍ଵାଲ, ଦେଖନ୍ତୁ ହରର୍‌ ଟ୍ରେଲର

ଦକ୍ଷିଣ ଭାରତୀୟ ଫିଲ୍ମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଏବେ ୱେବ୍‌‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। କାଜଲ ଅଗ୍ରଓ୍ଵାଲ ଅପକମିଂ ୱେବ୍‌ ସିରିଜ୍‌ ‘ଲାଇଭ ଟେଲିକାଷ୍ଟ’ରେ ନଜର ଆସିବେ। ଶୁକ୍ରବାର ଏହାର ଟ୍ରେଲର ଲଞ୍ଚ୍‌ ହୋଇଛି। ଏହି ୱେବ୍‌…

ବିବାହର ୨ ଦିନ ପରେ ବ୍ରାଇଡଲ ଫଟୋସୁଟ୍‌ର ଫଟୋ ସେୟାର କଲେ କାଜଲ ଅଗ୍ରଓ୍ଵାଲ, ରୋମାଣ୍ଟିକ୍‌ ମୁଡ୍‌ରେ ଆସିଲେ ନଜର

ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଅକ୍ଟୋବର ୩୦ରେ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ତାଜ୍‌ ହୋଟେଲରେ ସେ ବିବାହ କରିଛନ୍ତି। କାଜଲଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବିବାହ ପରେ ଅଭିନେତ୍ରୀ ବ୍ରାଇଡଲ…

ପ୍ରଥମ ଥର ପାଇଁ ନିଜ ଭାବିସ୍ୱାମୀଙ୍କ ଫଟୋ ସେୟାର କଲେ କାଜଲ ଅଗ୍ରଓ୍ଵାଲ, ଏହି ତାରିଖରେ ହେବେ ଗୌତମଙ୍କ ପତ୍ନୀ

ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏବେ ଅନେକ ଖୁସି ଖବର ଆସୁଛି। ଅନେକ ଫିଲ୍ମ ଷ୍ଟାର କରୋନା କାଳରେ ବିବାହ କରୁଥିବା ବେଳେ ଆଉ କିଛି ହାତକୁ ଦି ହାତ ହେବାକୁ ଯାଉଛନ୍ତି। ସେଭଳି ଜଣେ ଅଭିନେତ୍ରୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ହେଉଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର…

ବୋହୂ ସାଜିବେ ସିଙ୍ଘମ ଫେମ୍‌ ଅଭିନେତ୍ରୀ କାଜଲ, ୩୦ ଅକ୍ଟୋବରରେ କରିବେ ବିବାହ

ସିଙ୍ଘମ ଫେମ୍‌ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କାଜଲଙ୍କ ପରିବାର ଲୋକ ତାଙ୍କ ପାଇଁ ବର ଖୋଜିବାରେ ଲାଗିପଡିଥିଲେ। ଏବେ ତାଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ ବରପାତ୍ର ମିଳିଯାଇଛନ୍ତି। ତେଣୁ ଖୁବଶୀଘ୍ର କାଜଲ ବିବାହ କରିପାରନ୍ତି ବୋଲି ଖବର…

କାଜଲ ଅଗ୍ରୱାଲ କାରୋନା ମୁକାବିଲା ପାଇଁ ବଢାଇଲେ ସାହାଯ୍ୟର ହାତ, ପିଏମ କେୟାର ଫଣ୍ଡକୁ ଦାନ କରିବା ସହିତ କରୁଛନ୍ତି ଏହି…

କରୋନାର ପ୍ରକୋପକୁ ରୋକିବା ପାଇଁ ସବୁ କଳାକାରମାନେ ମଧ୍ୟ ଲଗାତର ଯୋଗଦାନ ଦେଇ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ଲିଷ୍ଟରେ ଏବେ ସାଉଥ ସୁପରଷ୍ଟାର କାଜଲ ଅଗ୍ରୱାଲଙ୍କ ନାମ ଯୋଡି ହୋଇଯାଇଛି। ଏହି ଅଭିନେତ୍ରୀ ପିଏମ କେୟାର ଫଣ୍ଡରେ ଯୋଗଦାନ କରିବା ସହିତ ସାଉଥ ଫିଲ୍ମ…

ବହୁତ ଜଲଦି ବିବାହ କରିବେ କାଜଲ ଅଗ୍ରଓ୍ଵାଲ, ସ୍ୱାମୀଙ୍କ ଠାରୁ ରଖିଛନ୍ତି ଏହି ସବୁ ଆଶା

ସାଉଥ୍ ସୁପରଷ୍ଟାର ଏବଂ ବଲିଉଡରେ ମଧ୍ୟ ଫିଲ୍ମ କରି ସାରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ସେ ବିବାହ କରିପାରନ୍ତି ବୋଲି ଖବର ମିଳିଛି । ଏକ ସାକ୍ଷାତକାରରେ ଯୋଗ ଦେଇ କାଜଲ ନିଜ ବିବାହ ବିଷୟରେ କହିଛନ୍ତି । କମଲ ହସନଙ୍କ ସହ କରୁଥିବା…